ବଜାଜ କମ୍ପାନୀର ପୂର୍ବତନ ଚେୟାରମ୍ୟାନ ରାହୁଲ ବଜାଜଙ୍କ ପରଲୋକ

ନୂଆଦିଲ୍ଲୀ: ଦେଶର ଉଦ୍ୟୋଗପତି ବାଜାଜ ଅଟୋ କମ୍ପାନୀର ପୂର୍ବତନ ଚେୟାରମ୍ୟାନ ରାହୁଲ ବଜାଜଙ୍କ ପରଲୋକ ହୋଇଯାଇଛି । ୮୩ ବର୍ଷ ବୟସରେ ପୁଣେରେ ତାଙ୍କର ଦେହାନ୍ତ ହୋଇଛି । ବାଜଜ ଗ୍ରୁଫ୍ ପକ୍ଷରୁ ସୂଚନା ମିଳିଛି ,ଶନିବାର ଦିନ ୨.୩୦ ମନିଟରେ ପରିବାର ବର୍ଗଙ୍କ ଉପସ୍ଥିତିରେ ତାଙ୍କର ଦେହାନ୍ତ ହୋଇଯାଇଛି । ସେ ବହୁତ ଦିନ ହେଲା ଅସୁସ୍ଥ ହୋଇପଡିଥିଲେ । ରାହୁଲ ବଜାଜା ଜଣେ ସଫଳ ବ୍ୟବସାୟୀ ଭାବେ ପ୍ରସିଦ୍ଧ । ୧୯୬୫ରେ ସେ ବଜାଜ […]

Continue Reading

୨୦ ମାସ ହେବ ରେପୋ ରେଟ୍ ଅପରିବର୍ତ୍ତିତ

ନୂଆଦିଲ୍ଲୀ: ମୁଦ୍ରାନୀତୀ ସମୀକ୍ଷା କରି ସୁଧହାରରେ ହାତ ମାରି ନାହାନ୍ତି ଭାରତୀୟ ରିଜର୍ଭ ବ୍ୟାଙ୍କ । ରେପୋ ରେଟ୍ ୪ ପ୍ରତିଶତରେ ଅପରିବର୍ତ୍ତିତ ରହିଛି । ସେହିପରି ରିଭର୍ସ ରେପୋ ରେଚ୍ ୩.୩୫ ପ୍ରତିଶତରେ ଅପରିବର୍ତ୍ତିତ ରହିଛି । ମୁଦ୍ରାନୀତି ସମୀକ୍ଷା ପରେ ଏହି ସୂଚନା ଦେଇଛନ୍ତି ଆରବିଆଇ ଗଭର୍ଣ୍ଣର ଶକ୍ତିକାନ୍ତ ଦାସ । ସେ କହିଛନ୍ତି, ବର୍ତ୍ତମାନ ମହଙ୍ଗା ସ୍ଥିତି ଚିନ୍ତାନଜକ ନୁହେଁ । ଏହାକୁ ଦୃଷ୍ଟିରେ ରଖି ରେପୋ ଓ ରିଭର୍ସ ରେପୋ ରେଟରେ କୌଣସି […]

Continue Reading

ଦିଲ୍ଲୀରୁ ଲଣ୍ଡନ ଚାଲିବ ବସ

ନୂଆଦିଲ୍ଲୀ: ୪୬ ବର୍ଷ ପରେ ଦିଲ୍ଲୀରୁ ଲଣ୍ଡନ ବସ ଗଡିପାରେ । ଭାରତ-ମ୍ୟାନମାର ସୀମାରେ ସ୍ଥିତି ସାମାନ୍ୟ ହେବା ପରେ ସେପ୍ଟେମ୍ବରରେ ଏହାକୁ ଚାଲୁ କରିବା ପାଇଁ ଯୋଜନା ପ୍ରସ୍ତୁତ କରାଯିବ । ୧୫ ଲକ୍ଷ ଟଙ୍କା ପ୍ୟାକେଜରେ ଟିକେଟ, ଭିସା, ବିଭିନ୍ନ ଦେଶରେ ରହିବା ପାଇଁ ସମସ୍ତ ସୁବିଧା ସୁଯୋଗ ଏଥିରେ ସାମିଲ ରହିବ । ଏକ ବ୍ରିଟିଶ କମ୍ପାନୀ ୧୯୫୭ରେ ଦିଲ୍ଲୀ, ଲଣ୍ଡନ ଓ କୋଲକାତା ମଧ୍ୟରେ ବସ ସେବା ଆରମ୍ଭ କରିଥିଲେ । […]

Continue Reading

ରୋଡ ଶୋ ବେଳେ ଭଗୱନ୍ତ ମାନଙ୍କ ଉପରକୁ ଟେକାମାଡ, ଡାକ୍ତରଖାନରେ ଭର୍ତି

ଚଣ୍ଡୀଗଡ: ପଞ୍ଜାବ ବିଧାନସଭା ନିର୍ବାଚନ ପାଇଁ ସମସ୍ତ ଦଳ ଜୋରଦାର ପ୍ରସ୍ତୁତି କରିଛନ୍ତି । ତେବେ ଶୁକ୍ରବାର ଆମ ଆଦମୀ ପାର୍ଟିର ମୁଖ୍ୟମନ୍ତ୍ରୀ ଭାଗୱନ୍ତ ମାନ ଏକ ରୋଡ ଶୋ କରୁଥିବା ବେଳେ ତାଙ୍କ ଉପରକୁ ଟେକାମାଡ ହୋଇଛି । ଏଥିରେ ତାଙ୍କ ମୁଣ୍ଡ ଫାଟିଯାଇଛି । ତାଙ୍କୁ ଡାକ୍ତରଖାନା ଚିକିତ୍ସା ପାଇଁ ନିଆଯାଇଛି । ଅମ୍ରିତସରର ଅଟାରୀ ଅଂଚଳରେ ତାଙ୍କ ଉପରେ ଏହି ଆକ୍ରମଣ ହୋଇଥିଲା । ଗାଡିର ସନରୁଫ ଖୋଲି ମାନ ଛିଡା ହେବା […]

Continue Reading

ଗୁଆମରେ ଶକ୍ତି ପ୍ରଦର୍ଶନ : ଆମେରିକା, ଜାପାନ ଓ ଅଷ୍ଟ୍ରେଲିଆ ବାୟୁସେନାର ଏଲିଫ୍ୟାଂଟ ୱାକ

ଟୋକିଓ: ଗୁଆମର ଆଣ୍ଡରସନ ଏୟାରଫୋର୍ସ ବେସରେ ଆଜି ଜାପାନ ଓ ଅଷ୍ଟ୍ରେଲିଆ ସହିତ ମିଶି ଆମେରିକା ବାୟୁସେନାର ଶକ୍ତି ପ୍ରଦର୍ଶନ କରିଛି । ଚୀନଠାରୁ ୨୯୦୦ କିଲୋମିଟର ଦୂରରେ ଏହି ଏୟାରବେସ ଅବସ୍ଥାପିତ । ଆମେରିକା, ଜାପାନ ଓ ଅଷ୍ଟ୍ରେଲିଆର ୧୩୦ ବିମାନ ଏଲିଫ୍ୟାଂଟ ୱାକ କରିଥିଲେ । ଏହା ବ୍ୟତୀତ ଆକାଶମାର୍ଗରେ ବିଭିନ୍ନ ପ୍ରକାର ଯୁଦ୍ଧକୌଶଳ ଦେଖାଇଥିଲେ । ଏଥିରେ ୨୫୦୦ରୁ ଅଧିକ ଆମେରିକା ଏୟାରମ୍ୟାନ, ମରିନ ଓ ସେଲର୍ସ ଯୋଗ ଦେଇଥିଲେ । ଆମେରିକା […]

Continue Reading

କରୋନା ମହାମାରୀ ମୁକାବିଲା: ଭାରତ ବଜାରରେ ଉପଲବ୍ଧ ହେବ ଫାବି ସ୍ପ୍ରେର ନାଜାଲ ସ୍ପ୍ରେ

ନୂଆଦିଲ୍ଲୀ: କରୋନା ମହାମାରୀ ମୁକାବିଲା ପାଇଁ ନାଜାଲ ସ୍ପ୍ରେ ମାଧ୍ୟମରେ ଆଉ ଏକ ଔଷଧ ବଜାରକୁ ଆସିଛି । ଗ୍ଲେନମାର୍କ ଫାର୍ମାସ୍ୟୁଟିକାଲ ନାଇଟ୍ରିକ ଅକ୍ସାଇଡ ଆଧାରିତ ଫାବି ସ୍ପ୍ରେ କାନାଡାର ଏକ କମ୍ପାନୀ ସହ ମିଳିତ ଭାବେ ପ୍ରସ୍ତୁତ କରିଛି । ଡିସିଜିଆଇ ପୂର୍ବରୁ ଏହାକୁ ଅନୁମୋଦନ ଦେଇଥିଲା । ଏହା ଦ୍ୱାରା କରୋନା ରୋଗୀଙ୍କ ଚିକିତ୍ସା ଦ୍ରୁତ ବେଗରେ ହୋଇପାରିବ ବୋଲି ଆଶା କରାଯାଉଛି । ଭାରତର କରୋନା ବିରୋଧୀ ଲଢ଼େଇରେ ଆମେ ଗୁରୁତ୍ୱପୂର୍ଣ୍ଣ ଅଂଶୀଦାର […]

Continue Reading

ଓସ୍କାର ୨୦୨୨ନୋମିନେଶନ: ଡକ୍ୟୁମେଂଟ ବିଭାଗରେ ସ୍ଥାନ ପାଇଲା ଭାରତର ରାଇଟିଂ ୱିଥ ଫାୟାର

ନୂଆଦିଲ୍ଲୀ: ଓସ୍କାର ୨୦୨୨ ନୋମିନେଶନରେ ଡକ୍ୟୁମେଂଟ ବିଭାଗରେ ସ୍ଥାନ ପାଇଲା ଭାରତର ରାଇଟିଂ ୱିଥ ଫାୟାର । ରିଂଟୁ ଥୋମାସ ଓ ସୁସ୍ମିତ ଘୋଷ ଏହି ଡକ୍ୟୁମେଂଟ ଫିଲ୍ମ ପ୍ରସ୍ତୁତ କରିଥିଲେ । ନୋମିନେଶନରେ ସାମିଲ ହେବା ଶୁଣିବା ପରେ ରିଂଟୁ ଓ ଥୋମାସ ଖୁସିରେ ନାଚିଥିଲେ । ରିଂଟୁ ଟୁଇଟରରେ ଏ ସମ୍ପର୍କରେ ସୂଚନା ଦେଇଛନ୍ତି । ଓସ୍କାର ପୁରସ୍କାର ପାଇଁ ରାଇଟିଂ ୱିଥ ଫାୟାରକୁ ଆସେନଶନ, ଆଟିକା, ଫ୍ଲି ଓ ସମର ଅଫ ସୌଲ […]

Continue Reading

ଆସନ୍ତୁ ଜାଣିବା କାହିଁକି ଆଫଗାନ କ୍ରିକେଟର ସ୍ୱଦେଶ ପ୍ରତ୍ୟାବର୍ତନ କରିବାକୁ ଚାହୁଁ ନାହାନ୍ତି

କାବୁଲ: ୧୯ ବର୍ଷରୁ କମ ବିଶ୍ୱକପ କ୍ରିକେଟ ସରି ଯାଇଥିଲେ ମଧ୍ୟ ଆଫଗାନ ଟିମ ନିଜ ଦେଶକୁ ଫେରିବାକୁ ଚାହୁଁ ନାହାନ୍ତି । ସେମାନେ ଲଣ୍ଡନରେ ଶରଣ ମାଗିଛନ୍ତି । ତାଲିବାନ ଭୟରେ ସେମାନେ ଭୟଭୀତ ହୋଇ ପଡିଛନ୍ତି । ବିଶ୍ୱକପରେ ଏଥର ଆଫଗାନିସ୍ତାନ ଟିମ ଭଲ ପ୍ରଦର୍ଶନ କରିଥିଲା । ଇଂଲଣ୍ଡଠାରୁ ଏକ ସଂଘର୍ଷପୂର୍ଣ୍ଣ ସେମିଫାଇନାଲ ମୁକାବିଲାରେ ଦଳ ପରାଜିତ ହୋଇ ଟୁର୍ଣ୍ଣାମେଂଟରୁ ବିଦାୟ ନେଇଥିଲା । ମୁଖ୍ୟ କୋଚ ଓ ପୂର୍ବ ଖେଳାଳି ରଇସ […]

Continue Reading

୫ ମିନିଟ ମଧ୍ୟରେ ବିକ୍ରି ହୋଇଗଲା ଭାରତ-ପାକ ବିଶ୍ୱକପ ଟି୨୦ ମ୍ୟାଚର ଟିକେଟ

ମେଲବୋର୍ଣ୍ଣ: ଟି୨୦ ବିଶ୍ୱକପ କ୍ରିକେଟ ପାଇଁ ଆଉ ୮ ମାସ ସମୟ ରହିଛି । ମେଲବୋର୍ଣ୍ଣରେ ହେବାକୁ ଥିବା ଭାରତ-ପାକିସ୍ତାନ ମୁକାବିଲା ପାଇଁ ମଙ୍ଗଳବାର ମାତ୍ର ୫ ମିନିଟ ମଧ୍ୟରେ ସମସ୍ତ ଟିକେଟ ବିକ୍ରି ହୋଇ ଯାଇଥିଲା । ଭାରତ ଏବଂ ପାକିସ୍ତାନ ଉଭୟ ଟିମ ଗ୍ରୁପ ୨ରେ ସ୍ଥାନ ପାଇଛନ୍ତି । ଏହା ବ୍ୟତୀତ ଅଷ୍ଟ୍ରେଲିଆର ନ୍ୟୁଜିଲାଣ୍ଡ ଏବଂ ଇଂଲଣ୍ଡ ବିପକ୍ଷ ମୁକାବିଲାର ଟିକେଟ ମଧ୍ୟ ଦ୍ରୁତ ବେଗରେ ବିକ୍ରି ହୋଇଛି । ଗତ ବିଶ୍ୱକପରେ […]

Continue Reading

ଅମିତାଭ ବଚ୍ଚନଙ୍କ ଅପକମିଂ ଫିଲ୍ମ ‘ଝୁଣ୍ଡ’ର ଟିଜର ରିଲିଜ୍, ଦମଦାର ଲୁକରେ ନଜର ଆସିଲେ ବିଗ୍ ବି

ମୁମ୍ବାଇ : ଅମିତାଭ୍ ବଚ୍ଚନଙ୍କ ଅପକମିଂ ଫିଲ୍ମ ‘ଝୁଣ୍ଡ’ ର ଟିଜର ରିଲିଜ ହୋଇଯାଇଛି । ‘ଝୁଣ୍ଡ’ର ୧ ମିନିଟ୍ ୩୬ ସେକେଣ୍ଡର ଟିଜର ଭିଡିଓକୁ ଦର୍ଶକ ମାନେ ମଧ୍ୟ ଖୁବ୍ ପସନ୍ଦ କରୁଛନ୍ତି । ଟି ସିରିଜ ଏହି ଟିଜରକୁ ସେୟାର କରିଛି । ଏହି ଭିଡିଓରେ ପିଲାମାନଙ୍କ ସହ ଅମିତାଭ୍ ବଚ୍ଚନ ନଜର ଆସିଛନ୍ତି । ବିଗ୍ ବି ଙ୍କ ଦମଦାର ଲୁକ୍ ବି ଏହି ଟିଜର ଭିଡିଓରେ ଦେଖିବାକୁ ମିଳିଛି । ଅନ୍ୟପଟେ […]

Continue Reading