ଜାତୀୟ ପୁସ୍ତକ ମାନ୍ୟତା ପାଇଲା ‘ଅଳିଆରୁ ଅ ଆ’
ଭୁବନେଶ୍ୱର: ଖୋଲିଲା ସ୍କୁଲ ହେଲେ ଆସିଲେନି ପିଲା । ସ୍କୁଲ ଆସି ନ ଥିବା ପିଲାଙ୍କ ପାଇ ବିଶିଷ୍ଟ ଲେଖକ ତଥା ଶିକ୍ଷକ ଇଶ୍ୱର ଚନ୍ଦ୍ର ନାୟକଙ୍କ ଲିଖିତ ପୁସ୍ତକ ‘ଅଳିଆରୁ ଅ ଆ’କୁ ଜାତୀୟ ମାନ୍ୟତା ମିଳିଛି । ପ୍ରାଥମିକ ଶିକ୍ଷା ସ୍ତରରେ ଶ୍ରେଣୀ ପରିଚାଳନାକୁ ନେଇ ନୂତନ ପ୍ରୟୋଗ ସମ୍ବନ୍ଧୀୟ ତଥ୍ୟ ପୁସ୍ତକରେ ରହିଛି । ଏହାକୁ ସମଗ୍ର ଦେଶରେ ଶିକ୍ଷା ବ୍ୟବସ୍ଥାରେ ପ୍ରୟୋଗ ପାଇଁ ଶ୍ରୀ ନାୟକ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟକୁ ଏକ ପୁସ୍ତକ […]
Continue Reading
