ପଶ୍ଚିମ ଓଡ଼ିଶାର ଶ୍ରୀକ୍ଷେତ୍ର କୁକୁରଜଙ୍ଗା ଜଗନ୍ନାଥ ମନ୍ଦିର

ଝାରସୁଗୁଡ଼ା: ପଶ୍ଚିମ ଓଡ଼ିଶାର ପୁରୀ । ଝାରସୁଗୁଡ଼ାର କୁକୁରଜଙ୍ଗା ଜଗନ୍ନାଥ ମନ୍ଦିରକୁ ପଶ୍ଚିମ ଓଡ଼ିଶାର ଶ୍ରୀକ୍ଷେତ୍ର ବୋଲି କୁହାଯାଏ । ୧୨୧୫ ମସିହାର ଏହି ପ୍ରାଚୀନ ମନ୍ଦିରର ଐତିହ୍ୟ ବି ବେଶ୍ ରୋଚକ । ଏଠି ପ୍ରତିବର୍ଷ ଘୋଷଯାତ୍ରା ହେଉଥିବା ବେଳେ ଜମେ ଲକ୍ଷାଧିକ ଭକ୍ତଙ୍କ ଭିଡ଼ । ରଥଯାତ୍ରା ସହ ବର୍ଷର ଅନ୍ୟ ସମୟରେ ଏଠାକୁ ପଡ଼ୋଶୀ ଜିଲ୍ଲା ସହ ପଡ଼ୋଶୀ ରାଜ୍ୟ ଛତିଶଗଡ଼ ଓ ଝାଡ଼ଖଣ୍ଡରୁ ଶ୍ରଦ୍ଧାଳୁଙ୍କ ଆଗମନ ହୋଇଥାଏ । କିନ୍ତୁ ୧୨୧୫ […]

Continue Reading

୪ ଜଣ ଡ୍ରଗ୍ସ ମାଫିଆଙ୍କୁ ବାନ୍ଧିଲା STF, ୧ କେଜିରୁ ଅଧିକ ବ୍ରାଉନସୁଗର ଜବତ

ଭୁବନେଶ୍ୱର: ଖାଲି ନିଶା ସେବନ ନୁହେଁ, ନିଶା କାରବାରରେ ବି ଜଡ଼ିତ ଯୁବପିଢ଼ି । ଗୁଇନ୍ଦା ସୂଚନା ଅନୁସାରେ, STF ରେଡ୍ କରି ୪ ଜଣଙ୍କୁ ଗିରଫ କରିଛି । ସେମାନଙ୍କ ଠାରୁ ୧ କେଜି ୩୦ ଗ୍ରାମ୍ ବ୍ରାଉନସୁଗର ଜବତ କରିଛି ଏସଟିଏଫ୍ । ଜବତ ବ୍ରାଉନସୁଗର ଅଭିଯୁକ୍ତମାନେ କେଉଁଠୁ ଆଣଥିଲେ, କାହାକୁ ଦେଇଥାନ୍ତେ ସେନେଇ ସୂଚନା ମିଳିନି । ଏସଟିଏଫ୍ ଗିରଫ ୪ ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ କରିଛି। ଗିରଫ ୪ ଅଭିଯୁକ୍ତ ଖୋର୍ଦ୍ଧା […]

Continue Reading

ଦନ୍ତାହାତୀକୁ ପୋତି ଦେବା ଘଟଣାରେ କାର୍ଯ୍ୟାନୁଷ୍ଠାନ; ୩ ଗିରଫ, ୨ ଜଣ ନିଲମ୍ବିଚ

ଅନୁଗୁଳ: ଦନ୍ତା ଦାନ୍ତ ନେଇଗେଲେ, ମାରି ଦେଇ ପୋତିଦେଲେ । ସାତକୋଶିଆ ବନ୍ୟପ୍ରାଣୀ ବନଖଣ୍ଡରେ ଦନ୍ତା ଦାନ୍ତ ନେି ମାଟି ତଳେ ପୋତି ଦେବା ଘଟଣାରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି ବନ ବିଭାଗ । ଘଟଣାର ତଦନ୍ତ କରି ବନ କର୍ମଚାରୀଙ୍କ ସମ୍ପୃକ୍ତି ଥିବା ଜାଣିବା ପରେ ସାତକୋଶିଆ ଡିଏଫ୍ଓ ସରୋଜ ପଣ୍ଡାଙ୍କ ନିର୍ଦ୍ଦେଶରେ ୩ ଜଣ ୱାଚରଙ୍କୁ ଗିରଫ କରାଯାଇଛି । ଏଥିସହ ଫରେଷ୍ଟର ଅନୁପମା ସାହୁ ଓ ସହଦେବ ସୋରେନଙ୍କୁ ନିଲମ୍ବନ କରାଯାଇଛି । […]

Continue Reading

ଇମ୍ରାନଙ୍କ ଶୋଇବା ଘରେ ଲାଗିଥିଲା ଗୁପ୍ତ କ୍ୟାମେରା !

ଇସଲାମବାଦ: ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାଁଙ୍କ ଶୋଇବା ଘରେ ଗୁପ୍ତ କ୍ୟାମେରା ଲଗା ଯାଇଥିବା ଗୁରୁତ୍ୱପୂର୍ଣ୍ଣ ଅଭିଯୋଗ ଆସିଛି । ପୂର୍ବରୁ ଇମ୍ରାନଙ୍କୁ ହତ୍ୟା କରିବା ପାଇଁ ଷଡଯନ୍ତ୍ର ଚାଲିଥିବା ବେଳେ ଏହି ଘଟଣା ଏବେ ତାଙ୍କ ସମର୍ଥକଙ୍କୁ ଚିନ୍ତାରେ ପକାଇ ଦେଇଛି । ରିପୋର୍ଟ ମୁତାବକ ଇମ୍ରାନଙ୍କ ଜଣେ କର୍ମଚାରୀ ତାଙ୍କ ବେଡରୁମରେ କ୍ୟାମେରା ଲଗାଉଥିବା ବେଳେ ଅନ୍ୟ ଜଣେ ଏହାକୁ ଦେଖିଥିଲେ । ସେ ସୁରକ୍ଷା କର୍ମୀଙ୍କୁ ଖବର ଦେବାରୁ ଉକ୍ତ କର୍ମଚାରୀ […]

Continue Reading

ଜର୍ମାନୀରେ ପହଞ୍ଚିଲେ ପ୍ରଧାନମନ୍ତ୍ରୀ ମୋଦି

ନୂଆଦିଲ୍ଲୀ: ଆଜିଠୁ ପ୍ରଧାନମନ୍ତ୍ରୀ ଜର୍ମାନୀ ଗସ୍ତ ଆରମ୍ଭ କରିଥିବା ବେଳେ ପ୍ରଧାନମନ୍ତ୍ରୀ ମୋଦି ଜର୍ମାନୀରେ ପହଁଚିଛନ୍ତି । ଗସ୍ତ ପୂର୍ବରୁ  ପ୍ରଧାନମନ୍ତ୍ରୀ ଟୁଇଟ କରି କହିଥିଲେ ଯେ ଚାନସେଲର ମହାମହିମ ଓଲାଫ ସୋଜଙ୍କ ଆମନ୍ତ୍ରଣ କ୍ରମେ ଜି୭ ଶିଖର ସମ୍ମିଳନୀରେ ଯୋଗ ଦେବାକୁ ମୁଁ ଜର୍ମାନୀର ସୋଲସ ଏଲାମୁ ଗସ୍ତରେ ଯାଉଛି । ଗତ ମାସର ଭାରତ-ଜର୍ମାନୀ ଆନ୍ତଃ ସରକାରୀ ଫଳପ୍ରଦ ବିଚାରବିମର୍ଶ ପରେ ଚାନସେଲର ସୋଜଙ୍କୁ ପୁଣି ଦେଖାକରିବା ଏକ ନିଶ୍ଚିତ ଭାବେ ସୁଖଦ ଅବସର […]

Continue Reading

ମଙ୍କିପକ୍ସ ଏବେ ବିଶ୍ୱବ୍ୟାପୀ ସ୍ୱାସ୍ଥ୍ୟ ଚିନ୍ତା ନୁହେଁ: ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ

ଭୁବନେଶ୍ୱର: ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ‘ମଙ୍କିପକ୍ସ’ ବାବଦରେ ଏକ ଆଶ୍ୱସ୍ତିକର ଖବର ଦେଇଛି । ଶନିବାର ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ କହିଛି ଯେ, ମଙ୍କିପକ୍ସ ବର୍ତ୍ତମାନ ପାଇଁ ଏକ ବିରାଟ ଚିନ୍ତା ନୁହେଁ । ଏହାକୁ ନେଇ ଏବେ ଜରୁରୀକାଳୀନ ପରିସ୍ଥିତି ଉପୁଜିନି । ଚଳିତ ବର୍ଷ ମଙ୍କିପକ୍ସରେ ୩୨୦୦ ଜଣ ସଂକ୍ରମିତ ହୋଇଛନ୍ତି ଏବଂ ଜଣଙ୍କର ମୃତ୍ୟୁ ହୋଇଛି । ଅଧିକାଂଶ ସଂକ୍ରମିତ ଆଫ୍ରିକାରେ ଚିହ୍ନଟ ହୋଇଛନ୍ତି । ଏବଂ ଆଫ୍ରିକାର ଜଣଙ୍କର ମୃତ୍ୟୁ ହୋଇଛି […]

Continue Reading

ରାମପୁର, ଆଜମଗଡ଼ରେ ଅଖିଳେଶଙ୍କ ହାତରୁ ଆସନ ଛଡାଇଆଣିଲେ ଯୋଗୀ

ଲକ୍ଷ୍ନୈା: ରାମପୁରରେ ବିଜେପି ଜିତିଛି । ରାମପୁର ଲୋକସଭା ଉପନିର୍ବାଚନରେ ଅଖିଳେଶ ଯାଦବଙ୍କୁ ହରାଇଛି ବିଜେପି । ଉତ୍ତରପ୍ରଦେଶର ରାମପୁର ଆସନରେ ଉପ-ନିର୍ବାଚନରେ ​​ବିଜେପି ପ୍ରାର୍ଥୀ ଘନଶ୍ୟାମ ଲୋଧି ବିଜୟୀ ହୋଇଛନ୍ତି। ଘନଶ୍ୟାମ ଲୋଧି ୪୨ ହଜାରରୁ ଅଧିକ ଭୋଟରେ ଜିତିଯାଇଛନ୍ତି । ଏନେଇ ଟୁଇଟ କରିଛନ୍ତି ୟୁପି ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ । ସେ ନିଜ ନିକଟତମ ପ୍ରତିଦ୍ବନ୍ଦୀ ସପାର ଅସୀମ ରାଜାଙ୍କୁ ପରାସ୍ତ କରିଛନ୍ତି । ଅନ୍ୟପଟେ ଆଜମଗଡ଼ରେ ମଧ୍ୟ ବିଜେପି ଏକ ବଡ଼ […]

Continue Reading

କର୍ଣ୍ଣାଟକରେ ଟିଣ ଡବାରୁ ମିଳିଲା ୭ଟି ଭ୍ରୂଣ; କ୍ଲିନିକ ସିଜ୍

ବେଙ୍ଗାଲୁରୁ: କର୍ଣ୍ଣାଟକର ବେଲାଗଭି ଜିଲ୍ଲାରେ ଏକ ଡ୍ରେନରେ ୭ଟି ନଷ୍ଟ ଭ୍ରୂଣ ମିଳିଛି । ମୁଦାଲଗି ଠାରେ ଏକ ବସ ଷ୍ଟାଣ୍ଡ ନିକଟରେ ୫ଟି ଟିଣ ବାକ୍ସରେ ଏହି ୭ଟି ଭ୍ରୂଣ ମିଳିଛି । ଗୋଟିଏ ଡ୍ରେନରେ ଏହି ଟିଣ ଗୁଡ଼ିକ ଭାସୁଥିଲା, ସେଥିରୁ ଏହି ଭ୍ରୂଣ ଗୁଡ଼ିକ ମିଳିଛି । ଏହା ପରେ ସ୍ଥାନୀୟ ଅଞ୍ଚଳ ତଥା ରାଜ୍ୟରେ ଚାଞ୍ଚଲ୍ୟ ଖେଳିଯାଇଛି । ପ୍ରାଥମିକ ତଦନ୍ତରେ ଗୋଟିଏ କ୍ଲିନିକ ସିଜ୍ କରାଯାଇଛି । ‘ଭେଙ୍କଟେଶ ମାଟର୍ନିଟି […]

Continue Reading

ଦୁର୍ନୀତି ଅଭିଯୋଗରେ ଗିରଫ ପଞ୍ଜାବ ଆଇଏଏସ ସଞ୍ଜୟଙ୍କ ପୁତ୍ରଙ୍କ ଆତ୍ମହତ୍ୟା!

ଚଣ୍ଡୀଗଡ: ଦୁର୍ନୀତି ଅଭିଯୋଗରେ ଗିରଫ ହୋଇଥିବା ପଞ୍ଜାବ ଆଇଏଏସ ସଞ୍ଜୟ ପୋପଲୀଙ୍କ ଏକମାତ୍ର ପୁତ୍ର କାର୍ତିକଙ୍କ ସନ୍ଦିଗ୍ଧ ଅବସ୍ଥାରେ ମୃତ୍ୟୁ ଘଟିଛି । କାର୍ତିକ ନିଜ ମୁଣ୍ଡକୁ ଗୁଳି କରି ଆତ୍ମହତ୍ୟା କରିଥିବା ଅନୁମାନ କରାଯାଉଛି । କାର୍ତିକଙ୍କ ମାଆଙ୍କ ମତରେ ପୋଲିସ ଏବଂ ଭିଜିଲାନ୍ସ ବିଭାଗର ଅଧିକାରୀ କାର୍ତିକଙ୍କ ଉପରେ ମାନସିକ ଚାପ ପକାଇଥିଲେ । ଏପରି କି ସେମାନେ ମୋ ପୁଅକୁ ମାରିଛନ୍ତି ବୋଲି ସେ ଅଭିଯୋଗ କରିଛନ୍ତି । ତାଙ୍କ ପତ୍ନୀ ମଧ୍ୟ […]

Continue Reading

ମୁଁ ବିଜେଡିରେ ଅଛି, ବିଧାୟକ ହିସାବରେ ସରକାରୀ କାର୍ଯ୍ୟକ୍ରମକୁ ଡକା ଯାଉନି: ପ୍ରଦୀପ ପାଣିଗ୍ରାହୀ

ବ୍ରହ୍ମପୁର: ମୁଁ ଦଳରେ ଅଛି… ମୁଁ ବିଜେଡିରେ ଅଛି… । ଦଳ ମୋତେ ବହିଷ୍କାର କରିନି । ଏବେବି ବିଧାନସଭା ଲିଷ୍ଟରେ ୨୬ ନମ୍ବରରେ ମୋ ନାଁ ଅଛି । ବିଜେଡି ସଭାପତି ନବୀନ ପଟ୍ଟନାୟକ ମୋତେ ଭଲ ପାଉଛନ୍ତି । ସେଥିପାଇଁ ଦଳରୁ ବହିଷ୍କାର କରିନାହାନ୍ତି । ଏକଥା କହିଛନ୍ତି ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀ । ଗିରଫ ପରେ ଜାମିନରେ ଆସିଥିବା ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀ ପ୍ରଶାସନ ଉପରେ ଅସନ୍ତୋଷ ବ୍ୟକ୍ତ କରିଛନ୍ତି । […]

Continue Reading