ଟାଟା ଗ୍ରୁପ୍କୁ ଫେରିଲା ଏୟାର ଇଣ୍ଡିଆ; ୧୮ ହଜାର କୋଟିରେ କିିଣିଲା
ନୂଆଦିଲ୍ଲୀ: ଦୀର୍ଘ ସମୟ ଅପେକ୍ଷାର ଅନ୍ତ ହେଲା। ଟାଟା ଗ୍ରୁପ୍କୁ ଫେରିଲା ଏୟାର ଇଣ୍ଡିଆ। ପୁଣି ଥରେ ଏୟାର ଇଣ୍ଡିଆର କମାଣ୍ଡ ଟାଟା ହାତକୁ ଦିଆଯାଇଛି। ଏୟାର ଇଣ୍ଡିଆ ପାଇଁ ଟାଟା ପ୍ରାୟ ୧୮ ହଜାର କୋଟି ଟଙ୍କାର ଟେଣ୍ଡର କରିଥିଲା। ସୂଚନା ଅନୁଯାୟୀ ଡିଆଇପିଏଏମ୍ ସଚିବ କହିଛନ୍ତି ଯେ ଟାଟା ସନ୍ସ ଟେଲ୍ସ ପ୍ରାଇଭେଟ ଲିମିଟେଡ୍ ୧୮ ହଜାର କୋଟି ଟଙ୍କାର ନିଲାମ ଡାକି ପୁଣି ଥରେ ଏୟାର ଇଣ୍ଡିଆକୁ ହାତକୁ ନେଇଛି। ସେ ଆହୁରି […]
Continue Reading
