ଆଟଲାଂଟା ସମୁଦ୍ର ତଳେ ରହସ୍ୟମୟ ଛିଦ୍ର, ଏଲିୟନଙ୍କ ଉପରେ ସନ୍ଦେହ
ନୂଆଦିଲ୍ଲୀ: ଏଲିୟନଙ୍କୁ ନେଇ ଭିନ୍ନ ଭିନ୍ନ ଖବରମାନ ପ୍ରକାଶ ପାଉଛି । ଏହି ଶ୍ରେଣୀରେ ସାମିଲ ହୋଇଛି ଏକ ରହସ୍ୟମୟ ଘଟଣା । ଆଟାଲାଂଟା ସମୁଦ୍ର ତଳେ ରହସ୍ୟମୟ ଛିଦ୍ର ବୈଜ୍ଞାନିକମାନେ ଖୋଜି ପାଇଛନ୍ତି । ୨.୭ କିମି ସମୂଦ୍ର ତଳେ କି ଭଳି ଏହି ଛିଦ୍ର ସୃଷ୍ଟି ହେଲା ତାହା ବର୍ତମାନ ସମସ୍ତଙ୍କୁ ଚକିତ କରିଛି । ଆମେରିକାର ନ୍ୟାଶନାଲ ଓସେନିକ ଆଣ୍ଡ ଏଟମେସ୍ଫେରିକ ଆଡମିନିଷ୍ଟ୍ରେଶସନ ତାର ଫେସବୁକ ଆକାଂଉଟରେ ଏହାର ଫଟୋ ଶେୟାର କରିଛି […]
Continue Reading
