ଚୋରା ଚାଲାଣ ବେଳେ ବିପୁଳ କଫ ସିରଫ ଜବତ

ବରଗଡ଼ : ବେଆଇନ ଚୋରା ଚାଲାଣ ବେଳେ ବିପୁଳ କଫ ସିରଫ ଜବତ । ଜଣେ ମହିଳା ସମେତ ୪ ଗିରଫ । ପ୍ରେସ ଲେଖାଥିବା କାରରେ ହେଉଥିଲା ଚୋରା ଚାଲାଣ । ଜିଲ୍ଲାରେ ଦିନକୁ ଦିନ ନିଶା କାରବାର ବଢି ଚାଲିଥିବା ବେଳେ ବରଗଡ଼ ପୋଲିସକୁ ମିଳିଛି ବଡ଼ ସଫଳତା । ଗତ ରାତିରେ ବିପୁଳ ପରିମାଣର କଫ ସିରପ ଏସକଫ ଓ ଦୁଇଟି କାର ପୋଲିସ ଜବତ କରିଛି । ନିଶା କାରବାରରେ ସମ୍ପୃକ୍ତ […]

Continue Reading

ଗରିବ ଦେଶଙ୍କୁ ଟିକା ଦିଅ: ‘ହୁ’ ମୁଖ୍ୟ

ଜେନେଭା: ଧନୀ ଦେଶଗୁଡ଼ିକ ଟିକାକରଣ ପାଇଁ କିଛି ଅସୁବିଧା ନାହିଁ। କାରଣ ତାଙ୍କ ପାଖରେ ଟିକା ଅଛି, ଅନ୍ୟାନ୍ୟ ସାଧନ ରହିଛି। ହେଲେ ଏମିତି ପରିସ୍ଥିତିରେ ଗରିବ ଦେଶଗୁଡ଼ିକ ସେମାନଙ୍କ ନାଗରିକଙ୍କୁ ଟିକା ଦେଇପାରୁନାହାନ୍ତି। ଆଗକୁ ଡେଲ୍ଟା ପ୍ଲସ ଭାଇରସ ଅଧିକ କ୍ଷତିଗ୍ରସ୍ତ କରିବାର ଆଶଙ୍କା ଥିବା ବେଳେ ଗରିବ ଦେଶରେ ଟିକାକରଣ ନ ହେବା ବିଶ୍ଵସ୍ତରରେ କରୋନା ମୁକାବିଲାକୁ ପ୍ରଭାବିତ କରିବ। ସେଥିପାଇଁ ଗରିବ ଦେଶଗୁଡ଼ିକୁ ଟିକା ଦେବା ପାଇଁ ‘ହୁ’ର ମୁଖ୍ୟ କହିଛନ୍ତି। ଏମିତି […]

Continue Reading

ପୁଣି ଭାରତକୁ ଫେରିବ ଟିକ୍‌ଟକ୍‌!

ନୂଆଦିଲ୍ଲୀ: ପୁଣି ଭାରତକୁ ଫେରିପାରେ ଟିକ୍‌ଟକ୍‌। ବ୍ୟାଟେଲ୍‌ଗ୍ରାଉଣ୍ଡ ମୋବାଇଲ୍ ଇଣ୍ଡିଆ ଭାବରେ ଭାରତରେ ପବ୍‌ଜିର ପ ଆରମ୍ଭ ପୁନଃ ଆରମ୍ଭ ପରେ ଏବେ ଦେଶକୁ ଟିକ୍‌ଟକ୍‌ର ପ୍ରତ୍ୟାବର୍ତ୍ତନକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଯାଇଛି। ଟିକଟକ୍ ଦେଶରେ ମଧ୍ୟ ପ୍ରତ୍ୟାବର୍ତ୍ତନ କରିବାକୁ ପ୍ରସ୍ତୁତ ଥିବା ଜଣାପଡିଛି। ସୂଚନା ଅନୁଯାୟୀ ଚାଇନାର ସର୍ଟ ଭିଡିଓ ଆପ୍ ଭାରତୀୟ ସରକାରୀ ଅଧିକାରୀଙ୍କ ସହ ଆଲୋଚନା ଆରମ୍ଭ କରିଛି ଏବଂ ସୋସିଆଲ ମିଡିଆ ପ୍ଲାଟଫର୍ମ ପାଇଁ ନୂତନ ଆଇଟି ନିୟମକୁ ସମ୍ପୂର୍ଣ୍ଣ ରୂପେ […]

Continue Reading

ଜୁଲାଇରେ କରୋନା ମୁକାବିଲା ବେଳେ ଫୋକସରେ ରହିବ ଓଡ଼ିଶାର ଏହି ୬ ଜିଲ୍ଲା

ଭୁବନେଶ୍ୱର: ରାଜ୍ୟରେ ଲକଡାଉନକୁ ୫୦ ଦିନ ପୂରିଛି । ଆଉ ୪ ଦିନ ପରେ ସରୁଛି ଆଂଶିକ ଲକଡାଉନ୍ । ଜୁଲାଇ ୧ରୁ କଣ ହେବ ? ଅଧିକ ପଜିଟିଭ୍ ହାର ଥିବା ଜିଲ୍ଲାରୁ କଟକଣା କୋହଳ ହେବ ନା ବଳବତ୍ତର ରହିବ ଲକଡାଉନ୍ କଟକଣା । ବର୍ତ୍ତମାନ ଓଡ଼ିଶାର କରୋନା ଗ୍ରାଫ ଦର୍ଶାଉଛି ପଜିଟିଭିଟି ରେଡ୍ ଜୋନରେ ଅଛି ୫ ଜିଲ୍ଲା ପୁରୀ, ଖୋର୍ଦ୍ଧା, କଟକ, ଯାଜପୁର ଓ ନୟାଗଡ଼ ଜିଲ୍ଲା । ଏସବୁ ଜିଲ୍ଲାରେ ଜୁଲାଇ […]

Continue Reading

ଜୁଲାଇରେ ୧୫ ଦିନ ବନ୍ଦ ରହିବ ବ୍ୟାଙ୍କ, ଜାଣନ୍ତୁ…

ନୂଆଦିଲ୍ଲୀ: ଆରବିଆଇ ପକ୍ଷରୁ ବ୍ୟାଙ୍କ ଛୁଟି ତାଲିକା ଜାରି କରାଯାଇଛି। ଜୁଲାଇ ମାସ କ୍ୟାଲେଣ୍ଡର ଅନୁଯାୟୀ ଜୁଲାଇରେ ୯ ଦିନ ବ୍ୟାଙ୍କ ଛୁଟି ରହିବ। ତେବେ ଏହି ଛୁଟିଦିନ ବିଭିନ୍ନ ସ୍ଥାନରେ ଭିନ୍ନ ଭିନ୍ନ ହେବ। ଏହା ବ୍ୟତୀତ ରବିବାର ଏବଂ ଦ୍ୱିତୀୟ ଶନିବାର ଓ ଚତୁର୍ଥ ଶନିବାର ପାଇଁ ବ୍ୟାଙ୍କରେ କାମ ହେବ ନାହିଁ। ଏହିପରି ଭାବେ ବ୍ୟାଙ୍କଗୁଡିକରେ ମୋଟ ୧୫ ଦିନ କାମ ହେବ ନାହିଁ। ୪ ଜୁଲାଇ ୨୦୨୧ – ରବିବାର ୧୦ […]

Continue Reading

ନାଗ ସାପକୁ ଗିଳିଲା ନାଗ

ଭୁବନେଶ୍ୱର: ନାଗ ସାପ ଉଦ୍ଧାର ପାଇଁ ଅନୁରୋଧ । ଏନେଇ ସ୍ନେକ ହେଲ୍ପ ଲାଇନକୁ ଖବର ଦିଆଯାଇଥିଲା । ଭୁବନେଶ୍ୱର ଉପକଣ୍ଠ ବାଳକାଟି ନିକଟ ଯଶୁଆପୁର ଗ୍ରାମରେ ଏକ ନିର୍ମାଣାଧୀନ ଆପାର୍ଟମେଂଟରେ ନାଗ ସାପ ସାପକୁ ଦେଖି ଉଦ୍ଧାର କରିବା ପାଇଁ ସ୍ନେକ ହେଲ୍ପ ଲାଇନକୁ ଖବର ଦିଆଯାଇଥିଲା । ସ୍ନେକ ହେଲ୍ପ ଲାଇନ ସଦସ୍ୟ ପହଞ୍ଚିବା ବେଳକୁ ସାପଟି ଆଉ ଦେଖା ଯାଉ ନଥିଲା । ଶ୍ରମିକ ମାନେ ଯେଉଁ ସ୍ଥାନରେ ପ୍ରଥମେ ସାପଟିକୁ ଦେଖିଥିଲେ […]

Continue Reading

ନକଲି ଟିକା ନେଇ ସାଂସଦ ମିମି ଚକ୍ରବର୍ତ୍ତୀ ଅସୁସ୍ଥ

କୋଲକାତା: ନକଲି ଟିକା ଟିଏମ୍‌ସି ସାଂସଦ ମିମି ଚକ୍ରବର୍ତ୍ତୀ ଅସୁସ୍ଥ। ଏକ ଶିବିରରେ ନକଲି କରୋନା ଟିକା ନେବା ପରେ ସାଂସଦ ମିମି ଚକ୍ରବର୍ତ୍ତୀ ଅସୁସ୍ଥ ହୋଇପଡିଥିବା ଜଣାପଡ଼ିଛି। ରିପୋର୍ଟ ଅନୁଯାୟୀ, ନକଲି ଟିକାକରଣର ଚାରି ଦିନ ପରେ ସାଂସଦ ଅସହଜ ଅନୁଭବ କରିଥିଲେ। ଏହାପରେ ତାଙ୍କୁ ତୁରନ୍ତ ଚିକିତ୍ସା ଯୋଗାଇ ଦିଆଯାଇଥିଲା। ପ୍ରାରମ୍ଭିକ ଯାଞ୍ଚ ପରେ ସାଂସଦଙ୍କୁ ଘରେ ସମ୍ପୂର୍ଣ୍ଣ ବିଶ୍ରାମ ନେବାକୁ କୁହାଯାଇଛି।

Continue Reading

କେତେ ଘାତକ ଡେଲଟା ପ୍ଲସ ? ଗୁରୁତ୍ୱପୂର୍ଣ୍ଣ କଥା କହିଲେ ILS ନିର୍ଦ୍ଦେଶକ

ଭୁବନେଶ୍ୱର: ଦେଶରେ ଏବେ ଡେଲଟା ପ୍ଲସ ଭାରିଆଣ୍ଟକୁ ନେି ଚର୍ଚ୍ଚା । ଓଡ଼ିଶାରୁ ଗୋଟିଏ କେସ୍ ଚିହ୍ନଟ ପରେ ଲୋକଙ୍କ ଭିତରେ ଆଶଙ୍କା ବଢ଼ିଛି । ନୂଆ ଭାଇରସ୍ କେତେ ମାରାତ୍ମକ । ଆଇଏଲଏସ୍ ନିର୍ଦ୍ଦେଶକ ଡାକ୍ତର ଅଜୟ ପରିଡ଼ା ଆଶ୍ୱସ୍ତିକର ସୂଚନା ଦେଇଛନ୍ତି । ସେ କହିଛନ୍ତି, ଡେଲଟା ପ୍ଲସ୍ ଭାରିଆଏଣ୍ଟ ଵିଶେଷ ଘାତକ ନୁହେଁ । ଘାତକ ହୋଇଥିଲେ ଏହା ଦେବଗଡ଼ ଜିଲ୍ଲାରେ ବ୍ୟାପୀ ସାରିଥାଆନ୍ତା । ତଥାପି ଆମକୁ ସତର୍କ ରହିବାକୁ ପଡ଼ିବ […]

Continue Reading

ଡେଲଟା ପ୍ଲସକୁ ନେଇ ବଢ଼ିଲା ଭୟ, ମହାରାଷ୍ଟ୍ରରେ ନେଲା ପ୍ରଥମ ଜୀବନ

ନୂଆଦିଲ୍ଲୀ : କରୋନାର ଦ୍ବିତୀୟ ଲହରକୁ ନେଇ ଭୟ ଥମିନଥିବା ବେଳେ, ଏବେ ଡରାଇଲାଣି ଡେଲଟା ପ୍ଲସ ଭୂତାଣୁ । ଡେଲଟା ଦୁର୍ବଳ ହେଉଥିବା ବେଳେ ଡେଲଟା ପ୍ଲସକୁ ନେଇ ବଢ଼ିଲାଣି ଭୟ । ଦ୍ବିତୀୟ ଲହର ପରେ ଏବେ ଡେଲଟା ପ୍ଲସକୁ ନେଇ ତୃତୀୟ ଲହରର ଆଶଙ୍କା କଲେଣି ବିଶେଷଜ୍ଞ । ସେପଟେ ଦେଶର ବିଭିନ୍ନ ରାଜ୍ୟରେ ଦିନକୁ ଦିନ କରୋନାର ନୂଆ ଭ୍ୟାରିଆଣ୍ଟରେ ବଢ଼ିବାରେ ଲାଗିଲାଣି ଆକ୍ରାନ୍ତଙ୍କ ସଂଖ୍ୟା । ତେବେ ମହାରାଷ୍ଟ୍ରରେ ଡେଲଟା […]

Continue Reading

ଭିଜିଲାନ୍ସ ନିର୍ଦ୍ଦେଶକ ଭାବେ ଯଶୱନ୍ତ ଜେଠୱାଙ୍କ ଦାୟିତ୍ବ ଗ୍ରହଣ

କଟକ: ଭିଜିଲାନ୍ସ ନିର୍ଦ୍ଦେଶକ ଭାବେ ଦାୟିତ୍ବ ଗ୍ରହଣ କରିଛନ୍ତି ଯଶୱନ୍ତ ଜେଠୱା । ୧୯୯୪ ବ୍ୟାଚ IPS ଅଧିକାରୀ ଯଶୱନ୍ତ ଜେଠୱା ଦେବାଶିଷ ପାଣିଗ୍ରାହୀଙ୍କ ସ୍ଥାନ ନେଇଛନ୍ତି। ଦେବାଶିଷ ପାଣିଗ୍ରାହୀଙ୍କ ବିୟୋଗ ପରେ ଭିଜିଲାନ୍ସ ନିର୍ଦ୍ଦେଶକଙ୍କ ପଦ ଖାଲି ପଡ଼ିଥିଲା । ଗତକାଲି ଆଇପିଏସ୍ ସ୍ତରରେ ଅଦଳବଦଳ ବେଳେ ଭିଜିଲାନ୍ସର ନୂଆ ନିର୍ଦ୍ଦେଶକ ଭାବେ ଜେଠୱାଙ୍କୁ ଦାୟିତ୍ବ ପ୍ରଦାନ କରାଯାଇଥିଲା।

Continue Reading