ପରଲୋକରେ ବରିଷ୍ଠ ସାମ୍ବାଦିକ ବିନୋଦ ଦୁଆ
ନୂଆଦିଲ୍ଲୀ : ପରଲୋକରେ ବରିଷ୍ଠ ସାମ୍ବାଦିକ ବିନୋଦ ଦୁଆ । କରୋନାରେ ଆକ୍ରାନ୍ତ ହୋଇ ଚିକତ୍ସିତ ହେଉଥିବା ସମୟରେ ୬୭ ବର୍ଷ ବୟସରେ ତାଙ୍କର ପରଲୋକ ହୋଇଛି। ବିନୋଦଙ୍କର ମୃତ୍ୟୁ ହୋଇଥିବା ଖବର ଝିଅ ଅଭିନେତ୍ରୀ ମଲ୍ଲୀକା ଦୁଆ ସୋସିଆଲ ମିଡିଆରେ ସୂଚନା ଦେଇଛନ୍ତି। ରବିବାର ଦିନ ଦିଲ୍ଲୀରେ ତାଙ୍କର ଶେଷକୃତ୍ୟ ଲୋଧି ଶ୍ମସାନରେ କରାଯିବ ବୋଲି ଜଣାପଡିଛି।
Continue Reading
