ବଡ ଖବର; WTC Final-2023 ପାଇଁ ଟିମ୍ ଇଣ୍ଡିଆର ଏହି ଖେଳାଳି ଯିବେ ଲଣ୍ଡନ: ମିଳିଲା ଗୁରୁଦାୟିତ୍ୱ
ନୂଆଦିଲ୍ଲୀ: ବିଶ୍ୱ ଟେଷ୍ଟ ଚମ୍ପିଆନସିପର ଫାଇନାଲ ପାଇଁ ଏବେ ଜୋରଦାର ପ୍ରସ୍ତୁତି କରୁଛନ୍ତି ଭାରତ ଏବଂ ଅଷ୍ଟ୍ରେଲିଆ । ଐତିହାସିକ ଓଭାଲ ଗ୍ରାଉଣ୍ଡରେ ଆସନ୍ତା ଜୁନ୍ ୭ ତାରିଖରୁ ଏହି ମ୍ୟାଚ ଆରମ୍ଭ ହେବାକୁ ଥିବା ବେଳେ ଉଭୟ ଦଳର ଅଧିକାଂଶ ଖେଳାଳି ଏଠାରେ ପହଞ୍ଚି ସାରିଛନ୍ତି । କିନ୍ତୁ ଆଇପିଏଲ ଫାଇନାଲ ମ୍ୟାଚ ପାଇଁ ଗୁଜୁରାଟ ଏବଂ ଚେନ୍ନାଇର କିଛି ଖେଳାଳି ଏପର୍ଯ୍ୟନ୍ତ ପହଞ୍ଚି ପାରିନାହାନ୍ତି । ଏହା ଭିତରେ ବିଶ୍ୱ ଟେଷ୍ଟ ଚମ୍ପିଆନସିପ ପାଇଁ ଏକ […]
Continue Reading
