ମାଲକାନଗିରିରେ ପେଟ୍ରୋଲ ଦର ବୃଦ୍ଧିକୁ ନେଇ ଚିନ୍ତାରେ ଲୋକ
ମାଲକାନଗିରି: ବଢ଼ିଛି ପେଟ୍ରୋଲ ଦର। ମାଲକାନଗିରି ଜିଲ୍ଲାରେ ଏନେଇ ଲୋକେ ଚିନ୍ତାରେ ପଡ଼ିଛି। ଜିଲ୍ଲାର କାଲିମେଳା ସହରରେ ପେଟ୍ରୋଲ ଦର ଲିଟର ପିଛା ୧୧୦ଟଙ୍କା ରହିଥିବାବେଳେ ଡିଜେଲ ଦର ୧୦୬ଟଙ୍କା ରହିଛି। ମାତ୍ର ମାଲକାନଗିରି ଭଳି ଏକ ପଛୁଆ ଜିଲ୍ଲାରେ ତୈଳ କମ୍ପାନୀର ଏହି ଆଗୁଆ ଦର ସମସ୍ତଙ୍କୁ ଚକିତ କରିଛି। କରୋନା ମହାମାରୀ ମାଡ଼ରେ ଗରିବ ଲୋକ ଅଣ୍ଟା ସଳଖି ଛିଡ଼ା ହୋଇ ପାରୁନଥିବାବେଳେ ବଢ଼ୁଥିବା ତୈଳ ଦର ପାଇଁ କେଉଁଠୁ ଯୋଗାଡ଼ କରିବେ ବୋଲି […]
Continue Reading
