ରାଜ୍ୟସଭାରେ ତୃତୀୟ କୃଷି ବିଲ୍ ପାରିତ, ମୌସୁମୀ ଅଧିବେଶନ ବଏକଟ୍ କଲେ ବିରୋଧୀ
ନୂଆଦିଲ୍ଲୀ: ବିରୋଧୀଙ୍କ ଜୋରଦାର ହଙ୍ଗାମା ଭିତରେ ରାଜ୍ୟସଭାରେ ପାସ୍ ହେଲା ତୃତୀୟ କୃଷି ବିଲ୍ । ଅତ୍ୟାବଶ୍ୟକ ସାମଗ୍ରୀ ସଂଶୋଧନ-୨୦୨୦ ରାଜ୍ୟସଭାରେ ପାରିତ ହୋଇଛି । ଅତ୍ୟାବଶ୍ୟକ ଦ୍ରବ୍ୟ ତାଲିକାରୁ ଶସ୍ୟ, ଡାଲି, ତେଲ ମଂଜି, ଖାଇବା ତେଲ, ପିଆଜ ଏବଂ ଆଳୁ ହଟାଇବାକୁ ନେଇ ଆଗତ ହୋଇଥିବା ବିଲ୍କୁ ରାଜ୍ୟସଭାରେ ଅନୁମୋଦନ ମିଳିଛି । ଗତ ୧୫ ସେପ୍ଟେମ୍ବରରେ ଲୋକସଭାରେ ଏହି ବିଲ୍ ପାରିତ ହୋଇଥିଲା । ଏହାପୂର୍ବରୁ ଦୁଇଟି ବିଲ୍ ରବିବାର ରାଜ୍ୟସଭାରେ ପାରିତ […]
Continue Reading
