ଓମଫେଡ୍ ଚାଷୀଙ୍କ ପାଇଁ ମୁଖ୍ୟମନ୍ତ୍ରୀଙ୍କ କୋଭିଡ୍ ସହାୟତା

ଭୁବନେଶ୍ଵର: ଓମଫେଡ୍ ଦୁଗ୍ଧ ଚାଷୀଙ୍କ ପାଇଁ କୋଭିଡ୍ ସହାୟତା ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। କରୋନା ପାଇଁ ଚାଷୀମାନଙ୍କ ରୋଜଗାର କମିଥିବା ବେଳେ ଗାଈଗୋରୁଙ୍କ ଖାଦ୍ୟ ପାଇଁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ତେଣୁ ପ୍ରତ୍ୟକ ଚାଷୀଙ୍କ ଗୋଖାଦ୍ୟ ବାବଦକୁ ସର୍ବାଧିକ ୬ ହଜାର ଟଙ୍କା ଯାଏ ସହାୟତା ପ୍ରଦାନ ପାଇଁ ମୁଖ୍ୟମନ୍ତ୍ରୀ ଘୋଷଣା କରିଛନ୍ତି। ଏଥିପାଇଁ ୧୧ କୋଟି ଟଙ୍କା ଖର୍ଚ୍ଚ ହେବ ଏବଂ ୧.୨ ଲକ୍ଷ ଚାଷୀ ଉପକୃତ ହେବ। ସହାୟତା ଘୋଷଣା କରିବା […]

Continue Reading

ଟ୍ରଷ୍ଟ ଇନ ନ୍ୟୁଜ ସର୍ଭେରେ ଭାରତକୁ ୩୧ତମ ସ୍ଥାନ

ଭୁବନେଶ୍ୱର: ରଏଟର୍ସ ପକ୍ଷରୁ କରାଯାଇଥିବା ଟ୍ରଷ୍ଟ ଇନ ନ୍ୟୁଜ ସର୍ଭେରେ ଭାରତକୁ ୩୧ତମ ସ୍ଥାନ ମିଳିଛି । ରଏଟର୍ସ ଇନଷ୍ଟିଚ୍ୟୁଟ ଫର ଷ୍ଟଡି ଅଫ ଜର୍ଣ୍ଣାଲିଜିମରେ ଡିଜିଟାଲ ନ୍ୟୁଜ ରିପୋର୍ଟରେ ଏହା ଉଲ୍ଲେଖ କରାଯାଇଛି । ୪୬ ମିଡିଆ ମାର୍କେଟ ମଧ୍ୟରୁ ଭାରତ ୩୧ରେ ରହିଛି । ଏହାର ରିପୋର୍ଟ ଅନୁସାରେ ଭାରତରେ ୭୩ ପ୍ରତିଶତ ସ୍ମାଟଫୋନ ଏଥିପାଇଁ ସ୍ମାର୍ଟଫୋନ ବ୍ୟବହାର କରିଥାନ୍ତି । ୮୨ ପ୍ରତିଶତ ଅନଲାଇନରୁ ଖବର ସଂଗ୍ରହ କରିଥାନ୍ତି । ୬୩ ପ୍ରତିଶତ […]

Continue Reading

ଟିକା ନେଇ ନଥିଲେ ବିଧାୟକଙ୍କୁ ବିଧାନସଭା ମନା

ପାଟନା: ଟିକା ନେଇ ନଥିଲେ ବିଧାନସଭାରେ ପ୍ରବେଶ ଅନୁମତି ନାହିଁ । ଯେଉଁମାନେ କରୋନା ଟିକା ନେଇଛନ୍ତି ସେମାନଙ୍କୁ ବିଧାନସଭାରେ ଏଣ୍ଟ୍ରି ପାଇଁ ଅନୁମତି ମିଳିବ । ଯିଏ ନେଇ ନାହାନ୍ତି ସେମାନଙ୍କୁ ବିଧାନସଭା ମନା । ଏଭଳି ନିର୍ଦ୍ଦେଶନାମା ଜାରି କରିଛନ୍ତି ବିହାର ବିଧାନସଭା ବାଚସ୍ପତି ବିଜୟ କୁମାର ସିହ୍ନା । ଆସନ୍ତା କିଛି ଦିନ ଭିତରେ ବିହାର ବିଧାନସଭା ମୌସୁମୀ ଅଧିବେଶନ ଆରମ୍ଭ ହେବ । କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ତାପୂର୍ବରୁ ଏହି […]

Continue Reading

ଆନ୍ଧ୍ରକୁ ସୁପ୍ରିମକୋର୍ଟଙ୍କ ପ୍ରଶ୍ନ; କେମିତି ଦ୍ଵାଦଶ ପରୀକ୍ଷା କରିବ କୁହ ?

ନୂଆଦିଲ୍ଲୀ: ସିବିଏସ୍ଇ ଦ୍ଵାଦଶ ପରୀକ୍ଷା ବାତିଲ କରିସାରିବା ପରେ ସମସ୍ତ ରାଜ୍ୟ ମଧ୍ୟ ସେମାନଙ୍କ ବୋର୍ଡ ଦ୍ଵାରା ପରିଚାଳିତ ଦ୍ଵାଦଶ ପରୀକ୍ଷା ବାତିଲ କରିବାକୁ ନିଷ୍ପତ୍ତି ନେଇସାରିଛନ୍ତି। ତେବେ ଆନ୍ଧ୍ର ସରକାର ଦ୍ଵାଦଶ ପରୀକ୍ଷା ବାତିଲ କରିବା ନେଇ କୌଣସି ନିଷ୍ପତ୍ତି ନେଇନାହାନ୍ତି। ଏହାକୁ ନେଇ ସୁପ୍ରିମକୋର୍ଟ ଆନ୍ଧ୍ରକୁ ଚେତାବନୀ ଦେବା ସହ କେମିତି ପରୀକ୍ଷା କରିବ ବୋଲି ପ୍ରଶ୍ନ କରିଛନ୍ତି। ଚେତାବନୀ ଦେଇଛନ୍ତି ଯେ, ଯଦି ଗୋଟିଏ ବି ଛାତ୍ରର ଜୀବନ ହାନୀ ହୁଏ ତେବେ […]

Continue Reading

ଗଣେଶ ପୂଜାରେ ଆସିବ ଜିଓ’ର ସ୍ମାର୍ଟ ଫୋନ୍ ‘ଜିଓ ଫୋନ୍ ନେକ୍ସଟ’

ମୁମ୍ବାଇ: ରିଲାଏନ୍ସ ଇଣ୍ଡଷ୍ଟ୍ରିଜର ଚେୟାରମ୍ୟାନ ମୁକେଶ ଅମ୍ବାନୀ ଜିଓ ଓ ଗୁଗୁଲ ମିଳିତ ଭାବେ ପ୍ରସ୍ତୁତ କରୁଥିବା ଏକ ୪-ଜି ସ୍ମାର୍ଟ ଫୋନ୍ ସମ୍ପର୍କରେ ଘୋଷଣା କରିଛନ୍ତି। ଆସନ୍ତା ସେପ୍ଟେମ୍ବର ୧୦ ଗଣେଶପୂଜାରେ ଏହି ସ୍ମାର୍ଟ ଫୋନ୍ ବଜାରରେ ଉପଲବ୍ଧ ହେବ। ଏହାର ନାଁ ରହିଛି ‘ଜିଓ ଫୋନ୍ ନେକ୍ସଟ’। ଏହା ସବୁ ବର୍ଗର ଲୋକଙ୍କ ପାଇଁ ସୁଲଭ ମୂଲ୍ୟରେ ମିଳିବ ବୋଲି ମୁକେଶ କହିଛନ୍ତି। ସବୁ ପ୍ରକାର ଅତ୍ୟାଧୁନିକ ଫିଚରରେ ଭର୍ତ୍ତି ଏହି ଫୋନ୍ ଭାରତୀୟ […]

Continue Reading

ଭଂଜନଗରରେ ବନ୍ଦ ଘରୁ ମିଳିଲା ମହିଳା ଇଂଜିନିଅରଙ୍କ ମୃତଦେହ

ଭଂଜନଗର : ମହିଳା ଇଂଜିନିଅରଙ୍କ ମୃତଦେହ ଫ୍ୟାନରୁ ଝୁଲନ୍ତା ଅବସ୍ଥାରେ ଉଦ୍ଧାର । ଗଂଜାମ ଭଂଜନଗରରେ ଘଟିଛି ଏହି ଘଟଣା । ଘରଟି ଭିତର ପଟୁ ବନ୍ଦ ଥିବା ବେଳେ ସିଲିଂ ଫ୍ୟାନରୁ ଝୁଲନ୍ତା ଅବସ୍ଥାରେ ମୃତଦେହ ମିଳିଛି । ପାରିପାଶ୍ୱର୍ିକ ପରିସ୍ଥିତିକୁ ଦେଖିଲେ ଜଣାପଡୁଛି ଯେ ମହିଳା ଇଂଜିନିଅର ଜଣଙ୍କ ଆତ୍ମହତ୍ୟା କରିଛନ୍ତି । ଆଜି ଘର ଭିତରୁ ଦୁର୍ଗନ୍ଧ ବାହାରିବା ପରେ ପଡୋଶୀମାନେ ପୋଲିସକୁ ଖବର ଦେଇଥିଲେ । ପୋଲିସ ଉପସ୍ଥିତିରେ ଘରର କବାଟ […]

Continue Reading

ପାତାଳୀ ଶ୍ରକ୍ଷେତ୍ରରେ ସ୍ନାନ ପୂର୍ଣ୍ଣିମା

ସୁବର୍ଣ୍ଣପୁର : ସୁବର୍ଣ୍ଣପୁର ଜିଲ୍ଲା ପାତାଳୀ ଶ୍ରୀକ୍ଷେତ୍ର ଠାରେ ଦେବସ୍ନାନ ପୂର୍ଣ୍ଣିମା । ଆଜି ବିନା ଭକ୍ତରେ ପାତାଳୀ ଶ୍ରୀକ୍ଷେତ୍ର ଠାରେ ଦେବସ୍ନାନ ପୂର୍ଣ୍ଣିମା ଅନୁଷ୍ଠିତ ହୋଇଯାଇଛି l ପାତାଳୀ ଶ୍ରୀକ୍ଷେତ୍ର ସ୍ଥିତ ଜଗତର ନାଥ ଜଗନ୍ନାଥଙ୍କ ପୀଠରେ ତିନି ଠାକୁରଙ୍କ ସ୍ନାନ ପୂର୍ଣ୍ଣିମା ହୋଇଯାଇଛି । ଏଥିରେ ପାତାଳୀ ଶ୍ରୀକ୍ଷେତ୍ର ସେବାୟତ ମାନଙ୍କ ଦ୍ଵାରା ଶ୍ରୀ ମନ୍ଦିର ରିତିକାନ୍ତିରେ ଦେବସ୍ନାନ ହୋଇଛି l ଆଜି ଭୋର୍ ସକାଳୁ ୧୦୮ କୁମ୍ଭ ସୁବାସିତ ଜଳ ନେଇ ମହାପ୍ରଭୁଙ୍କ […]

Continue Reading

ଆସନ୍ତାକାଲି ମାଟ୍ରିକ ରେଜଲ୍ଟ

କଟକ: ଆସନ୍ତାକାଲି ମାଟ୍ରିକ ରେଜଲ୍ଟ ପ୍ରକାଶ ପାଇବ। ଏହାସହିତ ରାଜ୍ୟ ମୁକ୍ତ ବିଦ୍ୟାଳୟ ଓ ମଧ୍ୟମା ସ୍କୁଲଗୁଡ଼ିକର ଦଶମ ଶ୍ରେଣୀ ପରୀକ୍ଷା ଫଳ ମଧ୍ୟ ପ୍ରକାଶ ପାଇବ ବୋଲି ମାଧ୍ୟମିକ ଶିକ୍ଷା ପରିଷଦ ଘୋଷଣା କରିଛି। ଆସନ୍ତାକାଲି ଅପରାହ୍ନ ୧ଟାରେ ରେଜଲ୍ଟ ଏକଜାମିନେସନ କମିଟିକୁ ପ୍ରଦାନ କରାଯିବ। ଏକଜାମିନେସନ କମିଟିର ଅନୁମୋଦନ ପରେ ଅପରାହ୍ନ ୪ଟା ବେଳେ ବୋର୍ଡ ଅଫିସରୁ ପରୀକ୍ଷା ଫଳ ପ୍ରକାଶ ପାଇବ। ତେବେ ସନ୍ଧ୍ୟା ୬ଟା ବେଳେ ଏହା ଛାତ୍ରଛାତ୍ରୀଙ୍କ ଓ୍ଵବସାଇଟରେ ଉପଲବ୍ଧ […]

Continue Reading

ଦମଦାର ହକି ଷ୍ଟାର ଦୀପ ଗ୍ରେସ୍

ଭୁବନେଶ୍ୱର: ଓଡ଼ିଆ ମହିଳା ହକି ଷ୍ଟାର ଦୀପ ଗ୍ରେସ୍ ଏକ୍କା । ଇଣ୍ଡିଆନ୍ ହକି ଟିମ୍‌ର ଭାଇସ୍ କ୍ୟାପଟେନ୍ ଭାବେ ନିଯୁକ୍ତ ହୋଇଛନ୍ତି ଦୀପ୍ । ଟୋକିଓ ଅଲିମ୍ପିକ୍ସ ପାଇଁ ଘୋଷିତ ୧୬ ଜଣିଆ ଭାରତୀୟ ମହିଳା ହକି ଦଳରେ ଜଣେ ଓଡ଼ିଆ ହେଉଛନ୍ତି ଦୀପ୍ । ସୁନ୍ଦରଗଡ଼ ଲୁଲକିଡି ନାଁରେ ଏକ ଛୋଟ ଗାଁରେ ଜନ୍ମ ହୋଇଥିଲେ ଦୀପ୍ । ପିଲାବେଳରୁ ଖେଳ ପ୍ରତି ଥିବା ତାଙ୍କର ଆଗ୍ରହ ଆଜି ତାଙ୍କୁ ସଫଳତାର ଶୀର୍ଷରେ ପହଞ୍ଚାଇପାରିଛି […]

Continue Reading

ସୀମାରେ ଚୀନ ଯବାନଙ୍କଠୁ ଆହୁରି ଶକ୍ତିଶାଳୀ ଭାରତୀୟ ଯବାନ : ବିପିନ ରାଓ୍ବତ

ନୂଆଦିଲ୍ଲୀ : ସୀମାରେ ଚୀନ ଯବାନଙ୍କ ଠାରୁ ଆହୁରି ଶକ୍ତିଶାଳୀ ଭାରତୀୟ ଯବାନ । ଗତବର୍ଷ ଗଲଓ୍ବାନ ଘାଟିରେ ହୋଇଥିବା ସଂଘର୍ଷରୁ ଏହା ପ୍ରମାଣିତ ହୋଇଛି । ଭାରତୀୟ ସେନା ସହ ଚୀନ ସେନା ମୁହାଁମୁହିଁ ହେବା ପରେ ବେଜିଂ ସେନାକୁ ଆହୁରି ପ୍ରଶିକ୍ଷଣ ନେବାର ଆବଶ୍ୟକତା ରହିଛି । ଏଭଳି କହିଛନ୍ତି ସିଡିଏସ ବିପିନ ରାଓ୍ବତ । ଏହାସହ ସେ ଆହୁରି ମଧ୍ୟ କହିଛନ୍ତି ଯେ, କମ୍ ପ୍ରଶିକ୍ଷଣରେ ଚୀନ ତାର ଯବାନଙ୍କୁ ସୀମାରେ ନିୟୋଜିତ […]

Continue Reading