ସାମ୍ବାଦିକ ସମ୍ମିଳନୀରେ କାନ୍ଦି ପକାଇଲେ ପୂର୍ବତନ ପିସିସି ସଭାପତି ପ୍ରସାଦ ହରିଚନ୍ଦନ

ଭୁବନେଶ୍ୱର: ୨୦୨୪ ସାଧାରଣ ନିର୍ବାଚନନ ଲଢିବି ନାହିଁ କି କଂଗ୍ରେସ ଛାଡ଼ିବି ନାହିଁ । ମୁଁ କଂଗ୍ରେସର ପ୍ରଚାର ପ୍ରସାର କରିବି । ବିଜେପି କି ବିଜେଡିକୁ ଯିବିନାହିଁ। ଅନ୍ୟ ଦଳକୁ ଯିବା ନେଇ ମୋ ବିଷୟରେ ଯେଉଁ ଚର୍ଚ୍ଚା ହେଉଛି ତାହା ମିଥ୍ୟା ପ୍ରଚାର । ମୁଁ ବେପାରୀ ନୁହେଁ ଯେ, ଡିଲ୍ କରିବି । ମୋ ପାଖରେ ଖଣି ନାହିଁ, କାଗଜ ନାହିଁ କି ଟିଭି ନାହିଁ କହି ସାମ୍ବାଦିକ ସମ୍ମିଳନୀରେ କାନ୍ଦି ପକାଇଲେ […]

Continue Reading

ତ୍ରୀସ୍ତରୀୟ ପଞ୍ଚାୟତ ନିର୍ବାଚନ ପାଇଁ ପୁରୀରେ କଂଗ୍ରେସର ରଣନୀତି ଆରମ୍ଭ

ପୁରୀ : ତ୍ରୀସ୍ତରୀୟ ପଞ୍ଚାୟତ ନିର୍ବାଚନ ପାଇଁ କଂଗ୍ରେସ ରଣନୀତି ପ୍ରସ୍ତୁତ କରିବା ଆରମ୍ଭ କଲାଣି । ପୁରୀ ଇନ୍ଦିରା କଂଗ୍ରେସ ଭବନ ଠାରେ ଜିଲ୍ଲା କଂଗ୍ରେସ ତରଫରୁ ‘ମୁଁ ନୁହେଁ ଆମେ ସଙ୍ଗଠିତ’ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି ।ଆସନ୍ତା ୧୬ ତାରିଖରେ ପୁରୀ ଜିଲ୍ଲାରେ ୫ ଟି ପର୍ଯ୍ୟାୟରେ ଭୋଟଦାନ ଅନୁଷ୍ଠିତ ହେବ । ଏନେଇ ଲୋକଙ୍କୁ ମନକୁ ଜିଣିବା ପାଇଁ କଂଗ୍ରେସ ଏବେଠାରୁ ପ୍ରୟାସ ଆରମ୍ଭ କଲାଣି । ଭୋଟର ମାନଙ୍କୁ ଆକୃଷ୍ଟ […]

Continue Reading

ପଞ୍ଜାବ ନିର୍ବାଚନ: ଏନଡିଏ ସିଟ ବୁଝାମଣା, ୬୫ ଆସନରୁ ଲଢ଼ିବ ବିଜେପି

ଚଣ୍ଡୀଗଡ: ପଞ୍ଜାବ ବିଧାନସଭା ନିର୍ବାଚନ ପାଇଁ ଏନଡିଏ ସହଯୋଗୀ ଦଳ ମଧ୍ୟରେ ସିଟ ବୁଝାମଣା ସମ୍ପନ୍ନ ହୋଇଛି । ବିଜେପି ୬୫ ଆସନରୁ ଲଢ଼ିବ ବୋଲି ଏହାର ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା ଘୋଷଣା କରିଛନ୍ତି । ପଞ୍ଜାବ ଲୋକ କଂଗ୍ରେସ ୩୭ ଏବଂ ଅକାଳୀ ଦଳ ୧୫ଟି ଆସନରୁ ଲଢ଼ିବେ । ଦେଶର ସୁରକ୍ଷା ଦୃଷ୍ଟିକୋଣରୁ ପଞ୍ଜାବରେ ଏକ ସ୍ଥିର ସରକାରର ଆବଶ୍ୟକତା ରହିଛି ବୋଲି ନଡ୍ଡା କହିଛନ୍ତି । ଏହି ସିଟ ବୁଝାମଣା ଏନଡିଏକୁ […]

Continue Reading

ପ୍ରାର୍ଥୀପତ୍ର ନାକଚ ପରେ ଧାରଣାରେ ଆଶାୟୀ ସମିତି ସଭ୍ୟ ପ୍ରାର୍ଥୀ

ନବରଙ୍ଗପୁର: ପ୍ରାର୍ଥୀପତ୍ର ନାକଚ ପରେ ବ୍ଲକ ଅଫିସ ଆଗରେ ମହିଳାଙ୍କ ଧାରଣା । ସମିତି ସଭ୍ୟ ପ୍ରାର୍ଥୀ ପାଇଁ ଆବେଦନ କରିଥିଲେ ମହିଳା । ନବରଙ୍ଗପୁର ଜିଲ୍ଲା ତେନ୍ତୁଳିଖୁଣ୍ଟି ବ୍ଲକ ଅନ୍ତର୍ଗତ କାମତା ପଞ୍ଚାୟତ ପାଇଁ ପ୍ରାର୍ଥୀ ପତ୍ର ଦାଖଲ କରିଥିଲେ କୁସୁମୀ ଗାଁର ନମିତା ସାଗରିଆ । ଗତକାଲି ଜାତିଗତ ପ୍ରମାଣପତ୍ରରେ ଭୁଲ ଥିବା ଦର୍ଶାଇ ତାହା ନାକଚ କରାଯାଇଥିବା ଅଭିଯୋଗ ହୋଇଛି । ଏନେଇ ଗତକାଲି ରାତିରୁ ବିଡ଼ିଓଙ୍କ କାର୍ଯ୍ୟାଳୟ ଆଗରେ ଧାରଣାରେ ବସିଛନ୍ତି […]

Continue Reading

ପଞ୍ଚାୟତ ନିର୍ବାଚନ ପ୍ରସ୍ତୁତି, ୧୦ରେ ସର୍ବଦଳୀୟ ବୈଠକ ଡାକିଲେ ରାଜ୍ୟ ନିର୍ବାଚନ କମିଶନ

ଭୁବନେଶ୍ବର : ପଞ୍ଚାୟତ ନିର୍ବାଚନ ଲାଗି ପ୍ରସ୍ତୁତି । ଖୁବଶୀଘ୍ର ଘୋଷଣା ହୋଇପାରେ ନିର୍ବାଚନ ତାରିଖ । କିନ୍ତୁ ଏହା ପୂର୍ବରୁ ସର୍ବଦଳୀୟ ବୈଠକ ଡାକିଛନ୍ତି ରାଜ୍ୟ ନିର୍ବାଚନ କମିଶନ । ଆସନ୍ତା ୧୦ ତାରିଖରେ ବସିବ ସର୍ବଦଳୀୟ ବୈଠକ । ଏନେଇ ରାଜ୍ୟ ନିର୍ବାଚନ କମିଶନଙ୍କ ପକ୍ଷରୁ ପ୍ରକାଶ ପାଇଛି ବିଜ୍ଞପ୍ତି । କିପରି ଅବାଧ ଓ ନିରପେକ୍ଷ ନିର୍ବାଚନ ହୋବ ସେନେଇ ବୈଠକରେ ଆଲୋଚନା କରାଯିବ । ସେହିପରି ରାଜ୍ୟରେ କୋଭିଡ ସଂକ୍ରମଣ ବଢୁଥିବାରୁ […]

Continue Reading

ନବରଙ୍ଗପୁର କଂଗ୍ରେସ ସଭା ମଣ୍ଡପରେ ଗଙ୍ଗାଜଳ ସିଂଚନ କରିଥିବା ବ୍ୟକ୍ତିମାନଙ୍କୁ ତୁରନ୍ତ ଗିରଫ କରାଯାଉ: କଂଗ୍ରେସ ଅନୁସୂଚିତ ଜାତି ବିଭାଗ

ଭୁବନେଶ୍ୱର: ଗତ ୨୭.୧୨.୨୦୨୧ରିଖ ସୋମବାର ଦିନ ଓଡ଼ିଶା ପ୍ରଦେଶ କଂଗ୍ରେସର ୧୦୦ବର୍ଷ ପୂର୍ତି ଅସବରରେ ନବରଙ୍ଗପୁର ଜିଲ୍ଲା କଂଗ୍ରେସ କମିଟିର ତରଫରୁ ଏକ ସଂକଳ୍ପ ସମାବେଶ ଅନୁଷ୍ଠିତ ହୋଇଥିଲା । ଏହି ସମାବେଶରେ କଂଗ୍ରେସ ଦଳର ଜାତୀୟନେତା ଯଥା ଡଃ. କହ୍ନେୟା କୁମାର, ଗୁଜୁରାଟର ମାନ୍ୟବର ବିଧାୟକ ତଥା ଦଳିତ ନେତା ଜିଗନେଶ ମେୱବାନୀ, ପୂର୍ବତନ କେନ୍ଦ୍ରମନ୍ତ୍ରୀ ତଥା ବିହାର ପ୍ରଦେଶ କଂଗ୍ରେସର ପ୍ରଭାରୀ ଭକ୍ତଚରଣ ଦାସ ଓ ଛତିଶଗଡ଼ ରାଜ୍ୟ ସରକାରଙ୍କ କ୍ୟାବିନେଟ୍ ମନ୍ତ୍ରୀ ଲକ୍ଷ୍ମୀ […]

Continue Reading

ଓମିକ୍ରନ୍‌ ଭୟ; ଏଥର ହେବନି ପଞ୍ଚାୟତ ନିର୍ବାଚନ

ଭୋପାଳ: ଦେଶରେ ଓମିକ୍ରନ୍‌ ଆତଙ୍କ ମଧ୍ୟରେ ମଧ୍ୟପ୍ରଦେଶରେ ପଞ୍ଚାୟତ ନିର୍ବାଚନ ବର୍ତ୍ତମାନ ସ୍ଥଗିତ ରଖାଯିବା ନେଇ ନିଷ୍ପତ୍ତି ନିଆଯାଇଛି। ଆଜି ମଧ୍ୟପ୍ରଦେଶରେ ସରକାରଙ୍କ କ୍ୟାବିନେଟ ବୈଠକରେ ପାରିତ ହୋଇଥିବା ଏହି ନିୟମ ପ୍ରତ୍ୟାହାର କରି ରାଜ୍ୟପାଳଙ୍କ ଅନୁମୋଦନ ପାଇଁ ପଠାଯାଇଛି। ଇନ୍ଦୋରରେ ଓମିକ୍ରନର ୮ଟି ମାମଲା ଚିହ୍ନଟ ହୋଇଛି। ଏ ନେଇ ଏମ୍‌ପି ସରକାର ସତର୍କତା ଅବଲମ୍ବନ କରିଛନ୍ତି। ମଧ୍ୟପ୍ରଦେଶରେ ପଞ୍ଚାୟତ ନିର୍ବାଚନ ସମ୍ପର୍କରେ ଗତ ମାସରେ ରାଜ୍ୟ ସରକାର ଏକ ନିୟମ ପ୍ରଣୟନ କରି ପଞ୍ଚାୟତ […]

Continue Reading

ଜିଲ୍ଲା ପରିଷଦ ଅଧ୍ୟକ୍ଷ ପଦ ସଂରକ୍ଷଣ ନେଇ ପୁଣି ପ୍ରକାଶ ପାଇଲା ବିଜ୍ଞପ୍ତି

ଭୁବନେଶ୍ବର : ଜିଲ୍ଲା ପରିଷଦ ଅଧ୍ୟକ୍ଷ ପଦ ସଂରକ୍ଷଣ ନେଇ ପୁଣି ପ୍ରକାଶ ପାଇଲା ବିଜ୍ଞପ୍ତି । ଏନେଇ ଚିଠି ଜରିଆରେ ବିଜ୍ଞପ୍ତି ପ୍ରକାଶ କରିଛନ୍ତି ରାଜ୍ୟ ସରକାର । ସଂରକ୍ଷଣ ନେଇ ନୂଆ ବିଜ୍ଞପ୍ତି ପ୍ରକାଶ ପାଇବା ପରେ ୧୦ ଦିନ ପର୍ଯ୍ୟନ୍ତ ଅଭିଯୋଗ ଗ୍ରହଣ ପାଇଁ ସମୟ ଦିଆଯାଇଛି । ଆସନ୍ତା ଜାନୁଆରୀ ୩ ତାରିଖ ମଧ୍ୟରେ ଅଭିଯୋଗ ସାଙ୍ଗକୁ ପରାମର୍ଶ ଦେବାକୁ ଆହ୍ବାନ ଦିଆଯାଇଛି । ଅଭିଯୋଗ ଓ ପରାମର୍ଶ ମିଳିବା ପରେ […]

Continue Reading

ରାଜନୀତିରୁ ବିଦାୟ ନେଲେ ମେଟ୍ରୋମ୍ୟାନ୍

ନୂଆଦିଲ୍ଲୀ: ରାଜନୀତିରୁ ବିଦାୟ ନେଲେ ମେଟ୍ରୋମ୍ୟାନ୍ ଇ ଶ୍ରୀଧରନ୍। ଭାରତୀୟ ଜନତା ପାର୍ଟିରେ ଯୋଗଦେଇଥିବା ମେଟ୍ରୋମ୍ୟାନ୍ ଏକ ବର୍ଷରୁ କମ୍‌ ସମୟ ମଧ୍ୟରେ ରାଜନୀତିରୁ ଓହରି ଯାଇଛନ୍ତି। ଆଜି କେରଳର ମାଲାପୁରାମରେ ଶ୍ରୀଧରନ୍ ଏହି ଘୋଷଣା କରିଛନ୍ତି। ସେ କହିଛନ୍ତି ଯେ ଏପ୍ରିଲରେ ଅନୁଷ୍ଠିତ ବିଧାନସଭା ନିର୍ବାଚନରେ ସେ ହାରିବା ପରେ ସେ ଏକ ଶିକ୍ଷା ଲାଭ କରିଛନ୍ତି। ସେ ସକ୍ରିୟ ରାଜନୀତିରୁ ବିଦାୟ ଘୋଷଣା କରିବାବେଳେ କହିଛନ୍ତି ଯେ ମୁଁ କଦାପି ରାଜନେତା ନଥିଲି ଏବଂ […]

Continue Reading

ଆସନ୍ତାକାଲି ରାଜସ୍ଥାନ ସରକାରର ହେବ ମନ୍ତ୍ରିମଣ୍ଡଳ ସମ୍ପ୍ରସାରଣ

ରାଜସ୍ଥାନ : ଆସନ୍ତାକାଲି ରାଜସ୍ଥାନ ସରକାରର ହେବ ମନ୍ତ୍ରିମଣ୍ଡଳ ସମ୍ପ୍ରସାରଣ । ଅପରାହ୍ନରେ ରାଜଭବନରେ ଶପଥ ନେବେ ନୂଆ ମନ୍ତ୍ରୀ । ମନ୍ତ୍ରିମଣ୍ଡଳରେ ସଚିନ ପାଇଲଟଙ୍କୁ ମିଳିପାରେ ଗୁରୁତ୍ବପୂର୍ଣ୍ଣ ପଦ । ଏହାସହ ପାଇଲଟଙ୍କ ଗୋଷ୍ଠୀର କିଛି ବିଧାୟକଙ୍କୁ ମଧ୍ୟ ମନ୍ତ୍ରିମଣ୍ଡଳରେ ସ୍ଥାନ ମିଳିପାରେ । ଏହା ପୂର୍ବରୁ ସଚିନ ପାଇଲଟ ସୋନିଆ ଗାନ୍ଧିଙ୍କୁ ଭେଟିବା ପରେ ସରଗରମ ହୋଇଥିଲା ରାଜନୀତି । ଅନ୍ୟପଟେ ମନ୍ତ୍ରିମଣ୍ଡଳ ସମ୍ପ୍ରସାରଣ ପୂର୍ବରୁ ଇସ୍ତଫା ଦେଇଛନ୍ତି ରାଜସ୍ଥାନର ୩ ବରିଷ୍ଠ ମନ୍ତ୍ରୀ […]

Continue Reading