କେନ୍ଦୁଝର ରେ ମେଡିକାଲ କଲେଜ ଉଦଘାଟିତ, ମୁଖ୍ୟମନ୍ତ୍ରୀ କହିଲେ ଆଉ ଯିବାକୁ ପଡ଼ିବନି କଟକ, ଭୁବନେଶ୍ୱର
କେନ୍ଦୁଝର: ଆଦିବାସୀ ଅଧ୍ୟୁଷିତ କେନ୍ଦୁଝର ଜିଲ୍ଲାବାସୀଙ୍କ ବହୁ ଦିନର ଦାବି ପୂରଣ ହୋଇଛି। ସ୍ୱାସ୍ଥ୍ୟସେବା ପାଇବା ପାଇଁ ସେମାନଙ୍କୁ ଆଉ ସୁଦୂର କଟକ, ଭୁବନେଶ୍ୱର ଯିବ ନାହିଁ। କେନ୍ଦୁଝରରେ ହିଁ ସେମାନଙ୍କୁ ମିଳିବ ଉନ୍ନତମାନର ସ୍ୱାସ୍ଥ୍ୟସେବା। କାରଣ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି କେନ୍ଦୁଝରରେ ଧରଣୀଧର ମେଡିକାଲ କଲେଜ ଓ ହସ୍ପିଟାଲ ଲୋକାର୍ପଣ କରିଛନ୍ତି। ଏହି ଅବସରରେ ମୁଖ୍ୟମନ୍ତ୍ରୀ ନିଜ ଅଭିଭାଷଣରେ କହିଛନ୍ତି, ଜିଲ୍ଲାରେ ମେଡିକାଲ କଲେଜ ଉଦ୍ଘାଟିତ ହେବା ଦ୍ୱାରା ଜିଲ୍ଲାବାସୀଙ୍କୁ ଉନ୍ନତ ମାନର ସ୍ୱାସ୍ଥ୍ୟସେବା ମିଳିପାରିବ […]
Continue Reading
