ମୌସୁମୀ ଅଧିବେଶନ ଆରମ୍ଭରୁ ହିଁ ବିରୋଧୀଙ୍କ ହଙ୍ଗାମା
ନୂଆଦିଲ୍ଲୀ: ମହାମାରୀ ଭିତରେ ଆଜି ଆରମ୍ଭ ହୋଇଛି ସଂସଦର ମୌସୁମୀ ଅଧିବେଶନ । ସମସ୍ତ ପ୍ରୋଟକଲ ଅନୁସରଣ କରାଯାଇ ଏହି ଅଧିବେଶନ ଆରମ୍ଭ ହୋଇଛି। କରୋନା ପାଇଁ ଅଧିବେଶନରେ ପ୍ରଶ୍ନକାଳ ହଟାଯିବାକୁ ନେଇ ପୂର୍ବରୁ ଅନେକ ବିବାଦ ଦେଖା ଦେଇଥିବା ବେଳେ ଆଜି ଅଧିବେଶନ ଆରମ୍ଭ ହେବା ପରେ ଏହାକୁ ନେଇ ହଙ୍ଗାମା କରିଥିଲେ ବିରୋଧୀ। କଂଗ୍ରେସ ସାଂସଦ ଆଧୀର ରଂଜନ ଚୌଧୁରୀ କହିଥିଲେ ଯେ, ପ୍ରଶ୍ନକାଳ ସଂସଦ ପ୍ରଣାଳୀରେ ରହିବା ଅତ୍ୟନ୍ତ ଜରୁରୀ। ପ୍ରଶ୍ନକାଳ ହଟାଇ […]
Continue Reading
