ରକ୍ତ ସଂପର୍କକୁ ଫିକା କରିଦେଉଛି କରୋନା ମହାମାରୀ

ସଇଁନ୍ତଳା: ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି କରୋନା ମହାମାରୀର ଭୟାବହତା । ଅକାଳରେ ଚାଲିଯାଉଛି ଜୀବନ, ସଂକ୍ରମଣ ଭୟରେ ସଂପର୍କ ଭୁଲିଯାଉଛି ମଣିଷ । ରକ୍ତ ସଂପର୍କ ହେଉ କି ବନ୍ଧୁବାନ୍ଧବ ଅବା ପଡୋଶୀ । କରୋନା ସଂକ୍ରମିତଙ୍କ ମୃତ ଶରୀରକୁ ହାତ ମାରିବାକୁ ସମସ୍ତେ ପଛଘୁଂଚା ଦେଉଛନ୍ତି । ବଲାଙ୍ଗୀର ସଇଁନ୍ତଳା ବ୍ଲକ ଘୁନସର ପଂଚାୟତ ଅଧିନସ୍ଥ ଦେଉଳି ଗାଁର ୪୫ ବର୍ଷୀୟ ଆମୁସ ମହାନନ୍ଦ କରୋନାରେ ସଂକ୍ରମିତ ହୋଇ ପ୍ରାଣ ହରାଇଥିଲେ । […]

Continue Reading

ଚିନ୍ମୟୀ ପଣ୍ଡାଙ୍କ ଗଳ୍ପ ସଙ୍କଳନ ‘ମରୁମେଘ’ ଲୋକାର୍ପିତ

ଭୁବନେଶ୍ୱର : ତୀର ତରଙ୍ଗ ପବ୍ଲିକେଶନ ପକ୍ଷରୁ ପ୍ରକାଶିତ ଗାଳ୍ପିକା ଚିନ୍ମୟୀ ପଣ୍ଡାଙ୍କ ପ୍ରଥମ ଗଳ୍ପ ସଙ୍କଳନ ‘ମରୁମେଘ’ ଅନଲାଇନ ମାଧ୍ୟମରେ ଲୋକାର୍ପିତ ହୋଇଯାଇଛି। ବରିଷ୍ଠ ସାହିତ୍ୟିକ ତଥା ପୂର୍ବତନ ପୁଲିସ ମହା ନିର୍ଦ୍ଦେଶକ ବିପିନ ବିହାରୀ ମିଶ୍ର , ବିଶିଷ୍ଟ କବି ରବି ନାରାୟଣ ସେନାପତି ଓ ଅନ୍ୟତମ ବିଶିଷ୍ଟ କବି ପ୍ରଦୀପ ବିଶ୍ୱାଳ ଭରଚୁଆଲ ମୋଡ଼ରେ ଅତିଥି ଭାବରେ ଯୋଗ ଦେଇ ଏହି ସଙ୍କଳନକୁ ଲୋକାର୍ପଣ କରିଥିଲେ। ଅତିଥି ମାନେ ପୁସ୍ତକଟିର ପ୍ରଶଂସା କରିବା […]

Continue Reading

ଶ୍ରୀଲଙ୍କା ଗସ୍ତରେ ଟିମ୍ ଇଣ୍ଡିଆ ମୁଖ୍ୟ କୋଚ୍ ରାହୁଲ ଦ୍ରାବିଡ୍ !

ନୂଆଦିଲ୍ଲୀ: ଆସନ୍ତା ଜୁଲାଇ ମାସରେ ଶ୍ରୀଲଙ୍କା ଗସ୍ତରେ ଟିମ୍ ଇଣ୍ଡିଆ । କିନ୍ତୁ ଏହି ସିରିଜରେ କୋଚ୍ ଭାବରେ ଦଳରେ ସାମିଲ ହେବେ ନାହିଁ ରବି ଶାସ୍ତ୍ରୀ । ତାଙ୍କ ସ୍ଥାନରେ ମୁଖ୍ୟ କୋଚ୍ ଭାବରେ ପୂର୍ବତନ ଅଧିନାୟକ ତଥା ନ୍ୟାସନାଲ୍ କ୍ରିକେଟ ଏକାଡେମୀ ମୁଖ୍ୟ ରାହୁଲ ଦ୍ରାବିଡ ଦଳ ସହ ଶ୍ରୀଲଙ୍କା ଯିବେ । ତେବେ ଏନେଇ ବିସିସିଆଇ ପକ୍ଷରୁ କୌଣସି ବିଧିବଦ୍ଧ ଘୋଷଣା ହୋଇ ନାହିଁ । ଖୁବଶୀଘ୍ର ଘୋଷଣା ହୋଇପାରେ ନିଷ୍ପତ୍ତି । ଆସନ୍ତା […]

Continue Reading

ସରକାରୀ ଡାକ୍ତରଖାନାରେ ଲାଞ୍ଚ କାରବାର

ମାଲକାନଗିରି :ସରକାରୀ ଡାକ୍ତରଖାନାରେ ଚିକିତ୍ସା ପାଇଁ ଲାଞ୍ଚ ମାଗୁଛନ୍ତି ଡାକ୍ତର । ମାଲକାନଗିରି ଜିଲ୍ଲା ସଦର ଚିକିତ୍ସାଳୟରୁ ଏବେ ଏପରି ଏକ ଘଟଣା ସାମନାକୁ ଆସିଛି । ବାଲିମେଳା ସହରର ସୌମ୍ୟ ରଞ୍ଜନ ମହାନ୍ତି ନାମକ ଜଣେ ନାବାଳକଙ୍କ ହାତ ଭାଙ୍ଗିବା ପରେ ପରିବାର ଲୋକେ ତାଙ୍କ ହାତକୁ ପ୍ଲାଷ୍ଟର କରିବା ଲାଗି ମାଲକାନଗିରି ଜିଲ୍ଲା ସଦର ଚିକିତ୍ସାଳୟକୁ ନେଇଥିଲେ । ହେଲେ ସରକାରୀ ମେଡିକାଲ ଭିତରେ କଅଣ ଚାଲିଛି ଦେଖନ୍ତୁ । ରୋଗୀକୁ ଡାକ୍ତରଙ୍କ ପାଖରେ […]

Continue Reading

ବାତ୍ୟା ଆଶ୍ରୟସ୍ଥଳୀରେ ସ୍ଥିତି ପରଖିଲେ ଭଦ୍ରକ ଜିଲ୍ଲାପାଳ

ଭଦ୍ରକ: ବାତ୍ୟା ୟଶ ଆସୁଛି । ସଜାଗ ରହିବା ପାଇଁ ଉପକୂଳବର୍ତ୍ତୀ ଜିଲ୍ଲାର ଜିଲ୍ଲାପାଳମାନଙ୍କୁ ସତର୍କ କରିଛନ୍ତି ସ୍ୱତନ୍ତ୍ର ରିଲିଫ କମିଶନର । ଏହାପରେ ଆରମ୍ଭ ହୋଇଛି ପ୍ରସ୍ତୁତି । ଆଜି ଭଦ୍ରକ ଜିଲ୍ଲାପାଳ ଡକ୍ତର ଜ୍ଞାନ ଦାସ ବାସୁଦେବପୁର ଅଞ୍ଚଳରେ ଥିବା ବାତ୍ୟା ଆଶ୍ରୟ ସ୍ଥଳୀ ପରିଦର୍ଶନ କରିଛନ୍ତି । ସେଠାରେ ଭିତ୍ତିଭୂମିର ସ୍ଥିତି ପରଖିଛନ୍ତି । କଣ ସବୁ ବ୍ୟବସ୍ଥା ରହିଛି ଯାଞ୍ଚ କରିବା ସହ ଆଶ୍ରୟ ସ୍ଥଳୀ ପରିଚାଳନା କମିଟି ସହ ଆଲୋଚନା ବି […]

Continue Reading

କରୋନା ରୋଗୀଙ୍କ ସହାୟତା ଲାଗି ୨୨ କୋଟି ଯୋଗାଡ କଲେଣି ପ୍ରିୟଙ୍କା

ମୁମ୍ବାଇ: କରୋନା ରୋଗୀଙ୍କ ସହାୟତା ଲାଗି ଗିଭ୍‌ ଇଣ୍ଡିଆ ସହିତ ମିଳିତ ଭାବେ ପ୍ରିୟଙ୍କା ଚୋପ୍ରାଙ୍କ ୩ ମିଲିୟନ୍ ଡଲାର୍ (୨୨ କୋଟି ଟଙ୍କା) ସଂଗ୍ରହ କରିବାରେ ସକ୍ଷମ ହୋଇଛନ୍ତି। ପାଣ୍ଠି ସଂଗ୍ରହ ସହିତ ପ୍ରିୟଙ୍କାଙ୍କ ଫାଉଣ୍ଡେସନ ୫୦୦ ଅକ୍ସିଜେନ କନ୍‌ସେନ୍‌ଟ୍ରେଟର କ୍ରୟ କରିବାରେ ସକ୍ଷମ ହୋଇଛି ଯାହା ପ୍ରତି ମାସରେ ୨୫୦୦ ରୁ ଅଧିକ ରୋଗୀଙ୍କୁ ଅମ୍ଳଜାନ ଯୋଗାଣ ଯୋଗାଉଛି। କିଛି ଦିନ ପୂର୍ବରୁ ପ୍ରିୟଙ୍କା ତାଙ୍କ ଉଦ୍ୟମ #TogetherForIndia ଘୋଷଣା କରିଥିଲେ। ଯାହାକି ଭାରତକୁ […]

Continue Reading

ମାଲକାନଗିରି ଜିଲ୍ଲାରେ ଗଡିଲା ରାଜସ୍ୱ ରଥ, ଆଉ ତହସିଲ୍ ଅଫିସ ଆସିବା ଦରକାର ନାହିଁ

ମାଲକାନଗିରି: କରୋନା ମହାମାରୀକୁ ଦୃଷ୍ଟିରେ ରଖି ମାଲକାନଗିରି ତହସିଲ କାର୍ଯ୍ୟାଳୟ ପକ୍ଷରୁ ସାଧାରଣ ଲୋକଙ୍କ ସୁବିଧା ପାଇଁ ଆରମ୍ଭ ହୋଇଛି ରାଜସ୍ୱ ରଥ । ଏଣିକି ଆଉ ହିତାଧିକାରାଙ୍କୁ କୌଣସି ପ୍ରମାଣପତ୍ର କିମ୍ବା ଜମି ପଟ୍ଟା ଲାଗି ତହସିଲ କାର୍ଯ୍ୟାଳୟକୁ ଦୌଡିବାକୁ ପଡିବ ନାହିଁ । ଅନଲାଇନରେ ଆବେଦନ କରିବାର ଏକ ନିର୍ଦ୍ଧିଷ୍ଟ ସମୟ ପରେ ହିତାଧିକାରୀଙ୍କ ଘରକୁ ଯିବ ଏହି ରାଜସ୍ୱ ରଥ । ଘରେ ରହି ସରକାରୀ ଅଧିକାରୀଙ୍କଠାରୁ ସିଧାସଳଖ ଗ୍ରହଣ କରିବେ ପ୍ରମାଣପତ୍ର । […]

Continue Reading

ସିଙ୍ଗାପୁର ଷ୍ଟ୍ରେନ୍ ବିବାଦ: କେଜ୍ରିଓ୍ୱାଲଙ୍କ ମନ୍ତବ୍ୟକୁ ନେଇ ରାଗିଲା ସିଙ୍ଗାପୁର, ବୈଦେଶିକ ମନ୍ତ୍ରାଳୟର ସ୍ପଷ୍ଟୀକରଣ

ନୂଆଦିଲ୍ଲୀ: ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ୱାଲଙ୍କ ସିଙ୍କାପୁର ଷ୍ଟ୍ରେନ ମନ୍ତବ୍ୟକୁ ନେଇ ବିବାଦ ମୁଣ୍ଡ ଟେକିଛି । ଆପତ୍ତି ଉଠାଇଛି ସିଙ୍ଗାପୁର । ଏନେଇ ସେଠାରେ ଅବସ୍ଥାପିତ ଭାରତୀୟ ହାଇକମିଶନରଙ୍କୁ ସମନ୍ କରିଛନ୍ତି ସିଙ୍ଗାପୁର ସରକାର । ବିବାଦୀୟ ପରିସ୍ଥିତି ଭିତରେ ପ୍ରତିକ୍ରିୟା ରଖିଛି ବୈଦେଶିକ ବ୍ୟାପାର ମନ୍ତ୍ରାଳୟ । କେନ୍ଦ୍ରମନ୍ତ୍ରୀ ଏସ୍. ଜୟଶଙ୍କର କହିଛନ୍ତି, ଉଭୟ ଭାରତ ଓ ସିଙ୍ଗାପୁର କରୋନା ବିରୋଧରେ ମିଳିତ ଲଢ଼େଇ କରୁଛନ୍ତି । ଭାରତକୁ ସିଙ୍ଗାପୁର କରିଥିବା ସହଯୋଗ ନେଇ […]

Continue Reading

ଭାରତର ତାଜା ସଂକ୍ରମଣ ସଂଖ୍ୟା ସାରା ବିଶ୍ୱରେ ସର୍ବାଧିକ; ‘ହୁ’

ନୂଆଦିଲ୍ଲୀ: ଗତ ସପ୍ତାହରେ ଭାରତରେ ନୂଆ କରୋନା ମାମଲାରେ ୧୩ ପ୍ରତିଶତ ହ୍ରାସ ହୋଇଥିଲା। କିନ୍ତୁ ତାଜା ସଂକ୍ରମଣ ସଂଖ୍ୟା ସାରା ବିଶ୍ୱରେ ସର୍ବାଧିକ ଥିଲା ବୋଲି ‘ହୁ’ କହିଛି। ନୂତନ ମାମଲା ଏବଂ ମୃତ୍ୟୁ ସଂଖ୍ୟା ହ୍ରାସ ପାଇବାରେ ଲାଗିଛି। ମାତ୍ର ୪.୮ ନିୟୁତରୁ ଅଧିକ ନୂତନ ମାମଲା ଏବଂ ଗତ ସପ୍ତାହରେ ବିଶ୍ବ ସ୍ତରରେ ୮୬,୦୦୦ରୁ ଅଧିକ ନୂତନ ମୃତ୍ୟୁ ମାମଲା ରିପୋର୍ଟ ହୋଇଛି। ପୂର୍ବ ସପ୍ତାହ ତୁଳନାରେ ଯଥାକ୍ରମେ ୧୨ ଏବଂ ୫ […]

Continue Reading

ତରୁଣ ତେଜପାଲ ଯୌନ ନିର୍ଯାତନା ମାମଲା; ଆସନ୍ତା ୨୧ରେ ହୋଇପାରେ ପରବର୍ତ୍ତୀ ଶୁଣାଣି

ପାଣାଜୀ: ପୂର୍ବତନ ତେହେଲ୍କା ସମ୍ପାଦକ ତରୁଣ ତେଜପାଲଙ୍କ ବିରୋଧରେ ଯୌନ ନିର୍ଯାତନା ମାମଲାରେ ଗୋଆର ଏକ ସେସନ୍ କୋର୍ଟ ବୁଧବାର ଏହାର ଶୁଣାଣିକୁ ସ୍ଥଗିତ ରଖିଛନ୍ତି। ଏହି ମାମଲାକୁ ମେ ୨୧ ପର୍ଯ୍ୟନ୍ତ ସ୍ଥଗିତ ରଖାଯାଇଛି। ତରୁଣ ତେଜପାଲଙ୍କ ପ୍ରତିନିଧିତ୍ୱ କରୁଥିବା ଓକିଲ ସୁହାସ ଭେଲିପ୍‌ କହିଛନ୍ତି ଯେ ସ୍ଥଗିତାଦେଶର କାରଣ ହେଉଛି ଗତ ୨ରୁ୩ ଦିନ ଧରି ବିଦ୍ୟୁତ୍ ସଂଯୋଗ ନଥିଲା ଏବଂ ସେ ଏହା ଉପରେ କାମ କରିପାରିନଥିଲେ। ତେଣୁ ତାଙ୍କୁ କିଛି ସମୟ […]

Continue Reading