ରାତି ପାହିଲେ ଦେବସ୍ନାନ ପୁର୍ଣ୍ଣିମା: ଆଜି ରାତି ୧୦ଟାରୁ ୧୬ ଘଣ୍ଟା ପାଇଁ ଶ୍ରୀମନ୍ଦିରରେ ଶ୍ରୀଜିଉଙ୍କ ଦର୍ଶନ ବନ୍ଦ

ପୁରୀ: ଦେବସ୍ନାନ ପୁର୍ଣ୍ଣିମା ପାଇଁ ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ ପହଁଚିଛି। ରାତି ପାହିଲେ ମହା ସ୍ନାନ କରିବେ ମହାପ୍ରଭୁ । ଏବେଠାରୁ ଶ୍ରୀଜୀଉଙ୍କ ଗଜବେଶ ଦର୍ଶନ ପାଇଁ ଭକ୍ତ ମାନଙ୍କ ମଧ୍ୟରେ ପ୍ରବଳ ଉତ୍ସାହ ଦେଖିବାକୁ ମିଳିଛି । ଏବେଠାରୁ ରାଜ୍ୟ ତଥା ରାଜ୍ୟ ବାହାରୁ ଶ୍ରଦ୍ଧାଳୁମାନେ ଆସି ପହଞ୍ଚିଲେଣି । ତେବେ ଦେବସ୍ନାନ ନୀତି ପାଇଁ ଆଜି ରାତି ୧୦ଟାରୁ ଆସନ୍ତାକାଲି ଦିନ ୨ଟା ପର୍ଯ୍ୟନ୍ତ(୧୬ ଘଣ୍ଟା) ଶ୍ରୀଜିଉଙ୍କ ସାଧାରଣ ଦର୍ଶନ ବନ୍ଦ ରହିବ । […]

Continue Reading

ଆଇପିଏଲ ସରିଲା, ଏବେ ଟିମ ଇଣ୍ଡିଆର ଆଗକୁ ରହିଛି ବ୍ୟସ୍ତବହୂଳ କାର୍ଯ୍ୟସୂଚୀ

ନୂଆଦିଲ୍ଲୀ: ଆଇପିଏଲର ସମାପ୍ତି ପରେ ଏବେ ଭାରତୀୟ କ୍ରିକେଟ ଦଳ ନିକଟରେ ବ୍ୟସ୍ତବହୂଳ କାର୍ଯ୍ୟସୂଚୀ ରହିଛି । ୭ ଜୁନରୁ ଓଭାଲରେ ଭାରତ-ଅଷ୍ଟ୍ରେଲିଆ ମଧ୍ୟରେ ୱାର୍ଲ୍ଡ ଟେଷ୍ଟ ଚାମ୍ପିୟନଶିପର ଫାଇନାଲ ମ୍ୟାଚ ଖେଳାଯିବ । ଏହା ପରେ ଟିମ ଇଣ୍ଡିଆ ୱେଷ୍ଟଇଣ୍ଡିଜ ଗସ୍ତରେ ଯିବ । ସେଠାରେ ୨ଟି ଟେଷ୍ଟ, ୩ଟି ଟି୨୦ ଓ ୩ଟି ଦିନିକିଆ ମ୍ୟାଚ ଖେଳାଯିବ । ୧୨ ଜୁଲାଇରୁ ୧୩ ଅଗଷ୍ଟ ପର୍ଯ୍ୟନ୍ତ ଏହି ସିରିଜ ଆୟୋଜିତ ହେବ । ଏହି […]

Continue Reading

ଆସନ୍ତା ୩୦ ତାରିଖ ସୁଦ୍ଧା ଛାତ୍ରଛାତ୍ରୀଙ୍କୁ ମିଳିବ ସ୍କୁଲ ୟୁନିଫର୍ମ: ପ୍ରଥମରୁ ଅଷ୍ଟମ ପିଲାଙ୍କୁ ପୋଷାକ ପ୍ରଦାନ ନେଇ ଜାରି ହେଲା ଗାଇଡଲାଇନ୍

ଭୁବନେଶ୍ୱର: ରାଜ୍ୟରେ ଶିକ୍ଷାର ବିକାଶ ପାଇଁ ରାଜ୍ୟ ସରକାର ନୂଆ ନୂଆ ପଦକ୍ଷେପ ଗ୍ରହଣ କରୁଛନ୍ତି । ଏହା ମଧ୍ୟରେ ପ୍ରଥମରୁ ଅଷ୍ଟମ ଶ୍ରେଣୀର ପିଲାଙ୍କୁ ୟୁନିଫର୍ମ ପ୍ରଦାନ ନେଇ ଗାଇଡଲାଇନ୍ ଜାରି କରାଯାଇଛି । ଆସନ୍ତା ୩୦ ତାରିଖ ସୁଦ୍ଧା ପିଲାଙ୍କୁ ସ୍କୁଲ ୟୁନିଫର୍ମ ପ୍ରଦାନ କରାଯିବ । ପ୍ରତି ପିଲାଙ୍କୁ ୨ ହଳ ପୋଷାକ, ହଳେ ଜୋତା, ୨ ହଳ ମୋଜା ପ୍ରଦାନ କରାଯିବ । ଏଥିସହିତ ପିଲାଙ୍କୁ ଗୋଟିଏ ଟି-ଶାର୍ଟ, ଗୋଟିଏ ଟୋପି, […]

Continue Reading

କାଲିଠୁ ଭୁବନେଶ୍ୱରରୁ ସିଙ୍ଗାପୁର ଓ ବ୍ୟାଂକକୁ ଉଡ଼ିବ ସିଧାସଳଖ ବିମାନ

ଭୁବନେଶ୍ୱର: ଦୁବାଇକୁ ସିଧାସଳଖ ବିମାନ ସେବା ଆରମ୍ଭ ପରେ ଆସନ୍ତାକାଲି (ଶନିବାର) ଠାରୁ ସିଙ୍ଗାପୁର ଓ ବ୍ୟାଂକକ ସିଧାସଳଖ ବିମାନ ଉଡ଼ିବ । ଭୁବନେଶ୍ୱରରୁ ସିଙ୍ଗାପୁର ଓ ବ୍ୟାଂକକକୁ ରାଉଣ୍ଡ ଟ୍ରିପ୍ ବିମାନ ଭଡ଼଼ା ୧୫ ହଜାର ଟଙ୍କା ରହିଛି । ଭୁବନେଶ୍ୱର-ସିଙ୍ଗାପୁର ବିମାନ ଭୁବନେଶ୍ୱରରୁ ସକାଳ ୬ଟା ୨୫ରେ ଛାଡ଼ିବାକୁ ଥିବା ବେଳେ ସିଙ୍ଗାପୁରରେ ଦିନ ଗୋଟାଏ ୫ରେ ପହଞ୍ଚିବ । ସିଙ୍ଗାପୁର-ଭୁବନେଶ୍ୱର ବିମାନ ସିଙ୍ଗାପୁରରୁ ଦିନ ୨ଟା ୧୦ରେ ଛାଡ଼ିବ । ଭୁବନେଶ୍ୱର-ବ୍ୟାଂକକ ବିମାନ […]

Continue Reading

ଆସନ୍ତା ଦୁଇ ଦିନ ଭିତରେ କେରଳ ଛୁଇଁବ ଦକ୍ଷିଣ-ପଶ୍ଚିମ ମୌସୁମୀବାୟୁ, ପାଣିପାଗ ବିଭାଗର ପୂର୍ବାନୁମାନ

ଭୁବନେଶ୍ୱର: ଦକ୍ଷିଣ-ପଶ୍ଚିମ ମୌସୁମୀବାୟୁ ଭାରତୀୟ ଉପଦ୍ୱୀପଆଡକୁ ଧୀରେଧୀରେ ଗତି କରୁଥିବାରୁ ଆସନ୍ତା ଦୁଇଦିନ ଭିତରେ ମୌସୁମୀ କେରଳ ଛୁଇବ ବୋଲି ଭାରତୀୟ ପାଣିପାଗ ବିଭାଗ ଅନୁମାନ କରିଛି । ଦକ୍ଷିଣ-ପଶ୍ଚିମ ମୌସୁମୀବାୟୁ ଦକ୍ଷିଣ ଆରବ ସାଗର, ମାଳଦ୍ୱୀପ- ଲକ୍ଷାଦ୍ୱୀପ,କୁମୋରିନ୍‍ ଅଞ୍ଚଳ, ଦକ୍ଷିଣ ବଙ୍ଗୋପସାଗର ଓ ପୂର୍ବମଧ୍ୟ ବଙ୍ଗୋପସାଗର ଆଡକୁ ଅଗ୍ରସର ହୋଇଛି । ପାଣିପାଗ ବିଭାଗ ସୂଚନା ଅନୁସାରେ ଏ ମାସର ଦ୍ୱିତୀୟ ସପ୍ତାହ ଶେଷ ଆଡକୁ ମୌସୁମୀ ଓଡ଼ିଶା ଛୁଇଁପାରେ। ଅନ୍ୟପକ୍ଷରେ ରାଜ୍ୟରେ ଗ୍ରୀଷ୍ମପ୍ରବାହ ଏବଂ […]

Continue Reading

ଶୁକ୍ରବାର ପ୍ରକାଶ ପାଇବ ଓଡ଼ିଶା ଜେଇଇ ପରୀକ୍ଷା ଫଳ

ଭୁବନେଶ୍ୱର: ଓଡ଼ିଶା ଯୁଗ୍ମ ପ୍ରବେଶିକା ପରୀକ୍ଷା (ଓଜେଇଇ) ରେଜଲ୍ଟ ଶୁକ୍ରବାର ପୂର୍ବାହ୍ନ ୧୧ଟାରେ ପ୍ରକାଶ ପାଇବ ବୋଲି ସରକାରୀ ସୂତ୍ରରୁ ଜଣାପଡ଼ିଛି। ଓଜେଇଇର ଅଫିସିଆଲ ଓ୍ୱେବସାଇଟକୁ ଯାଇ ପରୀକ୍ଷାର୍ଥୀମାନେ ସେମାନଙ୍କ ରେଜଲ୍ଟ ଜାଣିପାରିବେ। ଓଜେଇଇ ପରୀକ୍ଷା ମେ ୮ରୁ ୧୫ ତାରିଖ ଯାଏ ରାଜ୍ୟ ବାହାରେ ୩ଟି ପରୀକ୍ଷା କେନ୍ଦ୍ର ସମେତ ୩୩ଟି ଭିନ୍ନ ଭିନ୍ନ ସ୍ଥାନରେ ୪୭ଟି ପରୀକ୍ଷା କେନ୍ଦ୍ରରେ ଅନୁଷ୍ଠିତ ହୋଇଥିଲା। ବି ଫାର୍ମ ଭଳି ବିଭିନ୍ନ ପାଠ୍ୟକ୍ରମରେ ନାମଲେଖାର ସୁବିଧା ପାଇଁ ଏହି […]

Continue Reading

ବିଶ୍ୱ ଟେଷ୍ଟ୍ ଚାମ୍ପିୟନସିପ୍ ପୁର୍ବରୁ ଭାରତୀୟ କ୍ରିକେଟ୍ ଟିମ୍‌ର ନୂଆ ଜର୍ସି ଲଞ୍ଚ କଲା ଆଡିଡାସ୍‌

ନୂଆଦିଲ୍ଲୀ: ବିଶ୍ୱ ଟେଷ୍ଟ୍ ଚାମ୍ପିୟନସିପ୍ ପୁର୍ବରୁ ଗୁରୁବାର ଭାରତୀୟ ଟିମ୍‌ର ନୂଆ ଜର୍ସି ଲଞ୍ଚ କରିଛି ଆଡିଡାସ୍। ଏବେ ଭାରତୀୟ ଟିମ୍ ଟି-୨୦ ଏବଂ ଦିନିକିଆରେ ଦୁଇଟି ଜର୍ସିରେ ନଜର ଆସିବ। ଭାରତୀୟ କ୍ରିକେଟ୍ କଣ୍ଟ୍ରୋଲ ବୋର୍ଡ(ବିସିସିଆଇ)ର କିଟ୍ ପ୍ରୟୋଜକ ହେବା ପରେ ଆଡିଡାସ୍ ନୂଆ କିଟ୍ ଏବଂ ଜର୍ସି ଲଞ୍ଚ କରିଛି। ପ୍ରଶଂସକମାନଙ୍କ ମଧ୍ୟରେ ଆଡିଡାସ୍‌ର ନୂଆ କିଟ୍ ଦେଖିବାକୁ ବ୍ୟାକୁଳତା ଦେଖିବାକୁ ମିଳିଥିଲା । ଏହି ଅପେକ୍ଷାର ଅନ୍ତ ଘଟାଇ କ୍ରୀଡା ସାମଗ୍ରୀରେ ବିଶ୍ୱର […]

Continue Reading

୧୨ ପ୍ରତିଶତ ବଢ଼ିଲା GST କଲେକ୍ସନ: ମଇ ମାସରେ ସଂଗ୍ରହ ହେଲା ୧.୫୭ ଲକ୍ଷ କୋଟି

ନୁଆଦିଲ୍ଲୀ: ମଇ ମାସରେ ସେବା ଏବଂ ଦ୍ରବ୍ୟ କର(ଜିଏସ୍‌ଟି) ସଂଗ୍ରହ ଗତବର୍ଷ ମାଇ ତୁଳନାରେ ୧୨ ପ୍ରତିଶତ ବଢି ୧,୫୭,୦୯୦ କୋଟିରେ ପହଞ୍ଚିଛି। ମଇ ମାସରେ ମୋଟ୍ କର ସଂଗ୍ରହ ୧,୫୭,୦୯୦ କୋଟି ରହିଥିଲା। ଏଥିରେ ସିଜିଏସ୍‌ଟି ୨୮,୪୧୧ କୋଟି, ଏସ୍‌ଜିଏସ୍‌ଟି ୩୫,୮୨୮ କୋଟି ଏବଂ ଆଇଜିଏସ୍‌ଟି ୮୧,୩୬୩ କୋଟି ରହିଥିଲା। ମଇ ମାସରେ ସରକାର ଇଣ୍ଟିଗ୍ରେଟେଡ୍ ଜିଏସ୍‌ଟି ରୁ ସେଣ୍ଟ୍ରାଲ୍ ଜିଏସ୍‌ଟି ରେ ୩୫,୩୬୯ କୋଟି ଏବଂ ରାଜ୍ୟ ଜିଏସ୍‌ଟିରେ ୨୯,୭୬୯ କୋଟି ଟଙ୍କା ସେଟେଲମେଣ୍ଟ […]

Continue Reading

ବଡ ଖବର: ଜୁନ୍ ୮ ତାରିଖ ସୁଦ୍ଧା ପ୍ରକାଶ ପାଇବ +୨ କଳା ରେଜଲ୍ଟ

ଭୁବନେଶ୍ୱର: ଆଜି ପୂର୍ବାହ୍ନରେ ପ୍ରକାଶ ପାଇଛି ଓଡିଶାର +୨ ବିଜ୍ଞାନ ଏବଂ ବାଣିଜ୍ୟ ଛାତ୍ରଛାତ୍ରୀଙ୍କ ପରୀକ୍ଷା ଫଳ । ବର୍ତ୍ତମାନ +୨ କଳା ଛାତ୍ରଛାତ୍ରୀ ନିଜ ରେଜଲ୍ଟକୁ ଅପେକ୍ଷା କରି ରହିଛନ୍ତି । ତେବେ ଏହା ମଧ୍ୟରେ ସେମାନଭ୍କ ପରୀକ୍ଷା ଫଳର ତାରିଖ ମଧ୍ୟ ଘୋଷଣା ହୋଇଛି । ଆସନ୍ତା ଜୁନ୍ ୮ ତାରିଖ ସୁଦ୍ଧା +୨ କଳା ଛାତ୍ରଛାତ୍ରୀଙ୍କ ପରୀକ୍ଷା ଫଳ ମଧ୍ୟ ଘୋଷଣା ହୋଇପାରେ । ଏ ନେଇ ପରୀକ୍ଷା ନିୟନ୍ତ୍ରକ ଅଶୋକ ନାୟକ ସୂଚନା […]

Continue Reading

ବିଧାନସଭା ନିର୍ବାଚନରେ ଏକାଠି ଲଢ଼ିବେ ସଚିନ୍ ପାଇଲଟ ଓ ଅଶୋକ ଗେହଲୋଟ୍: ଖଡ଼ଗେଙ୍କ ବାସଭବନରେ ଲମ୍ବା ବୈଠକରେ ହେଲା ନିଷ୍ପତି

ନୂଆଦିଲ୍ଲୀ: ରାଜସ୍ଥାନ କଂଗ୍ରେସରେ ଚାଲିଥିବା ବିବାଦ ମଧ୍ୟରେ ଆଜି ଦଳର ମୁଖିଆ ମଲ୍ଲିକାର୍ଜୁନ ଖଡ଼ଗେଙ୍କ ବାସଭବନରେ ବଡ଼ ବୈଠକ ହୋଇଛି। ଏହି ବୈଠକରେ ରାହୁଲ ଗାନ୍ଧୀ ଏବଂ ମଲ୍ଲିକାର୍ଜୁନ ଖଡ଼ଗେଙ୍କ ସହ ଆଲୋଚନା ପାଇଁ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲୋଟ ଏବଂ ତାଙ୍କର ପୂର୍ବତନ ଡେପୁଟି ତଥା ରାଜନୈତିକ ପ୍ରତିଦ୍ୱନ୍ଦ୍ୱୀ ସଚିନ ପାଇଲଟ ଉପସ୍ଥିତ ଥିଲେ। ଏହି ବୈଠକରେ କଂଗ୍ରେସ ଆଜି ରାଜସ୍ଥାନ ବିଧାନସଭା ନିର୍ବାଚନ ପ୍ଲାନିଂ ଆରମ୍ଭ କରିଛି। ରାଜସ୍ଥାନରେ ବିଧାନସଭା ନିର୍ବାଚନ ଚଳିତ ବର୍ଷ ଶେଷ […]

Continue Reading