ଭାରତରେ ୨୦୨୬ ସୁଦ୍ଧା ଇ-ଏୟାର ଟାକ୍ସି: ୯୦ ମିନିଟର ରାସ୍ତା ପାଇଁ ଲାଗିବ ମାତ୍ର ୭ ମିନିଟ

ନୂଆଦିଲ୍ଲୀ: ଭାରତରେ ୨୦୨୬ ସୁଦ୍ଧା ଲଞ୍ଚ ହୋଇପାରେ ପ୍ରଥମ ଫୁଲ ଇଲେକ୍ଟ୍ରିକ ଏୟାର ଟାକ୍ଦି Full-Electric Air Taxi । ଇଣ୍ଟରଗ୍ଲୋବ ଏଣ୍ଟରପ୍ରାଇଜେସ ୨୦୨୬ ସୁଦ୍ଧା ପୂରା ଦେଶରେ ଇ-ଏୟାର ଟାକ୍ସି ସର୍ଭିସ ଆରମ୍ଭ କରିବା ଯୋଜନା କରୁଛି । ଇଣ୍ଟରଗ୍ଲୋବ ଏଣ୍ଟରପ୍ରାଇଜେସ ଏହି ସେବା ଆମେରିକାସ୍ଥିତ ଆର୍ଚର ଏବିଏଶନ ସହ ମିଶି ଆରମ୍ଭ କରିପାରେ । କମ୍ପାନୀର କହିବା ଅନୁଯାୟୀ,ଦିଲ୍ଲୀରେ କାରରେ ଯାତ୍ରା କରବା ସମୟରେ ଯେଉଁ ଜାଗାକୁ ତୁମକୁ ୬୦ରୁ ୯୦ ମିନିଟ ଲାଗୁଛି […]

Continue Reading

ସୀମାରେ ଜଗିବେ ମହୁମାଛି

ନୂଆଦିଲ୍ଲୀ: ଭାରତ-ବାଂଲାଦେଶ ସୀମାକୁ ଏବେ ମହୁମାଛି ଜଗିବେ । ଏ ନେଇ ମିଶନ ହନୀ ପ୍ରକଳ୍ପର ଆରମ୍ଭ କରାଯାଇଛି । ସୀମାନ୍ତ ଗ୍ରାମଗୁଡିକରେ ସାମଗ୍ରିକ ବିକାଶକୁ ପ୍ରୋତ୍ସାହିତ କରିବା ସହ ଅନୁପ୍ରବେଶ ଏବଂ ଚୋରା ଚାଲାଣକୁ ଏହା ମାଧ୍ୟମରେ ରୋକିହେବ । ସ୍ୱତନ୍ତ୍ର ଭାବେ ନିର୍ମିତ ମହୁମାଛି ବାକ୍ସଗୁଡିକ ସୀମା ବାଡରେ ଲଗାଯିବ । ଭାରତ-ବାଂଲାଦେଶ ସୀମାରେ ଘଂଚ ଜଙ୍ଗଲ ରହିଥିବାରୁ ମହୁମାଛିଙ୍କୁ ମହୁ ସଂଗ୍ରହ କରିବାରେ ଅସୁବିଧା ହେବନି । ଗ୍ରାମବାସୀମାନେ ବିଏସଏଫର ଏହି ଉଦ୍ୟମକୁ […]

Continue Reading

JNU କ୍ୟାମ୍ପସରେ ବଡ଼ଧରଣର ଦୁର୍ଘଟଣା: ୧ ଛାତ୍ରଙ୍କ ମୃତ୍ୟ, ୩ ଆହତ

ନୂଆଦିଲ୍ଲୀ: ରବିବାର ସକାଳେ ଦିଲ୍ଲୀର ଜବାହରଲାଲ ନେହେରୁ ବିଶ୍ୱବିଦ୍ୟାଳୟ (ଜେଏନୟୁ) କ୍ୟାମ୍ପସରେ ଏକ ବଡ଼ ଧରଣର ଗଣ୍ଡଗୋଳ ହୋଇଥିଲା। ବାଇକ୍ ଆରୋହୀମାନେ ଦୁଇଜଣ ପଥଚାରୀଙ୍କୁ ଧକ୍କା ଦେଇଥିଲେ। ଏହି ଘଟଣାରେ ୨୨ ବର୍ଷୀୟ ଛାତ୍ରଙ୍କର ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ତିନିଜଣ ଆହତ ହୋଇଛନ୍ତି। ଏହି ଦୁଇଜଣଙ୍କ ଅବସ୍ଥା ଗୁରୁତର ଥିବା କୁହାଯାଉଛି। ଘଟଣା ସମ୍ପର୍କରେ ପୋଲିସ ସୂଚନା ଦେଇଛି। ପୋଲିସର ସୂଚନାନୁସାରେ, ଶନିବାର ଏବଂ ରବିବାର ମଧ୍ୟରାତ୍ରିରେ ରାତି ୨ଟା ୩୦ ସମୟରେ ଏହି ଦୁର୍ଘଟଣା […]

Continue Reading

ଗୁରୁଦିବସ ଅବସରରେ ଓଡିଶାର ୪ ଜଣ ଶିକ୍ଷକଙ୍କ ସମେତ ୭୫ ଶିକ୍ଷକଙ୍କୁ ସମ୍ମାନିତ କଲେ ରାଷ୍ଟ୍ରପତି

ନୂଆଦିଲ୍ଲୀ: ଆଜି ଗୁରୁ ଦିବସ। ନୂଆଦିଲ୍ଲୀର ବିଜ୍ଞାନ ଭବନରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ୭୫ ଜଣ ମନୋନୀତ ଶିକ୍ଷକଙ୍କୁ ଜାତୀୟ ଶିକ୍ଷକ ପୁରସ୍କାର ୨୦୨୩ ପ୍ରଦାନ କରିଛନ୍ତି। ରାଷ୍ଟ୍ରପତିଙ୍କ ଦ୍ବାରା ଜାତୀୟ ଶିକ୍ଷକ ପୁରସ୍କାର ସମ୍ମାନରେ ସମ୍ମାନିତ ହୋଇଥିବା ୭୫ ଜଣିଆ ଶିକ୍ଷକ/ପ୍ରଶିକ୍ଷକଙ୍କ ମଧ୍ୟରେ ଓଡିଶାରୁ୪ ଜଣ ରହିଛନ୍ତି। ଓଡିଶାରୁ ସମ୍ମାନିତ ହୋଇଥିବା ୪ ଜଣ ଶିକ୍ଷକ/ପ୍ରଶିକ୍ଷକଙ୍କ ମଧ୍ୟରେ ଅଛନ୍ତି ଭଦ୍ରକ ଜିଲ୍ଲା କେନ୍ଦୁଆପଡା ନୋଡାଲ ହାଇସ୍କୁଲର ଶିକ୍ଷକ ଶଶି ଶେଖର କର ଶର୍ମା ଓ ଜଗତସିଂହପୁର ଜିଲ୍ଲା […]

Continue Reading

ପାକିସ୍ତାନରେ ଭୀଷଣ ଟ୍ରେନ ଦୁର୍ଘଟଣା: ୧୫ ମୃତ, ୫୦ ଆହତ

ଇସଲାମାବାଦ: ଆଜି ପାକିସ୍ତାନର ଶାହାଜାଦପୁର ଏବଂ ନବାବଶା ମଧ୍ୟରେ ଏକ ଭୟଙ୍କର ଟ୍ରେନ୍ ଦୁର୍ଘଟଣା ଘଟିଛି। ଏହି ଟ୍ରେନ୍ ଦୁର୍ଘଟଣାରେ ହାଜାରା ଏକ୍ସପ୍ରେସର ପ୍ରାୟ ୧୦ ଟି ବଗି ବିଛିନ୍ନ ହୋଇଥିବା ଜଣାପଡିଛି ​​| ଏହି ଦୁର୍ଘଟଣାରେ ସମୁଦାୟ ୧୫ ଜଣ ଯାତ୍ରୀଙ୍କ ମୃତ୍ୟୁ ହୋଇଥିବାବେଳେ ୫୦ ରୁ ଅଧିକ ଲୋକ ଆହତ ହୋଇଛନ୍ତି। ସ୍ଥାନୀୟ ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ, ଟ୍ରେନ୍ କରାଚିରୁ ପଞ୍ଜାବକୁ ଯାଉଥିବାବେଳେ ଏହି ଦୁର୍ଘଟଣାର ସମ୍ମୁଖୀନ ହୋଇଥିଲା। ପାକିସ୍ତାନ ରେଡିଓର ରିପୋର୍ଟ ଅନୁଯାୟୀ, […]

Continue Reading

ଟ୍ୱିଟରରେ ଲାଗୁ ହେଲା ନୂତନ ନିୟମ

ନୂଆଦିଲ୍ଲୀ: ଟ୍ୱିଟରର ମାଲିକ ହେବା ପରଠାରୁ ଏଲୋନ୍ ମସ୍କ ମାଇକ୍ରୋବ୍ଲଗିଂ ପ୍ଲାଟଫର୍ମରେ ଅନେକ ପରିବର୍ତ୍ତନ କରିଛନ୍ତି। ଦାୟିତ୍ୱ ଗ୍ରହଣ କରିବା ପରେ ସବୁଠାରୁ ବଡ ପରିବର୍ତ୍ତନ ହେଉଛି ବ୍ଲୁ ଟିକ୍ ସଦସ୍ୟତା ଯୋଜନାର ପରିଚୟ। ନିକଟରେ ସେ ଟ୍ୱିଟରରେ ଦୈନିକ ଟ୍ୱିଟ୍ ପଠନ ସୀମା ମଧ୍ୟ ସ୍ଥିର କରିଛନ୍ତି। ବର୍ତ୍ତମାନ ଏଲୋନ୍ ମସ୍କ ଟ୍ୱିଟର ପାଇଁ ଏକ ନୂଆ ନିୟମ ଆଣିବାକୁ ଯାଉଛନ୍ତି। ଏଣିକି ଟୁଇଟରରେ ସିଧାସଳଖ ମେସେଜିଂ ପାଇଁ ଉପଭୋକ୍ତାଙ୍କୁ ଦେୟ ଦେବାକୁ ପଡିପାରେ। ଗତ କିଛି […]

Continue Reading

ବୋରୱେଲ ଭିତରେ ମରଣ ସହ ସଂଘର୍ଷ କରୁଛି ୩ ବର୍ଷର ଶିଶୁ: ଜାରି ରହିଛି ରେସକ୍ୟୁ ଅପରେସନ୍

ନୂଆଦିଲ୍ଲୀ: ପୁଣି ଥରେ କାଳ ସାଜିଛି ଖୋଲା ବୋରୱେଲ । ପୂର୍ବରୁ ଦେଶର ବିଭିନ୍ନ ସ୍ଥାନରେ ଖୋଲା ବୋରକେଲରେ ପଡ଼ି ଅନେକ ଶିଶୁଙ୍କର ମୃତ୍ୟୁ ଘଟିଥିବା ବେଳେ ପୁଣି ଥରେ ସେହି ଘଟଣାର ପୁନରାବୃତ୍ତି ଘଟିଛି । ବିହାରରେ ଗୋଟିଏ ୩ ବର୍ଷର ଶିଶୁ ଏକ ୪୦ ଫୁଟର ଗଭୀର ବୋରୱେଲ ଭିତରେ ଖସି ପଡ଼ିଛି । ଖବର ପାଇ ଘଟଣାସ୍ଥଳରେ ପ୍ରଶାସନିକ ଟିମ୍ ଓ ଉଦ୍ଧାରକାରୀ ଟିମ୍ ପହଞ୍ଚିବା ସହିତ ସଙ୍ଗେସଙ୍ଗେ ଉଦ୍ଧାର କାର୍ଯ୍ୟ ଆରମ୍ଭ କରାଯାଇଥିଲା […]

Continue Reading

ସଫଳତାର ଆଉ ପାଦେ: ପ୍ରଥମ କକ୍ଷପଥ ବଦଳାଇଲା ଚନ୍ଦ୍ରଯାନ-୩

ଶ୍ରୀହରିକୋଟା: ପ୍ରଥମ କକ୍ଷପଥକୁ ସଫଳତାର ସହିତ ସମାପ୍ତ କରିଛି ଚନ୍ଦ୍ରଯାନ-୩ । ବର୍ତ୍ତମାନ ଏହା ୪୨,୦୦୦ କିମିରୁ ଅଧିକ ଦୀର୍ଘ କକ୍ଷପଥରେ ପୃଥିବୀକୁ ପରିକ୍ରମା କରୁଛି। ବର୍ତ୍ତମାନ ଇସ୍ରୋ ବୈଜ୍ଞାନିକମାନେ ଏହାର କକ୍ଷପଥ ସମ୍ବନ୍ଧିତ ତଥ୍ୟର ବିଶ୍ଳେଷଣ କରୁଛନ୍ତି। ୪୨ ଦିନର ଯାତ୍ରା ପରେ ଚନ୍ଦ୍ରଯାନ-୩ ଏହାର ଗନ୍ତବ୍ୟସ୍ଥଳରେ ପହଞ୍ଚିବ। ଅଗଷ୍ଟ ୨୩ ତାରିଖ ସଂଧ୍ୟା ୫ ଟା ୪୭ ମିନିଟରେ ଚନ୍ଦ୍ରପୃଷ୍ଠରେ ଏହା ସଫ୍ଟ ଲ୍ୟାଣ୍ଡିଂ କରିବ ବୋଲି ଲକ୍ଷ୍ୟ ରଖାଯାଇଛି । ପୃଥିବୀର ୧୪ […]

Continue Reading

୧୧ ବର୍ଷ ପରେ ଦୁଲୀପ ଟ୍ରଫି ଜିତିଲା ଦକ୍ଷିଣାଂଚଳ ଟିମ

ବାଙ୍ଗାଲୋର: ୧୦ ବର୍ଷ ପରେ ଦକ୍ଷିଣାଂଚଳ ଦୁଲୀପ ଟ୍ରଫି କ୍ରିକେଟ ଟୁର୍ଣ୍ଣାମେଂଟ ହାସଲ କରିବାରେ ସଫଳ ହୋଇଛି । ଫାଇନାଲରେ ଦକ୍ଷିଣାଂଚଳ ୭୫ ରନରେ ପଶ୍ଚିମାଂଚଳକୁ ପରାସ୍ତ କରିଛି । ଏହା ପୂର୍ବରୁ ୨୦୧୨ରେ ଉତରାଂଚଳ ସହ ଯୁଗ୍ମ ଚାମ୍ପିୟନ ହୋଇଥିଲା । ଦକ୍ଷିଣାଂଚଳ ଓଭରାଲ ୧୪ ଥର ଏହି ଟାଇଟଲ ହାସଲ କରିଛି । ଦକ୍ଷିଣାଂଚଳ ପ୍ରଥମ ଇନିଂସରେ ୨୧୩ ଓ ଦ୍ୱିତୀୟ ଇନିଂସରେ ୨୩୦ ରନ କରିଥିଲା । ପଶ୍ଚିମାଂଚଳ ପ୍ରଥମ ଇନିଂସରେ ୧୪୬ […]

Continue Reading

‘ଭାରତ ଆପଣଙ୍କୁ ପ୍ରକୃତ ବନ୍ଧୁ ରୂପେ ଦେଖେ’, ପ୍ରିନ୍ସ ଶେଖ ଖାଲିଦଙ୍କୁ ଭେଟିବା ପରେ କହିଲେ ପ୍ରଧାନମନ୍ତ୍ରୀ ମୋଦୀ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ତାଙ୍କର ୨ଦିନିଆ ଫ୍ରାନ୍ସ ଗସ୍ତ ସମାପ୍ତ କରି ୟୁଏଇରେ ଶନିବାର ଦିନ ପହଁଚିଛନ୍ତି । ଏହାରି ମଧ୍ୟରେ ୟୁଏଇର ରାଷ୍ଟ୍ରପତି ଶେଖ ଖାଲିଦ ବିନ ମହମ୍ମଦ ବିନ ଜାୟଦ ଏବଂ ପ୍ରଧାନମନ୍ତ୍ରୀ ମୋଦୀଙ୍କ ମଧ୍ୟରେ ଦ୍ୱିପାକ୍ଷିକ ସମ୍ବନ୍ଧର ବିଭିନ୍ନ ପ୍ରସଙ୍ଗକୁ ନେଇ ଆଲୋଚନା ହୋଇଛି । ଶେଖ ଖାଲିଦଙ୍କ ସହ ଦ୍ୱିପାକ୍ଷିକ ବୈଠକର ସମାପ୍ତି ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କହିଛନ୍ତି ଯେ, ସେ ଆବୁ ଧାବୀ ଆକର ଏବଂ ରାଷ୍ଟ୍ରପତିଙ୍କ […]

Continue Reading