ରାହୁଲ ଗାନ୍ଧିଙ୍କୁ ପୁଣି ନୋଟିସ: ସରକାରୀ ବଙ୍ଗଳା ଛାଡିବା ପାଇଁ ନିର୍ଦ୍ଦେଶ ଦେଲା କମିଟି
ନୂଆଦିଲ୍ଲୀ: ଲୋକସଭା ଦ୍ୱାରା ଅଯୋଗ୍ୟ ବୋଲି ଘୋଷଣା ହେବା ପରେ ସଦସ୍ୟତା ହରାଇଛନ୍ତି କଂଗ୍ରେସର ପୂର୍ବତନ ଅଧ୍ୟକ୍ଷ ରାହୁଲ ଗାନ୍ଧୀ । ଏହାପରେ ରାହୁଲଙ୍କୁ ଆଉ ଏକ ନୋଟିସ ପଠାଇଛି ଲୋକସଭା ଆବାସ ସମିତି । କଂଗ୍ରେସ ନେତାଙ୍କୁ ଦିଆଯାଇଥିବା ସରକାରୀ ବଙ୍ଗଳା ଖାଲି କରିବା ପାଇଁ ନୋଟିସ ଜାରି କରାଯାଇଛି । ସୁରତ କୋର୍ଟ ତାଙ୍କୁ ୨ ବର୍ଷ ଜେଲ ଦଣ୍ଡାଦେଶ ଶୁଣାଇବା ପରେ ଲୋକସଭା ସ୍ପିକର ରାହୁଲଙ୍କ ସଂସଦ ସଦସ୍ୟତା ଛଡାଇ ନେଇଥିଲେ । ସୂଚନା […]
Continue Reading
