ଏହି ରାଜ୍ୟରେ ଆଉ ସପ୍ତାହେ ବଢିଲା ଲକ୍ଡାଉନ୍ ଅବଧି
ଚେନ୍ନାଇ: ତାମିଲନାଡୁରେ ପୁଣି ବଢିଲା ଲକ୍ଡାଉନ୍ ଅବଧି। ଶନିବାର ରାଜ୍ୟ ସରକାର ସମଗ୍ର ରାଜ୍ୟରେ ଲକ୍ଡାଉନ୍କୁ ଆଉ ଏକ ସପ୍ତାହ ପାଇଁ ବୃଦ୍ଧି କରିଛନ୍ତି। ଆସନ୍ତାକାଲି ଠାରୁ ଏହା କାର୍ଯ୍ୟକାରୀ ହେବ। ସର୍ବସାଧାରଣଙ୍କ ସୁବିଧା ଲାଗି ଆଜି ଏବଂ ଆସନ୍ତାକାଲି ରାତି ୯ଟା ପର୍ଯ୍ୟନ୍ତ ଦୋକାନଗୁଡ଼ିକ ଖୋଲା ରହିବ। ସ୍ଥାନୀୟ ସଂସ୍ଥାଗୁଡ଼ିକର ନେଟୱାର୍କ ମାଧ୍ୟମରେ ମୋବାଇଲ୍ ଆଉଟଲେଟ୍ ଚେନ୍ନାଇ ଏବଂ ସାରା ରାଜ୍ୟରେ ପନିପରିବା ଏବଂ ଫଳ ଯୋଗାଇବାରେ ସାହାଯ୍ୟ କରିବ ବୋଲି ସରକାର କହିଛନ୍ତି। ସମସ୍ତ […]
Continue Reading
