ମୁମ୍ୱାଇ କ୍ରାଇମବ୍ରାଞ୍ଚରେ ହାଜର ହେବାକୁ ହ୍ରିତିକ ରୋଶନଙ୍କୁ ସମନ୍
ମୁମ୍ୱାଇ: ବଲିଉଡ୍ ଅଭିନେତା ହ୍ରିତିକ ରୋଶନଙ୍କୁ ମୁମ୍ୱାଇ କ୍ରାଇମବ୍ରାଞ୍ଚର ସମନ୍ । ଆସନ୍ତାକାଲି ହାଜର ହେବାକୁ ନିର୍ଦ୍ଦେଶ ରହିଛି । ଅଭିନେତ୍ରୀ କଙ୍ଗନା ରଣାଓ୍ୱତଙ୍କ ସହ ଇ-ମେଲ୍ ଓ୍ୱାରକୁ ନେଇ ହୋଇଥିବା ମାମଲାରେ ହ୍ରିତିକଙ୍କୁ ଡାକି ପଚରାଉଚରା କରିବ ମୁମ୍ୱାଇ କ୍ରାଇମବ୍ରାଞ୍ଚ । ଆସନ୍ତାକାଲି ହ୍ରିତିକ ରୋଶନ ମୁମ୍ୱାଇ କ୍ରାଇମବ୍ରାଞ୍ଚର କ୍ରିମିନାଲ୍ ଇଣ୍ଟେଲିଜେନ୍ସ ୟୁନିଟ ଆଗରେ ନିଜ ପକ୍ଷ ରଖିବେ । ୨୦୧୬ରେ ହ୍ରିତିକ ରୋଶନ-କଙ୍ଗନା ରଣାଓ୍ୱତଙ୍କ ମଧ୍ୟରେ ଇ-ମେଲ୍ ଓ୍ୱାର ବାହାରକୁ ଆସିଥିଲା । ସାଇବର […]
Continue Reading
