ଗୋଟିଏ ବର୍ଷରେ ସଡ଼କ ଦୁର୍ଘଟଣାରେ ପ୍ରାଣ ହରାଇଛନ୍ତି ୧.୨୦ ଲକ୍ଷ
ନୂଆଦିଲ୍ଲୀ: ୨୦୨୦ରେ ଭାରତରେ ସଡ଼କ ଦୁର୍ଘଟଣା ଗାଡି ଚଳାଇବା ବେଳେ ଅବହେଳା ହେତୁ ମୋଟ ୧.୨୦ ଲକ୍ଷ ଲୋକଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି। ସରକାରୀ ତଥ୍ୟରୁ ଜଣାପଡିଛି ଯେ ଦୈନିକ ପ୍ରାଣ ହରାଇଥିବା ଲୋକଙ୍କ ସଂଖ୍ୟା ହାରାହାରି ୩୨୮। ୨୦୨୦ ପାଇଁ ବାର୍ଷିକ ‘କ୍ରାଇମ ଇଣ୍ଡିଆ’ ରିପୋର୍ଟରେ ନ୍ୟାସନାଲ କ୍ରାଇମ ରେକର୍ଡ ବ୍ୟୁରୋ (ଏନସିଆରବି) ଦର୍ଶାଇଛି ଯେ ସଡ଼କ ଦୁର୍ଘଟଣାରେ ଅବହେଳା ହେତୁ ତିନି ବର୍ଷ ମଧ୍ୟରେ ୩.୯୨ ଲକ୍ଷ ଲୋକ ପ୍ରାଣ ହରାଇଛନ୍ତି। ତଥ୍ୟ […]
Continue Reading
