ପ୍ୟାରିସରେ ଭାରତୀୟ ସମ୍ପ୍ରଦାୟ ସହିତ ପ୍ରଧାନମନ୍ତ୍ରୀଙ୍କ ଆଲୋଚନା

ପ୍ୟାରିସ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ପ୍ୟାରିସର ଲା ସେନ୍ ମ୍ୟୁଜିକାଲରେ ଭାରତୀୟ ସମ୍ପ୍ରଦାୟକୁ ସମ୍ବୋଧିତ କରିଛନ୍ତି। ପ୍ରଧାନମନ୍ତ୍ରୀ ତାଙ୍କ ଅଭିଭାଷଣରେ ବହୁମୁଖୀ ଭାରତ-ଫ୍ରାନ୍ସ ରଣନୀତିକ ଭାଗିଦାରୀ ଉପରେ ଆଲୋକପାତ କରିଥିଲେ ଯାହା ୨୫ତମ ବାର୍ଷିକୀ ପାଳନ କରୁଛି। ପ୍ରଧାନମନ୍ତ୍ରୀ ମଧ୍ୟ ଫ୍ରାନ୍ସର ମାର୍ସେଲରେ ନୂତନ କନସୁଲେଟ୍ ଖୋଲିବା ବିଷୟରେ ଘୋଷଣା କରିଛନ୍ତି। ପ୍ରଧାନମନ୍ତ୍ରୀ ମୋଦୀ ଫ୍ରାନ୍ସରେ ଭାରତୀୟ ସମ୍ପ୍ରଦାୟର ଅବଦାନ ଉପରେ ଅଲୋକପାତ କରିଥିଲେ, ଯେଉଁମାନେ ଭାରତ-ଫ୍ରାନ୍ସ ସହଭାଗୀତାର ଏକ ଦୃଢ ମୂଳଦୁଆ ଗଠନ କରିଥିଲେ। ସୂଚନା ଥାଉକି […]

Continue Reading

ରାଜଧାନୀରେ ତିଆରି ହେବ ଆହୁରି ଦୁଇଟି ଫୁଟ ଓଭର ବ୍ରିଜ

ଭୁବନେଶ୍ୱର: ରାଜଧାନୀରେ ଖୁବଶୀଘ୍ର ଆଉ ଦୁଇଟି ନୂଆ ଫୁଟ୍ ଓଭର ବ୍ରିଜ୍ ପାଇବ। ଗୋଟିଏ ସତସଙ୍ଗ ବିହାର ଓ ଅନ୍ୟଟି ପଳାଶୁଣୀରେ ନିର୍ମାଣ କରାଯିବ। ପଳାଶୁଣୀଠାରେ ଥିବା ଫ୍ଲାଏ ଓଭର ବ୍ରିଜ ୨୦୨୩ ଡିସେମ୍ବର ୩୧ ସୁଦ୍ଧା ଶେଷ ହେବ ଏବଂ ସତସଙ୍ଗ ବିହାରଠାରେ ଥିବା ଫ୍ଲାଏ ଓଭର ବ୍ରିଜ ନିର୍ମାଣ କାମ ଅଗଷ୍ଟ ୧ରେ ଆରମ୍ଭ ହେବ। ଅତ୍ୟଧିକ ଯାନବାହାନ ଚଳାଚଳ କରୁଥିବା ଦୁର୍ଘଟଣା ପ୍ରବଣ ଅଞ୍ଚଳରେ ଏହି ଦୁଇଟି ଫ୍ଲାଏ ଓଭର ବ୍ରିଜ ନିର୍ମାଣ କରାଯାଉଛି। […]

Continue Reading

ପ୍ରକାଶ ପାଇଲା +୩ କଟ୍ ଅଫ୍ ମାର୍କ ତାଲିକା: ଉଚ୍ଚଶିକ୍ଷା ବିଭାଗ ତରଫରୁ ହେଲା ଘୋଷଣା

ଭୁବନେଶ୍ୱର: ଯୁକ୍ତ ୩ରେ ନାମଲେଖାକୁ ଅପେକ୍ଷା କରିଥିବା ଛାତ୍ରଛାତ୍ରୀମାନଙ୍କ ପାଇଁ ପ୍ରକାଶ ପାଇଛି ପ୍ରଥମ ପର୍ଯ୍ୟାୟ କଟ୍ ଅଫ୍ ମାର୍କ ତାଲିକା । ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ଏହି ତାଲିକାପତ୍ର ପ୍ରକାଶ କରାଯାଇଛି । ତେବେ ନାମଲେଖା ପାଇଁ ପ୍ରଥମ ପର୍ଯ୍ୟାୟର କଟ୍ ଅଫ୍ ତାଲିକା ପ୍ରକାଶ ପାଇଛି । ଏହି ମେରିଟ ଲିଷ୍ଟ ଅନୁସାରେ ପିଲାମାନେ ନିଜ ନିଜର ମାର୍କ ଅନୁସାରେ କଲେଜ ଚୟନ କରିପାରିବେ । ଏହାପରେ ଖୁବଶୀଘ୍ର ଦ୍ୱିତୀୟ ପର୍ଯ୍ୟାୟରେ କଟ୍ ଅଫ୍ ମାର୍କ […]

Continue Reading

ଫ୍ରାନ୍ସଠୁ ଆଉ ୨୬ଟି ରାଫେଲ୍ କିଣିବ ଭାରତ, ନୌସେନାରେ ହେବ ସାମିଲ୍

ନୂଆଦିଲ୍ଲୀ: ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହଙ୍କ ଅଧ୍ୟକ୍ଷତାରେ ବସିଥିବା ରକ୍ଷା ଅଧିଗ୍ରହଣ ପରିଷଦ ୩ଟି ପ୍ରସ୍ତାବକୁ ଅନୁମୋଦନ କରିଛି । ଫାନ୍ସ ଠାରୁ ଭାରତୀୟ ସେନା ଲାଗି ଅତ୍ୟାଧୁନିକ ଅସ୍ତ୍ରଶସ୍ତ୍ର ସଂଯୁକ୍ତ ୨୬ଟି ରାଫେଲ୍ କିଣାଯିବ । ଯେଉଁଥିପାଇଁ କ୍ରିଉ ଟ୍ରେନିଂ ଓ ଲଜିଷ୍ଟିକ୍ ସହାୟତା ଯୋଗାଇବ ନୌସେନା । ଏଥିସହ ୩ଟି ସ୍କୋର୍ପେନ୍ ସବମେରାଇନ୍ (ବୁଡ଼ାଜାହାଜ) କିଣିବା ଲାଗି ନିଷ୍ପତ୍ତି ହୋଇଛି । ଯାହାକୁ ମାଜାଗନ ଡକ୍ ସିପବିଲ୍ଡର୍ସ ଲିମିଟେଡ୍ ତିଆରି କରିବ । ଏଥିରେ […]

Continue Reading

ବାହାନଗା ଟ୍ରାଜେଡିର ରିମାଣ୍ଡରେ ଥିବା ୩ ଅଭିଯୁକ୍ତଙ୍କ ସ୍ୱାସ୍ଥ୍ୟ ଯାଞ୍ଚ

ବାଲେଶ୍ୱର: ବାହାନଗା ରେଳ ଦୁର୍ଘଟଣା ମାମଲାର ରିମାଣ୍ଡରେ ଥିବା ୩ ଅଭିଯୁକ୍ତଙ୍କ ସ୍ୱାସ୍ଥ୍ୟ ପରୀକ୍ଷା କରାଯାଇଛି । ଦ୍ୱିତୀୟ ପର୍ଯ୍ୟାୟରେ ରିମାଣ୍ଡର ତୃତୀୟ ଦିନରେ ସ୍ୱାସ୍ଥ୍ୟ ପରୀକ୍ଷା କରାଯାଇଥିବା ସୂଚନା ମିଳିଛି । ମେଣ୍ଢାଶାଳ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ନେଇ ସିବିଆଇ ପରୀକ୍ଷା କରିଛି । ସୂଚନା ଅନୁଯାୟୀ, ଜୁନ ୨ରେ ବାହାନଗାରେ ଘଟିଥିବା ରେଳ ଦୁର୍ଘଟଣାରେ ନିଜ କର୍ତ୍ତବ୍ୟ ଅବହେଳା କରିଥିବାରୁ ୩ ଜଣ ରେଳ କର୍ମଚାରୀଙ୍କୁ ଗିରଫ କରାଯାଇଛି । ସେମାନଙ୍କୁ ସିବିଆଇ ଅନେକ […]

Continue Reading

୧୦୦ କୋଟି ଟଙ୍କାକୁ ବଢିଲା ସେତୁ ଯୋଜନା ବ୍ୟୟ ଅଟକଳ: ୧୦ଟି ସ୍ଥାନକୁ ମିଳିବ ଏହା ଫାଇଦା

ଭୁବନେଶ୍ୱର: ରାଜ୍ୟ ସରକାରଙ୍କ ବିଜୁ ସେତୁ ଯୋଜନାରେ ସ୍ୱାଭିମାନ ଅଞ୍ଚଳରେ ଦ୍ରୁତ ପରିବର୍ତ୍ତନ ପରିଲକ୍ଷିତ ହୋଇଛି । ଏହାକୁ ଉପଲବ୍‌ଧି କରି ଚିତ୍ରକୋଣ୍ଡା ବ୍ଲକର ଅବଶିଷ୍ଟ ୯ ଗୋଟି ପଞ୍ଚାୟତକୁ ଏଥିରେ ଅନ୍ତର୍ଭୁକ୍ତ କରିବା ପାଇଁ ଆରମ୍ଭ ହୋଇଛି ପ୍ରସ୍ତୁତି । ତେବେ ରାଜ୍ୟ ସରକାରଙ୍କ ଏହି ବିଜୁ ସେତୁ ଯୋଜନାରେ ବ୍ୟୟ ଅଟକଳ ବୃଦ୍ଧି କରାଯାଇଛି । ପୂର୍ବରୁ ଏହି ବ୍ୟୟ ଅଟକଳ ୫୦ କୋଟି ଥିବା ବେଳେ ବର୍ତ୍ତମାନ ଏହାକୁ ୧୦୦ କୋଟିକୁ ବୃଦ୍ଧି […]

Continue Reading

ଆଜିଠାରୁ ବନ୍ଦ ରହିବ ସମସ୍ତ ସ୍କୁଲ: ରାଜ୍ୟରେ ପ୍ରବଳ ବର୍ଷାରେ ପିଲାଙ୍କ ସ୍ୱାସ୍ଥ୍ୟ ସୁରକ୍ଷା ପାଇଁ ପଦକ୍ଷେପ

ନୂଆଦିଲ୍ଲୀ: ବର୍ତ୍ତମାନ ଉତ୍ତର ଭାରତର ବିଭିନ୍ନ ସ୍ଥାନରେ ପ୍ରବଳରୁ ଅତି ପ୍ରଳ ବର୍ଷା ଲାଗି ରହିଛି । ବିଶେଷ କରି ରାଜଧାନୀ ଦିଲ୍ଲୀରେ ଲଗାଣ ବର୍ଷା ଯୋଗୁଁ ଯମୂନା ନଦୀର ଜଳସ୍ତର ବୃଦ୍ଧି ପାଇବା ସହ ଏଠାରେ ବନ୍ୟା ଆଶଙ୍କା ଅଶଙ୍କା ରହିଛି । ତେଣୁ ରାଜ୍ୟ ସରକାରଏହି ସମୟରେ ପିଲାମାନଙ୍କୁ ସ୍କୁଲରେ ଛୁଟି ଘୋଷଣା କରିଛନ୍ତି । ସୂଚନା ଅନୁସାରେ ଆଜିଠାରୁ ଆସନ୍ତା ରବିବାର ଅର୍ଥାତ୍ ଜୁଲାଇ ୧୬ ତାରିଖ ପର୍ଯ୍ୟନ୍ତ ସମସ୍ତ ସ୍କୁଲ ବନ୍ଦ […]

Continue Reading

ଭୁବନେଶ୍ୱରରୁ ଗିରଫ ହେଲେ ଦୁଇ ଜିଏସଟି ଠକ

ଭୁବନେଶ୍ୱର: ନକଲି ଇନ୍ପୁଟ୍ ଟ୍ୟାକ୍ସ କ୍ରେଡିଟ୍ (ଆଇଟିସି) ଠକେଇରେ ସମ୍ପୃକ୍ତ ଥିବା ଅଭିଯୋଗରେ ଭୁବନେଶ୍ୱରସ୍ଥିତ ଜିଏସଟିର ଗୁଇନ୍ଦା ନିର୍ଦ୍ଦେଶାଳୟ (ଡିଜିଜିଆଇ) ଦୁଇ ଜିଏସଟି ଠକକୁ ଗିରଫ କରିଛି। ଏହି ଦୁଇ ଠକ ଦିଲ୍ଲୀ ବାହାରେ ଜିଏସଟି ଠକେଇ କରି ସାରି ଭୁବନେଶ୍ୱରରେ ରହୁଥିଲେ। ଜିଏସଟିର ଗୁଇନ୍ଦା ରିପୋର୍ଟ ଆଧାରରେ ଏହି ଦୁଇ ଜଣ ଗିରଫ ହୋଇଛନ୍ତି। ଏହି ଦୁଇ ଜଣ ଅନ୍ୟ ଲୋକଙ୍କ ଆଧାର ଓ ପ୍ୟାନ କାର୍ଡ ବ୍ୟବହାର କରି ନକଲି କମ୍ପାନୀ ତିଆରି କରିବା […]

Continue Reading

ଡ୍ରାଗନ ଜୀବ ନୁହେଁ ଡ୍ରାଗନ ମନ୍ଦିର

ବ୍ୟାଙ୍ଗକ୍‌ : ଡ୍ରାଗନ ଜୀବ କଥା ନିଶ୍ଚୟ ଶୁଣିଥିବେ ହେଲେ ଡ୍ରାଗନ ମନ୍ଦିର କଥା ଜାଣିଛନ୍ତି କି? ଥାଇଲାଣ୍ଡର ନାଖୋଁ ପାଥମ୍‌ ପ୍ରଦେଶରେ ରହିଛି ଏହି ଡ୍ରାଗନ୍ ମନ୍ଦିର । ୱାଟ୍‌ ସାମ୍ଫ୍ରାନ୍‌ ମନ୍ଦିରର ଏହି ସ୍ଥାପତ୍ୟ ଶୈଳୀ ଆଶ୍ଚର୍ଯ୍ୟ ଜନକ । ରାଜଧାନୀ ବ୍ୟାଙ୍ଗକକ୍‌ ଠାରୁ ୪୦ କି.ମି. ଦୂରରେ ନିର୍ମିତ ଏହି ୧୭ ମହଲା ବିଶିଷ୍ଟ ଏବଂ ଏହି ମନ୍ଦିରର ଉପରୁ ତଳ ଯାଏ ୮୦ ମିଟର ଲମ୍ବର ଏକ ବିଶାଳ ଡ୍ରାଗନ୍‌ ଗୁଡ଼େଇ […]

Continue Reading

ଶାନ୍ତି ଦେବ ବଟବୃକ୍ଷ

ପୁରାଣ ଶାସ୍ତ୍ର ଅନୁସାରେ ବରଗଛକୁ ଦେବବୃକ୍ଷ ବୋଲି ପୂଜାର୍ଚ୍ଚନା କରାଯାଇଥାଏ । ଏହି ବୃକ୍ଷରେ ତ୍ରିଦେବ ବାସ କରୁଥିବାର ମାନ୍ୟତା ମଧ୍ୟ ରହିଛି। ଏହାସହ ଲୋକ ବିଶ୍ୱାସ ଅନୁଯାୟୀ ବରଗଛର ମୂଳରେ ବ୍ରହ୍ମା , ଗଣ୍ଡିରେ ବିଷ୍ଣୁ ଓ ଡ଼ାଳପତ୍ରରେ ସ୍ୱୟଂ ଶିବ ବାସ କରନ୍ତି । ଏଥିପାଇଁ ବରଗଛକୁ ପୂଜା କରିବା ଦ୍ୱାରା ତ୍ରିଦେବ ପ୍ରସନ୍ନ ହୋଇ ଧନ ସମ୍ପତି ପ୍ରଦାନ କରିବା ସହ ଏହାଦ୍ବାରା ମହିଳାମାନେ ସୈାଭାଗ୍ୟବତୀ ହୋଇଥାନ୍ତି । ବରଗଛ ପୂଜା କରିବା […]

Continue Reading