ସୁଶାନ୍ତ ସିଂ ମୃତ୍ୟୁ ମାମଲା ଉପରୁ ହଟିବ ପରଦା: ସିବିଆଇ ହାତରେ ଏମ୍ସ ରିପୋର୍ଟ

ମୁମ୍ବାଇ: ଅଭିନେତା ସୁଶାନ୍ତ ସିଂ ରାଜପୁତ ମୃତ୍ୟୁ ମାମଲାରୁ ହଟିବ ପରଦା । ସାମ୍ନାକୁ ଆସିବ ସତ । ଜଣାପଡିବ ହତ୍ୟା ନା ଆତ୍ମହତ୍ୟା । ଏବେ ସିବିଆଇ ହାତରେ ଲାଗିଛି ସୁଶାନ୍ତ ସିଂଙ୍କ ଏମ୍ସ ରିପୋର୍ଟ । ବିଭିନ୍ନ ଦିଗକୁ ଯାଂଚ କରି ଏମ୍ସର ସ୍ୱତନ୍ତ୍ର ଟିମ୍ ସିବିଆଇକୁ ରିପୋର୍ଟ ଦେଇଛନ୍ତି । ଏହି ରିପୋର୍ଟକୁ ଆଧାର କରି ସିବିଆଇ ପୁଣି ଥରେ କଡା ତଦନ୍ତ ଆରମ୍ଭ କରିଛି । ଗତକାଲି ଏମ୍ସ ସିବିଆଇକୁ ରିପୋର୍ଟ […]

Continue Reading

ଆସାମରେ ପୁଣି ବନ୍ୟା, ୩ ଲକ୍ଷରୁ ଅଧିକ ଲୋକ ପ୍ରଭାବିତ

ଦିସପୁର: ଆମାସରେ ପୁଣି ବନ୍ୟା । ଚଳିତ ବର୍ଷ ତୃତୀୟ ଥର ପାଇଁ ବନ୍ୟାକୁ ସାମ୍ନା କୁରଛି ଆସାମ । ବନ୍ୟା ଯୋଗୁଁ ୧୩ ଜିଲ୍ଲାର ୩ ଲକ୍ଷରୁ ଅଧିକ ଲୋକେ ପ୍ରଭାବିତ ହୋଇଛନ୍ତି । ସୂଚନା ଅନୁସାରେ ସୋମବାର ଆସମରେ ପ୍ରବଳ ବର୍ଷା ଯୋଗୁଁ ସେଠାକାର ବନ୍ୟା ସ୍ଥିତି ଆହୁରି ବିଗିଡି ଯାଇଛି । କରୋନା ମହାମାରୀ ଭିତରେ ଆସାମରେ ତୃତୀୟ ଥର ପାଇଁ ବନ୍ୟା ଆସିଛି । ଏଥିପାଇଁ ୧୩ଟି ଜିଲ୍ଲାର ୩୯୦ଟି ଗାଁ, […]

Continue Reading

ରିୟାଙ୍କୁ ବେଲ୍ ହେବ ନା’ ଜେଲ୍‌, ବମ୍ବେ ହାଇକୋର୍ଟରେ ଫଇସଲା

ମୁମ୍ବାଇ: ଅଭିନେତା ସୁଶାନ୍ତ ସିଂ ରାଜପୁତ ମୃତ୍ୟୁ ମଙ୍କମଳକ୍ଟକ୍ଟ ସହ ଡ୍ରଗ୍ସ ଲିଙ୍କରେ ଗିରଫ ହୋଇଥିବା ରିୟା ଚକ୍ରବର୍ତ୍ତୀଙ୍କୁ ଜେଲ୍ ହେବ ନା ଜାମିନ ମିଳିବ । ତା’ଉପରେ ଆଜି ଫଇସଲା ଶୁଣାଇବେ ବମ୍ବେ ହାଇକୋର୍ଟ । ରିୟାଙ୍କ ସମେତ ତାଙ୍କ ଭାଇ ସୌଭିକ ଚକ୍ରବର୍ତ୍ତୀଙ୍କ ମଧ୍ୟ ଜାମିନ ଆବେଦନର ଆଜି ଶୁଣାଣି ହେବ । ପୂର୍ବରୁ ଗଲା ୨୩ ତାରିଖରେ ଜାମିନ ଆବେଦର ଶୁଣାଣି ହେବାର ଥିଲା । କିନ୍ତୁ ମୁମ୍ବାଇରେ ପ୍ରବଳ ବର୍ଷା ଯୋଗୁଁ […]

Continue Reading

ଡ଼ାକ୍ତରଖାନାର ଆଇସିୟୁରେ ନିଆଁ; ଅଳ୍ପକେ ବଞ୍ଚିଲେ ରୋଗୀ

କୋହ୍ଲାପୁର: ପୁଣି ଏକ ଡାକ୍ତରଖାନାରେ ଲାଗିଲା ନିଆଁ। ଅଳ୍ପକେ ବର୍ତ୍ତିଗଲେ ପାଖାପାଖି ୧୫ ରୋଗୀ । ସୂଚନାନୁସାରେ, ମହାରାଷ୍ଟ୍ରର କୋଲହାପୁର ଜିଲ୍ଲାର ଛତ୍ରପତି ପ୍ରମିଳା ରାଜେ ଜେନେରାଲ ହସ୍ପିଟାଲର ଆଇସିୟୁ ବିଭାଗରେ ଘଟିଛି ଭୟାବହ ଅଗ୍ନିକାଣ୍ଡ । ଅଗ୍ନିକାଣ୍ଡ ଘଟିବା ସଂଗେ ସଙ୍ଗେ ଅଗ୍ନିଶମ ବିଭାଗକୁ ଖବର ଦିଆଯାଇଥିଲା । ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ କରିବାରେ ସଫଳ ମଧ୍ୟ ହୋଇଛି । ତେବେ ଅଗ୍ନିକାଣ୍ଡ ଘଟିବା ପରେ ଆଇସିୟୁ ବିଭାଗରେ ଥିବା ସମସ୍ତ […]

Continue Reading

ସମ୍ବଲପୁରୀ ଶାଢ଼ୀକୁ ପଶ୍ଚିମବଙ୍ଗର କହି କ୍ଷମା ମାଗିଲା ଆମାଜନ

ଭୁବନେଶ୍ୱର: ସାରା ବିଶ୍ୱରେ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଛି ଓଡ଼ିଶାର ସମ୍ବଲପୁରୀ ଶାଢ଼ୀ । ହେଲେ ଅନ୍‌ଲାଇନ୍ ସପିଂ ସାଇଟ୍ ଆମାଜନ୍ ସମ୍ବଲପୁରୀ ଶାଢ଼ୀକୁ ଓଡ଼ିଶା ପରିବର୍ତ୍ତେ ପଶ୍ଚିମବଙ୍ଗର ଦର୍ଶାଇ ବିକ୍ରି କରୁଥିଲା । ଏହା ଜଣାପଡିବା ପରେ ତୀବ୍ର ଅସନ୍ତୋଷ ଦେଖାଦେଇଛି । ପରେ ଆମାଜନ୍ ଏହାକୁ ନିଜ ସାଇଟ୍‌ରୁ ହଟାଇ ଦେଇଛିି । ଏଥିସହ ନିଜ ଭୁଲକୁ ସ୍ୱୀକାର କରିଛି । କେବଳ ସେତିକି ନୁହେଁ ସମ୍ବଲପୁରୀ ଶାଢ଼ୀ ଓଡ଼ିଶାର ବୋଲି ମଧ୍ୟ ଉଲ୍ଲେଖ […]

Continue Reading

କୃଷି ବିଲକୁ ବିରୋଧ: ଦିଲ୍ଲୀ ରାଜପଥରେ ଟ୍ରାକ୍ଟର ଜାଳିଦେଲେ କଂଗ୍ରେସ କର୍ମକର୍ତ୍ତା

ନୂଆଦିଲ୍ଲୀ: କୃଷି ବିଲକୁ ନେଇ ସାରା ଦେଶରେ ଜାରି ରହିଛି ବିରୋଧ ପ୍ରଦର୍ଶନ । ଦିଲ୍ଲୀରୁ ପଞ୍ଜାବ ଯାଏ ରାଜରାସ୍ତାକୁ ଓହ୍ଲାଇଛନ୍ତି ଚାଷୀ । ଆଜି ଦେଶର ରାଜଧାନୀ ଦିଲ୍ଲୀର ଦିଲ୍ କୁହାଯାଉଥିବା ରାଜପଥରେ ବିରୋଧରେ ପ୍ରଦର୍ଶନ ବେଳେ ଚାଷୀଙ୍କ ଅସନ୍ତୋଷ ଦେଖିବାକୁ ମିଳିଥିଲା । ଏକ ଟ୍ରାକ୍ଟରରେ ନିଆଁ ଲଗାଇ ଦେଇଥିଲେ ଆନ୍ଦୋଳନକାରୀ । ପଞ୍ଜବ ଯୁବ କଂଗ୍ରେସ କର୍ମକର୍ତ୍ତା ବିକ୍ଷୋଭ ପ୍ରଦର୍ଶନ କରିଥିଲେ । କୃଷି ବିଲକୁ ବିରୋଧ କରି କଂଗ୍ରେସ କର୍ମକର୍ତ୍ତା ଆଜି […]

Continue Reading

୯୧ ବର୍ଷରେ ସୁର ସାମ୍ରାଜ୍ଞୀ ଲତା ମଙ୍ଗେସକର

ମୁମ୍ବାଇ: ଭଏସ୍ ଅଫ୍ ଇଣ୍ଡିଆ । ବଲିଉଡରେ ସାତ ଦଶନ୍ଦିର ଦବଦବା । କୋକିଳ କଣ୍ଠି, ସୁର ସାମ୍ରାଜ୍ଞୀ । ୩୬ଟି ଭାଷାରେ ୫୦ ହଜାରରୁ ଅଧିକ ଗୀତ ଗାଇଥିବା ଭାରତ ରତ୍ନ ଲତା ମଙ୍ଗେସକରଙ୍କ ଆଜି ହେଉଛି ଜନ୍ମ ଦିବସ । ସେ ୯୧ ବର୍ଷ ବୟସରେ ପାଦ ରଖିଛନ୍ତି । ମଧ୍ୟପ୍ରଦେଶ ଇନ୍ଦୋରରେ ୧୯୨୯ ମସିହା ଆଜିର ଦିନରେ ସେ ଜନ୍ମ ଗ୍ରହଣ କରିଥିଲେ । ଏତେ ବର୍ଷ ହେଲା ପରେ ମଧ୍ୟ ତାଙ୍କ […]

Continue Reading

ଉପଜିଲ୍ଲାପାଳଙ୍କ ନାଁରେ ନିର୍ଯାତନା ଅଭିଯୋଗ

ବୌଦ୍ଧ: ଉପଜିଲ୍ଲାପାଳଙ୍କ ନାଁରେ ନିର୍ଯାତନ ଅଭିଯୋଗ । ଏଭଳି ସାଙ୍ଘାତିକ ଅଭିଯୋଗ ଆଣିଛନ୍ତି ଖୋଦ୍ ତାଙ୍କ ପତ୍ନୀ । ଡେପୁଟି କଲେକ୍ଟର ଶରତ ବାଗ ସମ୍ପର୍କୀୟଙ୍କ ସହ ଝାରସୁଗୁଡ଼ା ଯାଇ ପତ୍ନୀଙ୍କୁ ମାଡ ମାରିଥିବା ଅଭିଯୋଗ ହୋଇଛି । କୌଣସି କାମରେ ଝାରସୁଗୁଡା ଯାଇଥିବା ସମୟରେ ଶରତ ବାଗ୍‌ଙ୍କ ପତ୍ନୀ ତାଙ୍କ ପିଛା କରିଥିଲେ । ସେଠାରେ ପତି ପତ୍ନୀଙ୍କ ମଧ୍ୟରେ ବଚସା ହୋଇଥିଲା । ପରେ ସମ୍ପର୍କୀୟଙ୍କ ସହ ମାଡ ମାରିଥିବା ନେଇ ପତ୍ନୀଙ୍କ ପକ୍ଷରୁ […]

Continue Reading

NCB ପାଖରେ ଦୀପିକା-ସାରା-ଶ୍ରଦ୍ଧା-ରକୁଲଙ୍କ ଫୋନ୍

ମୁମ୍ବାଇ: ସୁଶାନ୍ତ ସିଂହ ରାଜପୁତ ମୃତ୍ୟୁ ମାମଲାର ଖୋଳତାଡ ବେଳେ ସାମନାକୁ ଆସିଛି ବଲିଉଡର ଡ୍ରଗ୍ସ ଲିଙ୍କ ଖିଅ । ନାରକୋଟିକ୍ସ କଣ୍ଟ୍ରୋଲ ବ୍ୟୁରୋ ସ୍କାନରରେ ବଲିଉଡ୍ ସୁନ୍ଦରୀ । ଦୀପିକା ପାଦୁକୋନା, ସାରା ଅଲ୍ଲୀ ଖାନା, ଶ୍ରଦ୍ଧା କପୁର ଓ ରକୁଲ ପ୍ରୀତ ସିଂହଙ୍କୁ ପଚରାଉରା ପରେ ସେମନାଙ୍କ ମୋବାଇଲ୍ ଫୋନକୁ ଜବତ କରିଛି ଏନସିବି । ସେହିପରି ସିମୋନ ଖମ୍ବାଟ୍ଟା ଓ ଜୟ ଶାହଙ୍କ ମୋବାଇଲ୍ ଫୋନ୍ ବି ଜବତ ହୋଇଛି । ସେମାନଙ୍କ […]

Continue Reading

ପରଲୋକରେ ପୂର୍ବତନ କେନ୍ଦ୍ରମନ୍ତ୍ରୀ ଯଶଓ୍ୱନ୍ତ ସିଂହ

ନୂଆଦିଲ୍ଲୀ: ଆଉ ନାହାନ୍ତି ପୂର୍ବତନ କେନ୍ଦ୍ରମନ୍ତ୍ରୀ ତଥା ବିଜେପିର ବରିଷ୍ଠ ନେତା ଯଶଓ୍ୱନ୍ତ ସିଂହ । ୮୨ ବର୍ଷ ବୟସରେ ଆଜି ତାଙ୍କର ଦେହାନ୍ତ ହୋଇଛି । ଅଟ୍ଟଳ ବିହାରୀ ବାଜପେୟୀ ସରକାରରେ ବହୁ ଗୁରୁତ୍ୱପୂର୍ଣ୍ଣ ବିଭାଗର ମନ୍ତ୍ରୀ ଥିଲେ ଯଶଓ୍ୱନ୍ତ ସିଂହ । କେନ୍ଦ୍ରରେ ସେ ଥିଲେ ଅର୍ଥ, ପ୍ରତିରକ୍ଷା ଓ ବୈଦେଶିକ ବ୍ୟାପାର ମନ୍ତ୍ରୀ । ରାଜସ୍ଥାନରେ ବିଜେପିକୁ ସୁଦୃଢ଼ କରିବାରେ ତାଙ୍କର ଥିଲା ଗୁରୁତ୍ୱପୂର୍ଣ୍ଣ ଭୂମିକା । ତାଙ୍କ ବିୟୋଗରେ ଶୋକ ପ୍ରକାଶ କରିଛନ୍ତି […]

Continue Reading