ଆମେରିକା ଘୂର୍ଣ୍ଣିଝଡ଼ରେ ପ୍ରାଣ ହରାଇଥିବା ଲୋକଙ୍କ ସଂଖ୍ୟା ୮୦କୁ ବୃଦ୍ଧି

ଆମେରିକା : ଆମେରିକା ଘୂର୍ଣ୍ଣିଝଡ଼ରେ ପ୍ରାଣ ହରାଇଥିବା ଲୋକଙ୍କ ସଂଖ୍ୟା ୮୦କୁ ବୃଦ୍ଧି ପାଇଛି । ପ୍ରାୟ ୬ଟି ଆମେରିକୀୟ ପ୍ରଜାତନ୍ତ୍ରରେ ଘଟିଥିବା ଏହି ଭୟଙ୍କର ଘୂର୍ଣ୍ଣିଝଡ ଜନିତ କ୍ଷୟକ୍ଷତିର ତୁଳନା ନାହିଁ । ଏହା ସବୁଠାରୁ ବଡ଼ ବିପର୍ଯ୍ୟୟ ବୋଲି କହିଛନ୍ତି ରାଷ୍ଟ୍ରପତି ଜୋ ବିଡେନ । ଘଣ୍ଟାପ୍ରତି ୩୫୦ କିଲୋମିଟର ବେଗରେ ପବନ ବହିଥିବା କୁହାଯାଇଛି । ଘୂର୍ଣ୍ଣିଝଡରେ ମୃତକଙ୍କ ସଂଖ୍ୟା ଆହୁରି ଅଧିକ ହେବ ବୋଲି ଆଶଙ୍କା କରାଯାଉଛି । ଘୂର୍ଣ୍ଣିଝଡରେ ହଜାର […]

Continue Reading

ଭାଇ ହବ ତ ଏମିତି: ଭଉଣୀକୁ ୫୧ କିଲୋ ଓଜନର ରୂପା ଦେଲେ

ଯୋଧପୁର: ଭାଇ ହବ ତ ଏମିତି । ରାଜସ୍ଥାନର ଯୋଧପୁର ଅଂଚଳରେ ଜଣେ ଭାଇ ଏ ଭଳି ଏକ କାର୍ଯ୍ୟ କରିଛି ଯାହକୁ ବିଭିନ୍ନ ମହଲରେ ପ୍ରଶଂସା କରାଯାଉଛି । ଭଉଣୀ ବାହାଘର ବେଳେ ଅଭିଷେକ ଚୌଧୁରି ଛୋଟ ଭଉଣୀ ଆକାଂକ୍ଷାଙ୍କୁ ତାଙ୍କ ଓଜନର(୫୧କେଜି) ରୂପା ଉପହାର ଦେଇଥିଲେ । ତରାଜୁର ଗୋଟିଏ ପଟେ ଆକାଂକ୍ଷା ବସିଲେ ଅନ୍ୟପଟେ ରୂପା ରଖାଗଲା । ତେବେ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା ଏହି ରୂପା ସେ ୧୦୦୮ କନ୍ୟାଙ୍କ […]

Continue Reading

ରେକର୍ଡ ଟିକାକରଣ ଉପରେ ୩ ମାସର ମାଗଣା ରିଚାର୍ଜ ଦେଉଛନ୍ତି ସରକାର; ଜାଣନ୍ତୁ ଘଟଣାର ସତ୍ୟତା

ନୂଆଦିଲ୍ଲୀ: ସଙ୍କଟ ସମୟରେ ବି ହ୍ୟାକରମାନେ ନିରୀହ ଲୋକଙ୍କ ଫାଇଦା ଉଠାଇବାକୁ ପଛଘୁଞ୍ଚା ଦେଉନାହାନ୍ତି । ଏହାରି ମଧ୍ୟରେ ଲୋକଙ୍କ ଠବିକାର ନୂଆ ଯୋଜନା ବାହାର କରିଛନ୍ତି ହ୍ୟାକର । ତେବେ ସୋସିଆଲ ମିଡିଆରେ ଭାଇରାଲ ହେଉଥିବା ଏକ ପୋଷ୍ଟରେ ଦାବି ହେଉଛି କି, ରେକର୍ଡ କୋଭିଡ ଟିକାକରଣର ଉତ୍ସବ ପାଳନ କରିବାକୁ ଜିଓ, ଏୟାରଟେଲ ଓ ଭୋଡାଫୋନ ଆଇଡିଆ ଗ୍ରାହକଙ୍କୁ ୩ ମାସର ମାଗଣା ମୋବାଇଲ ରିଚାର୍ଜ ଦେଉଛନ୍ତି କେନ୍ଦ୍ର ସରକାର । ଏହି ଆପଣଙ୍କୁ […]

Continue Reading

ପୁଣି ଦୁଇଜଣ ଓମିକ୍ରନ ଆକ୍ରାନ୍ତ ଗୁଜୁରାଟରୁ ଚିହ୍ନଟ, ଦେଶରେ ୨୫କୁ ଛୁଇଁଲା ସଂଖ୍ୟା

ଜାମନଗର: ଶୁକ୍ରବାର ଦିନ ଗୁଜୁରାଟର ଜାମନଗରରେ ଓମିକ୍ରନ ଭ୍ୟାରିଆଣ୍ଟରେ ସଂକ୍ରମିତ କୋଭିଡ଼ ପଜିଟିଭ ରୋଗୀଙ୍କ ଆଉ ଦୁଇଟି ମାମଲା ଚିହ୍ନଟ ହୋଇଛି । ଡ଼ିସେମ୍ବର ୪ତାରିଖରେ ଗୁଜୁରାଟରେ ଜଣେ ଦକ୍ଷିଣ ଆଫ୍ରିକା ଫେରନ୍ତା ଓମିକ୍ରନ କରୋନା ଭାଇରସ୍ ଆକ୍ରାନ୍ତ ଚିହ୍ନଟ ହୋଇଥିଲେ । ଏହାକୁ ମିଶାଇ ଭାରତରେ ସମୁଦାୟ ଓମିକ୍ରନ ପଜିଟିଭ ସଂଖ୍ୟା ୨୫ରେ ପହଞ୍ଚିଛି । ଡ଼ିସେମ୍ବର ୪ତାରିଖରେ ଜିମ୍ବାୱେରୁ ଗୁଜୁରାଟର ଜାମନଗର ଅଭିମୁଖେ ଯାତ୍ରା କରୁଥିବା ଜଣେ ବ୍ୟକ୍ତି ପରୀକ୍ଷା କରାଇବା ପରେ ଓମିକ୍ରନ […]

Continue Reading

ଶୀତକାଳୀନ ଅଲିମ୍ପିକ୍ସ: କୂଟନୈତିକ ବହିଷ୍କାର କରିଥିବା ଦେଶକୁ ଧମକ ଦେଲା ଚୀନ

ବେଜିଂ: ୨୦୨୨ ବେଜିଂ ଶୀତକାଳନୀ ଅଲିମ୍ପିକ୍ସରେ କୂଟନୈତିକ ବହିଷ୍କାର କରିଥିବା ଦେଶଗୁଡିକୁ ଗୁରୁବାର ଚୀନ ଧମକ ଦେଇଛି । ଆମେରିକା, ଗ୍ରେଟ ବ୍ରିଟେନ, ଅଷ୍ଟ୍ରେଲିଆ ଓ କାନାଡା ବହିଷ୍କାର ଘୋଷଣା କରି ସାରିଛନ୍ତି । ଯେଉଁମାନେ ଶୀତାକାଳୀନ ଅଲିମ୍ପିକ୍ସକୁ ବହିଷ୍କାର କରିଛନ୍ତି ସେମାନଙ୍କୁ ବହୁତ କିଛି ଭୋଗିବାକୁ ପଡିବ ବୋଲି ଚୀନ ପକ୍ଷରୁ କୁହାଯାଇଛି । ରିପୋର୍ଟ ମୁତାବକ ଆହୁରି ଅନେକ ଦେଶ ଏହାକୁ ବହିଷ୍କାର କରିବେ । ତେବେ ସେମାନେ ଖେଳାଳିମାନଙ୍କୁ ସମର୍ଥନ କରିବେ ବୋଲି […]

Continue Reading

ବସ୍ ଡ୍ରାଇଭରକୁ ହେଲା ହୃଦଘାତ, ମୃତ୍ୟୁ ପୂର୍ବରୁ ବଞ୍ଚାଇଲେ ୩୦ ଯାତ୍ରୀଙ୍କ ଜୀବନ

ମଦୁରାଇ: ବସ ଚାଳକ ଗାଡ଼ି ଚଳାଉଥିବା ସମୟରେ ଛାତିରେ ଯନ୍ତ୍ରଣା ଅନୁଭବ କରିଥିଲେ । ହୃଦଘାତ ହେବା ପୂର୍ବରୁ ସେ ଠିକ୍ ସମୟରେ ବସ ଅଟକାଇ ୩୦ଜଣ ଯାତ୍ରୀଙ୍କ ଜୀବନ ରକ୍ଷା କରିବାରେ ବସ ଚାଳକ ସଫଳ ହୋଇଥିଲେ । ଏହିପରି ଏକ ଘଟଣା ଦେଖିବାକୁ ମିଳିଛି ତାମିଲନାଡ଼ୁ ମଦୁରାଇରେ । ୪୪ବର୍ଷୀୟ ଏମ୍. ଅରୁମୁଗମ୍ ଜଣେ ତାମିଲନାଡ଼ୁ ରାଜ୍ୟ ପରିବହନ ନିଗମ (ଟିଏନଏସଟିସି) ବସ୍ ଡ୍ରାଇଭର । ସକାଳ ୬ଟା ୨୦ରେ ଏସ୍.ବାକେୟାରାଜ ସହିତ ଆରାପ୍ପଲାୟମରୁ […]

Continue Reading

ସେନା ମୁଖ୍ୟ ବିପିନ ରାୱତଙ୍କୁ ନେଇ ଯାଉଥିବା ହେଲିକପ୍ଟର ଦୁର୍ଘଟଣାଗ୍ରସ୍ତ

ଦିଲ୍ଲୀ : ତାମିଲନାଡୁ କୁନ୍ନୁରରେ ସେନାର ହେଲିକପ୍ଟର ଦୁର୍ଘଟଣାଗ୍ରସ୍ତ ।  ଏହି ହେଲିକପ୍ଟରରେ ସିଡିଏମ ବିପିନ ରାୱତ ତାଙ୍କ ପତ୍ନୀଙ୍କ ସହ ୧୪ ଜଣ ବସିଥିଲେ ବୋଲି ସୂଚନା ମିଳିଛି। ଘଟଣା ସ୍ଥଳରେ ରେସ୍କ୍ୟୁ ଅପରେସନ ଜାରି ରହିଛି। ଏପର୍ଯ୍ୟନ୍ତ ୩ ଜଣଙ୍କୁ ରେସ୍କ୍ୟୁ କରାଯାଇଛି। ଏହି ଘଟଣା ପରେ ବାୟୁସେନା ତଦନ୍ତ ଜାରି ରଖିଛି। ପାଗ ଖରାପ ଥିବା କାରଣରୁ ହେଲିକପ୍ଟର ଦୁର୍ଘଟଣାଗ୍ରସ୍ତ ହୋଇଛି ବୋଲି ଅନୁମାନ କରାଯାଉଛି। ହେଲେ ଏହି ହେଲିକପ୍ଟର କ୍ରାସ କରିବା […]

Continue Reading

ହାତରେ ପିସ୍ତଲ ଧରି ଫଟୋ ଉଠାଇଲେ ଟିଏମସି ନେତ୍ରୀ, ଉପୁଜିଲା ରାଜନୈତିକ ବିବାଦ

କୋଲକାତା: ଟିଏମସିର ନେତ୍ରୀ ମୃଣାଳିନୀ ମୌତି ଏବେ ଚର୍ଚ୍ଚାରେ । ସେ ଏକ ସରକାରୀ କାର୍ଯ୍ୟାଳୟରେ ହାତରେ ପିସ୍ତଲ ଧରି ଫଟୋ ଉଠାଇଥିଲେ । ସୋସିଆଲ ସାଇଟରେ ଏହି ଫଟୋ ଭାଇରାଲ ହେବା ପରେ ଏବେ ଏ ନେଇ ବିବାଦ ଉପୁଜିଛି । ମାଲଦା ପଂଚାୟତର ଏବଂ ଜିଲ୍ଲା ମହିଳା ୱିଙ୍ଗର ସଭାପତି ମୃଣାଳିନୀଙ୍କ ଫଟୋକୁ ଶେୟାର କରି ବିଜେପି କହିଛି ଟିଏମସି ରାଜ୍ୟକୁ ବିସ୍ଫୋରକ ସାମଗ୍ରୀର ଗୋଦାମରେ ପରିଣତ କରିଛି । ପୋଲିସ, ସାଧାରଣ ଜନତା […]

Continue Reading

ସଂସଦରେ ମୃତ ଚାଷୀଙ୍କ ତାଲିକା ପ୍ରଦାନ କଲେ ରାହୁଲ ଗାନ୍ଧି

ନୂଆଦିଲ୍ଲୀ : ଲୋକସଭାରେ କଂଗ୍ରେସର ପୂର୍ବତନ ଅଧ୍ୟକ୍ଷ ରାହୁଲ ଗାନ୍ଧି ଚାଷୀ ଆଇନ ଆନ୍ଦୋଳନ ସମୟରେ ମୃତ୍ୟୁ ବରଣ କରିଥିବା ଚାଷୀଙ୍କ ତାଲିକା ଦାଖଲ କରିଛନ୍ତି। ସଂସଦରେ ଶୂନ୍ୟ କାଳ ସମୟ ଭିତରେ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧି ବିକ୍ଷୋଭ ପ୍ରଦର୍ଶନ କରି ମୃତ୍ୟୁ ବରଣ କରିଥିବା ଚାଷୀ ମାନଙ୍କୁ ପରିବାରକୁ କ୍ଷତି ପୂରଣ ଦେବା ପାଇଁ ଦାବି କରିଥିଲେ। କେନ୍ଦ୍ର ସରକାରଙ୍କ ପାଖରେ ରେକର୍ଡ ନାହିଁ। ପ୍ରାୟ ୭୦୦ ଶହ କୃଷକଙ୍କ ମୃତ୍ୟୁ ହୋଇଛି ବୋଲି […]

Continue Reading

ଚନ୍ଦ୍ରରେ ରହସ୍ୟମୟ ଘର ଠାବ କଲା ଚାଇନିଜ୍ ରୋଭର୍

ଭୁବନେଶ୍ୱର: ଚନ୍ଦ୍ରରେ ଏକ ସମ୍ଭାବ୍ୟ ଘର ଠାବ କରିଛି ଚାଇନିଜ୍ ରୋଭର୍ । ଏ ନେଇ ଏକ ଫଟୋ ସୋସିଆଲ ମିଡିଆରେ ବହୁଳ ମାତ୍ରାରେ ଭାଇରାଲ୍ ହୋଇଛି । ଚାଇନାର ୟୁଟୁ-୨ ରୋଭର୍ ଖୁବଶୀଘ୍ର ଚନ୍ଦ୍ରରେ ଥିବା ଏହି ରହସ୍ୟମୟ ଘରକୁ ନେଇ ଅଧିକ ତଥ୍ୟ ସାମ୍ନାକୁ ଆଣିବ । ନ୍ୟୁଜ୍ ୯ର ରିପୋର୍ଟ ଅନୁଯାୟୀ କ୍ୟୁବ୍ ଆକାରର ଏକ ବସ୍ତୁକୁ ଭୋନ୍ କାର୍ମାନ୍ କ୍ରେଟର୍ ଇଲାକାଠାରୁ ପ୍ରାୟ ୮୦ ମାଇଲ ଦୂରରେ ଠାବ କରାଯାଇଛି । […]

Continue Reading