ବାହା ହେଲେ କମେଡି କୁଇନ୍ ସୁଗନ୍ଧା ମିଶ୍ରା
ନୂଆଦିଲ୍ଲୀ: ସୋମବାର କମେଡି କୁଇନ୍ ସୁଗନ୍ଧା ମିଶ୍ରା ଏବଂ ସଙ୍କେତ ଭୋସଲେ ବିବାହ ବନ୍ଧନରେ ଆବଦ୍ଧ ହୋଇଛନ୍ତି। ଜଲନ୍ଧରରେ ଏହି ବିବାହ ଅନୁଷ୍ଠିତ ହୋଇଥିଲା। ନବବିବାହିତା ଦମ୍ପତିଙ୍କ ପ୍ରଥମ ଫଟୋ ମଧ୍ୟ ସାମ୍ନାକୁ ଆସିସାରିଛି। ଇନଷ୍ଟାଗ୍ରାମ ପୋଷ୍ଟ ହୋଇଥିବା ସୁଗନ୍ଧା ଏବଂ ସଙ୍କେତଙ୍କ ଏହି ଫଟୋରେ ଅନେକ ପ୍ରଶଂସକ ତାଙ୍କୁ ଶୁଭେଚ୍ଛା ଜଣାଇଥିବା ମଧ୍ୟ ଦେଖିବାକୁ ମିଳିଛି। ଏହି ଫଟୋରେ ସୁଗନ୍ଧା ଏକ ହଳଦିଆ ଏବଂ ଗୋଲାପୀ ରଙ୍ଗର ଡ୍ରେସ୍ ପିନ୍ଧିଥିବା ବେଳେ ସଙ୍କେତ ଏକ ହଳଦିଆ […]
Continue Reading
