‘ବିଜୟ ମାଷ୍ଟର’ ହିନ୍ଦୀ ରିମେକ୍‌ରେ ଅଭିନୟ କରିବେ ସଲମାନ ଖାନ

ମୁମ୍ବାଇ: ଗ୍ରାଣ୍ଡ୍‌ କମ୍‌ ବ୍ୟାକ୍‌ କରୁଛନ୍ତି ବଲିଉଡ୍‌ ଭାଇଜାନ ସଲ୍‌ମାନ ଖାନ୍। କିଛିଦିନ ତଳେ ସଲ୍‌ମାନଙ୍କ ଅଭିନୀତ ରାଧେ ରିଲିଜ ହୋଇଥିଲା। ତେବେ ଫିଲ୍ମକୁ ଆଶା ମୁତାବକ ସଫଳତା ମିଳିପାରି ନଥିଲା। ଆଇଏମ୍‌ଡିର ବେଶ୍‌ ଖରାପ ରେଟିଂ ମିଳିଥିଲା ରାଧେକୁ। ଏମିତିକି ସଲ୍‌ମାନଙ୍କ ପିତା ସଲିମ୍‌ ଖାନ ମଧ୍ୟ ଏହା ଏକ ଚମତ୍କାର ଫିଲ୍ମ ନୁହେଁ ବୋଲି କହିଥିଲେ। ତେବେ ସୂଚନା ଅନୁଯାୟୀ ସଲମାନ ତାମିଲ ଫିଲ୍ମ ‘ଥାଲାପାଟୀ ବିଜୟ ମାଷ୍ଟର’ର ହିନ୍ଦୀ ରିମେକ୍‌ରେ ଅଭିନୟ କରିବେ। […]

Continue Reading

ହୋମ ଡେଲିଭରି ଏଜେଣ୍ଟଙ୍କୁ ଟିକାକରଣ

ଦିଲ୍ଲୀ: ଦିଲ୍ଲୀରେ କରୋନା ସଂକ୍ରମଣ ମୃତ୍ୟୁ ସଂଖ୍ୟା ଧୀରେ ଧୀରେ ହ୍ରାସ ପାଉଛି । ଏ ସ୍ଥିତିରେ ବର୍ତ୍ତମାନ ସମସ୍ତ ଟିକା କରଣ ଉପରେ ଧ୍ୟାନ ଦିଆଯାଉଛି । ଏହି ପର୍ଯ୍ୟାୟରେ ଦିଲ୍ଲୀ ସରକାର ଏକ ବଡ ନିଷ୍ପତ୍ତି ନେଇଛନ୍ତି । ବର୍ତ୍ତମାନ ଅନଲାଇନ୍ ସପିଂ କମ୍ପାନୀ ସହିତ ଜଡିତ ହୋମ ଡେଲିଭରି ଏଜେଣ୍ଟମାନଙ୍କୁ କରୋନା ଟିକା ଦିଆଯିବ । ଲୋକେ ଘରୁି ବାହାରୁନାହାଁନ୍ତି, ହେଲେ ଏମାନେ ସମସ୍ତଙ୍କୁ ଘରେ ଅତ୍ୟାବଶ୍ୟକୀୟ ଜିନିଷ ଠିକ୍ ସମୟରେ ପହଞ୍ଚାଇବାରେ […]

Continue Reading

ଭୁବନେଶ୍ୱରରେ ଟିକାକରଣ ପାଇଁ ନୂଆ ନିୟମ

ଭୁବନେଶ୍ୱର: ଭୁବନେଶ୍ୱରରେ ୧୮ ବର୍ଷରୁ ଅଧିକ ବୟସ୍କ ଲୋକଙ୍କୁ ପ୍ରଥମ ଡୋଜ୍ ସକାଳ ସେସନରେ ଏବଂ ଦ୍ୱିତୀୟ ଡୋଜ ଅପରାହ୍ନ ସେସନରେ ଦିଆଯିବ। ଭୁବନେଶ୍ୱର ମ୍ୟୁନିସିପାଲିଟି କର୍ପୋରେସନ୍ (ବିଏମସି) କମିଶନର ସଞ୍ଜୟ ସିଂ ଶୁକ୍ରବାର ଦିନ ଗଣମାଧ୍ୟମକୁ ଏନେଇ ସୂଚନା ଦେଇଛନ୍ତି। ତାଙ୍କ କହିବାନୁଯାୟୀ ୪୫+ ବୟସ ବର୍ଗର ଲୋକଙ୍କର ଟିକାକରଣ ଅପରାହ୍ନ ଅଧିବେଶନରେ ଜାରି ରହିବ। ତେବେ ଏନେଇ ଖୁବ ଶୀଘ୍ର ଏ ସମ୍ପର୍କରେ ବିଜ୍ଞପ୍ତି ଜାରି କରାଯିବ ବୋଲି ସେ କହିଛନ୍ତି।

Continue Reading

କରୋନା ସମ୍ପର୍କରେ ଭୁଲ୍‌ ତଥ୍ୟ ପ୍ରଚାର ଅଭିଯୋଗରେ ଫିଲ୍ମ ନିର୍ମାତାଙ୍କ ନାଁରେ ମାମଲା ରୁଜୁ

କୋଚି: କରୋନା ସମ୍ପର୍କରେ ଭୁଲ୍‌ ତଥ୍ୟ ପ୍ରଚାର କରି ଅଡୁଆରେ ଫିଲ୍ମ ନିର୍ମାତା ଆୟେଶା ସୁଲତାନା। ଟିଭି ବିତର୍କ ସମୟରେ କେନ୍ଦ୍ର ଶାସିତ ଅଞ୍ଚଳରେ କରୋନା ସମ୍ପର୍କରେ ମିଥ୍ୟା ଖବର ପ୍ରସାର କରିଥିବା ଅଭିଯୋଗରେ ତାଙ୍କ ନାଁରେ ଏଫ୍‌ଆଇଆର ଦାଖଲ ହୋଇଛି। ଏହି ଅଭିଯୋଗ ଆଣିଛନ୍ତି ବିଜେପି ନେତା ଅବଦୁଲ ଖାଦର। ସେ ଲକ୍ଷ୍ମୀଦୀପ ୟୁନିଟ୍ ସଭାପତି ଅଛନ୍ତି। ଅଭିଯୋଗ ପରେ ଲକ୍ଷ୍ମୀଦ୍ୱୀପ ପୋଲିସ ଗୁରୁବାର ଦିନ ଚଳଚ୍ଚିତ୍ର ନିର୍ମାତା ଆୟେଶା ସୁଲତାନାଙ୍କ ବିରୋଧରେ ମାମଲା ରୁଜୁ […]

Continue Reading

ଆସନ୍ତାକାଲି ପାଇଁ ୬ ଜିଲ୍ଲାକୁ ରେଡ୍ ଓ୍ବାର୍ଣ୍ଣିଂ

ଭୁବନେଶ୍ବର : ଉତ୍ତର-ପଶ୍ଚିମ ବଙ୍ଗୋପସାଗର ଓ ଏହାର ଆଖପାଖରେ ସୃଷ୍ଟି ହୋଇଛି ଲଘୁଚାପ । ଏହାର ପ୍ରଭାବରେ ରାଜ୍ୟରେ ଚାରି ଦିନ ପର୍ଯ୍ୟନ୍ତ ବର୍ଷା ଲାଗି ରହିବ । ୨୪ ଘଣ୍ଟାରେ ଏହା ଆହୁରି ଘନୀଭୂତ ହେବା ସହ ପଶ୍ଚିମ-ଉତ୍ତର-ପଶ୍ଚିମ ଦିଗରେ ଓଡ଼ିଶା ମଧ୍ୟ ଦେଇ ଗତି କରିବ ବୋଲି ସୂଚନା ଦେଇଛି ପାଣିପାଗ ବିଭାଗ । ଏହାର ପ୍ରଭାବରେ ଆସନ୍ତାକାଲି ରାଜ୍ୟର ୬ଟି ଜିଲ୍ଲାକୁ ରେଡ୍ ଓ୍ବାର୍ଣ୍ଣିଂ ଜାରି କରାଯାଇଛି । ସମ୍ବଲପୁର, ସୋନପୁର, ବଲାଙ୍ଗିର, […]

Continue Reading

ପୁଣି ଥରେ ଏକାଠି ନଜର ଆସିବେ କପିଲ ଏବଂ ସୁନିଲଙ୍କ ଯୋଡି!

ନୂଆଦିଲ୍ଲୀ: ପୁଣି ଥରେ ଏକାଠି ହେବେ ହାସ୍ୟ ଅଭିନେତା କପିଲ ଏବଂ ସୁନିଲ। ଆକ୍ଟର ତଥା ହାସ୍ୟ ଅଭିନେତା ସୁନିଲ ଗ୍ରୋଭର ପୁଣି ଥରେ ଦ କପି ଶର୍ମା ସୋରେ ନଜର ଆସିପ‌ାରନ୍ତି। ଲୋକପ୍ରିୟ ରିୟାଲିଟି ସୋ ‘କପିଲ ଶର୍ମା ସୋ’ ଜରିଆରେ ନିଜର ସ୍ବତନ୍ତ୍ର ପରିଚୟ ସୃ‌ଷ୍ଟି କରିଥିବା ସୁନିଲ୍‌ ଗ୍ରୋଭର ପୁଣି ଥରେ ତାଙ୍କର ପୂର୍ବ ଠିକଣାକୁ ଫେରି ପାରନ୍ତି ବୋଲି ଚର୍ଚ୍ଚା ହେଉଛି। ତେବେ ଏ ନେଇ ଏକ ସାକ୍ଷାତକାରରେ ସୁନିଲ୍‌ କପିଲ […]

Continue Reading

ବିଶ୍ୱକୁ ୧ ବିଲିୟନ୍‌ ଡୋଜ କରୋନା ଟିକା ଦେଇପାରେ G7

ଲଣ୍ଡନ: ବିଶ୍ବକୁ ୧ ବିଲିୟନ୍‌ ଡୋଜ କରୋନା ଟିକା ଦେଇପାରେ G7। ଏ ନେଇ ବ୍ରିଟେନ ପକ୍ଷରୁ ଘୋଷଣା କରାଯାଇଛି। ଦକ୍ଷିଣ-ପଶ୍ଚିମ ଇଂଲଣ୍ଡରେ G7 ଶିଖର ସମ୍ମିଳନୀ ଆୟୋଜନ କରୁଥିବା ବ୍ରିଟେନ ଆହୁରି ମଧ୍ୟ କହିଛି ଯେ ଆସନ୍ତା ବର୍ଷ ମଧ୍ୟରେ ଏହା ଅତି କମରେ ୧୦୦ ନିୟୁତ ସରପ୍ଲସ୍ ଡୋଜ ଦାନ କରିବ। ଗ୍ରୁପ୍ ଅଫ୍ ସେଭେନ୍ ହେଉଛି କାନାଡା, ଫ୍ରାନ୍ସ, ଜର୍ମାନୀ, ଇଟାଲୀ, ଜାପାନ, ବ୍ରିଟେନ ଏବଂ ଆମେରିକାକୁ ନେଇ ଏକ ଧନୀ ଗଣତାନ୍ତ୍ରିକ […]

Continue Reading

ପୁରୀ ଓ କାମାକ୍ଷା ମଧ୍ୟରେ ଚାଲିବ ଆଉ ଏକ ସ୍ବତନ୍ତ୍ର ଟ୍ରେନ୍

ଭୁବନେଶ୍ବର : ପୁରୀ ଓ କାମାକ୍ଷା ମଧ୍ୟରେ ଚାଲିବ ଆଉ ଏକ ସ୍ବତନ୍ତ୍ର ଟ୍ରେନ୍ । ପୁଣି ଏକ ସ୍ବତନ୍ତ୍ର ଟ୍ରେନ୍ ଚଳାଚଳ କରିବାକୁ ନିଷ୍ପତ୍ତି ନେଇଛି ରେଳ ମନ୍ତ୍ରଣାଳୟ । ନୂଆ ନିଷ୍ପତ୍ତି ଅନୁସାରେ, ଏଣିକି ଏହି ରୁଟରେ ଚଳାଚଳ କରିବ ସ୍ବତନ୍ତ୍ର ଟ୍ରେନ୍ । ୦୫୬୪୪/୦୫୬୪୩ କାମାକ୍ଷା-ପୁରୀ-କାମାକ୍ଷା ସ୍ପେଶାଲ୍ ଟ୍ରେନ କାମାକ୍ଷା ଠାରୁ ଜୁନ ୨୪ ତାରିଖରୁ ଚଳାଚଳ କରିବ । ଏହି ସ୍ବତନ୍ତ୍ର ଟ୍ରେନ୍ ଜୁନ ୨୪ ତାରିଖରୁ ପ୍ରତ୍ୟେକ ଗୁରୁବାର ରାତି […]

Continue Reading

ଟିକାକରଣକୁ ନେଇ ବାବା ରାମଦେବଙ୍କ ମନ ପରିବର୍ତ୍ତନ; କହିଲେ ଖୁବ୍‌ ଶୀଘ୍ର ନେବେ ଟିକା

ଡେରାଡୁନ୍‌: କିଛିଦିନ ତଳେ କରୋନା ବିରୋଧରେ ଏଲୋପାଥି ଔଷଧ ପ୍ରୟୋଗକୁ ନେଇ ବିବାଦୀୟ ମନ୍ତବ୍ୟ ଦେଇ ଚର୍ଚ୍ଚାକୁ ଆସିଥିଲେ ବାବା ରାମଦେବ। କିନ୍ତୁ ହଠାତ୍‌ ଟିକାକରଣକୁ ନେଇ ବଦଳିଗଲା ଯୋଗ ଗୁରୁ ବାବା ରାମଦେବଙ୍କ ମନ। ସେ ଏବେ ଟିକା ନେବାକୁ ପ୍ରସ୍ତୁତ ଅଛନ୍ତି। ସେ ଖୁବ୍‌ ଶୀଘ୍ର କରୋନା ଟିକା ନେବେ ବୋଲି କହିଛନ୍ତି ବାବା ରାମଦେବ। ପୂର୍ବରୁ ଯୋଗ ଏବଂ ଆୟୁର୍ବେଦର ସୁରକ୍ଷା କବଚ ତାଙ୍କ ପାଖରେ ଥିବାରୁ ତାଙ୍କର ଟିକାର କୌଣସି ଆବଶ୍ୟକତା […]

Continue Reading

ପରଲୋକରେ ଏସୀୟ ଗେମ୍ସ ସ୍ବର୍ଣ୍ଣ ପଦକ ବିଜେତା ବକ୍ସର୍ ଡିଙ୍କୋ ସିଂ

ଭୁବନେଶ୍ୱର: କରୋନା ବିରୋଧରେ ସେ ଜିତିଥିଲେ । ହେଲେ କ୍ୟାନ୍ସର ବ୍ୟାଧି ନିକଟରୁ ସେ ପରାଜିତ ହୋଇଛନ୍ତି । ଆଉ ନାହାଁନ୍ତି ଏସୀୟ ଗେମ୍ସରେ ସ୍ବର୍ଣ୍ଣ ବିଜେତା ବକ୍ସର ଡିଙ୍କୋ ସିଂ । ଦୀର୍ଘଦିନ ଧରି ଲିଭର କ୍ୟାନ୍ସର୍‌ରେ ପୀଡିତ ଥିବା ଏହି ବକ୍ସରଙ୍କର ଆଜି ଦେହାନ୍ତ ହୋଇଛି । ୨୦୧୭ରୁ ଡିଙ୍କୋ କ୍ୟାନ୍ସର ସହ ଜୁଝି ଆସୁଥିଲେ । ଗତବର୍ଷ ସେ କରୋନାରେ ମଧ୍ୟ ସଂକ୍ରମିତ ହୋଇଥିଲେ । ତେବେ ଲଢୁଆ ମନୋଭାବ ଓ ଦୃଢ […]

Continue Reading