ଦିଲ୍ଲୀ ବିଶ୍ୱବିଦ୍ୟାଳୟ ସିଲାବସରେ ପରିବର୍ତ୍ତନ; ବାଦ ପଡିବେ ‘ସାରେ ଜହାଁ ସେ ଅଚ୍ଛା’ ଗୀତର ଲେଖକ ମହମ୍ମଦ ଇକବଲ

ନୂଆଦିଲ୍ଲୀ: ଦିଲ୍ଲୀ ବିଶ୍ୱବିଦ୍ୟାଳୟର ଅଣ୍ଡର ଗ୍ରାଜୁଏଟ ସିଲାବସରେ ବଡ ଧରଣର ପରିବର୍ତ୍ତନ କରାଯିବ । ଏହି ନିଷ୍ପତ୍ତି ଅନୁସାରେ ଭାରତଠାରୁ ପାକିସ୍ତାନକୁ ଅଲଗା କରିବା ପାଇଁ ପ୍ରସ୍ତାବ ଦେଇଥିବା ମହମ୍ମଦ ଇକବାଲଙ୍କ ଲିଖିତ ଏକ ବିଷୟକୁ ହଟାଯିବ । ସେହିପରି ପଲଟିକାଲ ସାଇନ୍ସର ଗ୍ରାଜୁଏସନ କୋର୍ସରେ ମଧ୍ୟ କିଛି କିଛି ପରିବର୍ତ୍ତନ କରାଯିବ । ମିଳିଥିବା ତଥ୍ୟ ଅନୁଯାୟୀ, କବି ତଥା ଦାର୍ଶନିକ ମହମ୍ମଦ ଇକବାଲ ପାକିସ୍ତାନ ଗଠନର ଜଣେ ପ୍ରସ୍ତାବକ ଦିଲ୍ଲୀ ବିଶ୍ୱବିଦ୍ୟାଳୟର ଗ୍ରାଜୁଏସନ ପଲିଟିକାଲ […]

Continue Reading

ମହାବିଦ୍ୟାଳୟରେ ଲାଗିବ ନାପକିନ୍ ଭେଣ୍ଡିଂ ମେସିନ୍ – ରାଜ୍ୟ ସରକାରଙ୍କ ସୂଚନା

ନୂଆଦିଲ୍ଲୀ : ରାଜ୍ୟର ସରକାରୀ ବିଦ୍ୟାଳୟରେ ନାପକିନ୍ ଭେଣ୍ଡିଂ ମେସିନ୍ ସ୍ଥାପନ କରିବା ପରେ ତାମିଲନାଡୁ ସରକାର ରାଜ୍ୟର ସମସ୍ତ ସରକାରୀ କଳା ଏବଂ ବିଜ୍ଞାନ ମହାବିଦ୍ୟାଳୟରେ ନାପକିନ୍ ଭେଣ୍ଡିଂ ମେସିନ୍ ସ୍ଥାପନ ପାଇଁ ଯୋଜନା ପ୍ରସ୍ତୁତ କରୁଛନ୍ତି। ଉଚ୍ଚଶିକ୍ଷା ବିଭାଗର ଅଧିକାରୀମାନେ କହିଛନ୍ତି ଯେ ବର୍ତ୍ତମାନ ରାଜ୍ୟରେ କେବଳ କିଛି ସରକାରୀ କଲେଜରେ ନାପକିନ୍ ଭେଣ୍ଡିଂ ମେସିନ୍ ଲାଗିଛି। ଉଚ୍ଚଶିକ୍ଷା ବିଭାଗ ଦ୍ୱାରା କରାଯାଇଥିବା ଏକ ଅଧ୍ୟୟନ ଅନୁଯାୟୀ, ଋତୁସ୍ରାବ ଯୋଗୁଁ ରାଜ୍ୟର ଗ୍ରାମାଞ୍ଚଳରେ ଥିବା […]

Continue Reading

ନୂଆ ପାସପୋର୍ଟ ପାଇଁ ରାହୁଲ ଗାନ୍ଧୀଙ୍କୁ ମିଳିଲା ଅନୁମତି , ୩ ବର୍ଷ ପାଇଁ ଦିଆଗଲା ଏନଓସି

ନୂଆଦିଲ୍ଲୀ : କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କ ପାଇଁ ଖୁସୀ ଖବର ରହିଛି । ରାଉସ୍ ଆଭେନ୍ୟୁ କୋର୍ଟରୁ ଏକ ବଡ଼ ଆଶ୍ୱସ୍ତି ଜନକ ଖବର ମିଳିଛି । ସ୍ୱତନ୍ତ୍ର କୋର୍ଟ ତାଙ୍କୁ ଏକ ନୂତନ ପାସପୋର୍ଟ କରିବାକୁ ଅନୁମତି ଦେଇଛନ୍ତି। ତାଙ୍କୁ ମିଳିଥିବା ଏନଓସ ୩ ବର୍ଷ ପର୍ଯ୍ୟନ୍ତ ବଳବତ୍ତ ରହିବ । ପ୍ରକୃତରେ ସେ ସଂସଦର ସଦସ୍ୟତା ଛାଡିବା ପରେ ସେ ପୁରୁଣା ରାଜନୈତିକ ପାସପୋର୍ଟକୁ ସମର୍ପଣ କରି ନିଜ ପାଇଁ ଏକ ସାଧାରଣ […]

Continue Reading

ଏମ୍ସ ହସ୍ପିଟାଲରେ ରୋଗୀଙ୍କ ସହ ଟିକେଟ୍ କାଟିବା ନେଇ ଦଲାଲି କରୁଥିବା ବେଳେ ଦୁଇ ଗିରଫ

ଭୁବନେଶ୍ୱର: ରାଜଧାନୀ ସ୍ଥିତ ଏମ୍ସ ମେଡିକାଲ ପରିସରରୁ ଦଲାଲି କରୁଥିବା ବେଳେ ପଶ୍ଚିମବଙ୍ଗର ଦୁଇ ବ୍ୟକ୍ତିଙ୍କୁ ଗିରଫ କରିଛି ପୋଲିସ। ଖଣ୍ଡଗିରି ଅଞ୍ଚଳରେ ଘର ଭଡ଼ା ନେଇ ରୋଗୀଙ୍କୁ ଟାର୍ଗେଟ କରୁଥିଲେ ଏହି ଦୁଇ ବଙ୍ଗବାସୀ। ସାହାଯ୍ୟ କରିବା ଆଳରେ ହଜାର ହଜାର ଟଙ୍କା ଠକୁଥିବାର ଅଭିଯୋଗ ଆସିବା ପରେ ପୋଲିସ ଏଭଳି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ଦଲାଲି ଉପରେ ଅଙ୍କୁଶ ଲଗାଇବାକୁ ପ୍ରୟାସ କରିଛି। ମିିଳିଥିବା ସୂଚନା ଅନୁସାରେ ହସ୍ପିଟାଲରେ ଡାକ୍ତର ଦେଖାଇବା ପାଇଁ ଟିକେଟ […]

Continue Reading

ମାଲେସିଆ ମାଷ୍ଟର୍ସ ବ୍ୟାଡମିଂଟନ: କ୍ୱାର୍ଟରରେ ସିନ୍ଧୁ, ପ୍ରଣୟ

ନୂଆଦିଲ୍ଲୀ: ମାଲେସିଆ ମାଷ୍ଟର୍ସ ବ୍ୟାଡମିଂଟନରେ ଭାରତୀୟ ଖେଳାଳିମାନେ ସମ୍ପୂର୍ଣ୍ଣ ଷ୍ଟାଇଲରେ ଅଭିଯାନ ଆରମ୍ଭ କରିଛନ୍ତି । ପିଭି ସିନ୍ଧୁ, ଏଚଏସ ପ୍ରଣୟ ଓ କିଦାମ୍ବି ଶ୍ରୀକାନ୍ତ କ୍ୱାର୍ଟର ଫାଇନାଲରେ ପ୍ରବେଶ କରିଛନ୍ତି । ମହିଳା ସିଙ୍ଗଲ୍ସରେ ସିନ୍ଧୁ ଜାପାନର ଆୟା ଓହେରୀଙ୍କୁ ୨୧-୧୬, ୨୧-୧୧ରେ ପରାସ୍ତ କରିଥିଲେ । ଏହି ମ୍ୟାଚ ୪୦ମିନିଟ ପର୍ଯ୍ୟନ୍ତ ଖେଳା ଯାଇଥିଲା । କ୍ୱାର୍ଟରରେ ସିନ୍ଧୁ ଚୀନର ୟି ମାନ ହଙ୍ଗଙ୍କୁ ଭେଟିବେ । ପୁରୁଷ ସିଙ୍ଗଲ୍ସରେ ପ୍ରଣୟ ଚୀନର ଶି […]

Continue Reading

୨୭ରେ ମୁଖ୍ୟମନ୍ତ୍ରୀଙ୍କ ଦିଲ୍ଲୀ ଗସ୍ତ, ନୀତି ଆୟୋଗ ବୈଠକରେ ଯୋଗ ଦେବେ

ଭୁବନେଶ୍ୱର: ଆସନ୍ତା ୨୭ ତାରିଖରେ ନୀତି ଆୟୋଗ ବୈଠକରେ ଯୋଗ ଦେବା ପାଇଁ ଦିଲ୍ଲୀ ଯାଉଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏହି ବୈଠକରେ ସେ ଓଡ଼ିଶାକୁ ସ୍ୱତନ୍ତ୍ର ରାଜ୍ୟ ପାହ୍ୟା ମାନ୍ୟତା ଦେବାନେଇ ଦାବି ଦୋହରାଇବେ ବୋଲି ସୂଚନା ମିଳିଛି । ସେହିପରି ଓଡ଼ିଶାକୁ ସ୍ୱତନ୍ତ୍ର ପ୍ୟାକେଜ ସହ ପ୍ରତି ପଞ୍ଚାୟତରେ ବ୍ୟାଙ୍କ ଖୋଲିବାକୁ ଦାବି ରଖିବେ । ଏହାସହ ଟେଲି କମ୍ୟୁନିକେସନ ବ୍ୟବସ୍ଥା ନେଇ ମଧ୍ୟ ଦାବି ରଖିବେ ବୋଲି ସୂଚନା ମିଳିଛି । […]

Continue Reading

ତେଜିଲା ନୂଆ ସଂସଦ ଭବନ ଉଦଘାଟନ ବିବାଦ; ସୁପ୍ରିମକୋର୍ଟରେ ପହଞ୍ଚିଲା ମାମଲା

ନୂଆଦିଲ୍ଲୀ: ନୂଆ ସଂସଦ ଭବନ ଉଦଘାଟନ ଦିନ ଯେତେ ଯେତେ ପାଖେଇ ଆସୁଛି, ବିବାଦ ସେତେ ଘନଉଛି । ଉଦ୍‌ଘାଟନ ସମାରୋହକୁ ୧୯ ବିରୋଧୀ ଦଳ ବହିଷ୍କାର କରିବେ ବୋଲି ଘୋଷଣା କରିବା ପରେ ଏବେ ମାମଲା ସୁପ୍ରିମ କୋର୍ଟରେ ପହଞ୍ଚିଛି । ରାଷ୍ଟ୍ରପତି ସଂସଦ ଭବନ ଉଦଘାଟନ କରିବା ପାଇଁ ନିର୍ଦ୍ଦେଶ ଦେବାକୁ ସୁପ୍ରିମକୋର୍ଟରେ ମାମଲା ଦାୟର ହୋଇଛି । ଆବେଦନକାରୀ ଦର୍ଶାଇଛନ୍ତି, ନୂଆ ସଂସଦ ଭବନ ଉଦଘାଟନ ରାଷ୍ଟ୍ରପତି କରିବା ଉଚିତ । ଏପରିକି […]

Continue Reading

ପ୍ରଥମେ ପଶୁ ମାନଙ୍କ ଠାରେ ବ୍ୟାପିବ ଓ ପରେ ମଣିଷଙ୍କୁ ସଂକ୍ରମିତ ହେବ

ୱାଶିଂଟନ୍: ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ପ୍ରମୁଖ ଟେଡ୍ରୋସ ଅଦନୋମ୍ ଘେବ୍ରେୟସସ୍ ଏକ ଚେତାବନୀ ଦେଇଛନ୍ତି ଯେ, ବିଶ୍ୱକୁ ଆଗାମୀ ମହାମାରୀ ଲାଗି ସତର୍କ ରହିବାକୁ ପଡିବ ଯାହାକି କୋଭିଡ୍ ୧୯ ମହାମାରୀ ଠାରୁ ଅଧିକ ଘାତକ ହୋଇପାରେ । ଯେଉଁ ସମୟରେ କରୋନା ଭାଇରସ୍ ଆତଙ୍କରୁ ବିଶ୍ୱକୁ କିଛି ମାତ୍ରାରେ ଆଶ୍ୱସ୍ତି ମିଳିଛି ସେହି ସମୟରେ ହୁ ପ୍ରମୁଖଙ୍କ ଏହି ଚେତାବନୀ ସମସ୍ତଙ୍କ ମନରେ ଆତଙ୍କ ସୃଷ୍ଟି କରିଛି । ଟେଡ୍ରୋସ କହିଛନ୍ତି, ଆଗାମୀ ଦିନରେ ଆସୁଥିବା […]

Continue Reading

ଦୁର୍ବଳ ହେଉଛି ବ୍ରିଜଭୂଷଣଙ୍କ ବିରୋଧରେ ଧାରଣା, ହାତ ଛାଡୁଛନ୍ତି ସାଥୀ ରେସଲର

ନୂଆଦିଲ୍ଲୀ: ଭାରତୀୟ କୁସ୍ତି ସଂଘର ପୂର୍ବତନ ଅଧ୍ୟକ୍ଷ ବ୍ରିଜଭୂଷଣ ଶରଣ ସିଂଙ୍କ ବିରୋଧରେ ରେସଲରମାନେ ଯନ୍ତରମନ୍ତରରେ ଧାରଣା ଦେଇଛନ୍ତି । ବଜରଙ୍ଗ ପୁନିଆ, ବିନେଶ ଫୋଗଟ ଓ ସାକ୍ଷୀ ମଲିକଙ୍କ ପରି ଏକ ମାସ ହେବ ବ୍ରିଜଭୂଷଣଙ୍କ ବିରୋଧରେ ଦୁଷ୍କର୍ମ ଅଭିଯୋଗ ଆଣିଛନ୍ତି । ୭ ମାସ ତଳେ ସେମାନେ ଏହି ଆନ୍ଦୋଳନ ଆରମ୍ଭ କରିଥିଲେ । ପ୍ରଶାସକ ବ୍ରିଜଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଆଶ୍ୱସନା ଦେବା ପରେ ଏହି ଧାରଣା ପ୍ରତ୍ୟାହାର ହୋଇଥିଲା […]

Continue Reading

ଅପମିଶ୍ରଣ ରୋକିବାକୁ ସାରା ଦେଶରେ ଦୁଗ୍ଧ ଜାତ ସାମଗ୍ରୀର ପରୀକ୍ଷା କରିବ ଏଫଏସଏସଏଆଇ

ନୂଆଦିଲ୍ଲୀ: କ୍ଷୀର ଓ ଦୁଗ୍ଧଜାତ ଦ୍ରବ୍ୟରେ ଅପମିଶ୍ରଣକୁ ରୋକିବା ପାଇଁ ଚାଲିଥିବା ପ୍ରୟାସରେ ଦେଶର ଖାଦ୍ୟ ସୁରକ୍ଷା ଓ ମାନକ ପ୍ରାଧିକରଣ (ଏଫଏସଏସଏଆଇ) ଗୁରୁବାର ଦୁଗ୍ଧ ଓ ଦୁଗ୍ଧଜାତ ଦ୍ରବ୍ୟ ଉପରେ ଦେଶବ୍ୟାପୀ ପରୀକ୍ଷା କରିବ ବୋଲି କହିଛି। ଏକ ପ୍ରେସ୍ ବିଜ୍ଞପ୍ତିରେ ଏଫ୍ଏସ୍ଏସ୍ଏଆଇ ପକ୍ଷରୁ କୁହାଯାଇଛି ଯେ, ଏହି ସର୍ବ ଭାରତୀୟ ସର୍ଭେଲାନ୍ସ ରାଜ୍ୟର ସମସ୍ତ ଜିଲ୍ଲା ଓ କେନ୍ଦ୍ରଶାସିତ ଅଞ୍ଚଳରେ ଉଭୟ ସଙ୍ଗଠିତ ଓ ଅଣସଙ୍ଗଠିତ କ୍ଷେତ୍ରରୁ ନମୁନା ସଂଗ୍ରହ କରି ବ୍ୟାପକ ଭାବେ […]

Continue Reading