ଗ୍ୟାଷ୍ଟ୍ରିକ୍ ଥିଲେ ଖାଆନ୍ତୁନି ଏହି ସବୁ
ଗ୍ୟାଷ୍ଟ୍ରିକ ସମସ୍ୟା ସମସ୍ତଙ୍କ ପାଇଁ ସାଧାରଣ ପାଲଟିଲାଣି । ଏଥିପାଇଁ ଅନେକ ନିୟମିତ ଔଷଧ ମଧ୍ୟ ଖାଉଛନ୍ତି । ଯଦି ଆପଣଙ୍କର ମଧ୍ୟ ଏଭଳି ସମସ୍ୟା ରହିଛି ତେବେ ଧ୍ୟାନ ଦିଅନ୍ତୁ । ଅଧିକାଂଶ ଲୋକଙ୍କୁ ପପକର୍ଣ୍ଣ ଖାଇବା ବେଶ ପସନ୍ଦ । ତେଣୁ ଦିନର ଯେ କୌଣସି ସମୟରେ ମଧ୍ୟ ଏହାକୁ ଖାଇବାକୁ ମନା କରି ନଥାନ୍ତି । ମାତ୍ର ଯେଉଁ ମାନଙ୍କର ଗ୍ୟାଷ୍ଟ୍ରିକ୍ ଅଛି, ସେମାନେ ପପକର୍ଣ୍ଣ ଅଧିକ ଖାଇବା ଉଚିତ ନୁହେଁ । […]
Continue Reading
