ବାବା ଧବଳେଶ୍ବରଙ୍କ ଭର୍ଚୁଆଲ୍‌ ଦର୍ଶନ ଆଜିଠୁ

ଆଠଗଡ଼ :ବାବା ଧବଳେଶ୍ବରଙ୍କ ଭର୍ଚୁଆଲ୍‌ ଦର୍ଶନ ଆଜିଠୁ କରିବେ ଭକ୍ତ। ବିପଦପୂର୍ଣ୍ଣ ଝୁଲା ପୋଲ ପାଇଁ ଧବଳେଶ୍ବର ପୀଠ ଯିବା ବାରଣ ହୋଇଛି । ସ୍ଥାନୀୟ ଅଞ୍ଚଳରେ 144 ଧାରା ଲାଗିଛି । ମନ୍ଦିର ଭକ୍ତମାନେ ଯାଇପାରିବେ ନାହିଁ । କାର୍ତ୍ତିକ ମାସରେ ପଞ୍ଚୁକ ପର୍ବ ଆରମ୍ଭ ହୋଇଥିବା ବେଳେ ଆଜିଠାରୁ ବାବା ଧବଳେଶ୍ବରଙ୍କ ପୀଠରେ ଆରମ୍ଭ ହେବ ଭର୍ଚୁଆଲ୍ ଦର୍ଶନ ବ୍ୟବସ୍ଥା। ପୂଜକମାନଙ୍କ ବିରୋଧ ଯୋଗୁଁ ଏବେ ଆଉ ଝୁଲା ପୋଲ ନିକଟରେ ଏଲ୍‌ଇଡି ଲାଗିବା […]

Continue Reading

ଧାମନଗର ଉପନିର୍ବାଚନ: ଭୋଟ୍ ଦେବାରେ ମହିଳା ଆଗୁଆ

ଭୁବନେଶ୍ୱର: ଧାମନଗର ଉପନିର୍ବାଚନରେ ପୁରୁଷ ଭୋଟରଙ୍କ ତୁଳନାରେ ମହିଳା ଭୋଟରମାନେ ଅଧିକ ଉତ୍ସାହ ଦେଖାଇଛନ୍ତି । ଗତକାଲି ସୁଦଶା ବ୍ରତ ସତ୍ତ୍ୱେ ପୁରୁଷ ଭୋଟରଙ୍କ ତୁଳନାରେ ପ୍ରାୟ ୬ହଜାର ଅଧିକ ମହିଳା ନିଜର ମତାଧିକାର ସାବ୍ୟସ୍ତ କରିଛନ୍ତି । ଧାମନଗର ଉପନିର୍ବାଚନ ପାଇଁ ଗତକାଲି ମତଦାନ ପ୍ରକ୍ରିୟା ଶେଷ ହୋଇଥିବାବେଳେ ଆସନ୍ତା ୬ତାରିଖରେ ଗଣତି ହେବ । ୨ଜଣ ସ୍ୱାଧୀନ ପ୍ରାର୍ଥୀଙ୍କ ସମେତ ମୋଟ୍ ୫ଜଣ ପ୍ରାର୍ଥୀଙ୍କ ଭାଗ୍ୟ ଏବେ ଇଭିଏମରେ ସିଲ୍ ହୋଇ ରହିଥିବାବେଳେ ମୋଟ […]

Continue Reading

୨୪ରୁ ୩୩ ଦିନିଆ ବିଧାନସଭା ଶୀତ ଅଧିବେଶନ

ଭୁବନେଶ୍ୱର: ଆସନ୍ତା ୨୪ରୁ ଆରମ୍ଭ ହେବ ଓଡ଼ିଶା ବିଧାନସଭାର ଶୀତକାଳୀନ ଅଧିବେଶନ । ଏନେଇ ସଂସଦୀୟ ବ୍ୟାପାର ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି । ବିଜ୍ଞପ୍ତି ଅନୁସାରେ, ଶୀତ ଅଧିବେଶନରେ ୩୩ଟି କାର୍ଯ୍ୟ ଦିବସ ରହିବ । ଷୋଡ଼ଦଶ ବିଧାନସଭାର ୧୧ତମ ଅଧିବେଶନ ନଭେମ୍ବର ୨୪ରୁ ଆରମ୍ଭ ହୋଇ ଡିସେମ୍ବର ୩୧ ଯାଏ ଚାଲିବ । ଶୀତ ଅଧିବେଶନର ପ୍ରଥମ ଦିନରେ ଗୃହରେ ୨୦୨୨-୨୩ ଲାଗି ଅତିରିକ୍ତ ବଜେଟ୍ ଆଗତ କରାଯିବ । ନଭେମ୍ବର ୩୦ […]

Continue Reading

ଗାଡ଼ିରେ ପୋଷ୍ଟର ମାରି ବୁଥ୍ ନିକଟରେ ବୁଲିଲେ ବିଜେଡି ପ୍ରାର୍ଥିନୀ

ଭଦ୍ରକ: ଧାମନଗର ଉପନିର୍ବାଚନ ପାଇଁ ଆଜି ମତଦାନ ଚାଲିଛି । ଭୋଟର ୪୮ ଘଣ୍ଟା ପୂର୍ବରୁ ପ୍ରଚାର ବନ୍ଦ ରହିଥିବା ବେଳେ ବୁଥର ଶହେ ମିଟର ହେଉଛି ନିଷିଦ୍ଧାଞ୍ଚଳ । କିନ୍ତୁ, ବିଜେଡି ପ୍ରାର୍ଥିନୀ ଅବନ୍ତୀ ଦାସଙ୍କୁ ଆଜି ବିଜେଡି ପୋଷ୍ଟର ମରା ଯାଇଥିବା ଗାଡ଼ି ସହ ମତଦାନ କେନ୍ଦ୍ରରେ ଦେଖିବାକୁ ମିଳିଛି । ଯାହାକୁ ନେଇ ଅସନ୍ତୋଷ ପ୍ରକାଶ ପାଇଛି । ସୂଚନା ଅନୁସାରେ, ଅବନ୍ତୀ ଦାସ ୭୮ ନମ୍ବର ବୁଥକୁ ଯାଇଥିଲେ । ସେଠାରେ […]

Continue Reading

ଖୋଲିବ କଳା ଟଙ୍କାର ଚିଠା, ଅର୍ଚ୍ଚନା ନାଗଙ୍କ ୪ ସହ ଜଣଙ୍କ ବିରୋଧରେ ଇଡି ରୁଜୁ କଲା ମାମଲା

ଭୁବନେଶ୍ୱର: ହନିଟ୍ରାପ୍, ବ୍ଲାକମେଲିଂ ଓ ବ୍ଲାକମନି । କାହାଠୁ କୋଟି କୋଟି ଟଙ୍କା ଆଣିଛନ୍ତି ଅର୍ଚ୍ଚନା ନାଗ ଓ ଜଗବନ୍ଧୁ ? ମାତ୍ର ୫ ବର୍ଷରେ କେମିତି ହେଲେ କୋଟିପତି ? ଅର୍ଚ୍ଚନା ନାଗ ମାମଲାରେ ଇଡି ରୁଜୁ କରିଛି ମାମଲା । ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ଇଡି ଅର୍ଚ୍ଚନା ନାଗଙ୍କ ସହ ତାଙ୍କ ସ୍ୱାମୀ ସ୍ୱାମୀ ଜଗବନ୍ଧୁ, ଖଗେଶ୍ୱର ସାହୁ ଏବଂ ଶ୍ରଦ୍ଧାଞ୍ଜଳି ବେହେରାଙ୍କ ନାଁରେ ମାମଲା ରୁଜୁ କରିଛି । ଖଣ୍ଡଗିରି ଥାନା ଓ ନୟାପଲ୍ଲୀ […]

Continue Reading

ଫିକିର ସଭାପତି ହେଲେ ଶୁଭ୍ରକାନ୍ତ ପଣ୍ଡା

ଭୁବନେଶ୍ୱର: ଇମ୍ଫାର ପରିଚାଳନା ନିର୍ଦ୍ଦେଶକ ଶୁଭ୍ରକାନ୍ତ ପଣ୍ଡା ହେଲେ ଫେଡେରେସନ ଅଫ୍‌ ଇଣ୍ଡିଆନ ଚାମ୍ବର ଅଫ୍‌ କମର୍ସ(ଫିକି)ର ପରବର୍ତ୍ତୀ ସଭାପତି। ଆଜି ମୁମ୍ୱାଇରେ ବସିଥିବା ଜାତୀୟ କାର୍ଯ୍ୟନିର୍ବାହୀ ବୈଠକରେ ତାଙ୍କ ନାଁ ଘୋଷଣା କରାଯାଇଛି। ଡିସେମ୍ୱର ୧୬ ଓ ୧୭ ତାରିଖରେ ହେବାକୁ ଥିବା ଫିକିର ୯୫ତମ ବାର୍ଷିକ ସାଧାରଣ ବୈଠକରେ ସେ ସଭାପତି ଭାବେ ସଞ୍ଜୀବ ମେହେଟାଙ୍କଠାରୁ ଦାୟିତ୍ୱ ଗ୍ରହଣ କରିବେ। ଶ୍ରୀ ପଣ୍ଡା ବର୍ତ୍ତମାନ ଫିକିର ସିନିୟର ଭାଇସ୍‌ ପ୍ରେସିଡେଣ୍ଟ ଅଛନ୍ତି। ଦେଶର ଶିଳ୍ପ […]

Continue Reading

ନିର୍ବାଚନ ଅଧିକାରୀଙ୍କୁ ଭେଟିଲା ବିଜେପି ପ୍ରତିନିଧି ଦଳ

ଧାମନଗର : ରାତି ପାହିଲେ ଧାମନଗର ଉପନିର୍ବାଚନ । ଭୋଟ୍ ପଡିବା ପୂର୍ବରୁ ବୁଥ୍ ରିଗିଂ ନେଇ ଆଶଙ୍କା କରିଛି ବିଜେପି । ସ୍ୱଚ୍ଛ ଗତ ସାଧାରଣ ନିର୍ବାଚନ ଓ ପଞ୍ଚାୟତ ନିର୍ବାଚନରେ ଯାଜପୁର ଜିଲ୍ଲାରୁ ଗୁଣ୍ଡା ମାନେ ଆସି ବୁଥ୍ ଗୁଡିକୁ ରିଗିଂ କରିଥିଲେ । ଜିଲ୍ଲା ପ୍ରଶାସନ ଅବାଧ ଓ ନିରପେକ୍ଷ ଭୋଟିଂ କରାଉନଥିବା ଅଭିଯୋଗ କରି ଆଜି ନିର୍ବାଚନ ଅଧିକାରୀଙ୍କୁ ଭେଟିଛି ବିଜେପି ପ୍ରତିନିଧି ଦଳ । ସେହି ବୁଥ୍ ଗୁଡିକୁ ଚିହ୍ନଟ […]

Continue Reading

୧୦ରେ ଓଡ଼ିଶା ଆସିବେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ

ଭୁବନେଶ୍ୱର: ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଆସନ୍ତା ୧୦ ତାରିଖରେ ଦୁଇଦିନିଆ ଓଡ଼ିଶା ଗସ୍ତରେ ଆସିବେ । ରାଷ୍ଟ୍ରପତି ହେବା ପରେ ନିଜ ଗୃହ ରାଜ୍ୟକୁ ଶ୍ରୀମତୀ ମୁର୍ମୁଙ୍କ ଏହା ପ୍ରଥମ ଗସ୍ତ । ରାଜଭବନ ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ, ରାଷ୍ଟ୍ରପତି ଶ୍ରୀମତୀ ମୁର୍ମୁ ଆସନ୍ତା ୧୦ତାରିଖ ଅପରାହ୍ନରେ ଭୁବନେଶ୍ୱରରେ ପହଂଚିବେ । ବିମାନ ବନ୍ଦରରେ ତାଙ୍କୁ ଗାର୍ଡ ଅଫ ଅନର ପ୍ରଦାନ କରାଯିବା ପରେ ସେ ସେଠାରୁ ସିଧାସଳଖ ରାଜଭବନ ଯିବେ । ରାଜଭବନରେ ରାତ୍ରି […]

Continue Reading

ସାକ୍ଷୀଗୋପାଳ ମନ୍ଦିରରେ ଶ୍ରୀ ରାଧା ପାଦଦର୍ଶନ ପାଇଁ ଲମ୍ବା ଧାଡ଼ି

ଭୁବନେଶ୍ୱର: ୨ ବର୍ଷ ପରେ ଅଁଳା ନବମୀରେ ସାକ୍ଷୀଗୋପାଳ ମନ୍ଦିର ଚଳଚଞ୍ଚଳ । ଭକ୍ତଙ୍କ ଗହଳିରେ ହସୁଛନ୍ତି ପ୍ରଭୁ ସାକ୍ଷୀଗୋପାଳ । ନଟବର ବେଶରେ ଦର୍ଶନ ଦେଉଛନ୍ତି ହଟିଆ ଠାକୁର । ମାଆ ରାଧାଙ୍କ ପାଦଦର୍ଶନ ପାଇଁ ମନ୍ଦିରରେ ଭକ୍ତଙ୍କ ପ୍ରବଳ ଭିଡ଼ । ମାଆ ରାଧାରାଣୀଙ୍କ ଓଡ଼ିଆଣୀ ବେଶ ଓ ଝଟକୁଥିବା ଅଳଙ୍କାର ଭକ୍ତଙ୍କ ମନ ମୋହୁଛି । ରାତି ଗୋଟାଏରୁ ଦ୍ୱାର ଫିଟା ହୋଇ ମଙ୍ଗଳ ଆଳତୀ, ବେଶ, ମୈଲମ, ମର୍ଦନ, ଅବକାଶ, ନଟବର ବେଶ, […]

Continue Reading

ଧାମନଗରରେ ନବୀନଙ୍କ ଭର୍ଚୁଆଲ ପ୍ରଚାର: ଭୋଟରଙ୍କୁ ଦେଲେ ଲଲିପପ୍‌

ଭୁବନେଶ୍ୱର: ଧାମନଗର ଉପନିର୍ବାଚନ ପାଇଁ ଆସନ୍ତାକାଲି ପ୍ରଚାର ଶେଷ ହେଉଥିବାବେଳେ ଆଜି ବିଜେଡି ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପ୍ରଚାର ମଇଦାନକୁ ଓହ୍ଲାଇଛନ୍ତି । ଭର୍ଚୁଆଲ ମୋଡରେ ଧାମନଗରର ୧୩ଟି ସ୍ଥାନରେ ନବୀନ ଦଳୀୟ ପ୍ରାର୍ଥୀ ଅବନ୍ତୀ ଦାସଙ୍କ ସପକ୍ଷରେ ପ୍ରଚାର କରିଛନ୍ତି । ଆଉ ନିଜର ପୁରୁଣା ଢଙ୍ଗରେ ନିର୍ବାଚନମଣ୍ଡଳୀ ଦାୟିତ୍ୱ ସେ ନେବେ ବୋଲି ପ୍ରତିଶ୍ରୁତି ଦେଇଛନ୍ତି । ପୂର୍ବରୁ ପାଟକୁରା ସମେତ ବିଜେପୁର, ପିପିଲି ଓ ବାଲେଶ୍ୱର ଆଦି ବିଧାନସଭା ଉପନିର୍ବାଚନରେ […]

Continue Reading