ମୌସୁମୀ ଅଧିବେଶନ ଆରମ୍ଭରୁ ହିଁ ବିରୋଧୀଙ୍କ ହଙ୍ଗାମା

ନୂଆଦିଲ୍ଲୀ: ମହାମାରୀ ଭିତରେ ଆଜି ଆରମ୍ଭ ହୋଇଛି ସଂସଦର ମୌସୁମୀ ଅଧିବେଶନ । ସମସ୍ତ ପ୍ରୋଟକଲ ଅନୁସରଣ କରାଯାଇ ଏହି ଅଧିବେଶନ ଆରମ୍ଭ ହୋଇଛି। କରୋନା ପାଇଁ ଅଧିବେଶନରେ ପ୍ରଶ୍ନକାଳ ହଟାଯିବାକୁ ନେଇ ପୂର୍ବରୁ ଅନେକ ବିବାଦ ଦେଖା ଦେଇଥିବା ବେଳେ ଆଜି ଅଧିବେଶନ ଆରମ୍ଭ ହେବା ପରେ ଏହାକୁ ନେଇ ହଙ୍ଗାମା କରିଥିଲେ ବିରୋଧୀ। କଂଗ୍ରେସ ସାଂସଦ ଆଧୀର ରଂଜନ ଚୌଧୁରୀ କହିଥିଲେ ଯେ, ପ୍ରଶ୍ନକାଳ ସଂସଦ ପ୍ରଣାଳୀରେ ରହିବା ଅତ୍ୟନ୍ତ ଜରୁରୀ। ପ୍ରଶ୍ନକାଳ ହଟାଇ […]

Continue Reading

କୋଭିଡ କଟକଣା ସହ ଆଜିଠୁ ଆରମ୍ଭ ମୌସୁମୀ ଅଧିବେଶନ

ନୂଆଦିଲ୍ଲୀ: ଆଜିଠୁ ଆରମ୍ଭ ହେବ ସଂସଦର ମୌସୁମୀ ଅଧିବେଶନ । କରୋନା ଗାଇଡ଼ଲାଇନ ସହ ଏହି ଅଧିବେଶନ ୧୮ ଦିନ ଧରି ଚାଲିବା ନେଇ ସୂଚନା ମିଳିଛି। ତେବେ ନିୟମ ଅନୁଯାୟୀ ଅଧିବେଶନ ପୂର୍ବରୁ ସର୍ବଦଳୀୟ ବୈଠକ ବସିଥାଏ । କିନ୍ତୁ କରୋନା ପାଇଁ ଚଳିତ ଥର ଏହି ବୈଠକ ହେବନି ବୋଲି ଜଣାପଡିଛି । ସଂକ୍ରମଣ ପ୍ରତିହାରକୁ ଦୃଷ୍ଟିରେ ରଖି ସଂସଦରେ ପ୍ରବେଶ ପୂର୍ବରୁ ସମସ୍ତ କର୍ମଚାରୀ ଏବଂ ସାଂସଦମାନେ ନିଜର ଆର୍‌ଟିପିସିଆର୍ କୋଭିଡ୧୯ ରିପୋର୍ଟ […]

Continue Reading
20200716-corona

ଭାରତରେ ଦିନକରେ ୯୭ ହଜାରରୁ ଅଧିକ ଆକ୍ରାନ୍ତ

ନୂଆଦିଲ୍ଲୀ: ଭାରତରେ କରୋନାଭାଇରସ୍ (କୋଭିଡ -୧୯) ଆକ୍ରାନ୍ତଙ୍କ ସଂଖ୍ୟା ଧୀରେ ଧୀରେ ବଢୁଥିବା ବେଳେ ଶନିବାର ଦିନ ଏହି ସଂଖ୍ୟା ୪୬,୫୯,୯୮୫କୁ ଛୁଇଁଥିବାନେଇ କେନ୍ଦ୍ରର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ ପକ୍ଷରୁ ଜଣାପଡିଛି । କେନ୍ଦ୍ରର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟର ସୂଚନା ଅନୁଯାୟୀ ଗତ ୨୪ ଘଣ୍ଟା ମଧ୍ୟରେ ଭାରତରେ ସର୍ବାଧିକ ୯୭,୫୭୦ ଜଣ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଥିଲା ବେଳେ ପାଖାପାଖି ୧୨୦୧ ଜଣଙ୍କର ମୃତ୍ୟୁ ଘଟିଛି। ଏଯାବତ୍ କରୋନାରେ ସଂକ୍ରମିତ […]

Continue Reading

ମିଳିଲାନି ବେଲ୍, ଜେଲରେ ରହିବେ ରିୟା ଚକ୍ରବର୍ତ୍ତୀ

ମୁମ୍ୱାଇ: ରିୟା ଚକ୍ରବର୍ତ୍ତୀଙ୍କ ଝଟକା । ବେଲ୍ ଆବେଦନକୁ ଖାରଜ କଲେ ମୁମ୍ୱାଇ ସେସନ୍ସ କୋର୍ଟ । ରିୟାଙ୍କ ସମେତ ତାଙ୍କ ଭାଇ ସୌଭିକ୍ ଚକ୍ରବର୍ତ୍ତୀଙ୍କ ସମେତ ୬ ଅଭିଯୁକ୍ତଙ୍କ ଜାମିନ ଆବେଦନ ଖାରଜ ହୋଇଛି । ସୁଶାନ୍ତ ସିଂହ ମୃତ୍ୟୁ ମାମଲାର ଡ୍ରଗ୍ସ ଲିଙ୍କରେ ଗିରଫ ହୋଇଛନ୍ତି ରିୟା ଚକ୍ରବର୍ତ୍ତୀ । ତାଙ୍କ ନାଁରେ ନିଶା ଦ୍ରବ୍ୟ କିଣା ବିକା ଓ ସେବନ କରିବା ଅଭିଯୋଗ ରହିଥିଲା । ଗିରଫ କରିଥିଲା ନାର୍କୋଟିକ୍ସ କଣ୍ଟ୍ରୋଲ ବ୍ୟୁରୋ । […]

Continue Reading

ରିୟା ଚକ୍ରବର୍ତ୍ତୀ ଗିରଫ

ମୁମ୍ବାଇ: ବନ୍ଧା ହେଲେ ବଲିଉଡ ଅଭିନେତ୍ରୀ ରିୟା ଚକ୍ରବର୍ତ୍ତୀ । ବଲିଉଡ ଅଭିନେତା ସୁଶାନ୍ତ ସିଂ ରାଜପୁତ ମୃତ୍ୟୁ ମାମଲାରେ ଡ୍ରଗ୍ସ ଲିଙ୍କ ଅଭିଯୋଗରେ ଏନ୍‌ସିବି ତାଙ୍କୁ ଆଜି ଗିରଫ କରିଛି । ଆଜି ତୃତୀୟ ଦିନରେ ଜେରା କରିବା ପରେ ନାର୍କୋଟିକ୍ସ କଂଟ୍ରୋଲ ବ୍ୟୁରୋ ତାଙ୍କୁ ଗିରଫ କରିଛି । ଆଜି ସନ୍ଧ୍ୟାରେ ରିୟାଙ୍କ ସ୍ୱାସ୍ଥ୍ୟ ପରୀକ୍ଷା କରାଯିବ । ଏହାପରେ ତାଙ୍କୁ ରିମାଣ୍ଡରେ ଆଣି ଏନ୍‌ସିବି ପଚରାଉଚରା କରିବା ସମ୍ଭାବନା ରହିଛି । ଏନସିବି […]

Continue Reading

ସାମୁଏଲ୍ ମିରାଣ୍ଡାଙ୍କୁ ହେପାଜତରେ ନେଲା ଏନସିବି

ମୁମ୍ବାଇ: ସୁଶାନ୍ତ ସିଂହ ରାଜପୁତ ମୃତ୍ୟୁ ଓ ଡ୍ରଗ୍ସ ଲିଙ୍କର ଖୋଳତାଡ କରୁଛି ନାରକୋଟିକ୍ସ କଣ୍ଟ୍ରୋଲ ବ୍ୟୁରୋ । ସ୍କାନରରେ ଅଭିନେତ୍ରୀ ରିୟା ଚକ୍ରବର୍ତ୍ତୀ, ତାଙ୍କ ଭାଇ ସୌଭିକ୍ ଚକ୍ରବର୍ତ୍ତୀ ଓ ସୁଶାନ୍ତ ସିଂହ ରାଜପୁତଙ୍କ ହାଉସ ମ୍ୟାନେଜର ସାମୁଏଲ୍ ମିରାଣ୍ଡା । ଆଜି ସାମୁଏଲ ମିରାଣ୍ଡାଙ୍କ ଘରେ ଏନସିବି ଟିମ୍ ଚଢ଼ାଉ କରିଥିଲା । ଅଧିକ ପଚରାଉଚରା କରିବା ପାଇଁ ତାଙ୍କୁ ହେପାଜତରେ ନେଇଛି ନାରକୋଟିକ୍ସ କଣ୍ଟ୍ରୋଲ ବ୍ୟୁରୋ । ଡ୍ରଗ୍ସ ଲିଙ୍କର ଗୁମର ଖୋଜିବାକୁ ମିରାଣ୍ଡାଙ୍କୁ […]

Continue Reading

ଓଡ଼ିଶାକୁ ବିଶ୍ୱ ଦରବାରରେ ସ୍ବତନ୍ତ୍ର ପରିଚୟ ଦେଇଛି ଓଡିଶୀ ନୃତ୍ୟ

ଭୁବନେଶ୍ୱର: ଭାରତରେ ପ୍ରଚଳିତ ଶାସ୍ତ୍ରୀୟ ନୃତ୍ୟମାନଙ୍କ ମଧ୍ୟରୁ ଓଡ଼ିଶୀ ନୃତ୍ୟ ଅନ୍ୟତମ । ଏହାର ପରମ୍ପରା ଅତି ପ୍ରାଚୀନ । ଏହା ବିଶ୍ୱ ଦରବାରରେ ଓଡ଼ିଶାର ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରେ କହିଲେ ଅତ୍ୟୁକ୍ତି ହେବ ନାହିଁ। ଓଡ଼ିଶୀନୃତ୍ୟର ପ୍ରାଚୀନତା ପ୍ରତିପାଦନ କରେ ଖାରବେଳଙ୍କ ସମୟରେ ଖୋତିତ ରାଣୀଗୁମ୍ଫା,ସ୍ଵର୍ଗପୁରୀ ଓ ମଞ୍ଚପୁରୀ ଗୁମ୍ଫାର ଗାତ୍ରରେ ଦେଖିବାକୁ ମିଳୁଥିବା ନର୍ତ୍ତକୀମାନଙ୍କର ପ୍ରତିମା ତଥା ହାତୀଗୁମ୍ଫା ଅଭିଲେଖରେ ବର୍ଣ୍ଣିତ ନୃତ୍ୟ। *ଭରତଙ୍କ ନାଟ୍ୟଶାସ୍ତ୍ରରେ ଉଲ୍ଲିଖିତ କଳିଙ୍ଗ ନୃତ୍ୟ ଶୈଳୀ […]

Continue Reading

ଚୀନ ଆକ୍ରମଣର ଜବାବ ପାଇଁ ସୀମାରେ ଭାରତ ସେନାକୁ ସଜାଗ କଲା

ନୂଆଦିଲ୍ଲୀ: ଚୀନର ଚାଲାକି ରୋକିବା ପାଇଁ ଭାରତ ସଜାଗ ରହିଛି । ଏବେ ଏଲଏସିରେ ଭାରତ ସେନା ସେମାନଙ୍କ ପୋଜିଶନ ବଦଳାଇ ସମ୍ପୂର୍ଣ୍ଣ ଭାବେ ଆଲର୍ଟ ରହିଛନ୍ତି । ଅକ୍ସାଇ ଚୀନ କ୍ଷେତ୍ରରେ ଡ୍ରାଗନ ତାର ସୈନ୍ୟ ଶକ୍ତି ବୃଦ୍ଧି କରୁଥିବାରୁ ଭାରତ ଏହି ପଦକ୍ଷେପ ଗ୍ରହଣ କରିଛି । ଭାରତୀୟ ସେନା ଲଦାଖରେ ୧୫୯୭ କିଲୋମିଟର ଲମ୍ବା ଏଲଏସିକୁ ସୁରକ୍ଷିତ ରଖିବା ପାଇଁ ନିଜର ପୋଜିସନ୍ ବଦଳାଇ ଦେଇଛି । ପିଏଲଏ ବାୟୁସେନାର ନିୟନ୍ତ୍ରଣରେ ଥିବା […]

Continue Reading

୧୮ ରୁ ୪୪ ବର୍ଷ ବୟସ ମଧ୍ୟରେ ୫୪% କରୋନା ମାମଲା

ନୂଆଦିଲ୍ଲୀ: ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ଦିଆଯାଇଥିବା ତଥ୍ୟ ଅନୁଯାୟୀ ୫୪% କରୋନା ମାମଲା ୧୮ ରୁ ୪୪ ବର୍ଷ ମଧ୍ୟରେ ରହିଛି । ଅନ୍ୟପଟେ ୫୧ % ମୃତ୍ୟୁ ମାମଲା ୬୦ ବା ତାଠାରୁ ଉର୍ଦ୍ଧ୍ୱ ବୟସରେ ହୋଇଥିବା ରେକର୍ଡ ହୋଇଛି । ଏହି ରିପୋର୍ଟରେ କୁହାଯାଇଛି ୧୫୭୮ ଟି କୋଭିଡ ଡାକ୍ତରଖାନା ରାହିଛି ଯାହା ରୋଗୀଙ୍କୁ ଗୁଣାତ୍ମକ ଚିକିତ୍ସା ସେବା ଯୋଗାଉଛି। ଭାରତର ଜନସଂଖ୍ୟାରେ ତୁଳନାରେ ମୃତ୍ୟୁ ସଂଖ୍ୟା ଅନ୍ୟଦେଶ ଠାରୁ ଯଥେଷ୍ଟ କମ୍ ରହିଛି। […]

Continue Reading

ଆମେରିକାର ଓଡିଶା ସୋସାଇଟି ପକ୍ଷରୁ ନୂଆଖାଇ ପାଳିତ

ଭୁବନେଶ୍ୱର: ପଶ୍ଚିମ ଓଡିଶାର ଗଣପର୍ବ ନୂଆଖାଇକୁ ଆମେରିକାରେ ଥିବା ଓଡିଆ ସୋସାଇଟି(ଓସା) ପକ୍ଷରୁ ପାଳିତ ହୋଇଯାଇଛି । ଭର୍ଚୁଆଲ ମାଧ୍ୟମରେ ହୋଇଥିବା ଏହି ‘ନୂଆଖାଇ ଜୁହାର’ କାର୍ଯ୍ୟକ୍ରମରେ ପ୍ରାୟ ତିନି ହଜାର ଲୋକ ଭାଗ ନେଇଥିଲେ । ଏଥିରେ କୋଶଳି କବି ହଗଳଦର ନାଗ ଭାଗ ନେଇ ସ୍ୱରଚିତ କବିତା ଶୁଣାଇଥିବା ବେଳେ ଶକ୍ତି ମନ୍ତ୍ରୀ କ୍ୟାପଟେନ ଦିବ୍ୟଶଙ୍କର ମିଶ୍ର ନୂଆଖାଇ କିପରି ଲୋକ ଓ ପ୍ରକୃତି ମଧ୍ୟରେ ସମ୍ପର୍କ ସ୍ଥାପନା କରେ ସେ ନେଇ ଆଲୋକପାତ […]

Continue Reading