କରୋନା ଆକ୍ରାନ୍ତଙ୍କ କ୍ଷେତ୍ରରେ 2-DG ଔଷଧ ବ୍ୟବହାର ପାଇଁ DCGIର ଅନୁମତି
ନୂଆଦିଲ୍ଲୀ: କରୋନା ଆକ୍ରାନ୍ତଙ୍କ ଚିକିତ୍ସାରେ ଜରୁରୀକାଳୀନ ବ୍ୟବହାର ପାଇଁ ଡିସିଜିଆଇ ଆଉ ଏକ ଔଷଧକୁ ଅନୁମତି ଦେଇଛନ୍ତି । ଡିଆରଡିଓ ପ୍ରସ୍ତୁତ କରିଥିବା ଥେରାପୁଟିକ ଆପ୍ଲିକେସନ୍ ଅଫ୍ ଡ୍ରଗ୍-୨ ଡେକ୍ସି-ଡି-ଗ୍ଲୁକ୍ଲୋଜ୍ (2-DG)କୁ ଅନୁମତି ମିଳିଛି । ମଧ୍ୟମରୁ ଗୁରୁତର କୋଭିଡ୍ ଆକ୍ରାନ୍ତଙ୍କୁ 2-DG ଥେରାପି ଭାବେ ଦିଆଯାଇ ପାରିବ । ଏହାକୁ ପର୍ଯ୍ୟାପ୍ତ ପରିମାଣରେ ଉପଲବ୍ଧ କରାଯାଇ ପାରିବ ବୋଲି ଡିଆରଡିଓ ସୂଚନା ଦେଇଛି । ଡିଆରଡିଓର ଲାବ ଇନଷ୍ଟିଚ୍ୟୁଟ୍ ଅଫ୍ ନ୍ୟୁକ୍ଲିୟର ମେଡିସିନ୍ ଏବଂ ଡକ୍ଟର ରେଡ୍ଡୀ […]
Continue Reading
