ବ୍ରାଜିଲରେ ଭୟଙ୍କର ବନ୍ୟାରେ ଭୂଶୁଡିଲା ଦୁଇଟି ଡ୍ୟାମ, ଅନେକ ଅଞ୍ଚଳକୁ ଯୋଗାଯୋଗ ବିଛିନ୍ନ
ଇଟାବୁନା : ବ୍ରାଜିଲରେ ଭୟଙ୍କର ବନ୍ୟା । ସପ୍ତାହେ ଧରି ପ୍ରବଳ ବର୍ଷା ଲାଗି ରହିବା ଫଳରେ ବ୍ରାଜିଲର ସ୍ଥିତି ବେହାଲ ହୋଇପଡିଛି । ଫଳରେ ଅନେକ ଅଞ୍ଚଳ ଜଳବନ୍ଦୀ ହେବା ସହ ଯୋଗାଯୋଗ ବିଛିନ୍ନ ହୋଇପଡିଛି । ବନ୍ୟା ଯୋଗୁଁ ଦକ୍ଷିଣ ବାହାରିଆ ଭିଟୋରିଆ ଡାକନକ୍ୟୁଷ୍ଟା ସହର ନିକଟ ଭେରୁଗା ନଦୀ କୂଳରେ ଡ୍ୟାମ ଭାଙ୍ଗିଯାଇଛି । ଫଳରେ ଇଟାମବେ ସହରରରେ ପୁରା ଜଳମଗ୍ନ ହୋଇଯିବାରୁ ଇଟାମବେ ବାସିନ୍ଦାଙ୍କୁ ସ୍ଥାନାନ୍ତର କରାଯାଇଛି । ଜୁସିଆପେରରେ ନଦୀ […]
Continue Reading
