କରୋନା ଦ୍ୱିତୀୟ ତରଙ୍ଗ ନେଲାଣି ୭୭୬ ଡାକ୍ତରଙ୍କ ଜୀବନ

ନଆଦିଲ୍ଲୀ: କରୋନା ଦ୍ବିତୀୟ ଲହର ଯୋଗୁ ଗଲାଣି ୭୭୬ ଜଣ ଡାକ୍ତରଙ୍କ ଜୀବନ। ଇଣ୍ଡିଆନ୍ ମେଡିକାଲ୍ ଆସୋସିଏସନ୍ (ଆଇଏମ୍ଏ) ଦ୍ୱାରା ପ୍ରକାଶିତ ତଥ୍ୟ ଅନୁଯାୟୀ କରୋନା ଦ୍ୱିତୀୟ ତରଙ୍ଗ ସମୟରେ ପ୍ରାୟ ୭୭୬ ଜଣ ଡାକ୍ତର କରୋନାଭାଇରସ୍ ସଂକ୍ରମଣରେ ଆକ୍ରାନ୍ତ ହୋଇଛନ୍ତି। ତଥ୍ୟରେ ଅନୁଯାୟୀ ବିହାରରେ ସର୍ବାଧିକ ୧୧୫ ଜଣ ଡାକ୍ତରଙ୍କ ମୃତ୍ୟୁ ହୋଇଥିବା ବେଳେ ଦିଲ୍ଲୀରେ ୧୦୯, ଉତ୍ତରପ୍ରଦେଶ ୭୯, ପଶ୍ଚିମବଙ୍ଗ ୬୨, ରାଜସ୍ଥାନ ୪୩, ଝାଡଖଣ୍ଡ ୩୯, ଏବଂ ଆନ୍ଧ୍ରପ୍ରଦେଶରୁ ୩୮ ଜଣ ଡାକ୍ତର […]

Continue Reading

ଭଦ୍ରକରୁ ୫୧୦ ଗ୍ରାମର ବ୍ରାଉନସୁଗାର ଜବତ

ଭଦ୍ରକ : ବାଇକରେ ଆସୁଥିଲା ବ୍ରାଉନ ସୁଗାର । ଖବରପାଇ ଚଢ଼ାଉ କଲା ପୋଲିସ । ଜଳେଶ୍ବରରୁ ବ୍ରାଉନ ସୁଗାର ନେଇ ଆସୁଥିବା ବେଳେ ପୋଲିସ ହାତରେ ଧରା ପଡ଼ିଛି ଭଦ୍ରକ ଜିଲ୍ଲା ଗ୍ରାମାଞ୍ଚଳ ଥାନା ଏରେଇଁ ଅଞ୍ଚଳର ଜଣେ ଯୁବକ ଏସ.କେ ରାବୁଲ । ୧୬ ନମ୍ବର ଜାତୀୟ ରାଜପଥର ଧାମରା ରେଳ ଓଭରବ୍ରିଜ ନିକଟରେ ତାକୁ କାବୁ କରିଛି ପୋଲିସ । ଚଢ଼ାଉ ବେଳେ ଏସ.କେ ରାବୁଲ ଠାରୁ ୫୧୦ ଗ୍ରାମର ବ୍ରାଉନସୁଗାର ଜବତ […]

Continue Reading

ପ୍ରକାଶ ପାଇଲା ମାଟ୍ରିକ୍ ରେଜଲ୍ଟ, ରେଗୁଲାରରେ ୯୭.୮୯ ପ୍ରତିଶତ ପାସ୍

ଭୁବନେଶ୍ବର : ପ୍ରକାଶ ପାଇଲା ମାଟ୍ରିକ୍‌ ପରୀକ୍ଷା ଫଳ । କଟକ ସ୍ଥିତ ବୋର୍ଡ କାର୍ଯ୍ୟାଳୟରେ ରେଜଲ୍ଟ ପ୍ରକାଶ ଘୋଷଣା କରିଛନ୍ତି ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ । ଏଥର ମାଟ୍ରିକରେ ୯୭.୮୯ ପ୍ରତିଶତ ଛାତ୍ରଛାତ୍ରୀ ପାସ୍ କରିଛନ୍ତି । ଚଳିତ ମାଟ୍ରିକ ପରୀକ୍ଷାରେ ମୋଟ ୫ ଲକ୍ଷ ୭୪ ହଜାର ୧୨୫ ଜଣ ଛାତ୍ରଛାତ୍ରୀଙ୍କର ମୂଲ୍ୟାୟନ ହୋଇଥିଲା । ସେମାନଙ୍କ ମଧ୍ୟରୁ ୫ ଲକ୍ଷ ୬୨ ହଜାର ୧୦ ଜଣ ଛାତ୍ରଛାତ୍ରୀ […]

Continue Reading

ରଥଯାତ୍ରା ସମୟରେ ପୁରୀକୁ ଗଡ଼ିବନି ଟ୍ରେନ୍

ଭୁବନେଶ୍ବର : ରଥଯାତ୍ରା ସମୟରେ ପୁରୀକୁ ଗଡିବନି ଟ୍ରେନ୍ । କୋଭିଡ଼ ସଂକ୍ରମଣକୁ ରୋକିବା ପାଇଁ ଏଭଳି ପ୍ରତିବନ୍ଧକ ଲଗାଇଛି ରେଳ ବିଭାଗ । ନିଷ୍ପତ୍ତି ଅନୁସାରେ, ୨୬ଟି ଦୂର ଦୂରଗାମୀ ଟ୍ରେନ୍ ଖୋର୍ଦ୍ଧା ରୋଡ୍ ପର୍ଯ୍ୟନ୍ତ ଚଳାଚଳ କରିବ । ଏବଂ ଖୋର୍ଦ୍ଧା ରୋଡରୁ ଏହାର ଫେରନ୍ତା ଯାତ୍ରା ପ୍ରାରମ୍ଭ କରିବ । ସ୍ପେଶାଲ ଟ୍ରେନ୍ ଗୁଡିକର ଚଳାଚଳ ଉଭୟ ପାର୍ଶ୍ୱରୁ ଖୋର୍ଦ୍ଧା ରୋଡ୍ ଏବଂ ପୁରୀ ମଧ୍ୟରେ ବାତିଲ ରହିବ । ରଥଯାତ୍ରା ସମୟରେ […]

Continue Reading

ଗିରଫ ହେଲେ ଅଭିନେତ୍ରୀ ପାୟଲ ରୋହତଗୀ

ନୂଆଦିଲ୍ଲୀ: ଗିରଫ ହେଲେ ଅଭିନେତ୍ରୀ ପାୟଲ ରୋହତଗୀ। ପରାଗ ଶାହା ନାମକ ଜଣେ ଡାକ୍ତରଙ୍କ ଅଭିଯୋଗ ଆସିବା ପରେ ଅଭିନେତ୍ରୀ ପାୟଲ ରୋହତଗୀଙ୍କୁ ଅହମ୍ମଦାବାଦ ପୋଲିସ ଗିରଫ କରିଛି। ବିବାଦୀୟ ବିବୃତ୍ତି ପାଇଁ ଅନେକ ଥର ଅଭିନେତ୍ରୀଙ୍କ ନାଁ ସାମ୍‌ନାକୁ ଆସିଛି। ଅହମ୍ମଦାବାଦରେ ସୋସାଇଟି ସଦସ୍ୟ ଥିବା ଡାକ୍ତର ପରାଗ ଶାହାଙ୍କ ଦ୍ୱାରା ସାଟେଲାଇଟ୍ ପୋଲିସ ଷ୍ଟେସନରେ ପାୟଲ ରୋହତଗିଙ୍କ ବିରୋଧରେ ଅଭିଯୋଗ ହୋଇଛି। ତାଙ୍କ ଅଭିଯୋଗରେ ସେ ଦର୍ଶାଇଛନ୍ତି ଯେ ଅଭିନେତ୍ରୀ ସୋସାଇଟି ସଦସ୍ୟଙ୍କ ସହ […]

Continue Reading

କେବେ ଆସିବ କରୋନାର ତୃତୀୟ ଲହର, ଆଗୁଆ ଜାଣି ହେବ କହିଲେ ସ୍ବାସ୍ଥ୍ୟ ନିର୍ଦ୍ଦେଶକ

ଭୁବନେଶ୍ବର : ମହାମାରୀ କରୋନାକୁ ନେଇ ସରିନି ଚିନ୍ତା । କେବେ ଆସିବ କରୋନାର ତୃତୀୟ ଲହର, ତାକୁ ଏବଠୁ ଆରମ୍ଭ ହେଲାଣି କଳ୍ପନା ଜଳ୍ପନା । ତେବ ତୃତୀୟ ଲହର ଆସିବା ପୂର୍ବରୁ ଆଗୁଆ ଜାଣି ହେବ । ଏଭଳି ସୂଚନା ଦେଇଛନ୍ତି ସ୍ବାସ୍ଥ୍ୟ ନିର୍ଦ୍ଦେଶକ ବିଜୟ ମହାପାତ୍ର । ଦ୍ବିତୀୟ ଲହର ମୁମ୍ବାଇ ଓ ଦିଲ୍ଲୀରେ ଆସିବା ପରେ ଓଡ଼ିଶାକୁ ଆସିଥିଲା । ତେଣୁ ଥାର୍ଡ ଓ୍ବେଭ ଆସିଲେ ଜାଣି ହେବ ବୋଲି କହିଛନ୍ତି […]

Continue Reading

ଆଇଟି ମନ୍ତ୍ରୀଙ୍କ ଆକାଉଣ୍ଟକୁ ସାମୟିକ ଭାବେ ବ୍ଲକ୍‌ କଲା ଟ୍ୱିଟର

ନୂଆଦିଲ୍ଲୀ: ଟ୍ୱିଟର ଆଜି ଆଇଟି ମନ୍ତ୍ରୀ ରବି ଶଙ୍କର ପ୍ରସାଦଙ୍କ ଆକାଉଣ୍ଟକୁ ସାମୟିକ ଭାବେ ବନ୍ଦ କରିଥିଲା। ମନ୍ତ୍ରୀଙ୍କ ଭାରତୀୟ ଟ୍ୱିଟର ବିକଳ୍ପ କୁ ଆପ୍‌ରେ ଏକ ପୋଷ୍ଟ ଅନୁଯାୟୀ କମ୍ପାନୀ ପ୍ରାୟ ଏକ ଘଣ୍ଟା ପାଇଁ ତାଙ୍କ ଆକାଉଣ୍ଟକୁ ବ୍ଲକ୍‌ କରିଥିଲା। କିନ୍ତୁ ପରେ ଏହାକୁ ପୁଣି ଥରେ ଅନ୍‌ବ୍ଲକ୍‌ କରିଥିଲା। ମନ୍ତ୍ରୀ କହିଛନ୍ତି ଯେ, ଟ୍ୱିଟରର କାର୍ଯ୍ୟ ସୂଚନା ପ୍ରଯୁକ୍ତିବିଦ୍ୟା ନିୟମ ୨୦୨୧ ର ନିୟମ ଉଲ୍ଲଂଘନ କରିଛି କାରଣ ଆକାଉଣ୍ଟ ବ୍ଲକ୍‌ କରିବା […]

Continue Reading

୨୦୨୩ ସୁଦ୍ଧା ବସ୍ତି ମୁକ୍ତ ହେବ ଓଡ଼ିଶା

ଭୁବନେଶ୍ବର : ୨୦୨୩ ସୁଦ୍ଧା ବସ୍ତି ମୁକ୍ତ ହେବ ଓଡ଼ିଶା । ରାଜ୍ୟରେ ୨ ହଜାର ୯୯୨ ବସ୍ତିରେ ପ୍ରାୟ ୭୦ ହଜାର ଲୋକଙ୍କୁ ଦିଆଯିବ ସରକାରୀ ପଟ୍ଟା । ଅନ୍ୟ ଜନବସତି ଅଞ୍ଚଳ ସହ ବସ୍ତି ଅଞ୍ଚଳରେ ବି ସାମଗ୍ରିକ ବିକାଶ କରାଯିବ । ଏ ନେଇ ସୂଚନା ଦେଇଛନ୍ତି ନଗର ଉନ୍ନୟନ ମନ୍ତ୍ରୀ ପ୍ରତାପ ଜେନା । ବସ୍ତି ବାସିନ୍ଦାଙ୍କ ନିକଟରେ ଏଣିକି ସରକାର ପହଞ୍ଚାଇବେ ସମସ୍ତ ବ୍ୟବସ୍ଥା । ବିଜୁଳି, ସଡ଼କ, ଶିକ୍ଷା, […]

Continue Reading

ବଳଦେବଜୀଉ ମନ୍ଦିରରେ ଦେବସ୍ନାନ ପୂର୍ଣ୍ଣିମା

କେନ୍ଦ୍ରାପଡା : କେନ୍ଦ୍ରାପଡାର ବଳଦେବଜୀଉ ମନ୍ଦିରରେ ଦେବସ୍ନାନ ପୂର୍ଣ୍ଣିମା । ପବିତ୍ର ଜ୍ୟେଷ୍ଠ ପୂର୍ଣ୍ଣିମା ଅବସରରେ ସାନ ଭାଈ ଜଗନ୍ନାଥ ଓ ଭଉଣୀ ସୁଭଦ୍ରାଙ୍କ ସହ ସ୍ନାନ ବେଦୀରେ ବିରାଜିଛନ୍ତି ତୁଳସୀକ୍ଷେତ୍ରର କ୍ଷେତ୍ରଧିପତି ସିଦ୍ଧ ବଳଦେବ ଜୀଉ । ସମସ୍ତ କଟକଣା ଅନୁଯାୟୀ ସ୍ୱତନ୍ତ୍ର ରୀତି ଓ ନୀତି ମୁତାବକ ଚାଲିଛି ସ୍ନାନ ଯାତ୍ରା । ପ୍ରତ୍ୟୁଷରୁ ମଙ୍ଗଳାର୍ପଣ ସରିବା ୭ଟା ସମୟରେ ଶ୍ରୀଜୀଉଙ୍କ ପହଣ୍ଡି ଆରମ୍ଭ ହୋଇଥିଲା । ସ୍ନାନବେଦୀକୁ ବିଜେ କରିବା ପରେ ଜୟମଙ୍ଗଳା […]

Continue Reading

ସ୍ନାନ ମଣ୍ଡପରେ ଦୁର୍ଲଭ ଗଜାନନ ବେଶରେ ଦର୍ଶନ ଦେଉଛନ୍ତି ଶ୍ରୀଜିଉ

ପୁରୀ: ସ୍ନାନପୂର୍ଣ୍ଣିମାରେ ଶ୍ରୀଜିଉଙ୍କର ଗଜାନନ ବେଶ । ପବିତ୍ର ଜ୍ୟେଷ୍ଠ ପୂର୍ଣ୍ଣିମାର ମହାର୍ଘ ଅବସରରେ ମହାପ୍ରଭୁ ଦିବ୍ୟ ଦୁର୍ଲଭ ହାତୀବେଶରେ ସଜ୍ଜିତ ହୋଇଛନ୍ତି । ସ୍ନାନବେଦୀରେ ୧୦୮ ଗରା ସୁବାସିତ ଜଳ ଲାଗି ପରେ ଦୁର୍ଲଭ ଗଜାନନ ବା ହାତୀ ବେଶରେ ସଜ୍ଜିତ ହୋଇ ଦର୍ଶନ ଦେଉଛନ୍ତି ଚତୁର୍ଦ୍ଧାମୂର୍ତ୍ତି । ତେବେ କରୋନା ଯୋଗୁ ଚର୍ମଚକ୍ଷୁରେ ବଡ଼ଦାଣ୍ଡରେ ଏହି ବେଶ ଦେଖିବାରୁ ଏବର୍ଷ ବଞ୍ଚିତ ହୋଇଛନ୍ତି ଭକ୍ତ । ସ୍ନାନବେଦୀରେ ଶ୍ରୀଜିଉ ବିରାଜମାନ କରିଛନ୍ତି । କିନ୍ତୁ […]

Continue Reading