ଓମିକ୍ରନ୍‌ ଭୟ; ରାଜଧାନୀରେ ବଢୁଛି କରୋନା ଆକ୍ରାନ୍ତଙ୍କ ସଂଖ୍ୟା

ନୂଆଦିଲ୍ଲୀ: ରାଜଧାନୀରେ ବୋଲ ମାନୁନି କରୋନା। ଦିନକୁ ଦିନ ନୂଆ କରୋନା ସଂକ୍ରମିତଙ୍କ ସଂଖ୍ୟା ବଢିଚାଲିଛି। ଦିଲ୍ଲୀର ସ୍ୱାସ୍ଥ୍ୟମନ୍ତ୍ରୀ ସୋମବାର କହିଛନ୍ତି ଯେ ଦିଲ୍ଲୀରେ ନୂତନ କୋଭିଡ ମାମଲା ୪୦୦୦ ଟପିଛି ଏବଂ ପଜିଟିଭିଟି ହାର ୬% ରୁ ଅଧିକ ରହିଛି। ଦିଲ୍ଲୀରେ ଗୋଟିଏ ଦିନରେ ପ୍ରାୟ ୪,୧୦୦ ମାମଲା ପଞ୍ଜିକୃତ ହୋଇଛି। ଯାହା ୭ ମାସରେ ସର୍ବାଧିକ ମାମଲା ରିପୋର୍ଟ ହୋଇଛି। ଏଥିରେ ଓମିକ୍ରନ୍ ସଂକ୍ରମଣର ଅଧିକ ମାମଲା ସାମ୍ନାକୁ ଆସୁଛି। ବିଶେଷଜ୍ଞମାନେ କହିଛନ୍ତି ଯେ […]

Continue Reading

ଏଣିକି ବୈଷ୍ଣବ ଦେବୀ ଯାତ୍ରା ପାଇଁ କେବଳ ଅନ୍‌ଲାଇନ୍‌ରେ କରିହେବ ବୁକିଂ

ନୂଆଦିଲ୍ଲୀ: ବୈଷ୍ଣୋଦେବୀ ମନ୍ଦିର ପରିସରରେ ଦଳାଚକଟାରେ ୧୨ ଜଣ ଭକ୍ତଙ୍କ ମୃତ୍ୟୁ ପରେ ବୈଷ୍ଣୋ ଦେବୀ ମନ୍ଦିର ବୁକିଂ ନିୟମରେ ଏକ ବଡ଼ ପରିବର୍ତ୍ତନ ହୋଇଛି। ବର୍ତ୍ତମାନ ଭକ୍ତମାନେ ବୈଷ୍ଣୋଦେବୀ ଯାତ୍ରା ପାଇଁ ଅନଲାଇନ୍ ବୁକିଂ କରିପାରିବେ। ଅଫଲାଇନ୍ ବୁକିଂ ନିୟମକୁ ବନ୍ଦ କରାଯାଇଛି। ୧୩ କିଲୋମିଟର ଟ୍ରାକିଂ ପାଇଁ ଉଭୟ ଅନଲାଇନ୍ ଏବଂ ଅଫଲାଇନ୍ ମୋଡ୍ ରେ ବୁକିଂ କରାଯାଇପାରିବ। କିନ୍ତୁ ବହୁ ସଂଖ୍ୟକ ଲୋକ କଟ୍‌ରା ପହଞ୍ଚିବା ସମୟରେ ଅଫଲାଇନ୍ ସ୍ଲିପ୍ ନେଉଥିଲେ। ହାରାହାରି […]

Continue Reading

କିଏ କହିଲେ ୩ୟ ଟେଷ୍ଟ ପୂର୍ବରୁ ଯାହା ପଚାରିବେ କୋହଲି ଉତର ଦେବେ

ସେଂଚୁରିଆନ: ସେଂଚୁରିଆନରେ ଦକ୍ଷିଣ ଆଫ୍ରିକା ବିପକ୍ଷରେ ପ୍ରଥମ କ୍ରିକେଟ ଟେଷ୍ଟ ଜିତିବା ପରେ ଟିମ ଇଣ୍ଡିଆର ମନୋବଳ ଉଚ୍ଚରେ ରହିଛି । ଜୋହାନ୍ସବର୍ଗରେ ଖେଳାଯିବାକୁ ଥିବା ଦ୍ୱିତୀୟ ଟେଷ୍ଟ ପୂର୍ବରୁ କୋଚ ରାହୁଲ ଦ୍ର୍ରାବିିଡ ପ୍ରେସ ମିଟରେ ଯୋଗ ଦେଇଥିଲେ । ତେବେ କୋହଲି କାହିଁକି ଯୋଗ ଦେଇ ନ ଥଲେ ସାମ୍ବାଦିକମାନେ ପ୍ରଶ୍ନ କରିବାରୁ ଦ୍ରାବିଡ କହିଥିଲେ, ୩ୟ ଟେଷ୍ଟ ପୂର୍ବରୁ ସେ ଉପସ୍ଥିତି ରହିବା ସହ ସମସ୍ତ ପ୍ରଶ୍ନର ଉତର ଦେବେ । ଏହି […]

Continue Reading

ତୃତୀୟ ଡୋଜ୍ ଓମିକ୍ରନ୍ ବିରୁଦ୍ଧରେ ଟିକା ପ୍ରଭାବକୁ ୮୮% କୁ ବୃଦ୍ଧି କରିପାରେ

ନୂଆଦିଲ୍ଲୀ: କୋଭିଡ-୧୯ ଟିକା ର ତୃତୀୟ ଡୋଜ ଓମିକ୍ରନ୍ ଭାରିଆଣ୍ଟରେ ଆକ୍ରାନ୍ତ ଜଣେ ବ୍ୟକ୍ତିଙ୍କ ରୋଗ ପ୍ରତିରୋଧ ଶକ୍ତିକୁ ୮୮% ବୃଦ୍ଧି କରିପାରିବ ବୋଲି ବ୍ରିଟେନରେ କରାଯାଇଥିବା ନୂତନ ଅଧ୍ୟୟନରୁ ଜଣାପଡିଛି। ଦ୍ୱିତୀୟ ଡୋଜ୍ ତୁଳନାରେ ଅତ୍ୟାଧୁନିକ ମ୍ୟୁଟେଟେଡ୍ ଷ୍ଟ୍ରେନ୍ ଠାରୁ ଏହା ଏକ ଯଥେଷ୍ଟ ଉଚ୍ଚ ସ୍ତରର ସୁରକ୍ଷା ପ୍ରଦାନ କରିପାରେ। ରି‌ପୋର୍ଟ ଅନୁଯାୟୀ ଟିକାର ପ୍ରଭାବ ପ୍ରାୟ ୬ ମାସ ପରେ ଓମିକ୍ରନ୍‌ ବିରୁଦ୍ଧରେ ୫୨% କୁ ଖସି ଆସିଛି। ବୁଷ୍ଟର୍ ଡୋଜ୍ ରୋଗ […]

Continue Reading

ଖରାପ ପାଗ ଯୋଗୁ ହୋଇଥିଲା ସିଡିଏସ୍ ବିପିନ ରାୱତଙ୍କ ହେଲିକପ୍ଟର ଦୁର୍ଘଟଣା

ନୂଆଦିଲ୍ଲୀ: ଡିସେମ୍ବର ୮ରେ ତାମିଲନାଡୁରେ ଘଟିଥିବା ହେଲିକପ୍ଟର ଦୁର୍ଘଟଣାରେ ସିଡିଏସ୍ ବିପିନ ରାୱତ ଏବଂ ତାଙ୍କ ପତ୍ନୀଙ୍କ ସମେତ ୧୪ ଜଣଙ୍କ ମୃତ୍ୟୁ ହେବାର ଏକ ମାସ ପରେ ଏହା ସହ ଜଡିତ ଏକ ବଡ ଖବର ସାମ୍ନାକୁ ଆସିଛି। ଘଟଣାର ତଦନ୍ତ ପାଇଁ ଗଠିତ କମିଟିର ସୂତ୍ରରୁ ପ୍ରକାଶ ଯେ ଖରାପ ପାଗ ହେତୁ ଏହି ହେଲିକପ୍ଟର ଦୁର୍ଘଟଣା ଘଟିଥାଇପାରେ। ତଦନ୍ତ କମିଟି ଶୀଘ୍ର ଏହାର ରିପୋର୍ଟ ଦାଖଲ କରିବ ଏବଂ ନିକଟରେ ଏହାର କାରଣ […]

Continue Reading

୧୫ ରୁ ୧୮ ବର୍ଷ ବୟସର ପିଲାଙ୍କ ପାଇଁ ଟୀକାକରଣ କେମିତି କରିବେ ପଞ୍ଜୀକରଣ ?

ଭୁବନେଶ୍ୱର: ଦେଶରେ କରୋନା ମୁକାବିଲା ପାଇଁ ୧୮ ବର୍ଷରୁ ଊର୍ଦ୍ଧ୍ଵ ନାଗରିକଙ୍କର ଟିକାକରଣ ଚାଲିଥିବା ଏବେ ୧୫ରୁ ୧୮ ବର୍ଷ ବର୍ଗର ପିଲାମାନଙ୍କ ପାଇଁ କରୋନା ଟିକାକରଣ ଆରମ୍ଭ ହେବ। ଜାନୁଆରି ୩ ତାରିଖରୁ ଦେଶବ୍ୟାପୀ ଏହି ବର୍ଗ ପାଇଁ ଟିକାକରଣ ଆରମ୍ଭ ହେବ। ଏଥିପାଇଁ କେନ୍ଦ୍ର ସରକାରଙ୍କ ପକ୍ଷରୁ କୋ-ଓ୍ୱିନ୍ ପୋର୍ଟାଲ୍ ଜରିଆରେ ଜାନୁଆରି ପହିଲା ଅର୍ଥାତ୍ ଆଜିଠାରୁ ପଞ୍ଜୀକରଣ ଆରମ୍ଭ ହୋଇଛି। ତେବେ କୋ-ଓ୍ୱିନ୍ ପୋର୍ଟାଲ୍‌ରେ ଟିକା ପାଇଁ କେମିତି ପଞ୍ଜୀକରଣ କରିବେ ଜାଣନ୍ତୁ। […]

Continue Reading

ରିଲାଏନ୍ସ ଫାଉଣ୍ଡେସନ ହଜାର ହଜାର ପିଲାଙ୍କ ପାଇଁ ଆଣିଦେଲା ଉତ୍ସବର ଆନନ୍ଦ

ଭୁବନେଶ୍ବର : ଶେଷ ହେବାକୁ ଯାଉଛି ବର୍ଷ ୨୦୨୧ । ଆରମ୍ଭ ହେବ ନୂଆବର୍ଷ । ନୂଆବର୍ଷ ପାଳନ କରିବାକୁ ଦେଶବାସୀ ପ୍ରସ୍ତୁତ ଥିବା ବେଳେ, ରିଲାଏନ୍ସ ଫାଉଣ୍ଡେସନ ସମଗ୍ର ଭାରତରେ ପିଲାଙ୍କ ସହିତ ଏହି ଉତ୍ସବର ଆନନ୍ଦ ବାଣ୍ଟିବାର ପରମ୍ପରାକୁ ବଜାୟ ରଖିଛି । ଭୁବନେଶ୍ବର ସମେତ ଦେଶର ୧୧ଟି ସହରରେ ୨୬ଟି ଏନଜିଓ ସହଭାଗିତାରେ ଅବହେଳିତ ପୃଷ୍ଠଭୂମିରୁ ଆସିଥିବା ପ୍ରାୟ ୫୦୦୦ ପିଲାଙ୍କୁ ସ୍ବତନ୍ତ୍ର ଭାବରେ ପ୍ରସ୍ତୁତ କରାଯାଇଥିବା ଗୁଡିଜ୍‍ ବ୍ୟାଗ୍‍ ଏବଂ ଉପହାର […]

Continue Reading

୬୦ ବର୍ଷରୁ ଅଧିକ ବୟସ୍କ ବ୍ୟକ୍ତିଙ୍କୁ ବୁଷ୍ଟର ଡୋଜ୍‌ ପାଇଁ କୌଣସି ଡାକ୍ତରୀ ପ୍ରମାଣପତ୍ରର ଆବଶ୍ୟକତା ନାହିଁ

ନୂଆଦିଲ୍ଲୀ: ମଙ୍ଗଳବାର କେନ୍ଦ୍ର ସରକାର କହିଛନ୍ତି ଯେ ବର୍ତ୍ତମାନ ବୁଷ୍ଟର ଡୋଜ୍‌ ନେବାବେଳେ କୌଣସି ସାର୍ଟିଫିକେଟ୍ ଦେଖାଇବାର ଆବଶ୍ୟକତା ନାହିଁ। ଏହା ପୂର୍ବରୁ କୁହାଯାଇଥିଲା ଯେ ୬୦ ବର୍ଷରୁ ଅଧିକ ବୟସ୍କ ସମସ୍ତ ବ୍ୟକ୍ତିଙ୍କୁ ବୁଷ୍ଟର ଡୋଜ୍‌ ପାଇଁ ଡାକ୍ତରୀ ପ୍ରମାଣପତ୍ର ପ୍ରସ୍ତୁତ କରିବାକୁ ପଡିବ। ବର୍ତ୍ତମାନ ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ କହିଛି ଯେ ବୁଷ୍ଟର ଡୋଜ ନେବାବେଳେ ଏପରି ସାର୍ଟିଫିକେଟ୍ ଦେଖାଇବାର କୌଣସି ଆବଶ୍ୟକତା ନାହିଁ। କିଛି ଦିନ ପୂର୍ବରୁ ସରକାର ସ୍ୱାସ୍ଥ୍ୟ କର୍ମୀ ,ଫ୍ରଣ୍ଟଲାଇନ କର୍ମଚାରୀ […]

Continue Reading

ବରଫ ଚାଦରରେ ସଜାଇ ହୋଇଛି ପର୍ଯ୍ୟଟନସ୍ଥଳି ଔଲି , ଜମୁଛି ପର୍ଯ୍ୟଟକଙ୍କ ଭିଡ

ଉତ୍ତରାଖଣ୍ଡ :ଉତ୍ତରାଖଣ୍ଡର ପ୍ରସିଦ୍ଧ ପର୍ଯ୍ୟଟନ ସ୍ଥଳି ଔଲି । ଏଠାରେ ଏବେ ତୁଷାରପାତ ଜାରି ରହିଛି । ହେଲେ ଏହି ବରଫ ପାତ ଦେଖିବା ପାଇଁ ବାହାର ରାଜ୍ୟ ସହ ଆଖପାଖ ଅଞ୍ଚଳର ଟୁରିଷ୍ଟ ମାନଙ୍କ ପ୍ରବଳ ଭିଡ ଲାଗିଛି । ପିକନିକ୍ ସିଜିନ ଚାଲିଥିବା ବେଳେ ନୂଆବର୍ଷ ପାଇଁ ପର୍ଯ୍ୟଟକଙ୍କ ପ୍ରବଳ ଗହଳି ଲାଗିଛି । ଶୀତ ଦିନ ଆସିଲେ ଔଲି ଅଞ୍ଚଳରେ ସ୍ନୋ ଫଲର ମଜା ନେବା ପାଇଁ ପର୍ଯ୍ୟଟକଙ୍କ ସୁଅ ଛୁଟିଥାଏ । […]

Continue Reading

ଛେଳି ଜନ୍ମ କଲା ମଣିଷ ଆକୃତିର ଛେଳି ଛୁଆ

ଆସାମ: ଆମ ଆଖପାଖରେ ଅନେକ ସମୟରେ ଏହିପରି କିଛି ଘଟଣା ଘଟେ । ଯାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଦିଏ । ଏହି ମଧ୍ୟରେ ଆସାମର କଚାର ଜିଲ୍ଲାରୁ ଏକ ଦୃଶ୍ୟ ସାମ୍ନାକୁ ଆସିଛି । ଯାହା କିଛି ଚତ୍ମକାରଠାରୁ କମ୍ ନୁହେଁ । ଆପଣ କେବେ ଶୁଣିଛନ୍ତି ପଶୁ ମଣିଷ ଛୁଆକୁ ଜନ୍ମ ଦେବା କଥା! ହଁ ଆଜ୍ଞା ଆମେ କହୁଛୁ, ଛେଳି ପାଖରୁ ମଣିଷ ସନ୍ତାନ ଭଳି ଦେଖାଯାଉଥିବା ଛୁଆକୁ ଜନ୍ମ ଦେଇଛି । ବିଶ୍ୱାସ […]

Continue Reading