ବିଜେଡିରେ ମିଶିଲେ ବିଜେପି ନେତା ଧନୁର୍ଜୟ ସିଦ୍ଧୁ

ଭୁବନେଶ୍ବର: ବିଜେଡିରେ ମିଶିଲେ ତେଲକୋଇର ବିଜେପି ନେତା ଧନୁର୍ଜୟ ସିଦ୍ଧୁ । ତେଲକୋଇର ପୂର୍ବତନ ବିଜେପି ବିଧାୟକ ପ୍ରାର୍ଥୀ ଧନୁର୍ଜୟ ସିଦ୍ଧୁ । ବିଜୁ ଜନତା ଦଳ ପକ୍ଷରୁ ଅନୁଷ୍ଠିତ ମିଶ୍ରଣ ପର୍ବରେ ସେ ବିଜେଡିରେ ସାମିଲ ହୋଇଛନ୍ତି । ସଙ୍ଗଠନ ସମ୍ପାଦକ ପ୍ରଣବ ପ୍ରକାଶ ଦାସଙ୍କ ଉପସ୍ଥିତିରେ ଧନୁର୍ଜୟ ସିଦ୍ଧୁ ବିଜେଡି ଦଳରେ ଯୋଗ ଦେଇଛନ୍ତି । ଧନୁର୍ଜୟ ୨୦୦୪ରେ କେନ୍ଦୁଝର ଜିଲ୍ଲା ଚମ୍ପୁଆ ଆସନରୁ କଂଗ୍ରେସ ପ୍ରାର୍ଥୀ ଭାବେ ବିଧାୟକ ନିର୍ବାଚିତ ହୋଇଥିଲେ । […]

Continue Reading

ଇଂଟରନେଟରେ ଝଡ ସୃଷ୍ଟି କଲା ଆରଆରଆର ଟ୍ରେଲର: ୨୪ ଘଂଟାରେ ୫୦ ମିଲିୟନ ଭ୍ୟୁଜ

ମୁମ୍ବାଇ: ଏସଏସ ରାଜମୌଲୀଙ୍କ ଆରଆରଆର ଫିଲ୍ମର ଟ୍ରେଲର ଇଂଟରନେଟ ଓ ସୋସିଆଲ ସାଇଟରେ ଝଡ ସୃଷ୍ଟି କରିଛି । ହିନ୍ଦୀ, ତେଲୁଗୁ, ତାମିଲ, ମାଲାୟଲମ ଓ କନ୍ନଡ ଭାଷାରେ ଏହାର ଟ୍ରେଲରକୁ ୨୪ ଘଂଟାରେ ୫୧.୧୨ ମିଲିୟନ ଭ୍ୟୁଜ ମିଳିଯାଇଛି । ଯାହାକି ଏକ ରେକର୍ଡ । ଏହା କେଜିଏଫ ଚ୍ୟାପ୍ଟର ୨ର ଟେଲର ୨ ଦିନରେ ୧୦୦ ମିଲିୟନ ଭ୍ୟୁଜ ହାସଲ କରିଥିଲା । ଏହା ପଛକୁ ହ୍ରିତିକ ରୋଶନ ଓ ଟାଇଗର ଶ୍ରଫଙ୍କ ୱାର […]

Continue Reading

ରାଜ୍ୟରେ ଓମିକ୍ରନ ସଂକ୍ରମିତ ଏଯାଏଁ ଚିହ୍ନଟ ହୋଇନାହାନ୍ତି

ଭୁବନେଶ୍ୱର: ରାଜ୍ୟରେ ଓମିକ୍ରନ ସଂକ୍ରମିତ ଏଯାଏଁ ଚିହ୍ନଟ ହୋଇନାହାନ୍ତି । ଏନେଇ ଆଇଏଲଏସ ପକ୍ଷରୁ ସୂଚନା ଦିଆଯାଇଛି । ନଭେମ୍ବର ୨୯ପରଠାରୁ ଜିନୋମ ସିକ୍ୱେନ୍ସିଂ ପାଇଁ ଆଇଏଲଏସକୁ ଯାଇଥିବା ୨୪୬ ନମୂନାରେ ଓମିକ୍ରନ ସଂକ୍ରମିତ ଚିହ୍ନଟ ହୋଇନାହାନ୍ତି । ନଭେମ୍ବର ମାସରେ ପୂର୍ବରୁ ୧୪୧ ନମୂନା ଯାଇଥିବାବେଳେ ସେଥିରେ କୌଣସି ଓମିକ୍ରନ ଚିହ୍ନଟ ହୋଇନାହିଁ । ଅନ୍ୟପଟେ କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ ନିରଞ୍ଜନ ମିଶ୍ର ପ୍ରତିକ୍ରିୟା ରଖିଛନ୍ତି । ରାଜ୍ୟରେ ଏପର୍ଯ୍ୟନ୍ତ ଓମିକ୍ରନ […]

Continue Reading

ଏସଓପି କଡାକଡି ପାଳନ ହେଉଛି, ଥଣ୍ଡା ଜ୍ଵର ହେଲେ ସ୍କୁଲ ଆସିବା ମନା : ଗଣଶିକ୍ଷା ମନ୍ତ୍ରୀ

ଭୁବନେଶ୍ୱର : ରାଜ୍ୟରେ ସ୍କୁଲ ଗୁଡିକରେ ସଂକ୍ରମଣ ବୃଦ୍ଧି ନେଇ ପ୍ରତିକ୍ରିୟା ରଖିଲେ ଗଣ ଶିକ୍ଷାମନ୍ତ୍ରୀ ସମୀର ରଞ୍ଜନ ଦାଶ । ଥଣ୍ଡା ଜ୍ଵର ହେଲେ କୌଣସି ପିଲା ସ୍କୁଲ ନଆସନ୍ତୁ ବୋଲି ଶିକ୍ଷାମନ୍ତ୍ରୀ କହିଛନ୍ତି । ସ୍କୁଲରେ ସଂକ୍ରମଣ ଏତେଟା ନାହିଁ ।ଅଭିଭାବକ ମାନେ ଚାହିଁଲେ ପିଲାମାନଙ୍କୁ ସ୍କୁଲ ଛାଡି ପାରିବେ । କରୋନା ସଂକ୍ରମଣ ରୋକିବା ପାଇଁ ପଦକ୍ଷେପ ନିଆଯାଉଛି । ଅନ୍ୟପଟେ ସ୍କୁଲ ରେ ଡ୍ରପ ଆଉଟ ବା ଅଧାରୁ ପାଠ ଛାଡିଥିବା […]

Continue Reading

ପୁଣି ଦୁଇଜଣ ଓମିକ୍ରନ ଆକ୍ରାନ୍ତ ଗୁଜୁରାଟରୁ ଚିହ୍ନଟ, ଦେଶରେ ୨୫କୁ ଛୁଇଁଲା ସଂଖ୍ୟା

ଜାମନଗର: ଶୁକ୍ରବାର ଦିନ ଗୁଜୁରାଟର ଜାମନଗରରେ ଓମିକ୍ରନ ଭ୍ୟାରିଆଣ୍ଟରେ ସଂକ୍ରମିତ କୋଭିଡ଼ ପଜିଟିଭ ରୋଗୀଙ୍କ ଆଉ ଦୁଇଟି ମାମଲା ଚିହ୍ନଟ ହୋଇଛି । ଡ଼ିସେମ୍ବର ୪ତାରିଖରେ ଗୁଜୁରାଟରେ ଜଣେ ଦକ୍ଷିଣ ଆଫ୍ରିକା ଫେରନ୍ତା ଓମିକ୍ରନ କରୋନା ଭାଇରସ୍ ଆକ୍ରାନ୍ତ ଚିହ୍ନଟ ହୋଇଥିଲେ । ଏହାକୁ ମିଶାଇ ଭାରତରେ ସମୁଦାୟ ଓମିକ୍ରନ ପଜିଟିଭ ସଂଖ୍ୟା ୨୫ରେ ପହଞ୍ଚିଛି । ଡ଼ିସେମ୍ବର ୪ତାରିଖରେ ଜିମ୍ବାୱେରୁ ଗୁଜୁରାଟର ଜାମନଗର ଅଭିମୁଖେ ଯାତ୍ରା କରୁଥିବା ଜଣେ ବ୍ୟକ୍ତି ପରୀକ୍ଷା କରାଇବା ପରେ ଓମିକ୍ରନ […]

Continue Reading

ପୁରୀ ଶ୍ରୀମନ୍ଦିରରେ ଯୌନ ନିର୍ଯାତନା ଅଭିଯୋଗ, ଗିରଫ ହେଲେ ବରିଷ୍ଠ ସେବାୟତ

ପୁରୀ : ଶ୍ରୀମନ୍ଦିରରେ ଯୌନ ନିର୍ଯାତନା ଅଭିଯୋଗ। ପୁରୀ ଶ୍ରୀମନ୍ଦିରର ବରିଷ୍ଠ ସେବାୟତଙ୍କ ନାଁରେ ଏପରି ସାଙ୍ଘାତିକ ଅଭିଯୋଗ ଆସିଛି। ଜଣେ ଦୃଷ୍ଟିହୀନ ସେବାୟତଙ୍କ ନାବାଳକ ପୁଅକୁ ବରିଷ୍ଠ ସେବାୟତ କିଛି ଦିନ ହେଲା ଯୌନ ନିର୍ଯାତନା ଦେଇଆସୁଥିଲେ । ଏନେଇ ଆଜି ସେବାୟତ ଜଣକ ସିଂହଦ୍ୱାର ଥାନାରେ ଅଭିଯୋଗ କରିଛନ୍ତି । ନାବାଳକଙ୍କୁ ଯୌନ ନିର୍ୟାତନା ଅଭିଯୋଗରେ ଜଣଙ୍କୁ ଗିରଫ କରାଯାଇଛି। ସିଂହଦ୍ୱାରା ଥାନାରେ ଅଭିଯୋଗ ହେବା ପରେ କାର୍ୟ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି । ସେବାୟତ […]

Continue Reading

ରାଜ୍ୟରେ ଆସନ୍ତା ୪୮ଘଣ୍ଟା ମଧ୍ୟରେ ବଢ଼ିବ ଶୀତ, ୩ ରୁ ୪ ଡିଗ୍ରୀ ଖସିପାରେ ପାରଦ

ଭୁବନେଶ୍ୱର : ରାଜ୍ୟରେ କୋହଲା ପାଗ ପରେ ପୁଣି ବଢ଼ିବ ଶୀତ । ଆସନ୍ତା ୪୮ ଘଣ୍ଟାରେ ରାଜ୍ୟରେ ବଢ଼ିବ ଶୀତ। ୩ ରୁ ୪ ଡିଗ୍ରୀ କମିପାରେ ପାରଦ। ଏନେଇ ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି । ରାଜଧାନୀ ଭୁବନେଶ୍ୱରରେ ଆଜି ସର୍ବନିମ୍ନ ତାପମାତ୍ରା ୨୦ ଡିଗ୍ରୀ ରହିବା ସମ୍ଭାବନା ରହିଛି। ତେବେ ତିନି ରୁ ଚାରି ଦିନ ମଧ୍ୟରେ ତାପମାତ୍ରା ସ୍ୱଭାବିକ ହେବ ବୋଲି ପାଣିପାଗ ବିଜ୍ଞାନ କେନ୍ଦ୍ର ଆକଳନ […]

Continue Reading

ନିଖୋଜ କାଦୁଆ ପଞ୍ଚାୟତ ସରପଞ୍ଚଙ୍କ ମୃତଦେହ ଉଦ୍ଧାର

କାମାକ୍ଷାନଗର: ନିଖୋଜ କାଦୁଆ ପଞ୍ଚାୟତ ସରପଞ୍ଚଙ୍କ ମୃତଦେହ ଉଦ୍ଧାର । ଢ଼େଙ୍କାନାଳ ଜିଲ୍ଲା ମହୁଲପାଳ ଗାଁ ନାମଯୋଡ଼ି ଜଙ୍ଗଲରୁ ସରପଞ୍ଚ ବିବେକାନନ୍ଦ ମହାକୁଡ଼ଙ୍କ ଝୁଲନ୍ତା ଅବସ୍ଥାରେ ମୃତଦେହ ଉଦ୍ଧାର କରାଯାଇଛି । ସୂଚନା ଅନୁସାରେ, ଗତ ୭ତାରିଖ ଦିନ ଅପରାହ୍ନଠାରୁ ନିଖୋଜ ଥିଲେ ବିବେକାନନ୍ଦ । ସକାଳୁ ବିଜାଡ଼ିହି ଗାଁର କିଛି ଲୋକ ବିବେକାନନ୍ଦଙ୍କ ମୃତ ଦେହ ଗଛରେ ଝୁଲୁଥିବାର ଦେଖି ପୋଲିସକୁ ଖବର ଦେଇଥିଲେ । ଏପଟେ ବିବେକାନନ୍ଦଙ୍କୁ ହତ୍ୟା କରାଯାଇ ଗଛରେ ଝୁଲାଇ ଦିଆଯାଇଥିବା […]

Continue Reading

ବିଧାନସଭାକୁ ଧସେଇ ପଶିବାକୁ ଉଦ୍ୟମ କଲା ବେଳେ ପୋଲିସ ଓ ଛାତ୍ର କଂଗ୍ରେସ କର୍ମୀ ମୁହାଁମୁହିଁ

ଭୁବନେଶ୍ୱର : କଂଗ୍ରେସ ପକ୍ଷରୁ ଆଜି ବିଧାନସଭା ଘେରିବାକୁ ଆନ୍ଦୋଳନ କରାଯାଇଥିଲା। ଛାତ୍ର କଂଗ୍ରେସ ଆଜି  ମମିତା ପ୍ରସଙ୍ଗକୁ ନେଇ ଆନ୍ଦୋଳନକୁ ଓହ୍ଲାଇଛି। କଂଗ୍ରେସ କର୍ମୀମାନେ ବିଧାନସଭା ଭିତରକୁ ଧସେଇ ପଶିବାକୁ ଉଦ୍ୟମ କରିଥିଲେ। ଏହି ସମୟରେ ପୋଲିସ ଓ ଛାତ୍ର କଂଗ୍ରେସ କର୍ମୀ ଧସ୍ତା ଧସ୍ତା ହୋଇଛନ୍ତି। ପୋଲିସ ଉପରକୁ ଅଣ୍ଡା ଓ ଟମାଟ ଫିଙ୍ଗିଥିଲେ କଂଗ୍ରେସ କର୍ମୀ। ପୋଲିସ ଗାଡିକୁ ମଧ୍ୟ ନିଆଁ ଲଗାଇ ଦେଇଛନ୍ତି ଛାତ୍ର କଂଗ୍ରେସର କର୍ମୀମାନେ। ପୋଲିସ ଲାଠି ଚାର୍ଜରେ […]

Continue Reading

ଶୀତକାଳୀନ ଅଲିମ୍ପିକ୍ସ: କୂଟନୈତିକ ବହିଷ୍କାର କରିଥିବା ଦେଶକୁ ଧମକ ଦେଲା ଚୀନ

ବେଜିଂ: ୨୦୨୨ ବେଜିଂ ଶୀତକାଳନୀ ଅଲିମ୍ପିକ୍ସରେ କୂଟନୈତିକ ବହିଷ୍କାର କରିଥିବା ଦେଶଗୁଡିକୁ ଗୁରୁବାର ଚୀନ ଧମକ ଦେଇଛି । ଆମେରିକା, ଗ୍ରେଟ ବ୍ରିଟେନ, ଅଷ୍ଟ୍ରେଲିଆ ଓ କାନାଡା ବହିଷ୍କାର ଘୋଷଣା କରି ସାରିଛନ୍ତି । ଯେଉଁମାନେ ଶୀତାକାଳୀନ ଅଲିମ୍ପିକ୍ସକୁ ବହିଷ୍କାର କରିଛନ୍ତି ସେମାନଙ୍କୁ ବହୁତ କିଛି ଭୋଗିବାକୁ ପଡିବ ବୋଲି ଚୀନ ପକ୍ଷରୁ କୁହାଯାଇଛି । ରିପୋର୍ଟ ମୁତାବକ ଆହୁରି ଅନେକ ଦେଶ ଏହାକୁ ବହିଷ୍କାର କରିବେ । ତେବେ ସେମାନେ ଖେଳାଳିମାନଙ୍କୁ ସମର୍ଥନ କରିବେ ବୋଲି […]

Continue Reading