ଝରାଫୁଲ ମୃତ୍ୟୁ ମାମଲା: ଫେରାର୍ ଅଭିଯୁକ୍ତ ଶକ୍ତି ଶେଖର ଗିରଫ
ଭୁବନେଶ୍ୱର: ରମାଦେବୀ ଛାତ୍ର ଝରାଫୁଲ ମୃତ୍ୟୁ ମାମଲାରେ ଫେରାର୍ ଅଭିଯୁକ୍ତ ଗିରଫ । ଅନ୍ୟ ଜଣେ ସହଯୋଗୀ ଶକ୍ତି ଶେଖର ସ୍ୱାଇଁକୁ ଗିରଫ କରିଛି ଯାଜପୁର ପୋଲିସ । ତାକୁ ଭୁବନେଶ୍ୱରରୁ ଗିରଫ କରାଯାଇଛି । ଏହି ଘଟଣାରେ ବର୍ତ୍ତମାନ ସୁଦ୍ଧା ତିନି ଜଣ ଗିରଫ ହୋଇଛନ୍ତି । ପୂର୍ବରୁ ଝରାଫୁଲଙ୍କ ବୟଫ୍ରେଣ୍ଡ ରାକେଶ ସ୍ୱାଇଁ ଓ ତୃତୀୟ ଅଭିଯୁକ୍ତ ଅମରେଶ ରାଉତକୁ ଗିରଫ କରିଥିଲା ଯାଜପୁର ପୋଲିସ । କୁହାଯାଉଛି ଅମରେଶଠାରୁ ତଥ୍ୟ ଆଧାରରେ ଶେଖରକୁ ଗିରଫ […]
Continue Reading
