କରୋନା ମୁକାବିଲା: ଭାରତକୁ ୧୩୫ କୋଟି ଦେବ ଗୁଗୁଲ୍‌

Top Storise ଦେଶ- ବିଦେଶ

ନୂଆଦିଲ୍ଲୀ: ଭାରତରେ କୋଭିଡ-୧୯ ମାମଲାରେ ବୃଦ୍ଧି ଘଟିଥିବା ବେଳେ ଗୁଗୁଲ୍‌ ବିଭିନ୍ନ ଚିକିତ୍ସା ଉପକରଣ ଯୋଗାଣ ତଥା ସାଧାରଣତ ସମ୍ପ୍ରଦାୟକୁ ସହାୟତା କରିବା ପାଇଁ ୧୩୫ କୋଟି ଟଙ୍କା ଅର୍ଥ ପ୍ରଦାନ କରିବ ବୋଲି ସୋମବାର ଗୁଗୁଲ୍‌ ସିଇଓ ସୁନ୍ଦର ପିଚାଇ ସୂଚନା ଦେଇଛନ୍ତି।

ଗୁଗୁଲ୍‌ ଏବଂ ଆଲଫାବେଟର ସିଇଓ ପିଚାଇ ଟ୍ୱିଟ୍ କରି କହିଛନ୍ତି, “ଭାରତରେ କୋଭିଡ ସଙ୍କଟ ଦିନକୁ ଦିନ ବିଗିଡିବାରେ ଲାଗିଛି। ଯାହା ଅତ୍ୟନ୍ତ ଚିନ୍ତାର ବିଷୟ। ଗୁଗୁଲ୍‌ @GiveIndia, @UNICEFକୁ ମେଡିକାଲ ଯୋଗାଣ ପାଇଁ ୧୩୫ କୋଟି ଅର୍ଥ ପ୍ରଦାନ କରିବା ନେଇ ଘୋଷଣା କରୁଛି।

Leave a Reply

Your email address will not be published. Required fields are marked *