ରାଜ୍ୟସଭା ନିର୍ବାଚନ: ବିଜେଡିର ୪ ପ୍ରାର୍ଥୀ ଭରିବେ ନାମାଙ୍କନ
ଭୁବନେଶ୍ୱର: ରାଜ୍ୟସଭା ଆସନ ପାଇଁ ଆଜି ନାମାଙ୍କନ ଭରିବେ ବିଜେଡିର ୪ ପ୍ରାର୍ଥ । ଜୁନ୍ ୨ ତାରିଖ ନାମାଙ୍କନ ପାଇଁ ଶେଷ ତାରିଖ ଥିବା ବେଳେ ଆଜି ନାମାଙ୍କନ ଭରିବେ ବିଜେଡି ପ୍ରାର୍ଥୀ । ବିଜେଡିର ସୁଲତା ଦେଓ, ସସ୍ମିତ ପାତ୍ର, ମାନସ ମଙ୍ଗରାଜ ଏବଂ ନିରଞ୍ଜନ ବିଶି ନାମାଙ୍କନ ଭରିବେ । ଆଜି ପୂର୍ବାହ୍ନ ୧୧ ଟା ସମୟରେ ବିଧାନସଭା ସଚିବାଳୟ ପରିସରରରେ ବରିଷ୍ଠ ବିଧାୟକଙ୍କ ଉପସ୍ଥିତିରେ ପ୍ରାର୍ଥିପତ୍ର ଦାଖଲ କରିବେ । ବିଜ୍ଞପ୍ତି […]
Continue Reading
