ପ୍ରମାଣିତ ହେଲା, ପ୍ରେମର ଆଉ ଏକ ରୂପ କ୍ଷମା…

ପୁରୀ: ପ୍ରେମର ରୂପକୁ ଚିହ୍ନବା ସବୁଠାରୁ କଷ୍ଟକର ବ୍ୟାପାର । କ୍ଷମା ଯେ, ପ୍ରେମର ଆଉ ଏକ ରୂପ ତାହା ତୁର୍କୀରେ ଏକ ଘଟଣାରେ ପ୍ରମାଣିତ ହୋଇଛି । କାସିମ ଓଜେନ ନାମକ ଜଣେ ଯୁବକ ବେରାଫିନ ଓଜେକଙ୍କୁ ଏକତରଫା ପ୍ରେମ କରୁଥିଲେ । ବାରମ୍ବାର ବିଫଳ ହେବା ପରେ ଶେଷରେ ଯୁବକଜଣଙ୍କ ବେରାଫିନଙ୍କ ଉପରେ ଏସିଡ ପକାଇ ଦେଇଥିଲା । ଯଦି ମୋର ନ ହେବ ତାହାହେଲେ କାହାର ହେବନି ଜିଦ ସେ ଧରିଥିଲା । […]

Continue Reading

ଫିଲ୍ମ ‘ଫାଇଟର’ରେ ଅନୀଲଙ୍କ ଏଣ୍ଟ୍ରି

ନୂଆଦିଲ୍ଲୀ: ଫିଲ୍ମ ଫାଇଟରରେ ଏଣ୍ଟ୍ରି କଲେ ଅନୀଲ କପୁର। ଡିସେମ୍ବର ୨୪ରେ ଅନିଲ କପୁର ତାଙ୍କର ୬୫ ତମ ଜନ୍ମଦିନ ପାଳନ କରୁଛନ୍ତି। ଏହି ଅବସରରେ ହ୍ରିତିକ ରୋଶନ ଏବଂ ଦୀପିକା ପାଦୁକୋନ ତାଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ଏବଂ ତାଙ୍କୁ ଫିଲ୍ମ ‘ଫାଇଟର’ କାଷ୍ଟରେ ସ୍ୱାଗତ ମଧ୍ୟ କରିଛନ୍ତି। ସିଦ୍ଧାର୍ଥ ଆନନ୍ଦଙ୍କ ସାହାଯ୍ୟରେ ଏହା ବଲିଉଡର ପ୍ରଥମ ଆକ୍ସନ୍ ଫ୍ରାଞ୍ଚାଇଜ୍ ହେବ। ଏହି ଚଳଚ୍ଚିତ୍ରର ନିର୍ଦ୍ଦେଶନା ଦେଇଛନ୍ତି ସିଦ୍ଧାର୍ଥ ଆନନ୍ଦ।

Continue Reading

ଏସିଆନ ଚାମ୍ପିୟନ୍ସ ଟ୍ରଫି ହକି: ପାକିସ୍ତାନକୁ ହରାଇ ବ୍ରୋଞ୍ଜ ଜିତିଲା ଭାରତ

ଢ଼ାକା: ଏସିଆନ ଚାମ୍ପିୟନ୍ସ ଟ୍ରଫି ହକିରେ ବୁଧବାର ଭାରତ ଚିର ପ୍ରତିଦ୍ୱନ୍ଦ୍ୱୀ ପାକିସ୍ତାନକୁ ୪-୩ ଗୋଲରେ ହରାଇ ବ୍ରୋଞ୍ଜ ପଦକ ହାସଲ କରିନେଇଛି । ପାକିସ୍ତାନ ୪ର୍ଥ ସ୍ଥାନରେ ସନ୍ତୁଷ୍ଟ ହୋଇଛି । ଭାରତ ପକ୍ଷରୁ ସୁମି, ହରମନପ୍ରୀତ ସି. ଅକ୍ଷରଦୀପ ସିଂ ଓ ବରୁଣ କୁମାର ଗୋଲ ସ୍କୋର କରିଥିଲେ । ପାକିସ୍ତାନର ଅବଦୁଲ ରାଣା ୨ଟି ଏବଂ ଅଫରାଜ ଗୋଟିଏ ଗୋଲ ଦେଇଥିଲେ । ପୂର୍ବରୁ ସେମିଫାଇନାଲରେ ଭାରତ ୫-୩ ଗୋଲରେ ଜାପାନ ନିକଟରୁ […]

Continue Reading

ସିଦ୍ଧାର୍ଥ ମଲହୋତ୍ରାଙ୍କ ସହ କିଆରା ଆଡଭାନୀଙ୍କୁ ନେଇ ବଲିଉଡରେ ଚର୍ଚ୍ଚା

ମୁମ୍ବାଇ : ବଲିଉଡ ଅଭିନେତା ସିଦ୍ଧାର୍ଥ ମଲହୋତ୍ରା ଓ କିଆରା ଆଡଭାନୀଙ୍କ ନାଁ କୁ ନେଇ ଚର୍ଚ୍ଚା ଜୋର ଧରିଛି । କୁହାଯାଉଛି କି ଏହି ଯୋଡି କ୍ୟାଟ୍ରିନା-ଭିକିଙ୍କ ପରେ ଏମାନଙ୍କ ରିଲେସନସିପକୁ ନେଇ ଘୋଷଣା କରିପାରନ୍ତି । ଫିଲ୍ମ ସେରଶାହାରେ ଦୁହେଁ ନଜର ଆସିଥିଲେ । ହେଲେ ରିଲ୍ ଲାଇଫକୁ ଛାଡିଦେଲେ ଏମାନେ ରିଏଲ ଲାଇଫ୍ ପାର୍ଟନର ବନିପାରନ୍ତି ବୋଲି ବି ଟାଉନରେ ଚର୍ଚ୍ଚା ଜୋର ଧରିଛି । ଶୁଣିବାକୁ ମିଳିଛି କି କୁଆଡେ କିଆରା […]

Continue Reading

ଡ୍ରଗ୍ସ କେସରେ ଫସିଲେ ଅକାଳୀ ନେତା ବିକ୍ରମ ମାଜିଥିଆ, ମାମଲା ରୁଜୁ

ଚଣ୍ଡୀଗଡ: ପଞ୍ଜାବ ବିଧାନସଭା ନିର୍ବାଚନ ପାଖେଇ ଆସୁଥିବା ବେଳେ ଡ୍ରଗ୍ସ କାରୋବାର କରିବା ଅଭିଯୋଗରେ ଅକାଳୀ ଦଳର ନେତା ବିକ୍ରମ ମାଜିଥିଆ ଫସିଛନ୍ତି । ଏହା ଅକାଳୀକୁ ବ୍ୟାକଫୁଟକୁ ଠେଲି ଦେଇଛି । ତାଙ୍କ ନାମରେ ମଙ୍ଗଳବାର ୧୯୮୫ ଧାରା ୨୫, ୨୭ଏ ଓ ୨୯ ଅନୁଯାୟୀ ଏଫଆଇଆର ରୁଜୁ କରାଯାଇଛି । ପୂର୍ବରୁ ବିଭିନ୍ନ ରାଜନୈତିକ ପାର୍ଟି ଏ ନେଇ ଦାବୀ କରି ଆସୁଥିଲେ । ରାଜ୍ୟର ମୁଖ୍ୟ ଇନଭେଷ୍ଟିଗେସନ ଅଧିକାରୀ ଏଫଆଇଆର ରୁଜୁ କରିବା […]

Continue Reading

ବିଜେପି ଉପରେ ଭୀଷଣ ବର୍ଷିଲେ ଜୟା

ନୂଆଦିଲ୍ଲୀ: ସମାଜବାଦୀ ପାର୍ଟିର ସାଂସଦ ଜୟା ବଚ୍ଚନ ଆଜି ବିଜେପି ଉପରେ ଭୀଷଣ ବର୍ଷିଛନ୍ତି। ସେ କହିଛନ୍ତି ଯେ ଦିନେ କେବଳ ‘ଲାଲ ଟୋପି’ ହିଁ ତାଙ୍କୁ କୋର୍ଟକୁ ଟାଣିବ। ଆଗାମୀ ୟୁପି ବିଧାନସଭା ନିର୍ବାଚନର ଫଳାଫଳକୁ ନେଇ ଭୟଭୀତ ହୋଇଥିବାରୁ ବିରୋଧୀ ଦଳ ବିରୋଧରେ ବିଜେପି ଆକ୍ରମଣ କରୁଛି। ପାନାମା ପେପର ମାମଲାରେ ଏନଫୋର୍ସମେଣ୍ଟ ଡାଇରେକ୍ଟୋରେଟ ଦ୍ୱାରା ତାଙ୍କ ବୋହୂ ଐଶ୍ୱର୍ଯ୍ୟା ରାୟ ବଚ୍ଚନଙ୍କୁ ପଚରାଯିବାରୁ ସେ କହିଛନ୍ତି ଯେ ସେ ନିଜ ଏବଂ ପରିବାର […]

Continue Reading

ଆମେରିକାକୁ ଚୀନ୍‌ର ଧମକ; ମୁକାବିଲାକୁ ଭୟ ନାହିଁ; ଶେଷ ଯାଏ ଲଢିବୁ

ନୂଆଦିଲ୍ଲୀ: ଚୀନ୍ ଏବଂ ଆମେରିକା ମଧ୍ୟରେ ତିକ୍ତତା କ୍ରମାଗତ ଭାବେ ବୃଦ୍ଧି ପାଉଛି। ବର୍ତ୍ତମାନ ଚୀନ୍‌ର ବୈଦେଶିକ ମନ୍ତ୍ରୀ ୱାଙ୍ଗ ୟି କହିଛନ୍ତି ଯେ ଆମେରିକା ସହ ସିଧାସଳଖ ମୁହାଁମୁହିଁ ହେବାକୁ ଆମେ ଭୟ କରୁନାହୁଁ। ଉଭୟ ପକ୍ଷ ସମାନ ଭାବରେ ଲାଭବାନ ହେଲେ ଆମେ ସହଯୋଗ କରିବୁ ବୋଲି ସେ କହିଛନ୍ତି। ୱାଙ୍ଗ ୟି କହିଛନ୍ତି ଯେ ଆମେରିକା ଦ୍ବାରା ରଣନୈତିକ ଭୁଲ ନିଷ୍ପତ୍ତି ହେତୁ ଆମେରିକା-ଚୀନ୍ ସମ୍ପର୍କର ସମସ୍ୟା ହ୍ରାସ ପାଇଛି। କିନ୍ତୁ ଯଦି […]

Continue Reading

ଆବାସ ଯୋଜନାରେ ଘର ଦେବାନେଇ ପୁଣି କେନ୍ଦ୍ରମନ୍ତ୍ରୀଙ୍କୁ ଭେଟିଲେ ବିଜେଡି ସାଂସଦ

ନୂଆଦିଲ୍ଲୀ: ପିଏମ୍ ଆବାସ ଯୋଜନା ନେଇ ଆଜି ବିଜୁ ଜନତା ଦଳର ସାଂସଦ ମାନେ କେନ୍ଦ୍ର ଗ୍ରାମୀଣ ବିକାଶ ମନ୍ତ୍ରୀ ଗିରିରାଜ ସିଂ ଙ୍କୁ ଭେଟିଛନ୍ତି । ନୂଆଦିଲ୍ଲୀର କୃଷି ଭବନ ଠାରେ କେନ୍ଦ୍ରମନ୍ତ୍ରୀଙ୍କ ସହ ଏକ ଘଣ୍ଟିଆ ବୈଠକ କରିଥିଲେ ବିଜେଡି ସାଂସଦ ମାନେ । ଗିରିରାଜଙ୍କ ସହ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଓଡିଶାକୁ ଘର ଯୋଗାଇଦେବା ସମ୍ପର୍କରେ ଆଲୋଚନା କରିଥିଲେ ସାଂସଦମାନେ । ବାସହରା ଲୋକଙ୍କୁ ଘର ଯୋଗାଇଦେବାକୁ ବିଜେଡି ସାଂସଦମାନେ ଦାବି କରିଥିଲେ […]

Continue Reading

ଆଧାର କାର୍ଡ ସହ ଭୋଟର ଆଇଡି ସଂଯୋଗୀକରଣ ବିଲ୍ ଲୋକସଭାରେ ପାରିତ

ଦିଲ୍ଲୀ : ଭୋରଟ କାର୍ଡ ସହ ଯୋଡିହେଲା ଆଧର କାର୍ଡ । ସୋମବାର ଲୋକସଭାରେ ପାରିତ ହେଲା ନିର୍ବାଚନ ଆଇନ ସଂଶୋଧନ ବିଲ୍ । ଆଇନ ମନ୍ତ୍ରୀ କିରେନ ରିଜିଜୁଙ୍କ ଦ୍ୱାରା ଉପସ୍ଥାପିତ ଆଧାରକାର୍ଡ ସହିତ ଭୋଟର ଆଇଡି ସଂଯୋଗୀକରଣ ବିଲ ଲୋକସଭାରେ ପାରିତ ହୋଇଛି । ଏଣିକି ଆଧରକାର୍ଡ ସହିତ ଭୋଟର ଆଇଡି କୁ ଲିଙ୍କ୍ କରାଯିବ । ହେଲେ ସଂଯୋଗୀକରଣ ପକ୍ରିୟାକୁ ଆଇଆଇଏମ୍ , ବିପିଏସ୍ ଏବଂ ଅନ୍ୟ ବିରୋଧୀ ଦଳ ଏହି ବିଲକୁ […]

Continue Reading

ଉତରାଖଣ୍ଡର ବ୍ରାଣ୍ଡ ଆମ୍ବାସଡର ହେଲେ ପନ୍ତ

ଡେରାଡୁନ: ଟିମ ଇଣ୍ଡିଆର ଷ୍ଟାର ୱିକେଟ କିପର ତଥା ବିସ୍ଫୋରକ ବ୍ୟାଟ୍ସମ୍ୟାନ ରିଷଭ ପନ୍ତଙ୍କୁ ଉତରାଖଣ୍ଡର ବ୍ରାଣ୍ଡ ଆମ୍ବାସାଡର ଭାବେ ନିଯୁକ୍ତ କରାଯାଇଛି । ମୁଖ୍ୟମନ୍ତ୍ରୀ ପୁଷ୍କର ସିଂ ତାଙ୍କ ସହ ଆଲୋଚନା କରିବା ପରେ ସେ ଏହି ଘୋଷଣା କରିଛନ୍ତି । ଯୁବପିଢ଼ୀଙ୍କ ପାଇଁ ପ୍ରେରଣା ସାଜିଥିବା ଆମ ନିଜ ମାଟିର ପନ୍ତଙ୍କୁ କ୍ରୀଡା ଏବଂ ସ୍ୱାସ୍ଥ୍ୟକୁ ରାଜ୍ୟରେ ପ୍ରୋତ୍ସାହିତ କରିବା ପାଇଁ ଏହି ଗୁରୁ ଦାୟିତ୍ୱ ପ୍ରଦାନ କରିଛୁ । ବ୍ରାଣ୍ଡ ଆମ୍ବାସାଡର କରାଯାଇଥିବାରୁ […]

Continue Reading