‘ଦ ଫ୍ୟାମିଲି ମ୍ୟାନ୍ ୨’ରେ ବ୍ୟାନ୍ ଲଗାଇବାକୁ କେନ୍ଦ୍ରକୁ ଚିଠି ଲେଖିଲେ ତାମିଲନାଡୁ ସରକାର
ନୂଆଦିଲ୍ଲୀ: ନିକଟରେ ଦ ଫ୍ୟାମିଲି ମ୍ୟାନ୍ ସିଜିନ୍ ୨ର ଟ୍ରେଲର୍ ରିଲିଜ ହୋଇଛି। ଟ୍ରେଲର୍ ରିଲିଜ ହେବାର ଏଇ କିଛି ଦିନ ଭିତରେ ଏହାକୁ ଝଡ ସୃଷ୍ଟି ହୋଇଛି। ବହୁ ପ୍ରତିକ୍ଷୀତ ୱେବ୍ ସିରିଜ୍ ତଥା ଲୋକପ୍ରିୟ ଅଭିନେତା ମନୋଜ ବାଜପେୟୀଙ୍କ ଅଭିନୀତ ‘ଦ ଫ୍ୟାମିଲି ମ୍ୟାନ୍ ୨’ରେ ବ୍ୟାନ୍ ଲାଗିବ! ତେବେ ଏନେଇ ତାମିଲନାଡୁ ସରକାର କେନ୍ଦ୍ରକୁ ଏକ ଚିଠି ଲେଖିଛନ୍ତି। ଯେଉଁଥିରେ ସେ ଏହି ୱେବ୍ ସିରିଜ ଉପରେ ନିଷେଧାଦେଶ ଲଗାଇବାକୁ କହିଛନ୍ତି। ସୋମବାର […]
Continue Reading
