କୋଭିଡ କଟକଣା ସହ ଆଜିଠୁ ଆରମ୍ଭ ମୌସୁମୀ ଅଧିବେଶନ
ନୂଆଦିଲ୍ଲୀ: ଆଜିଠୁ ଆରମ୍ଭ ହେବ ସଂସଦର ମୌସୁମୀ ଅଧିବେଶନ । କରୋନା ଗାଇଡ଼ଲାଇନ ସହ ଏହି ଅଧିବେଶନ ୧୮ ଦିନ ଧରି ଚାଲିବା ନେଇ ସୂଚନା ମିଳିଛି। ତେବେ ନିୟମ ଅନୁଯାୟୀ ଅଧିବେଶନ ପୂର୍ବରୁ ସର୍ବଦଳୀୟ ବୈଠକ ବସିଥାଏ । କିନ୍ତୁ କରୋନା ପାଇଁ ଚଳିତ ଥର ଏହି ବୈଠକ ହେବନି ବୋଲି ଜଣାପଡିଛି । ସଂକ୍ରମଣ ପ୍ରତିହାରକୁ ଦୃଷ୍ଟିରେ ରଖି ସଂସଦରେ ପ୍ରବେଶ ପୂର୍ବରୁ ସମସ୍ତ କର୍ମଚାରୀ ଏବଂ ସାଂସଦମାନେ ନିଜର ଆର୍ଟିପିସିଆର୍ କୋଭିଡ୧୯ ରିପୋର୍ଟ […]
Continue Reading
