ବହୁତ ହୋଇଗଲା ପ୍ରେମ, ଏଥର ବିବାହ କରିବେ ନୟନ୍ଥରା

ଭୁବନେଶ୍ୱର: ସାଉଥ୍ ଫିଲ୍ମ ଇଣ୍ଡଷ୍ଟ୍ରୀର ଚର୍ଚ୍ଚିତ ଚେହେରା ନୟନ୍ଥରା । ଦିନେ ସେ ସାଜିଥିଲେ ଡିରେକ୍ଟର୍‌, ଆକ୍ଟର୍ ତଥା କୋରିଓଗ୍ରାଫର୍ ପ୍ରଭୁଦେବାଙ୍କ ପ୍ରେମିକା । ହେଲେ ସେ ଆଉ କାହାରି ପ୍ରେମିକା ହୋଇ ରହିବାକୁ ଚାହୁଁନାହାନ୍ତି । ଶେଷରେ ସେ ନେଇଛନ୍ତି ବିବାହ କରିବାକୁ ନିଷ୍ପତ୍ତି । ଆଉ ମାତ୍ର କେଇଟା ଦିନ ପରେ ଜୁନ୍ ୯ ତାରିଖ ଗୁରୁବାର ଦିନ ବିବାହ କରିବେ ନୟନ୍ଥରା । ଏଥିପାଇଁ ମହାବଳୀପୁରମର ଏକ ଛୋଟ ରିସର୍ଟ ମଧ୍ୟ ବୁକ୍ […]

Continue Reading

ପିଇବାପାଣି ସମସ୍ୟା ନେଇ ରାଜରାସ୍ତାରେ ଗାଁର ଲୋକେ

ଢେଙ୍କାନାଳ :  ଗରମ ଗୁଳୁଗୁଳିରେ ଅତିଷ୍ଠ ହୋଇପଡ଼ିଛି ଜନଜୀବନ । ତା ସହିତ ବିଭିନ୍ନ ସ୍ଥାନରେ ପିଇବାପାଣିର ସମସ୍ୟାକୁ ଯେମିତି ଆହୁରି ବଢାଇ ଦେଇଛି । କିଛି ସ୍ଥାନରେ ଅତିଷ୍ଠ ଲୋକେ ପ୍ରତିବାଦ କରୁଛନ୍ତି । ହେଲେ ପାଣି ସମସ୍ୟା ଦୂର ହୋଇପାରୁନି । ସେହିଭଳି ଢେଙ୍କାନାଳ କାମାକ୍ଷାନଗରରେ ପିଇବା ପାଣି ସମସ୍ୟା ନେଇ ଗାଁର ଲୋକେ ରାଜରାସ୍ତାକୁ ଓହ୍ଲାଇଛନ୍ତି । ଶହଶହ ଲୋକ ପିଇବାପାଣି ମୁନ୍ଦାଏ ସୁବିଧା କରବିାକୁ ଦାବି କରି ରାଜରାସ୍ତା ଅବରୋଧ କରି […]

Continue Reading

ଢିଙ୍କିଆରେ ସମାଜସେବୀ ମେଧା ପାଟକରଙ୍କୁ ବିରୋଧ: ପରିବେଶ ସୁରକ୍ଷା ପାଇଁ ଆନ୍ଦୋଳନ ଜାରି

କଳାହାଣ୍ଡି : ଢିଙ୍କିଆରେ ପହଁଚିବା ପରେ ସମାଜସେବୀ ମେଧା ପାଟକରଙ୍କୁ ଗାଁଲୋକଙ୍କ ତୀବ୍ର ବିରୋଧ । ସମାଜସେବୀଙ୍କୁ ଗାଁ ଭିତରେ ପୂରାଇ ଦେଲେନି ଲୋକେ । ଗାଁ ମୁଣ୍ଡରେ ଅଟକାଇଲେ । କାହିଁକି ଢିଙ୍କିଆକୁ ଆସିଛନ୍ତି ବୋଲି ସମାଜସେବୀଙ୍କୁ ଗ୍ରାମବାସୀ କଲେ ପ୍ରଶ୍ନ । ଆମ ଭିତରେ ଭାଇଚାରା ଭାଙ୍ଗିବାକୁ ପ୍ରୟାସ କରନାହିଁ ବୋଲି ଗାଁ ଲୋକେ ମେଧା ପାଟକରଙ୍କୁ କହିଛନ୍ତି । ପରିବେଶ ସୁରକ୍ଷା ପାଇଁ ତାଙ୍କ ଆନ୍ଦୋଳନ ସେ ଜାରି ରଖିଛନ୍ତି । ଖଣ୍ଡୁଆଳମାଳି ସୁରକ୍ଷା ସମାବେଶରେ […]

Continue Reading

ପୁରୀ ସିଦ୍ଧମହାବୀର ରେଳ ଓଭରବ୍ରିଜ ନିର୍ମାଣ ନେଇ ଉଚ୍ଛେଦ ପ୍ରକ୍ରିୟା ଆରମ୍ଭ

ପୁରୀ : ପୁରୀ ସିଦ୍ଧମହାବୀର ରେଳ ଓଭର ବ୍ରିଜ ନିର୍ମାଣ ନେଇ ଆଜିଠାରୁ ଉଛେଦ ପ୍ରକ୍ରିୟା ଆରମ୍ଭ ହୋଇଛି।‌  ଜିଲ୍ଲା ପ୍ରଶାସନ ପକ୍ଷରୁ ଉପଜିଲ୍ଲାପାଳଙ୍କ ନେତୃତ୍ୱରେ ଉଚ୍ଛେଦ ପ୍ରକ୍ରିୟା ଆରମ୍ଭ ହୋଇଥିବା ବେଳେ ଜାତୀୟ ରାଜପଥ ବିଭାଗର ଅଧିକାରୀ, ସେସୁ ଅଧିକାରୀ ପ୍ରମୁଖ ଉପସ୍ଥିତ ରହିଛନ୍ତି। ଉଛେଦ କାର୍ଯ୍ୟରେ‌ ଏକାଧିକ ଜେସିବି ମେସିନ୍ ଲାଗିଛି। ସୁରକ୍ଷା ଦୃଷ୍ଟିରୁ ଦୁଇଜଣ ମାଜିଷ୍ଟ୍ରେଟ ଓ ଦୁଇ ପ୍ଲାଟୁନ ପୋଲିସ ଫୋର୍ସ ମୁତୟନ ହୋଇଛନ୍ତି । ସେପଟେ ଓଭରବ୍ରିଜ ନିର୍ମାଣ ପାଇଁ […]

Continue Reading

ଲୁଟ୍ ପାଇଁ ବାବାଙ୍କୁ ଛୁରାମାଡ: ମୋବାଇଲ ଲୁଟେରା ଓ ଦଲାଲ ଗିରଫ

ଭୁବନେଶ୍ୱର: ଲୁଟ୍ ପାଇଁ ସୀମା ଟପୁଛନ୍ତି ଲୁଟେରା। ମୋବାଇଲ ଟଙ୍କା ପାଇଁ କରୁଛନ୍ତି ଆକ୍ରମଣ। ଆଉ ଏକୁଟିଆ ଥିବେ ଲୋକଙ୍କୁ ଦେଖିଲେ ରାସ୍ତାରେ କରୁଛନ୍ତି ଆକ୍ରମଣ। ଏମିତି ଢଙ୍ଗରେ ଗତ ୧୬ ମେରେ ଭରତପୁର ଥାନା ଘାଟିକିଆ ନିକଟରେ ଜଣେ ଇସ୍କନ ବାବାଙ୍କୁ କରିଥିଲେ ଆକ୍ରମଣ। ମୋବାଇଲ ପାଇଁ ଇସ୍କନ ବାବା ବିଭୁ ପ୍ରସାଦ ଦାସଙ୍କ ଛାତିକୁ କରିଥିଲେ ଛୁରାମାଡ। ଏପରିକି ଛଟପଟ ହୋଇ ରାସ୍ତାରେ ଗଡୁଥିବା ବେଳେ ଲୁଟେରା ଦୀପକ ପ୍ରଧାନ ଓରଫ କାଳିଆ ମୋବାଇଲ […]

Continue Reading

ନୂଆ ମନ୍ତ୍ରିମଣ୍ଡଳ ଗଠନ ପରେ ବିଦେଶ ଗସ୍ତରେ ଯିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ

ଭୁବନେଶ୍ୱର: ବିଦେଶ ଯିବେ ନବୀନ । ନୂଆ ମନ୍ତ୍ରିମଣ୍ଡଳ ଗଠନ ପରେ ବିଦେଶ ଗସ୍ତରେ ଯିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଚଳିତ ମାସ ଶେଷ ଆଡ଼କୁ ଅର୍ଥାତ୍ ଜୁନ୍ ୨୮ ତାରିଖରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଦୁବାଇ ଯାଉଥିବା ସୂଚନା ମିଳିଛି । ମୁଖ୍ୟମନ୍ତ୍ରୀ ସେଠାରେ ଇନଭେଷ୍ଟର୍ସ ମିଟରେ ଯୋଗଦେବାର କାର୍ଯ୍ୟକ୍ରମ ରହିଛି । ଇନଭେଷ୍ଟର୍ସ ମିଟରେ ଯୋଗଦେଇ ନବୀନ ନିବେଶକମାନଙ୍କୁ ଓଡ଼ିଶାରେ ଅଧିକରୁ ଅଧିକ ନିବେଶ କରିବାକୁ ଅନୁରୋଧ କରିବେ । ଇପିକଲ୍, ଫିକି ଓ […]

Continue Reading

ଋଣ ସୁଝିପାରୁନାହାନ୍ତି ଅନାଥ ପିଲା, ଅନୁଧ୍ୟାନ କରିବାକୁ ନିର୍ଦ୍ଦେଶ ଦେଲେ ସୀତାରମଣ

ଭୋପାଳ: କୋଭିଡ ମହାମାରୀ ଯୋଗୁ ଅନେକ ପିଲା ପରିବାର ଓ ପିତାମାତା ହରାଇଛନ୍ତି। ତେଣୁ ସେମାନଙ୍କ ଦୈନନ୍ଦିନ ଜୀବନ ସଂଘର୍ଷମୟ ହୋଇପଡ଼ିଛି। ଭୋପାଳର ଜଣେ 17 ବର୍ଷୀୟା ଝିଅ ବାଣୀଶା ପାଠକଙ୍କ କାହାଣୀ ଏମିତି, ଯିଏ କରୋନା ମହାମାରୀରେ ଉଭୟ ବାପାମାଆଙ୍କୁ ହରାଇଛନ୍ତି। ମଧ୍ୟପ୍ରଦେଶ ଭୋପାଳରେ ଦଶମ ଶ୍ରେଣୀ ବୋର୍ଡ ଟପ୍ପର ହୋଇଥିବା ବାଣୀଶା ପାଠକ ମହାମାରୀ ବେଳେ ଉଭୟ ବାପା ମାଆଙ୍କୁ ହରାଇଛନ୍ତି । ଏବେ ସେ ପ୍ରତିଦିନ ତାଙ୍କ ବାପା ଏଲଆଇସିରୁ ନେଇଥିବା ଏକ […]

Continue Reading

ଏସଟିଏଫ ଜାଲରେ ଫସିଗଲା ବାଘା, ମିଳିଲା ୨କୋଟିର ଟଙ୍କାର ବ୍ରାଉନସୁଗାର

ଭୁବନେଶ୍ୱର: ଜଳେଶ୍ବରରୁ ବ୍ରାଉନସୁଗାର ଆଣି ଭୁବନେଶ୍ୱରରେ ଡିଲ୍। ଆଗରୁ ଛକି ବସିଥିଲା କ୍ରାଇମବ୍ରାଞ୍ଚର ଏସଟିଏଫ ଟିମ୍। ୨ କୋଟିର ଡିଲ ବେଳେ ମାଡି ବସିଲା ଏସଟିଏଫ ଟିମ। ରାଜଧାନୀସ୍ଥିତ ଏମସ ହସ୍ପିଟାଲ ନିକଟରୁ ୨ କେଜି ୫୮ଗ୍ରାମ ବ୍ରାଉନସୁଗାର ଜବତ। ଏହି ଘଟଣାରେ ୩ ଜଣଙ୍କୁ ଗିରଫ କରିଛି ଏସଟିଏଫ୍ ଟିମ୍। ଗିିରଫ ତିନି ଅଭିଯୁକ୍ତ ହେଲେ ରଣସିଂହପୁରର ଭାଗିରଥି ଭଟ୍ଟ ଓରଫ ବାଘା ,ବାଲିପାଟଣାର ବିଶ୍ୱଜିତ ନାୟକ, ଡୁମୁଡୁମାର‌ ଚନ୍ଦନ ମଲ୍ଲିକ । ଜବତ ହୋଇଥିବା […]

Continue Reading

ଆଠଗଡରେ ହାତୀ ମୃତ୍ୟୁ ଘଟଣା, ଏସଟିଏଫ ତଦନ୍ତ ଦାବି

ଭୁବନେଶ୍ୱର: ହାତୀ ମୃତ୍ୟୁ ଘଟଣାର ବନ ବିଭାଗ ଅଧିକାରୀଙ୍କ ବିରୋଧରେ ତଦନ୍ତ ହେଉ । ଏସଟିଏଫ ଏହି ମାମଲାର ତଦନ୍ତ କରିବା ଦରକାର । ଏପରି କିଛି ଦାବି କରି ଆନିମାଲ ଓ୍ୱେଲଫେୟାର ଟ୍ରଷ୍ଟର ପୂରବୀ ପାତ୍ର କ୍ରାଇମବ୍ରାଞ୍ଚ ଏଡିଜିଙ୍କୁ ଚିଠି ଲେଖିଛନ୍ତି। ନିକଟରେ ଆଠଗଡ ଡିଭିଜନରେ ହୋଇଥିବା ହାତୀ ମୃତ୍ୟୁ ଘଟଣାରେ ଏସଟିଏଫ ତଦନ୍ତ ଦାବି କରି ପୂରବ ଚିଠି ଲେଖିଛନ୍ତି । ଏଥିସହ ଡିଏଫଓଙ୍କ ବିରୋଧରେ ତଦନ୍ତ କରାଯାଇ ସେ କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି। […]

Continue Reading

ସଞ୍ଜୟ କୁମାର ମିଶ୍ର ଓଡ଼ିଶା ହାଇକୋର୍ଟର ନୂଆ ବିଚାରପତି, ୧୨ ଜଣ ଜଜ୍ ଓ ଅତିରିକ୍ତ ଜଜଙ୍କୁ ନିଯୁକ୍ତି ଦେଲେ ରାଷ୍ଟ୍ରପତି

ଭୁବନେଶ୍ୱର: ଓଡ଼ିଶା ହାଇକୋର୍ଟରେ ଜଣେ ନୂଆ ବିଚାରପତି ନିଯୁକ୍ତି ପାଇଛନ୍ତି । ଆଡଭୋକେଟ ସଞ୍ଜୟ କୁମାର ମିଶ୍ରଙ୍କୁ ହାଇକୋର୍ଟର ନୂଆ ବିଚାରପତି ଭାବେ ରାଷ୍ଟ୍ରପତି ନିଯୁକ୍ତି ଦେଇଛନ୍ତି । ରାଷ୍ଟ୍ରପତି ରାମନାଥ କୋବିନ୍ଦ ୧୨ ଜଣ ଜଜ୍, ଅତିରିକ୍ତ ଜଜଙ୍କୁ ବିଭିନ୍ନ ରାଜ୍ୟର ହାଇକୋର୍ଟରେ ନିଯୁକ୍ତି ଦେଇଛନ୍ତି । ନୂଆ ବିଚାରପତିଙ୍କ ନିଯୁକ୍ତି ନେଇ କେନ୍ଦ୍ର ସରକାରଙ୍କ ପକ୍ଷରୁ ଏକ ବିଜ୍ଞପ୍ତି ଜାରି କରାଯାଇଛି । ଖତିମ ରେଜା ଓ ଡ. ଅଂଶୁମାନଙ୍କୁ ପାଟନା ହାଇକୋର୍ଟର ବିଚାରପତି ଭାବେ […]

Continue Reading