ଏହି ଗାଁର ଲୋକଙ୍କୁ ଏଯାଏ ଛୁଇଁପାରିନି କରୋନା

ନୂଆଦିଲ୍ଲୀ: ଗତ ଦୁଇ ମାସ ଧରି ସମଗ୍ର ଦେଶରେ କରୋନା ଦ୍ୱିତୀୟ ତରଙ୍ଗର ପ୍ରକୋପ ଜାରି ରହିଥିବା ବେଳେ କର୍ଣ୍ଣାଟକର ଧରୱାଡ ଜିଲ୍ଲାର ଏକ ଗ୍ରାମାକୁ ଏଯାଏ ପଶିପାରିନି ଏହି ମାରାତ୍ମକ ଭୂତାଣୁ। ଏହି ଗାଁର ଲୋକେ କେରାନାର ନିୟମାବଳୀକୁ ଦୃଢ ଭାବେ ଅନୁସରଣ କରୁଛନ୍ତି। ଯାହା ଫଳରେ ଏହି ମାରାତ୍ମକ ଭୂତାଣୁ ଗାଁକୁ ସ୍ପର୍ଶ କରି ନଥିବା ଜଣାପଡ଼ିଛି। ଧରୱାଡ ଜିଲ୍ଲାର ଆଲାପୁର ଗ୍ରାମବାସୀ କରୋନାର ଦ୍ୱିତୀୟ ଲହର ଦ୍ବାରା ପ୍ରଭାବିତ ହୋଇନଥିବା ସୂଚନା ମିଳିଛି।

Continue Reading

ଖୁବଶୀଘ୍ର ପୁଣି ଉଡ଼ିବ ଜେଟ୍ ଏୟାରଓ୍ଵେଜ୍

ନୂଆଦିଲ୍ଲୀ: ଖୁବ ଶୀଘ୍ର ପୁଣି ଆକାଶରେ ଉଡ଼ିବ ଜେଟ୍ ଏୟାରଓ୍ଵେଜ ବିମାନ। ଏହାର ପୁନରୁଦ୍ଧାର ଯୋଜନାକୁ ନ୍ୟାସନାଲ କମ୍ପାନିଜ୍ ଲ ଟ୍ରିବ୍ୟୁନାଲ ମଞ୍ଜୁରୀ ଦେବା ପରେ ପୁଣି ଜେଟ୍ ଏୟାରଓ୍ଵେଜର ବିମାନ ସେବା ଆରମ୍ଭ ହେବା ନେଇ ସମ୍ଭାବନା ସୃଷ୍ଟି ହୋଇଛି। ଏହାର ପୁନରୁଦ୍ଧାର ପାଇଁ ଇଲଣ୍ଡର କାରଲକ୍ କ୍ୟାପିଟାଲ ଓ ୟୁଏଇର ଉଦ୍ୟୋଗପତି ମୁରାରୀଲାଲ ଜଲାନଙ୍କ କନସୋର୍ଟିୟମ ଏକ ବିସ୍ତୃତ ପ୍ରସ୍ତାବ ଦେଇଛି। ଏହି ପ୍ରସ୍ତାବକୁ ଏନସିଏଲଟି ମଞ୍ଜୁରି ଦେବା ସହ ଜେଟ୍ ଏୟାରଓ୍ଵେଜକୁ ଉଡାଣର […]

Continue Reading

ରାହୁଲ ପରାସ୍ତ: ଆଜାଦ ପୁନର୍ବାର ରାଜ୍ୟସଭା ଆସନ ପାଇବେ !

ନୂଆଦିଲ୍ଲୀ: ଗତ ଏକ ଦଶନ୍ଧି ମଧ୍ୟରେ, ଯେତେବେଳେ ବି କଂଗ୍ରେସ ଦଳର ପୁରୁଣା ଏବଂ ଯୁବ ନେତାଙ୍କ ମଧ୍ୟରେ କ୍ଷମତା ହାସଲପାଇଁ ସଂଘର୍ଷ ହୋଇଛି, ରାହୁଲ ଗାନ୍ଧୀଙ୍କ ଅପାରଗ ନେତୃତ୍ୱ ଯୋଗୁଁ ପୁରୁଣା ନେତାମାନେ ବିଜୟୀ ହେଉଛନ୍ତି । ରାହୁଲ ଗାନ୍ଧୀଙ୍କ ଦୋଷ ଯାହା ବି ହୋଇପାରେ, ଅନ୍ତତଃ ପକ୍ଷେ ପୁରୁଣା ନେତାମାନେ ଯୁବ ନେତାଙ୍କ ବିରୁଦ୍ଧରେ ବିଜୟୀ ହୋଇ କଂଗ୍ରେସ ଦଳକୁ ବାରମ୍ବାର ପୁନର୍ଜୀବିତ କରୁଛନ୍ତି । କିନ୍ତୁ ରାହୁଲ ଗାନ୍ଧୀ ଦଳର ପୁରୁଣା ନେତାମାନଙ୍କୁ […]

Continue Reading

କାନପୁରରୁ ବିଶ୍ୱର ପ୍ରଥମ ଅପ୍ଟିକ୍ ନ୍ୟୁରାଇଟିସ୍‌ ରୋଗୀ ଚିହ୍ନଟ

କାନପୁର: ବ୍ଲାକ୍‌ ଫଙ୍ଗସରୁ ଅପ୍ଟିକ୍ ନ୍ୟୁରାଇଟିସ୍‌ର ପ୍ରଥମ ରୋଗୀ କାନପୁର ସହରରୁ ଚିହ୍ନଟ ହୋଇଛନ୍ତି। ଏ ନେଇ ହାଲେଟ୍ ହସ୍ପିଟାଲ ପକ୍ଷରୁ ରିପୋର୍ଟ କରାଯାଇଛି। ଏହି ଅପ୍ଟିକ୍ ନ୍ୟୁରାଇଟିସ୍ କାରଣରୁ ରୋଗୀଙ୍କ ଆଖିର ସ୍ନାୟୁକୁ କ୍ଷତି ପହଞ୍ଚାଇଥାଏ। ଯାହା ଫଳରେ ରୋଗୀର ଆଖି ନଷ୍ଟ ହୋଇଯାଏ। ଅପ୍ଟିକ୍ ନ୍ୟୁରାଇଟିସ୍ ବ୍ଲାକ୍‌ ଫଙ୍ଗସର ଏକ ନୂଆ ରୂପ। ଦାବି ହେଉଛି ଏହା କେବଳ ଦେଶରେ ନୁହେଁ ବରଂ ଦୁନିଆରେ ପ୍ରଥମ ମାମଲା। ଡାକ୍ତରମାନେ ମଧ୍ୟ ଉକ୍ତ ରୋଗୀଙ୍କ ଉପରେ […]

Continue Reading

ମୁମ୍ବାଇ ମନ୍ତ୍ରାଳୟ ଉପରକୁ ବୋମା ମାଡ ଧମକ

ପୁଣେ: ସୋମବାର ଦିନ ପୁଣେରେ ଜଣେ ବ୍ୟକ୍ତିଙ୍କୁ ମୁମ୍ବାଇ ମନ୍ତ୍ରାଳୟରେ ବୋମା ବିସ୍ଫୋରଣ କରିବାକୁ ଧମକ ଦେବଇଥିବା ଅଭିଯୋଗରେ ଗିରଫ କରାଯାଇଛି। ଏହି ଧମକ ଇମେଲ ମାଧ୍ୟମରେ ପଠାଯାଇଥିଲା। ମୁମ୍ବାଇ ପୋଲିସର ସୂଚନାନୁସାରେ, ଇମେଲ ମାଧ୍ୟମରେ ଧମକ ପାଇବା ପରେ ତଦନ୍ତ ଆରମ୍ଭ ହୋଇଥିଲା। ଏହି ଧମକ ନକଲି ବୋଲି ଜଣାପଡିଛି। ଏ ନେଇ ମୁମ୍ବାଇର ମେରାଇନ ଡ୍ରାଇଭ ପୋଲିସ ଷ୍ଟେସନରେ ଏକ ମାମଲା ରୁଜୁ ହୋଇଛି। ପୁଣେର ଘୋରପାଣ୍ଡି ଅଞ୍ଚଳରେ ଉକ୍ତ ଅଭିଯୁକ୍ତଙ୍କୁ ଅଟକ ରଖାଯାଇଛି। […]

Continue Reading

ମନ୍ତ୍ରୀଙ୍କ ନୂଆ ଘୋଷଣା; ଅଧିକ ସନ୍ତାନ ଥିଲେ ମିଳିବ ଲକ୍ଷେ ଟଙ୍କା

ଆଇଜଲ୍: ସର୍ବାଧିକ ପିଲା ଥିବା ପିତାମାତାଙ୍କୁ ୧ ଲକ୍ଷ ଟଙ୍କା ନଗଦ ପ୍ରୋତ୍ସାହନ ରାଶି ଘୋଷଣା କରିଛନ୍ତି ମିଜୋରାମ ମନ୍ତ୍ରୀ। ବିଭିନ୍ନ ରାଜ୍ୟରେ ଜନସଂଖ୍ୟା ନିୟନ୍ତ୍ରଣ ପାଇଁ ଶିଶୁ ପଲିସି କରାଯାଉଥିବା ବେଳେ ମିଜୋରାମର ଜଣେ ମନ୍ତ୍ରୀଙ୍କର ଏହି ପଦକ୍ଷେପର ଚର୍ଚ୍ଚାରେ ରହିଛି। କ୍ରୀଡା ମନ୍ତ୍ରୀ ରବର୍ଟ ରୋମାଭିଆ ରୋଏଟ୍ ଏହି ପ୍ରୋତ୍ସାହନ ରାଶି ଲାଗି ସର୍ବନିମ୍ନ ଶିଶୁ ସଂଖ୍ୟା କେତେ ରହିବ ସେନେଇ ଉଲ୍ଲେଖ କରି ନାହାଁନ୍ତି। ରବିବାର ଦିନ ପିତୃ ଦିବସ ଅବସରରେ ମନ୍ତ୍ରୀ […]

Continue Reading

‘ଯୋଗ’ ଭାରତର ନୁହେଁ ନେପାଳର; ପିଏମ୍‌ କେ.ପି ଓଲି

ନୂଆଦିଲ୍ଲୀ: ନେପାଳ ପ୍ରଧାନମନ୍ତ୍ରୀ କେ.ପି ଶର୍ମା ଓଲି ଦାବି କରିଛନ୍ତି ଯେ ଯୋଗ ଭାରତରେ ନୁହେଁ ବରଂ ନେପାଳରୁ ଆସିଛି। ସେ କହିଥିଲେ ଯେ ଭାରତ ପୂର୍ବରୁ ତାଙ୍କ ଦେଶରେ ପ୍ରଥମେ ଯୋଗ ଅଭ୍ୟାସ ଆରମ୍ଭ କରାଯାଇଥିଲା। ଏହାପୂର୍ବରୁ ସେ ଏହାପୂର୍ବରୁ ପିଏମ୍‌ ଅଲି କହିଥିଲେ ଯେ ହିନ୍ଦୁ ଦେବତା ରାମ ମାଡି ଅଞ୍ଚଳରେ ତଥା ନେପାଳର ଚିତୱାନ ଜିଲ୍ଲାର ଅଯୋଧ୍ୟାପୁରୀରେ ଜନ୍ମ ହୋଇଥିଲେ ଏବଂ ଭାରତର ଅଯୋଧ୍ୟାରେ ନୁହେଁ। “ରାଷ୍ଟ୍ର ଭାବରେ ଭାରତର ବହୁ ପୂର୍ବରୁ […]

Continue Reading

୧୦୦ ମିଟରରେ ଦୂତିଙ୍କ ନୂତନ ଜାତୀୟ ରେକର୍ଡ, ଅଳ୍ପକେ ଅଲିମ୍ପିକ ମାର୍କ ଛୁଇଁପାରିଲେନି

ପଟିୟାଲା: ନ୍ୟାଶନାଲ ଇନଷ୍ଟିଚ୍ୟୁଟ ଅଫ ସ୍ପୋର୍ଟ୍ସ ଷ୍ଟାଡିୟମରେ ଚାଲିଥିବା ଇଣ୍ଡିଆନ ଗ୍ରାଁପ୍ରି-୪ ଆଥଲେଟିକ୍ସ ମିଟରେ ଓଡିଶାର ଦୂତି ଚାନ୍ଦ ପ୍ରଭାବୀ ପ୍ରଦର୍ଶନ କରିଛନ୍ତି । ଭାରତର ଦ୍ରୁତତମ ମହିଳା ଭାବେ ପରିଚିତ ଦୂତି ୧୦୦ ମିଟର ଦୌଡରେ ନୂତନ ଜାତୀୟ ରେକର୍ଡ ସ୍ଥାପନ କରିଛନ୍ତି । ସେ ନିଜର ରେକର୍ଡ ୧୧.୨୨ ସେକେଣ୍ଡକୁ ଆଜି ଭଙ୍ଗ କରିଛନ୍ତି । ଦୂତି ୧୧.୧୭ସେକେଣ୍ଡରେ ତାଙ୍କ ରେସ ସମ୍ପୂର୍ଣ୍ଣ କରି ଲୟକୁ ଫେରିଛନ୍ତି । ଏଥିସହ ସେ ଅଲିମ୍ପିକ ମାର୍କ […]

Continue Reading

୧୮ ହଜାର କିଲୋଗ୍ରାମର ବୋମା ପରୀକ୍ଷା କଲା ଆମେରିକା ନେଭି, ସମୁଦ୍ରରେ ସୃଷ୍ଟି ହେଲା ଭୂମିକମ୍ପ

ୱାଶିଂଟନ: ଆମେରିକା ଓ ଚୀନ ବିବାଦ ଧିରେ ଧିରେ ବିଶ୍ୱ ସମୁଦାୟକୁ ଏକ ଭୟଙ୍କର ବିପତି ଆଡକୁ ନେଇଯାଉଛି । ଚୀନ ଜଳଭାଗରେ ତାର ଶକ୍ତି ବୃଦ୍ଧି କରୁଥିବା ବେଳେ ଏହାକୁ ଟକ୍କର ଦେବା ପାଇଁ ଆମେରିକା ନେଭି ସମୁଦ୍ର ଗର୍ଭରେ ୧୮ ହଜାର କିଲୋଗ୍ରାମର ଏକ ବିରାଟ ବୋମା ପରୀକ୍ଷା କରିଛି । ଏହି ବୋମା ବିସ୍ଫୋରଣ ହେବା ସମୟରେ ସମୁଦ୍ର ଗର୍ଭରେ ଭୂମିକମ୍ପ ସୃଷ୍ଟି ହୋଇଥିଲା । ଆମେରିକା ଏହାକୁ ଏକ ସୁରକ୍ଷିତ ପରୀକ୍ଷା […]

Continue Reading

ଜିଓ ଆଣୁଛି 5G ଫୋନ୍, ଜାଣନ୍ତୁ କେବେ ଲଞ୍ଚ

ମୁମ୍ବାଇ: ଜୁନ୍ ୨୪ରେ ୪୪ ତମ ବାର୍ଷିକ ଜେନେରାଲ ମିଟିଂରେ ରିଲାଏନ୍ସ ଜିଓ 5G ଫୋନର ଲଞ୍ଚ କରିବାର ସମ୍ଭାବନା ଅଛି। ଗତ ଦୁଇମାସ ମଧ୍ୟରେ ସୁଲଭ ମୂଲ୍ୟର 5G ସ୍ମାର୍ଟଫୋନ୍ ବିଷୟରେ ବହୁ ଖବର ଆସିଛି। କିଛି ରିପୋର୍ଟରେ ଏହାର ମୂଲ୍ୟ ୫୦୦୦ ଟଙ୍କାରୁ କମ୍ ଓ ଆଉ କିଛି ରିପୋର୍ଟରେ ୨୫୦୦ ଟଙ୍କା ଦାମ୍ ବୋଲି ସୂଚନା ମିଳିଥିଲା। ନିକଟରେ ଏକ ଭର୍ଚୁଆଲ କନଫରେନ୍ସରେ ଗୁଗୁଲ ସବସିଡାରି ଆଲଫାବେଟର ସିଇଓ ସୁନ୍ଦର ପିଚାଇ କହିଥିଲେ […]

Continue Reading