ଏୟାରଫୋର୍ସ ଡେ: ୮୮ ବର୍ଷରେ ଭାରତୀୟ ବାୟୁସେନା
ନୂଆଦିଲ୍ଲୀ: ଆଜି ଏୟାରଫୋର୍ସ ଡେ । ୮୮ତମ ପ୍ରତିଷ୍ଠା ଦିବସ ପାଳନ କରୁଛି ଭାରତୀୟ ବାୟୁସେନା । ଏହି ଅବସରରେ ଗାଜିଆବାଦ ସ୍ଥିତ ହିଣ୍ଡେନ ଏୟାରବେସରେ ଶକ୍ତି ପ୍ରଦର୍ସନ କରିବ ବାୟୁସେନା । ଚଳିତବର୍ଷ ଏୟାରଫୋର୍ସ ଡେ ଉତ୍ସବରେ ସାମିଲ ହେବ ରାଫେଲ ଯୁଦ୍ଧ ବିମାନ । ଏଥିପାଇଁ ହିଣ୍ଡେନ ଏୟାରବେସରେ ବାୟୁସେନାର ସମସ୍ତ ଯୁଦ୍ଧ ବିମାନକୁ ତୟାର ରଖାଯାଇଛି । ୧୯୩୨ ମସିହା ଅକ୍ଟୋବର ୮ ତାରିଖରେ ଭାରତୀୟ ବାୟୁସେନାର ଗଠନ କରାଯାଇଥିଲା । ସେବେଠାରୁ ପ୍ରତିବର୍ଷ […]
Continue Reading
