ପୁରୁଣା ନୋଟ୍ ବିକ୍ରି କରି ହୋଇପାରିବେ ରାତାରାତି ଲକ୍ଷପତି!
ନୂଆଦିଲ୍ଲୀ: ଗତ କିଛି ମାସ ମଧ୍ୟରେ ପୁରୁଣା, ବିରଳ ତଥା ସଂଗ୍ରହଯୋଗ୍ୟ ନୋଟର ଚାହିଦା ବହୁଗୁଣିତ ହୋଇଛି। ସଂଗ୍ରହକାରୀମାନେ ବର୍ତ୍ତମାନ ବହୁ ମୂଲ୍ୟରେ ସଂଗ୍ରହଯୋଗ୍ୟ ନୋଟ୍ ଏବଂ ମୁଦ୍ରା କିଣିବାକୁ ଆଗ୍ରହ ଦେଖାଉଛନ୍ତି। କେତେକ ବିରଳ ମୁଦ୍ରା ଏବଂ ନୋଟ୍ ମଧ୍ୟ ଅନ୍ଲାଇନ୍ରେ ଲକ୍ଷ ଲକ୍ଷ ଟଙ୍କାରେ ବିକ୍ରି ହେଉଛି। ୭୮୬ କ୍ରମିକ ସଂଖ୍ୟା ଥିବା ଯେଉଁ ନୋଟ୍କୁ ବିକ୍ରି କରି ଆପଣ ଲକ୍ଷପତି ହୋଇପାରନ୍ତି। ଅର୍ଥାତ୍ ଯେଉଁ ପୁରୁଣା ନୋଟ୍ ଉପରେ ୭୮୬ ନମ୍ବର ଲେଖାଯାଇଥିବ […]
Continue Reading
