କମ୍ବିଂ ଅପରେସନ୍ ବେଳେ ବିପୁଳ ମାଓ ସାମଗ୍ରୀ ଜବତ
ଫୁଲବାଣୀ: କନ୍ଧମାଳ ପୋଲିସକୁ ସଫଳତା । କମ୍ବିଂ ଅପରେସନ୍ ବେଳେ ଜବତ ହେଲା ବିପୁଳ ମାଓ ସାମଗ୍ରୀ । ଗୋଛlପଡ଼l ଥାନା ଅନ୍ତର୍ଗତ କୋଏର ମାଣ୍ଡୁ ପଞ୍ଚାୟତ ଶସିକେତତା ଗାଁ ନିକଟ ଜଙ୍ଗଲରେ ମାଓବାଦୀ ସାମଗ୍ରୀ ଲୁଚାଇ ରଖିଥିବା ବିଶ୍ୱସ୍ତ ସୂତ୍ରରୁ ଖବର ପାଇଥିଲା ପୋଲିସ । ୮ ତାରିଖରେ ଏସ୍ଓଜି ଓ ଡିଭିଏଫ୍ ମିଳିତ ଭାବେ କମ୍ବିଂ ଅପରେସନ କରିଥିଲେ । ୯ ତାରିଖ ଦିନ ଶସିକେତା ଜଙ୍ଗଲରୁ ବିପୁଳ ମାଓ ସମାଗ୍ରୀ ଜବତ କରାଯାଇଛି । […]
Continue Reading
