The eyes are not closed, now the justice of the court will be seen with open eyes

ଚକ୍ଷୁ ବନ୍ଦ ନୁହଁ ଏବେ ମୁକ୍ତ ଚକ୍ଷୁରେ ଦେଖିବେ କୋର୍ଟର ନ୍ୟାୟ ଦେବୀ

ଭୁବନେଶ୍ୱର (ବ୍ୟୁରୋ) : ଭାରତରେ ଉନ୍ମୋଚିତ ହେଲା ନୂଆ ନ୍ୟାୟ ପ୍ରତୀକ। ଆଉ ବନ୍ଦ ଚକ୍ଷୁ ନୁହଁ ଏବେ ପ୍ରତୀକଙ୍କ ଚକ୍ଷୁ ଖୋଲା ରହିବ। ପ୍ରତୀକକୁ ଆଜି ମୁଖ୍ୟ ନ୍ୟାୟାଧୀଶ ଚନ୍ଦ୍ରଚୂଡ଼ ଉନ୍ମୋଚିତ କରିଛନ୍ତି। ତାଙ୍କ କହିବା ମୁତାବକ ଆଇନ ସମସ୍ତଙ୍କୁ ସମାନ ଦେଖେ। ଏହାର ଉନ୍ମୋଚନ କରି ସେ ଭାରତର ନ୍ୟାୟ ବ୍ୟବସ୍ଥାରେ ଏକ ନୂଆ ଅଧ୍ୟାୟ ଆରମ୍ଭ କରିଛନ୍ତି। ପରମ୍ପରାଗତ ଭାବେ ଅନ୍ୟାୟର ଦୃଷ୍ଟିହୀନ ପ୍ରତୀକ ଥିବା ବ୍ଲାଇଣ୍ଡ ଲେଡି ଚରିତ୍ରକୁ ପରିବର୍ତ୍ତନ କରି […]

Continue Reading
The new Nokia Keypad 5G phone is coming to the market with a DSLR camera at Rs 2999

2999 ଟଙ୍କାରେ DSLR କ୍ୟାମେରା ସହ ମାର୍କେଟକୁ ଆସୁଛି ନୂଆ Nokia Keypad 5G ଫୋନ

ଭୁବନେଶ୍ୱର (ବ୍ୟୁରୋ) : ମୋବାଇଲ ବ୍ୟବହାରକାରୀଙ୍କ ପ୍ରଥମ ପସନ୍ଦ ଥିଲା ନୋକିଆ ମୋବାଇଲ | କୌଣସି କାରଣ ବଶତଃ ମାର୍କେଟରୁ ଲୁପ୍ତ ହେଇଯାଉଥିବା ଫୋନ କମ୍ପାନୀ କିନ୍ତୁ ଏବେ ପୁଣି ମାର୍କେଟରେ ନିଜର ପତିଆରା ଜାହିର କରିବାକୁ ଅଣ୍ଟା ଭିଡିଲାଣି | ଟଚ ସ୍କ୍ରିନ ସ୍ମାର୍ଟଫୋନ ଦୁନିଆରେ ନୋକିଆ ପ୍ରବେଶକୁ ସହଜରେ ଅନେକ ଗ୍ରହଣ କରିପାରୁନାହାନ୍ତି | ଏହି ଫୋନ ଭାରତରେ ଏକ ଭୌତିକ ପରିବର୍ତନ କରିପାରେ ବୋଲି ଆଲୋଚନା ହେଉଛି | ତେବେ ଆସନ୍ତୁ ଜାଣିବା […]

Continue Reading

କମିଲା ସୁନା ଦର, ଖୁସି ଦେଶ ବାସୀ

ବ୍ୟୁରୋ : ଆସିଲା ନୂଆ ବଜେଟ। ମୋଦୀ ସରକାରଙ୍କ ତୃତୀୟ ପାଳିର ଆଜି ଆସିଛି ପ୍ରଥମ ବଜେଟ। ବଜେଟ ଉପସ୍ଥାପନ କରିଛନ୍ତି ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ। ନିର୍ମଳା ସୀତାରମଣ ତାଙ୍କ ବଜେଟ୍ ଅଭିଭାଷଣରେ କହିଥିଲେ ଯେ, ‘ଭାରତର ଅର୍ଥନୀତିର ଅଭିବୃଦ୍ଧି ଅତ୍ୟନ୍ତ ଭଲ ରହିଛି। ଏହା ସହ ଭାରତର ମୁଦ୍ରାସ୍ଫୀତି ସ୍ଥିର ରହିଛି। ଏହି ବଜେଟରେ ଗରିବ, ଯୁବପିଢ଼ି, ମହିଳା, କୃଷକ ଇତ୍ୟାଦିଙ୍କୁ ଗୁରୁତ୍ବ ଦିଆଯାଇଥିବା ବେଳେ ସୁନା ଦର କମିଛି। ସୁନା ଓ ରୂପା ଉପରେ […]

Continue Reading

ସାବଧାନ Paytm ଗ୍ରାହକ

ବ୍ୟୁରୋ : ପେଟିଏମକୁ ବଡ ଝଟକା ଦେଲେ ଆରବିଆଇ। ଆସନ୍ତା ଫେବୃୟାରୀ ୨୯ ତାରିଖ ପରଠାରୁ ଏଟିଏମ କୌଣସି ଗ୍ରାହକଙ୍କଠାରୁ ଜମା ସଂଗ୍ରହ କରି ପାରିବ ନାହିଁ। ଏହା ସହ କୌଣସି ରୁଣ କାରବାର ମଧ୍ୟ କରିପାରିବ ନାହିଁ। କୌଣସି ଟପ୍-ଅପ୍ ସୁବିଧା ବି ଦେଇପାରିବ ନାହିଁ। ୱାଲେଟ୍‌ ଓ ଫାସ୍‌ଟ୍ୟାଗ୍‌ ଭଳି ଲିଙ୍କ୍‌ ହୋଇଥିବା ପ୍ରିପେଡ୍ ଇନଷ୍ଟ୍ରୁମେଣ୍ଟରେ କାରବାର କରିପାରିବନି। ଏବେ ଏନେଇ ଗ୍ରାହକଙ୍କୁ ଆଶ୍ବସ୍ତି କରାଇବା ପରି ଏକ ସୂଚନା ଦେଇଛି ପେଟିଏମ୍‌। କମ୍ପାନି […]

Continue Reading

ଭାରତରେ ୨୦୨୬ ସୁଦ୍ଧା ଇ-ଏୟାର ଟାକ୍ସି: ୯୦ ମିନିଟର ରାସ୍ତା ପାଇଁ ଲାଗିବ ମାତ୍ର ୭ ମିନିଟ

ନୂଆଦିଲ୍ଲୀ: ଭାରତରେ ୨୦୨୬ ସୁଦ୍ଧା ଲଞ୍ଚ ହୋଇପାରେ ପ୍ରଥମ ଫୁଲ ଇଲେକ୍ଟ୍ରିକ ଏୟାର ଟାକ୍ଦି Full-Electric Air Taxi । ଇଣ୍ଟରଗ୍ଲୋବ ଏଣ୍ଟରପ୍ରାଇଜେସ ୨୦୨୬ ସୁଦ୍ଧା ପୂରା ଦେଶରେ ଇ-ଏୟାର ଟାକ୍ସି ସର୍ଭିସ ଆରମ୍ଭ କରିବା ଯୋଜନା କରୁଛି । ଇଣ୍ଟରଗ୍ଲୋବ ଏଣ୍ଟରପ୍ରାଇଜେସ ଏହି ସେବା ଆମେରିକାସ୍ଥିତ ଆର୍ଚର ଏବିଏଶନ ସହ ମିଶି ଆରମ୍ଭ କରିପାରେ । କମ୍ପାନୀର କହିବା ଅନୁଯାୟୀ,ଦିଲ୍ଲୀରେ କାରରେ ଯାତ୍ରା କରବା ସମୟରେ ଯେଉଁ ଜାଗାକୁ ତୁମକୁ ୬୦ରୁ ୯୦ ମିନିଟ ଲାଗୁଛି […]

Continue Reading

ସୀମାରେ ଜଗିବେ ମହୁମାଛି

ନୂଆଦିଲ୍ଲୀ: ଭାରତ-ବାଂଲାଦେଶ ସୀମାକୁ ଏବେ ମହୁମାଛି ଜଗିବେ । ଏ ନେଇ ମିଶନ ହନୀ ପ୍ରକଳ୍ପର ଆରମ୍ଭ କରାଯାଇଛି । ସୀମାନ୍ତ ଗ୍ରାମଗୁଡିକରେ ସାମଗ୍ରିକ ବିକାଶକୁ ପ୍ରୋତ୍ସାହିତ କରିବା ସହ ଅନୁପ୍ରବେଶ ଏବଂ ଚୋରା ଚାଲାଣକୁ ଏହା ମାଧ୍ୟମରେ ରୋକିହେବ । ସ୍ୱତନ୍ତ୍ର ଭାବେ ନିର୍ମିତ ମହୁମାଛି ବାକ୍ସଗୁଡିକ ସୀମା ବାଡରେ ଲଗାଯିବ । ଭାରତ-ବାଂଲାଦେଶ ସୀମାରେ ଘଂଚ ଜଙ୍ଗଲ ରହିଥିବାରୁ ମହୁମାଛିଙ୍କୁ ମହୁ ସଂଗ୍ରହ କରିବାରେ ଅସୁବିଧା ହେବନି । ଗ୍ରାମବାସୀମାନେ ବିଏସଏଫର ଏହି ଉଦ୍ୟମକୁ […]

Continue Reading

JNU କ୍ୟାମ୍ପସରେ ବଡ଼ଧରଣର ଦୁର୍ଘଟଣା: ୧ ଛାତ୍ରଙ୍କ ମୃତ୍ୟ, ୩ ଆହତ

ନୂଆଦିଲ୍ଲୀ: ରବିବାର ସକାଳେ ଦିଲ୍ଲୀର ଜବାହରଲାଲ ନେହେରୁ ବିଶ୍ୱବିଦ୍ୟାଳୟ (ଜେଏନୟୁ) କ୍ୟାମ୍ପସରେ ଏକ ବଡ଼ ଧରଣର ଗଣ୍ଡଗୋଳ ହୋଇଥିଲା। ବାଇକ୍ ଆରୋହୀମାନେ ଦୁଇଜଣ ପଥଚାରୀଙ୍କୁ ଧକ୍କା ଦେଇଥିଲେ। ଏହି ଘଟଣାରେ ୨୨ ବର୍ଷୀୟ ଛାତ୍ରଙ୍କର ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ତିନିଜଣ ଆହତ ହୋଇଛନ୍ତି। ଏହି ଦୁଇଜଣଙ୍କ ଅବସ୍ଥା ଗୁରୁତର ଥିବା କୁହାଯାଉଛି। ଘଟଣା ସମ୍ପର୍କରେ ପୋଲିସ ସୂଚନା ଦେଇଛି। ପୋଲିସର ସୂଚନାନୁସାରେ, ଶନିବାର ଏବଂ ରବିବାର ମଧ୍ୟରାତ୍ରିରେ ରାତି ୨ଟା ୩୦ ସମୟରେ ଏହି ଦୁର୍ଘଟଣା […]

Continue Reading

ଗୁରୁଦିବସ ଅବସରରେ ଓଡିଶାର ୪ ଜଣ ଶିକ୍ଷକଙ୍କ ସମେତ ୭୫ ଶିକ୍ଷକଙ୍କୁ ସମ୍ମାନିତ କଲେ ରାଷ୍ଟ୍ରପତି

ନୂଆଦିଲ୍ଲୀ: ଆଜି ଗୁରୁ ଦିବସ। ନୂଆଦିଲ୍ଲୀର ବିଜ୍ଞାନ ଭବନରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ୭୫ ଜଣ ମନୋନୀତ ଶିକ୍ଷକଙ୍କୁ ଜାତୀୟ ଶିକ୍ଷକ ପୁରସ୍କାର ୨୦୨୩ ପ୍ରଦାନ କରିଛନ୍ତି। ରାଷ୍ଟ୍ରପତିଙ୍କ ଦ୍ବାରା ଜାତୀୟ ଶିକ୍ଷକ ପୁରସ୍କାର ସମ୍ମାନରେ ସମ୍ମାନିତ ହୋଇଥିବା ୭୫ ଜଣିଆ ଶିକ୍ଷକ/ପ୍ରଶିକ୍ଷକଙ୍କ ମଧ୍ୟରେ ଓଡିଶାରୁ୪ ଜଣ ରହିଛନ୍ତି। ଓଡିଶାରୁ ସମ୍ମାନିତ ହୋଇଥିବା ୪ ଜଣ ଶିକ୍ଷକ/ପ୍ରଶିକ୍ଷକଙ୍କ ମଧ୍ୟରେ ଅଛନ୍ତି ଭଦ୍ରକ ଜିଲ୍ଲା କେନ୍ଦୁଆପଡା ନୋଡାଲ ହାଇସ୍କୁଲର ଶିକ୍ଷକ ଶଶି ଶେଖର କର ଶର୍ମା ଓ ଜଗତସିଂହପୁର ଜିଲ୍ଲା […]

Continue Reading

ପାକିସ୍ତାନରେ ଭୀଷଣ ଟ୍ରେନ ଦୁର୍ଘଟଣା: ୧୫ ମୃତ, ୫୦ ଆହତ

ଇସଲାମାବାଦ: ଆଜି ପାକିସ୍ତାନର ଶାହାଜାଦପୁର ଏବଂ ନବାବଶା ମଧ୍ୟରେ ଏକ ଭୟଙ୍କର ଟ୍ରେନ୍ ଦୁର୍ଘଟଣା ଘଟିଛି। ଏହି ଟ୍ରେନ୍ ଦୁର୍ଘଟଣାରେ ହାଜାରା ଏକ୍ସପ୍ରେସର ପ୍ରାୟ ୧୦ ଟି ବଗି ବିଛିନ୍ନ ହୋଇଥିବା ଜଣାପଡିଛି ​​| ଏହି ଦୁର୍ଘଟଣାରେ ସମୁଦାୟ ୧୫ ଜଣ ଯାତ୍ରୀଙ୍କ ମୃତ୍ୟୁ ହୋଇଥିବାବେଳେ ୫୦ ରୁ ଅଧିକ ଲୋକ ଆହତ ହୋଇଛନ୍ତି। ସ୍ଥାନୀୟ ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ, ଟ୍ରେନ୍ କରାଚିରୁ ପଞ୍ଜାବକୁ ଯାଉଥିବାବେଳେ ଏହି ଦୁର୍ଘଟଣାର ସମ୍ମୁଖୀନ ହୋଇଥିଲା। ପାକିସ୍ତାନ ରେଡିଓର ରିପୋର୍ଟ ଅନୁଯାୟୀ, […]

Continue Reading

ଟ୍ୱିଟରରେ ଲାଗୁ ହେଲା ନୂତନ ନିୟମ

ନୂଆଦିଲ୍ଲୀ: ଟ୍ୱିଟରର ମାଲିକ ହେବା ପରଠାରୁ ଏଲୋନ୍ ମସ୍କ ମାଇକ୍ରୋବ୍ଲଗିଂ ପ୍ଲାଟଫର୍ମରେ ଅନେକ ପରିବର୍ତ୍ତନ କରିଛନ୍ତି। ଦାୟିତ୍ୱ ଗ୍ରହଣ କରିବା ପରେ ସବୁଠାରୁ ବଡ ପରିବର୍ତ୍ତନ ହେଉଛି ବ୍ଲୁ ଟିକ୍ ସଦସ୍ୟତା ଯୋଜନାର ପରିଚୟ। ନିକଟରେ ସେ ଟ୍ୱିଟରରେ ଦୈନିକ ଟ୍ୱିଟ୍ ପଠନ ସୀମା ମଧ୍ୟ ସ୍ଥିର କରିଛନ୍ତି। ବର୍ତ୍ତମାନ ଏଲୋନ୍ ମସ୍କ ଟ୍ୱିଟର ପାଇଁ ଏକ ନୂଆ ନିୟମ ଆଣିବାକୁ ଯାଉଛନ୍ତି। ଏଣିକି ଟୁଇଟରରେ ସିଧାସଳଖ ମେସେଜିଂ ପାଇଁ ଉପଭୋକ୍ତାଙ୍କୁ ଦେୟ ଦେବାକୁ ପଡିପାରେ। ଗତ କିଛି […]

Continue Reading