ହିନ୍ଦୀ, ସଂସ୍କୃତ ଓ କ୍ରୀଡ଼ା ଶିକ୍ଷକ ପଢ଼ାଇବେ ସାହିତ୍ୟ, ଇତିହାସ ଓ ଭୂଗୋଳ ପାଠ: ସମସ୍ତ ସ୍କୁଲର ପ୍ରଧାନଶିକ୍ଷକଙ୍କୁ DEOଙ୍କ ଚିଠି

ଭୁବନେଶ୍ୱର: ପ୍ରଧାନଶିକ୍ଷକଙ୍କ ବିନା ଅନୁମତିରେ ବିଦ୍ୟାଳୟ ପରିସରରେ ଗଣମାଧ୍ୟମ ପ୍ରତିନିଧିମାନେ ପ୍ରବେଶ କରିପାରିବେ ନାହିଁ । ନିକଟରେ ରାଜ୍ୟର ଏକ ଜିଲ୍ଲାର ଶିକ୍ଷା ବିଭାଗ ପକ୍ଷରୁ ଏଭଳି ଏକ ଚିଠି ଜାରି କରାଯାଇଥିଲା । ତେବେ ଉକ୍ତ ଚିଠିକୁ ନେଇ ସାରା ରାଜ୍ୟରେ ଚର୍ଚ୍ଚା ସୃଷ୍ଟି ହେବା ପରେ ପରବର୍ତ୍ତୀ ସମୟରେ ଜିଲ୍ଲାପାଳ ଏନେଇ ସ୍ପଷ୍ଟିକରଣ ଦେଇଥିଲେ । ତେବେ ଅନୁରୂପ ଭାବେ ଆଉ ଏକ ନିର୍ଦ୍ଦେଶନାମାକୁ ନେଇ ଆଲୋଚନା ଚାଲିଛି । ଉକ୍ତ ଜିଲ୍ଲାର ହିନ୍ଦୀ, […]

Continue Reading

କଡାକଡି ହେଲା ହେଲମେଟ ନିୟମ:ବିନା ହେଲମେଟରେ ହେବ ଲାଇସେନ୍ସ ବାତିଲ

ଭୁବନେଶ୍ୱର: ଏଣିକି ପୁଣି କଡାକଡି ହେଲା ନିୟମ । ହେଲମେଟ ପିନ୍ଧା ଉପରେ ପୁଣିଲାଗିଲା କଟକଣା । ହେଲମେଟ ନପିନ୍ଧିଲେ ଗଣିବାକୁ ହେବ ମୋଟା ରକମର ଅଙ୍କ । ରାଜ୍ୟ ରେ ପୁଣି ଥରେ ହେଲମେଟ ପିନ୍ଧିବାକୁ ନେଇ ଦିଆ ଯାଇଛି ସତର୍କ ସୂଚନା । ବିନା ହେଲମେଟରେ ଗାଡି ରାସ୍ତାକୁ କାଢ଼ିବା ମନା । ଆଉ ଯଦି ଏଭଳି ନିୟମ ଆପଣ ନ ମାନନ୍ତି ତେବେ ଆପଣଙ୍କୁ ହଜାର ଟଙ୍କା ଗଣିବାକୁ ହେବ । କେବଳ […]

Continue Reading

ଘନୀଭୂତ ହେଉଛି ଲଘୁଚାପ, ପ୍ରବଳରୁ ପ୍ରବଳ ବର୍ଷା ସମ୍ଭାବନା

ଭୁବନେଶ୍ୱର: ଉତ୍ତର ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ ଅଧିକ ଘନୀଭୂତ ହେବାରେ ଲାଗିଛି । ଆସନ୍ତା ୧୨ ଘଣ୍ଟା ମଧ୍ୟରେ ଏହା ଅବପାତର ରୂପ ନେବ । ଫଳରେ ଏହାରପ୍ରଭାବରେ ପ୍ରବଳରୁ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି ।ଏନେଇ ୭ ଜିଲ୍ଲାକୁ ରେଡ୍ ଆଲର୍ଟ ଦିଆଯାଇଛି । ପୁରୀ, କଟକ, ଜଗତସିଂହପୁର, କେନ୍ଦ୍ରାପଡ଼ା, ଭଦ୍ରକ, ଯାଜପୁର ଏବଂ ଢ଼େଙ୍କାନାଳ ପାଇଁ ଏହି ସତର୍କତା ଜାରି କରାଯାଇଛି । ଏହି ସବୁ ଜିଲ୍ଲାରେ ୨୦୦ ମି.ମି.ରୁ ଅଧିକ […]

Continue Reading

ଖୁବ୍ ଶୀଘ୍ର ଖୋଲିବ ରତ୍ନଭଣ୍ଡାର! ପରିଚାଳନା କମିଟି ନେବ ନିଷ୍ପତ୍ତି

ପୁରୀ:  ଶ୍ରୀମନ୍ଦିର ଭିତର ରତ୍ନଭଣ୍ଡାର ଖୋଲିବା ପାଇଁ ବିଭିନ୍ନ ମହଲରୁ ଦାବି ଜୋର୍ ଧରିଛି । ଖୋଦ୍ ଗଜପତି ମହାରାଜା ଦିବ୍ୟସିଂହ ଦେବଙ୍କ ସମେତ ଅଧିକାଂଶ ସେବାୟତ ରତ୍ନଭଣ୍ଡାର ଖୋଲିବା ପାଇଁ ସରକାରଙ୍କ ନିକଟରେ ଦାବି ଉପସ୍ଥାପନ କରିଛନ୍ତି । ତେବେ ବର୍ତ୍ତମାନସ୍ଥିତିରେ ଭିତର ରତ୍ନଭଣ୍ଡାର ଖୋଲିବାର ଆବଶ୍ୟକତା ରହିଛି କି ନାହିଁ ସେନେଇ ଶ୍ରୀମନ୍ଦିର ପରିଚାଳନା କମିଟି ନିଷ୍ପତ୍ତି ନେବ ବୋଲି ଉନ୍ନୟନ ପ୍ରଶାସକ ସୂଚନା ଦେଇଛନ୍ତି । ରତ୍ନଭଣ୍ଡାର ଖୋଲିବା ପାଇଁ ଏଏସ୍ଆଇ ପକ୍ଷରୁ […]

Continue Reading

ପୁରାଣ ଓ ଇତିହାସରେ ରାକ୍ଷୀବନ୍ଧନ

ଭୁବନେଶ୍ୱର : ରାକ୍ଷୀ ପୂର୍ଣ୍ଣିମା ବା ଗହ୍ମା ପୂର୍ଣ୍ଣିମା ଏକ ଜନପ୍ରିୟ ପାରମ୍ପରିକ ହିନ୍ଦୁ ପର୍ବ ଓ ଏହା ଦକ୍ଷିଣ ଏସିଆରେ ପାଳନ କରାଯାଏ । ଆଜି (ଗୁରୁବାର) ଅର୍ଥାତ ଅଗଷ୍ଟ ୧୧ ଭାଇ-ଭଉଣୀ ସମ୍ପର୍କର ଗୁରୁତ୍ୱପୂର୍ଣ୍ଣ ପର୍ବ ହେଉଛି ରକ୍ଷା ବନ୍ଧନ । ଭଉଣୀମାନେ ଭାଇଙ୍କ ଦୀର୍ଘାୟୁ ଓ ସୁଖମୟ ଜୀବନ ପାଇଁ ପ୍ରାର୍ଥନା କରି ରାକ୍ଷୀ ବାନ୍ଧନ୍ତି ଏବଂ ଭାଇମାନେ ନିଜ ଭଉଣୀକୁ ଉପହାର ଦିଅନ୍ତି । ଏହି ପର୍ବ ଭାଇ ଓ ଭଉଣୀଙ୍କ […]

Continue Reading

ଆଜିଠୁ ଯୁକ୍ତ୩ ଆବେଦନ: ୨୫ ପର୍ଯ୍ୟନ୍ତ ଚାଲିବ, ୩୧ରେ ପ୍ରଥମ ମେରିଟ ଲିଷ୍ଟ

ଭୁବନେଶ୍ୱର: ରାଜ୍ୟର ସମସ୍ତ ଡିଗ୍ରୀ କଲେଜରେ ଯୁକ୍ତ୩ ନାମଲେଖା ପାଇଁ ଗୁରୁବାରଠାରୁ ଆବେଦନ ଆରମ୍ଭ ହେବ। ସାମସ୍ ୱେବ୍‌ସାଇଟ୍‌ www.samsodisha.gov.in ରେ ଛାତ୍ରୀଛାତ୍ର ଗୁରୁବାର ପୂର୍ବାହ୍ନ ୧୧ଟାରୁ ୨୫ ତାରିଖ ରାତି ୧୧ଟା ୪୫ ମଧ୍ୟରେ ଆବେଦନ କରିପାରିବେ। ୩୧ ତାରିଖ ପୂର୍ବାହ୍ନ ୧୧ଟାରେ ପ୍ରଥମ ମେରିଟ୍‌ ଲିଷ୍ଟ ପ୍ରକାଶ ପାଇବ। ଚୟନ ହୋଇଥିବା ଛାତ୍ରୀଛାତ୍ର ସେପ୍ଟେମ୍ବର ୨ରୁ ୫ (ରବିବାର ବ୍ୟତୀତ) ଅପରାହ୍ନ ୫ଟା ମଧ୍ୟରେ ନାମ ଲେଖାଇବେ। ସେପ୍ଟେମ୍ବର ୧୧ରେ ଦ୍ଵିତୀୟ ମେରିଟ୍‌ ଲିଷ୍ଟ […]

Continue Reading

ହର ଘର ତ୍ରିରଙ୍ଗା ହେବ ଜନ ଆନ୍ଦୋଳନ

ଭୁବନେଶ୍ବର: ସ୍ୱାଧୀନତାର ‘ଅମୃତ ମହୋତ୍ସବ’ ଅବସରରେ ଦେଶର ସର୍ବକନିଷ୍ଠ ବୀର ସ୍ୱାଧୀନ୍ତା ସଂଗ୍ରାମୀ ଶହୀଦ ବାଜି ରାଉତଙ୍କ ଜନ୍ମସ୍ଥାନ୍ ଢ଼େଙ୍କାନାଳ ଜିଲ୍ଲାର ଭୁବନ୍ ଠାରେ ସାଧାରଣ ଜନତା ଓ କାର୍ଯ୍ୟକର୍ତ୍ତାଙ୍କ ସହ ‘ତ୍ରିରଙ୍ଗା ପଦଯାତ୍ରା’ରେ ସାମିଲ ହୋଇଛନ୍ତି କେନ୍ଦ୍ର ଶିକ୍ଷା, ଦକ୍ଷତା ବିକାଶ ଏବଂ ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଏହି ପଦଯାତ୍ରା ମାଧ୍ୟମରେ ଶ୍ରୀ ପ୍ରଧାନ୍ ‘ହର୍ ଘର୍ ତ୍ରିରଙ୍ଗା’ ଅଭିଯାନ୍ କୁ ଆସନ୍ତା ଅଗଷ୍ଟ ୧୩ ରୁ୧୫ ଯାଏଁ ପ୍ରତି ଘରେ ତ୍ରିରଙ୍ଗା […]

Continue Reading

ସାବଧାନ ! ଅସଲି ନାଁରେ ବୁଲୁଛନ୍ତି ନକଲି ଅଧିକାରୀ, ଲୁଟି ନେଉଛନ୍ତି ଟଙ୍କା

ନୂଆପଡ଼ା: ସାବଧାନ ! ନୂଆପଡ଼ାରେ ବୁଲୁଛନ୍ତି ନକଲି ଅଧିକାରୀ । ବାବୁ ଭଳି ବେଶଭୂଷାରେ ଆସୁଛନ୍ତି । ସୁଯୋଗ ପାଇଲେ ହାତ ସଫେଇ ବି କରୁଛନ୍ତି । କିଏ ନିଜକୁ ତହସିଲଦାର ତ ଆଉ କିଏ ବଡ଼ବାବୁ ପରିଚୟ ଦେଇ ଜୋର ଜବରଦସ୍ତ ଟଙ୍କା ଆଦାୟ କରୁଥିବା ଅଭିଯୋଗ ହେଉଛି । କିଛିଦିନ ତଳେ ଖଡ଼ିଆଳ ପୋଲିସ ଏଭଳି ଜଣେ ନକଲି କୃଷି ଅଧିକାରୀଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିଲା । ଏବେ ସେଭଳି ଆଉ […]

Continue Reading

ଡିକି ଭାଙ୍ଗି ଲୁଟେରା ନେଇଗଲେ ୧ ଲକ୍ଷ ଟଙ୍କା

ଅନୁଗୁଳ: ପୁଣି ମାତିଲେ ଲୁଟେରା । ବାଇକ୍ ଡିକି ଭାଙ୍ଗି ନେଇଗଲେ ୧ ଲକ୍ଷ ଟଙ୍କା । ଜନଗହଳି ପୂର୍ଣ୍ଣ ବଜାର ଭିତରୁ ଆଖି ପିଛୁଳାକେ ଡିକି ଭାଙ୍ଗି ଏକ ଲକ୍ଷ ଟଙ୍କା ଲୁଟି ନେଇଛନ୍ତି ଦୁର୍ବୃତ୍ତ । ଏଭଳି ଘଟଣା ଘଟିଛି ତାଳଚେର ହାଟତୋଟା ବଜାରରେ । ତାଳଚେର ରେମୁଆଁ ଅଞ୍ଚଳର ବିଦୂସ କୁମାର ମାଝୀ ତାଳଚେର ଏସବିଆଇ ବ୍ୟାଙ୍କରୁ ଏକ ଲକ୍ଷ ଟଙ୍କା ଉଠାଇ ବାଇକ୍ ଡିକିରେ ରଖିଥିଲେ । ବ୍ୟାଙ୍କରୁ ଟଙ୍କା ଉଠାଇ […]

Continue Reading

ବିଜୟ ନାୟକ ରାଷ୍ଟ୍ରପତିଙ୍କ ଅତିରିକ୍ତ ଗଣମାଧ୍ୟମ ସଚିବ ନିଯୁକ୍ତ

ଭୁବନେଶ୍ୱର: ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ଅତିରିକ୍ତ ଗଣମାଧ୍ୟମ ସଚିବ ଭାବେ ନିଯୁକ୍ତ ହୋଇଛନ୍ତି ପୂର୍ବତନ ପ୍ରଶାସନିକ ଅଧିକାରୀ ବିଜୟ ନାୟକ। ପୂର୍ବରୁ ଦ୍ରୌପଦୀ ମୁର୍ମୁ ଓଡିଶାରେ ମନ୍ତ୍ରୀ ଥିଲେ। ଏହି ସମୟରେ ବିଜୟ ନାୟକ ବ୍ୟକ୍ତିଗତ ସଚିବ ଥିଲେ। ଅବସର ଗ୍ରହଣ କରିବା ପରେ ବିଜୟ ନାୟକ ରାଜ୍ୟ ସରକାରଙ୍କ ପାଇଁ ଏବେ ବି କାର୍ଯ୍ୟରତ ଅଛନ୍ତି। ପୁରୀ ସାକ୍ଷାଗୋପାଳରେ ରାଜ୍ୟ ସରକାର ଓଡ଼ିଆ ବିଶ୍ୱବିଦ୍ୟାଳୟ ପ୍ରତିଷ୍ଠା କରିବାକୁ ଲକ୍ଷ୍ୟ ରଖିଛନ୍ତି। ଏବେ ଏହି ବିଶ୍ୱବିଦ୍ୟାଳୟ ପାଇଁ […]

Continue Reading