ବସ୍ ଡ୍ରାଇଭରକୁ ହେଲା ହୃଦଘାତ, ମୃତ୍ୟୁ ପୂର୍ବରୁ ବଞ୍ଚାଇଲେ ୩୦ ଯାତ୍ରୀଙ୍କ ଜୀବନ

ମଦୁରାଇ: ବସ ଚାଳକ ଗାଡ଼ି ଚଳାଉଥିବା ସମୟରେ ଛାତିରେ ଯନ୍ତ୍ରଣା ଅନୁଭବ କରିଥିଲେ । ହୃଦଘାତ ହେବା ପୂର୍ବରୁ ସେ ଠିକ୍ ସମୟରେ ବସ ଅଟକାଇ ୩୦ଜଣ ଯାତ୍ରୀଙ୍କ ଜୀବନ ରକ୍ଷା କରିବାରେ ବସ ଚାଳକ ସଫଳ ହୋଇଥିଲେ । ଏହିପରି ଏକ ଘଟଣା ଦେଖିବାକୁ ମିଳିଛି ତାମିଲନାଡ଼ୁ ମଦୁରାଇରେ । ୪୪ବର୍ଷୀୟ ଏମ୍. ଅରୁମୁଗମ୍ ଜଣେ ତାମିଲନାଡ଼ୁ ରାଜ୍ୟ ପରିବହନ ନିଗମ (ଟିଏନଏସଟିସି) ବସ୍ ଡ୍ରାଇଭର । ସକାଳ ୬ଟା ୨୦ରେ ଏସ୍.ବାକେୟାରାଜ ସହିତ ଆରାପ୍ପଲାୟମରୁ […]

Continue Reading

ବିଧାନସଭାରେ ବିରୋଧୀଙ୍କର ଘଣ୍ଟମାଡ,ଆସନ୍ତାକାଲି ଯାଏଁ ଗୃହ ମୁଲତବୀ

ଭୁବନେଶ୍ୱର: ପୁଣି ବିଧାନସଭାରେ ବିରୋଧୀଙ୍କ ହୋହଲ୍ଲା । ବାଚସ୍ପତିଙ୍କ ଉପରକୁ ପ୍ଲାକାର୍ଡ ଫିଙ୍ଗିଲେ ବିରୋଧୀ । ଅପରାହ୍ନରେ ମନ୍ତ୍ରୀ ପ୍ରତାପ ଜେନା ବିଧାନସଭାରେ ପଞ୍ଚାୟତିରାଜ ବିଭାଗର ଖର୍ଚ୍ଚ ଦାବି ଉପସ୍ଥାପିତ କରୁଥିବାବେଳେ ବିରୋଧୀମାନେ ମନ୍ତ୍ରୀଙ୍କ ଆଗରେ ହୋହଲ୍ଲା କରିଛନ୍ତି । ଖାଲି ସେତିକି ନୁହେଁ ବିଜେପି ବିଧାୟକମାନେ ବିଧାନସଭା ଭିତରେ ଘଣ୍ଟ ବାଡେଇ ହଟ୍ଟଗୋଳ କରିଥିଲାବେଳେ, କଂଗ୍ରେସ ବିଧାୟକ ମଧ୍ୟ ଗୃହ ଭିତରେ ହୋ ହଲ୍ଲା କରିଛନ୍ତି । ବିଧାନସଭାରେ ଆଜି ବିରୋଧୀ କଂଗ୍ରେସ ଓ ବିଜେପି […]

Continue Reading

ଆଇପିଏଲରେ ରୋହିତଙ୍କୁ ବଡ ଦାୟିତ୍ୱ ଦେବାକୁ ଚାହୁଁଥିଲେ ଗିଲକ୍ରିଷ୍ଟ: ପ୍ରଜ୍ଞାନ ଓଝା

ଭୁବନେଶ୍ୱର: ବିରାଟ କୋହଲିଙ୍କ ଆଗରୁ ରୋହିତ ଶର୍ମା ଆନ୍ତର୍ଜାତୀୟ କ୍ରିକେଟରେ ପଦାର୍ପଣ କରିଥିଲେ । ଦୀର୍ଘ ଦିନ ପରେ ରୋହିତ ଏବେ ଟିମ ଇଣ୍ଡିଆ ଟି୨୦ ଏବଂ ଦିନିକିଆ ଦଳର ଅଧିନାୟକ ଭାବେ ନିଯୁକ୍ତ ହୋଇଛନ୍ତି । ରୋହିତଙ୍କ ଦକ୍ଷତା ନେଇ ଭାରତର ପୂର୍ବତନ କ୍ରିକେଟର ତଥା ଓଡିଆ ଖେଳାଳି ପ୍ରଜ୍ଞାନ ଓଝା ଗୁରୁବାର ଏକ ଖୁଲାସା କରିଛନ୍ତି । ସେ କହିଛନ୍ତି ୨୦୦୯ ଆଇପିଏଲ ଅବସରରେ ଅଷ୍ଟ୍ରେଲିଆର ମହାନ ଖେଳାଳି ଆଡାମ ଗିଲକ୍ରିଷ୍ଟ ତାଙ୍କୁ ଡେକାନ […]

Continue Reading

ପୁଣି ଝିପ୍ ଝିପ୍ ବର୍ଷାରେ ଓଦା ହେଲା ଫସଲ , ଚିନ୍ତାରେ ଚାଷୀ

ଭୁବନେଶ୍ୱର: ପୁଣି ଝିପ୍ ଝିପ୍ ବର୍ଷାରେ ଓଦା ହେଲା ଫସଲ , ଚିନ୍ତାରେ ଚାଷୀ । ବାତ୍ୟା ପ୍ରଭାବରେ ବର୍ଷା ଯୋଗୁଁ ପାଚିଲା ଧାନ ପାଣିରେ ଭାସୁଥିବା ବେଳେ, ପୁଣି ଆଜି ସକାଳୁ ଝିପି ଝିପି ବର୍ଷା ଜାରି ରହିଥିବାରୁ ଚିନ୍ତାରେ ଚାଷୀ କୂଳ । ବାତ୍ୟା ପରଠାରୁ ହେକ୍ଟର ହେକ୍ଟର ଚାଷ ଜମି ବର୍ଷା ଜଳରେ ବୁଡି ରହିଛି । ଜମିରୁ ବର୍ଷା ପାଣି ଏ ପର୍ଯ୍ୟନ୍ତ ନିଷ୍କାସନ ହୋଇପାରିନାହିଁ । କଟା ହୋଇଥିବା ଧାନ ପାଣିରେ […]

Continue Reading

ରାଜ୍ୟରେ ପାଗ କୋହଲା ରହିବା ସହ କିଛି ଜିଲ୍ଲାରେ ଝିପ ଝିପ ବର୍ଷା ସମ୍ଭାବନା

ଭୁବନେଶ୍ୱର : ରାଜ୍ୟରେ ପାଗ କୋହଲା ରହିଛି । କିଛି ଜିଲ୍ଲାରେ ଝିପି ଝିପ ବର୍ଷା ଜାରି ରହିବ ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରିଛି। ଏହା ସହ ହାଲୁକା ଥଣ୍ଡା ପବନ ବୋହିବ। ଆଜି ସକାଳୁ ମଧ୍ୟ କିଛି ସ୍ଥାନରେ ଝିପି ଝିପି ବର୍ଷା ଜାରି ରହିଛି। ଏହା ସହ କିଛି ଜିଲ୍ଲାରେ ଆଗାମୀ ୩ ଘଣ୍ଟା ମଧ୍ୟରେ ସ୍ପଳ୍ପରୁ ମଧ୍ୟମ ଧରଣର ବର୍ଷା ହେବାର ସମ୍ଭାବନା ରହିଛି ବୋଲି ପାଣିପାଗ ବିଭାଗ ପକ୍ଷରୁ କୁହାଯାଇଛି। […]

Continue Reading

କୁଏତରୁ ଫେରିଥିବା ଯାଜପୁରର ଦୁଇଜଣ କରୋନା ସଂକ୍ରମିତ

ଯାଜପୁର: କୁଏତରୁ ଫେରିଥିବା ଯାଜପୁର ଜିଲ୍ଲାର ଦୁଇଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ ଜଣେ ବଡ଼ଚଣା ଓ ଅନ୍ୟ ଜଣେ ବରୀ ଅଞ୍ଚଳର ବୋଲି ଜଣାପଡ଼ିଛି । ସୂଚନା ଅନୁସାରେ, ଗତ ନଭେମ୍ବର ୨୬ତାରିଖରେ ସେମାନେ କୁଏତରୁ ଭାରତକୁ ଆସିଥିଲେ । ସେମାନଙ୍କର ଆରଟିପିସିଆର ଟେଷ୍ଟ କରିବା ପରେ କରୋନା ପଜିଟିଭ ହୋଇଥିବା ଜଣାପଡ଼ିଥିଲା । ଏହା ଓମିକ୍ରନ ଭ୍ୟାରିଏଣ୍ଟ କି ନୁହେଁ, ଏହାର ଜେନମ ସିକ୍ୱେନ୍ସ ପରୀକ୍ଷା ପାଇଁ ନମୂନା ଭୁବନେଶ୍ୱର […]

Continue Reading

୧୩ ତାରିଖରେ ମୁଖ୍ୟମନ୍ତ୍ରୀଙ୍କ କଟକ ଗସ୍ତ , ସ୍ଥିତି ଅନୁଧ୍ୟାନ କଲେ ନଗର ଉନ୍ନୟନ ମନ୍ତ୍ରୀ

କଟକ :  ଆସନ୍ତା ୧୩ ତାରିଖରେ କଟକ ଯିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। କଟକରେ ବିଜୁ ସ୍ୱାସ୍ଥ୍ୟ କାର୍ଡ ଯୋଜନାର ଶୁଭାରମ୍ଭ କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ସ୍ମାର୍ଡ କାର୍ଡ ବଣ୍ଟନ କାର୍ଯ୍ୟକ୍ରମ କଟକ ବାଲିଯାତ୍ରା ପଡ଼ିଆରେ ଅନୁଷ୍ଠିତ ହେବ। ମୁଖ୍ୟମନ୍ତ୍ରୀଙ୍କ ଗସ୍ତ ପୂର୍ବରୁ ଆଗୁଆ ସମୀକ୍ଷା କରିବା ସହ ବାଲିଯାତ୍ରା ପଡ଼ିଆ ଯାଇ ସ୍ଥିତି ଅନୁଧ୍ୟାନ କରିଛନ୍ତି ନଗର ଉନ୍ନୟନ ମନ୍ତ୍ରୀ ପ୍ରତାପ ଜେନା। ଅନ୍ୟପଟେ ମନ୍ତ୍ରୀ ସମୀକ୍ଷା କରିବା ସମୟରେ ତାଙ୍କ ସହିତ କଟକ […]

Continue Reading

“ଜୱାଦ” କ୍ଷତିଗ୍ରସ୍ତ ଚାଷୀଙ୍କୁ କ୍ଷତିପୂରଣ ଦାବିରେ ୧୫ ଡିସେମ୍ବରରେ ଧାରଣା ଦେବ କଂଗ୍ରେସ

ଭୁବନେଶ୍ୱର : ଜୱାଦ କ୍ଷତିଗ୍ରସ୍ତ ଚାଷୀଙ୍କୁ ରାଜ୍ୟ ସରକାର ତୁରନ୍ତ କ୍ଷତି ପୁରଣ ଦିଅନ୍ତୁ ବୋଲି କଂଗ୍ରେସ କହିଛି। ଆର୍ଥିକ ସହାୟତା, କୃଷିଋଣ ଛାଡ ସମେତ ବିଭିନ୍ନ ଦାବି ପୂରଣ ନହେଲେ ଚଳିତ ମାସ ୧୫ ତାରିଖରେ ରାଜଭବନ ସମ୍ମୁଖରେ ଧାରଣା ଦେବେ ପ୍ରଦେଶ କିଷାନ କଂଗ୍ରେସ। ଜୱାଦ ଜନିତ ଅଦିନିଆ ବର୍ଷା ଓଡ଼ିଶାର ଚାଷୀ ଭାଇ ମାନଙ୍କ ବର୍ଷକର ଆହାର ଛଡାଇ ନେଇଛି।ଏଭଳି ବିତ୍ପାତ ସମୟରେ ରାଜ୍ୟ ଓ କେନ୍ଦ୍ର ସରକାର ତୁରନ୍ତ ଚାଷୀମାନଙ୍କୁ ଉପଯୁକ୍ତ […]

Continue Reading

ଧାରଣାକୁ ଓହ୍ଲାଇଛି ଓଡ଼ିଶା ମାଧ୍ୟମିକ ସ୍କୁଲ ଶିକ୍ଷକ ସଂଘ

କୋରାପୁଟ: ଓଡ଼ିଶା ମାଧ୍ୟମିକ ଶିକ୍ଷା ପରିଷଦର ନିଷ୍ପତ୍ତିକୁ ବିରୋଧ କରି ଧାରଣାକୁ ଓହ୍ଲାଇଛି ଓଡ଼ିଶା ମାଧ୍ୟମିକ ଶିକ୍ଷକ ସଂଘ । ଜୟପୁରସ୍ଥିତ ଆଞ୍ଚଳିକ କାର୍ଯ୍ୟାଳୟ ସମ୍ମୁଖରେ ଶିକ୍ଷା ଧାରଣା ଦେଉଛି ଶିକ୍ଷକ ସଂଘ । ଏଥିରେ ଅଭିବକ୍ତ କୋରାପୁଟ ଜିଲ୍ଲାର ଓଡ଼ିଶା ମାଧ୍ୟମିକ ଶିକ୍ଷକ ସଂଘ ସମସ୍ତ କର୍ମକର୍ତ୍ତା ସାମିଲ ହୋଇଛନ୍ତି । ବୋର୍ଡ଼ ଆଗରେ ୨୦ ଦଫା ଦାବି ରଖି ଧାରଣା ଦେଉଛି ମାଧ୍ୟମିକ ଶିକ୍ଷକ ସଂଘ । ସଂଘର ଏହି ଦାବିକୁ ସମର୍ଥନ ଜଣାଇ […]

Continue Reading

ଏସଟିଏଫ୍ ପଞ୍ଝାରେ ହାତୀ ଦାନ୍ତ ଶିକାରୀ ,୯ କି.ଜି ଓଜନର ହାତୀ ଦାନ୍ତ ଜବତ

ବଲାଙ୍ଗୀର : ଏସଟିଏଫ୍ ହାତରେ ଧରାପଡ଼ିଲା ହାତୀ ଦାନ୍ତ ଚୋରା ଚାଲଣକାରୀ। ବଲାଙ୍ଗୀର ଜିଲ୍ଲା ଗୁଡଭେଲାରେ ଡିଲ୍ ବେଳେ ଏସଟିଏଫ୍ ଓ ବନ ବିଭାଗ ପଞ୍ଝାରେ ପଡ଼ିଯାଇଥିଲେ ଏହି ଶିକାରୀ ଜଣକ। ଗିରଫ ହୋଇଥିବା ଅଭିଯୁକ୍ତ ହେଉଛି ବିପୁଲ ବାଗ। ବିପୁଲ ଠାରୁ ୯ କେଜି ଓଜନ ହାତୀ ଦାନ୍ତ ଜବତ କରିଛି ବନ ବିଭାଗ। ୨୦୨୧ରୁ ଆଜି ପର୍ଯ୍ୟନ୍ତ୨୧ଟି ବାଘ ଛାଲ ,୧୨ଟି ହାତୀ ଦାନ୍ତ.୨ ଟି ହରିଣ ଛାଲ ଏବଂ ୮ଟି ଜୀବନ୍ତ ବଜ୍ରକାପ୍ତା, […]

Continue Reading