ଉତରାଖଣ୍ଡର ବ୍ରାଣ୍ଡ ଆମ୍ବାସଡର ହେଲେ ପନ୍ତ

ଡେରାଡୁନ: ଟିମ ଇଣ୍ଡିଆର ଷ୍ଟାର ୱିକେଟ କିପର ତଥା ବିସ୍ଫୋରକ ବ୍ୟାଟ୍ସମ୍ୟାନ ରିଷଭ ପନ୍ତଙ୍କୁ ଉତରାଖଣ୍ଡର ବ୍ରାଣ୍ଡ ଆମ୍ବାସାଡର ଭାବେ ନିଯୁକ୍ତ କରାଯାଇଛି । ମୁଖ୍ୟମନ୍ତ୍ରୀ ପୁଷ୍କର ସିଂ ତାଙ୍କ ସହ ଆଲୋଚନା କରିବା ପରେ ସେ ଏହି ଘୋଷଣା କରିଛନ୍ତି । ଯୁବପିଢ଼ୀଙ୍କ ପାଇଁ ପ୍ରେରଣା ସାଜିଥିବା ଆମ ନିଜ ମାଟିର ପନ୍ତଙ୍କୁ କ୍ରୀଡା ଏବଂ ସ୍ୱାସ୍ଥ୍ୟକୁ ରାଜ୍ୟରେ ପ୍ରୋତ୍ସାହିତ କରିବା ପାଇଁ ଏହି ଗୁରୁ ଦାୟିତ୍ୱ ପ୍ରଦାନ କରିଛୁ । ବ୍ରାଣ୍ଡ ଆମ୍ବାସାଡର କରାଯାଇଥିବାରୁ […]

Continue Reading

ଓମିକ୍ରନ୍‌କୁ ମାତ୍‌ ଦେବ ମଡର୍ନାର ବୁଷ୍ଟର ଡୋଜ୍‌!

ନୂଆଦିଲ୍ଲୀ: ବାୟୋଟେକ୍ନୋଲୋଜି କମ୍ପାନୀ ମଡର୍ନା ସୋମବାର କହିଛି ଯେ ଏହାର ବୁଷ୍ଟର୍ ଟିକା କୋଭିଡ୍-୧୯ ର ଓମିକ୍ରନ୍ ଭାରିଆଣ୍ଟ ବିରୁଦ୍ଧରେ ଆଣ୍ଟିବଡି ସ୍ତରକୁ ବଢାଇଥାଏ। କମ୍ପାନୀ କହିଛି ଯେ ୫୦ ମାଇକ୍ରୋଗ୍ରାମ୍ ବୁଷ୍ଟର୍ ଆଣ୍ଟିବଡି ସ୍ତରକୁ ୩୭ ଗୁଣ ବଢାଇଥାଏ। ଆଉ ୧୦୦ ମାଇକ୍ରୋଗ୍ରାମ୍ ଆଣ୍ଟିବଡି ସ୍ତରକୁ ପୂର୍ବ-ବୃଦ୍ଧି ସ୍ତର ତୁଳନାରେ ୮୩ ଗୁଣ ବଢାଇଥାଏ। “ଏହି ତଥ୍ୟଗୁଡିକ ଦର୍ଶାଉଛି ଯେ ବର୍ତ୍ତମାନର ସ୍ବୀକୃତପ୍ରାପ୍ତ ମଡର୍ନା କୋଭିଡ୍-୧୯ ବୁଷ୍ଟର୍ ଆଣ୍ଟିବଡି ସ୍ତରକୁ  ପୂର୍ବ-ବୃଦ୍ଧି ସ୍ତରଠାରୁ ୩୭ ଗୁଣା […]

Continue Reading

ସୋସିଆଲ ମିଡିଆରେ ଟ୍ରେଣ୍ଡ୍‌ କରୁଛନ୍ତି ଗୁଜରାଟ ଯୋଗୀ

ନୂଆଦିଲ୍ଲୀ: ହିନ୍ଦୁ ଯୁବ ବାହିନୀଙ୍କ ଗୁଜୁରାଟର ଦାୟିତ୍ୱରେ ଥିବା ଯୋଗୀ ଦେବନାଥ ଟ୍ୱିଟରରେ ଟ୍ରେଣ୍ଡ କରୁଛନ୍ତି। ଅନେକ ଲୋକ ଯୋଗୀ ଦେବନାଥଙ୍କ ଫଟୋ ଟ୍ୱିଟରରେ ପୋଷ୍ଟ କରୁଛନ୍ତି ଏବଂ ତାଙ୍କୁ ‘ଗୁଜୁରାଟର ଯୋଗୀ’ ବୋଲି କହୁଛନ୍ତି। ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ସହ ଯୋଗୀ ଦେବନାଥଙ୍କ ଫଟୋ ମଧ୍ୟ ଭାଇରାଲ ହେବାରେ ଲାଗିଛି। କେବଳ ଏତିକି ନୁହେଁ, ଯୋଗୀ ଦେବନାଥ ନିଜେ ମଧ୍ୟ ନିଜ ଟ୍ୱିଟରରେ ବହୁତ ସକ୍ରିୟ ଅଛନ୍ତି ଏବଂ କ୍ରମାଗତ ଭାବରେ ସମସ୍ତ ପୋଷ୍ଟ […]

Continue Reading

ପାକିସ୍ତାନୀ ମାଛଧରା ବୋଟରୁ ଧରାପଡ଼ିଲା ୪୦୦କୋଟି ଟଙ୍କାର ହେରୋଇନ

ଅହମଦାବାଦ: ଗୁଜୁରାଟ ଜଖାଉ ବନ୍ଦର ପାଖରୁ ଧରାପଡ଼ିଲା ୪୦୦କୋଟି ଟଙ୍କାର ହେରୋଇନ । ପାକିସ୍ତାନୀ ମାଛଧରା ବୋଟରୁ ୭୭କିଲୋଗ୍ରାମ ଓଜନର ହେରୋଇନ ଜବତ ହୋଇଛି । ଏଥିରେ ସମ୍ପୃକ୍ତ ଥିବା ୬ଜଣଙ୍କୁ ଗିରଫ କରିଛି ଭାରତୀୟ ତଟରକ୍ଷୀ ବାହିନୀ । ଏନେଇ ଅଧିକାରୀ ସୂଚନା ଦେଇଥିଲେ । ସେମାନେ କହିଛନ୍ତି, ରବିବାର ରାତିରେ ଭାରତୀୟ ତଟରକ୍ଷୀ ବାହିନୀ ଏବଂ ଏଟିଏସ୍ ମିଳିତ ଅପରେସନରେ ହେରୋଇନ ଜବତ କରାଯାଇଛି । ଗୁଜୁରାଟ ପ୍ରତିରକ୍ଷା ଜନସମ୍ପର୍କ ୟୁନିଟ୍(ପିଆରଓ) ଏକ ଟୁଇଟରେ […]

Continue Reading

ଗୋଟିଏ ଦିନରେ କେରଳରେ ୨ ନେତାଙ୍କୁ ହତ୍ୟା, ୧୪୪ ଧାରା ଜାରୀ

ଥିରୁଭାନନ୍ତପୁରମ: କେରଳରେ ରାଜନୈତିକ ହିଂସା ବୃଦ୍ଧି ପାଇବାରେ ଲାଗିଛି । ରବିବାର ଆଲାପ୍ପୁଝାରେ ବିଜେପି ନେତା ଓ ଓବିସି ମୋର୍ଚ୍ଚାର ସଚିବ ରଞ୍ଜିତ ଶ୍ରୀନିବାସନଙ୍କୁ ଘର ନିକଟରେ ହତ୍ୟା କରାଯାଇଛି । ପୂର୍ବରୁ ଏସଡିପିଆଇ ନେତା ଶାନ କେଏସଙ୍କୁ ଅଜଣା ଆକ୍ରମଣକାରୀ ହତ୍ୟା କରିଥିଲେ । ସୁରକ୍ଷା ଦୃଷ୍ଟି କୋଣରୁ ଜିଲ୍ଲାରେ ୧୪୪ ଧାରା ଜାରୀ କରାଯାଇଛି । ଏହି ଘଟଣାରେ ଏ ପର୍ଯ୍ୟନ୍ତ ୧୧ଜଣଙ୍କୁ ଗିରଫ କରାଯାଇଛି ବୋଲି ଜିଲାପାଳ ଏ.ସିକନ୍ଦର ସୂଚନା ଦେଇଛନ୍ତି । […]

Continue Reading

ବିବାଦୀୟ ମନ୍ତବ୍ୟ ନେଇ କ୍ଷମା ମାଗିଲେ କଂଗ୍ରେସ ବିଧାୟକ ରମେଶ କୁମାର

ବାଙ୍ଗାଲୋର: କର୍ଣ୍ଣାଟକ ବିଧାନସଭାରେ ଦୁଷ୍କର୍ମଜନିତ ବିବାଦୀୟ ମନ୍ତବ୍ୟ ନେଇ କ୍ଷମା ମାଗିଛନ୍ତି କଂଗ୍ରେସ ବିଧାୟକ କେଆର ରମେଶ କୁମାର । ବିଧାନସଭାରେ ମୁଁ କୌଣସି ଉଦ୍ଦେଶ୍ୟ ନ ଥାଇ ଏ ଭଳି ମନ୍ତବ୍ୟ ଦେଇଛି । ଆଗକୁ ଏଥିପ୍ରତି ଯତ୍ନବାନ ହେବି । ଦୁଷ୍କର୍ମ ବେଳେ ଖସିବାର ଯଦି କୌଣସି ଉପାୟ ରହି ନ ଥାଏ, ତାହାହେଲେ ଏହାର ମଜା ଉଠାଇବା ବୁଦ୍ଧିମାନର କାମ ବୋଲି ସେ ବିଧାନସଭାରେ କହିଥିଲେ । ମୋର ଏହି ମନ୍ତବ୍ୟ ଯଦି […]

Continue Reading

ବିଶ୍ୱ ଚାମ୍ପିୟନ୍ସ ଟ୍ରଫି ବ୍ୟାଡମିଂଟନ: ସେମିରେ ଶ୍ରୀକାନ୍ତ, ସିନ୍ଧୁ ବିଦା

ନୂଆଦିଲ୍ଲୀ: ବିଡବ୍ଲ୍ୟୁଏଫ ବିଶ୍ୱ ଚାମ୍ପିୟନଶିପରେ କମାଲ କରିଛନ୍ତି ଭାରତର ଷ୍ଟାର ଖେଳାଳି କିଦାମ୍ବି ଶ୍ରୀକାନ୍ତ । କ୍ୱାର୍ଟର ଫାଇନାଲରେ ଶ୍ରୀକାନ୍ତ ନେଦରଲାଣ୍ଡର ମାର୍କ କ୍ୟାଲଜାଉଙ୍କୁ ୨୧-୮ ଓ ୨୧-୭ରେ ପଂଏଟରେ ପରାସ୍ତ କରିଥିଲେ । ମ୍ୟାଚରେ ବିଜୟ ହାସଲ ପାଇଁ ସେ ମାତ୍ର ୨୬ ମିନିଟ ସମୟ ନେଇଥିଲେ । ପୂର୍ବରୁ ଏହି ଇଭେଂଟର ପୁରୁଷ ସେମିଫାଇନାଲରେ ଭାରତ ପକ୍ଷରୁ କେବଳ ପ୍ରକାଶ ପାଦୁକୋନ ଓ ବିସାଇ ପ୍ରଣୀଥ ପ୍ରବେଶ କରିଥିଲେ । ମହିଳା ସିଙ୍ଗଲ୍ସରେ ଭାରତର […]

Continue Reading

ପାକିସ୍ତାନକୁ ହରାଇ କ୍ରିକେଟର ମଧୁର ପ୍ରତିଶୋଧ ନେଲା ଭାରତ

ନୂଆଦିଲ୍ଲୀ: ଏସିଆନ ଚାମ୍ପିୟନ୍ସ ଟ୍ରଫି ହକିରେ ଭାରତ ଶୁକ୍ରବାର ତୀବ୍ର ପ୍ରତିଦ୍ୱନ୍ଦ୍ୱୀ ପାକିସ୍ତାନକୁ ୩-୧ ଗୋଲରେ ପରାସ୍ତ କରିଛି । ଏଥିସହ ଭାରତ ଟି୨୦ ବିଶ୍ୱକପ କ୍ରିକେଟ ପରାଜୟର ମଧୁର ପ୍ରତିଶୋଧ ନେଇପାରିଛି । ବିଜୟ ସହ ଭାରତ ଏକ ପ୍ରକାର ସେମିଫାଇନାଲ ପ୍ରବେଶ ନିଶ୍ଚିତ କରିଛି । ହରମନପ୍ରୀତ ସିଂ ୨ଟି ଗୋଲ ସ୍କୋର କରିବା ସହ ଚମତ୍କାର ପ୍ରଦର୍ଶନ କରିଥିବାରୁ ମ୍ୟାନ ଅଫ ଦି ମ୍ୟାଚ ବିବେଚିତ ହୋଇଛନ୍ତି । ଅନ୍ୟମାନଙ୍କ ମଧ୍ୟରେ କେବଳ […]

Continue Reading

ଭୋଟର ପରିଚୟପତ୍ର ସହ ସଂଯୋଗ କରାଯିବ ଆଧାର କାର୍ଡ

ନୂଆଦିଲ୍ଲୀ : ଭୋଟର ପରିଚୟପତ୍ର ସହ ସଂଯୋଗ କରାଯିବ ଆଧାର କାର୍ଡ । ନିର୍ବାଚନୀ ସଂସ୍କାର ପାଇଁ ୨୦୧୯ରୁ ଏଭଳି ପ୍ରସ୍ତାବ ଭାରତୀୟ ନିର୍ବାଚନ କମିଶନ ଦେଇଥିବା ବେଳେ, କେନ୍ଦ୍ର କ୍ୟାବିନେଟ ଏହା ଉପରେ ମୋହର ମାରିଛି । ଏହାଦ୍ବାରା ନକଲି ଭୋଟରଙ୍କ ଉପରେ ଅଙ୍କୁଶ ଲାଗିବ । ଖାଲି ସେତିକୁ ନୁହେଁ, ଜାଲିଆତି କରି ଗୋଟିଏ ନାଁରେ ଦୁଇଟି ଜାଗାରେ ଭୋଟ ଦେଇ ପାରିବେ ନାହିଁ ଭୋଟର । ସେହିପରି ପୂର୍ବରୁ ୧୮ ବର୍ଷରେ ପାଦ […]

Continue Reading

ମହାରାଷ୍ଟ୍ରରେ ଶଗଡ ଦୌଡକୁ ଅନୁମତି ଦେଲେ ସୁପ୍ରିିମକୋର୍ଟ

ନୂଆଦିଲ୍ଲୀ: ମହାରାଷ୍ଟ୍ରରେ ଶଗଡ ଦୌଡକୁ ମାନ୍ୟବର ସୁପ୍ରିମକୋର୍ଟ ଅନୁମତି ପ୍ରଦାନ କରିଛନ୍ତି । ଏଥିନେଇ ମହାରାଷ୍ଟ୍ରରେ ଖୁସିର ଲହରୀ ଖେଳିଯାଇଛି । ପୂର୍ବରୁ ପ୍ରାଣୀ କ୍ରୁରତା ନିବାରଣ ଅଧିନିୟମ ଅନ୍ତର୍ଗତରେ ୨୦୧୮ରେ ଏହାକୁ ବମ୍ବେ ହାଇକୋର୍ଟ ବନ୍ଦ କରିଥିଲେ । ପରେ ଏ ନେଇ ସୁପ୍ରିମକୋର୍ଟରେ ଏକ ପିଟିଶନ ଦାଖଲ କରାଯାଇଥିଲା । ବିଚାରପତି ଏଏମ ଖାନୱିଲକର ଓ ସିଟି କୁମାରଙ୍କ ନେତୃତ୍ୱରେ ଗଠିତ ଖଣ୍ଡପୀଠ ବମ୍ବେ ହାଇକୋର୍ଟଙ୍କ ରାୟକୁ ପ୍ରତ୍ୟାଖ୍ୟାନ କରିଛନ୍ତି । ସୁପ୍ରିମକୋର୍ଟଙ୍କ ମତରେ […]

Continue Reading